Latest Odisha News

BREAKING NEWS

Browsing Category

ଫିଚର

ଦଇତାପତି ନିଯୋଗର ନୂଆ ସଭାପତି ହେଲେ ରବୀନ୍ଦ୍ର ଦାସମହାପାତ୍ର

ପୁରୀ : ଶ୍ରୀ ଜଗନ୍ନାଥ ମନ୍ଦିରର ଦଇତାପତି ନିଯୋଗ ନିର୍ବାଚନର ଫଳାଫଳ ଗୁରୁବାର ଦିନ ଘୋଷଣା କରାଯାଇଛି । ଏହି ଫଳାଫଳ ଅନୁଯାୟୀ ନିଯୋଗର ନୂଆ ସଭାପତି ରବୀନ୍ଦ୍ର ଦାସମହାପାତ୍ର ହୋଇଥିବାବେଳେ ସୂର‌୍ୟ୍ୟ ନାରାୟଣ ସ୍ୱାଇଁମହାପାତ୍ର ଉପ-ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଆହୁରି ମଧ୍ୟ…

ସିସୋର୍ ଚିଟଫଣ୍ଡ୍ ସ୍କାମ୍: ୨ ବିଜେଡ଼ି ନେତାଙ୍କୁ ପୁଣି ସିବିଆଇ କରିବ ନୋଟିସ୍

ଭୁବନେଶ୍ୱର : ସିସୋର ଚିଟଫଣ୍ଡ ସ୍କାମ ମାମଲାରେ ସିବିଆଇ ପୁଣିଥରେ ବିଜେଡିର ଦୁଇ ବରିଷ୍ଠ ନେତା ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ସମନ୍ କରିବ । ଗଣମାଧ୍ୟମକୁ ସୂଚନା ଦେଇ ଗୁରୁବାର ଦିନ ସିବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଜାନୁଆରୀ ୨୮ ଓ ୩୦ ତାରିଖ ଦିନ ଅତନୁ ସବ୍ୟସାଚୀ…

୪ର୍ଥ ଦିନିକିଆ: ନ୍ୟୁଜିଲାଣ୍ଡ ୮ ୱିକେଟରେ ବିଜୟୀ

ହାମିଲଟନ: ହାମିଲଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଥିବା ୪ର୍ଥ ଦିନିକିଆରେ ଭାରତ ଶେଷରେ କିୱି ଦଳଠାରୁ ୮ ୱିକେଟରେ ପରାସ୍ତ ହୋଇଛି । ଆଜିର ଖେଳାଯାଇଥିବା ୪ର୍ଥ ଦିନିକିଆରେ ବିରାଟ କୋହଲୀ ବିଶ୍ରାମ ନେଇଥିବା ଯୋଗୁଁ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ବହନ କରିଥିଲେ ।…

ବାଲେଶ୍ୱରରେ ଯୁବକଙ୍କୁ ଗୁଳିମାଡ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାସ୍ଥିତ କଣ୍ଟାବଣିଆ ଗ୍ରାମ ନିକଟରେ ବୁଧବାର ରାତିରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଆହତ ଯୁବକଙ୍କ ନାମ ବିରଞ୍ଚି ଦାସ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ବିରଞ୍ଚି ବାଇକ୍ ଯୋଗେ ଘରକୁ ଫେରୁଥିବାବେଳେ ଅଚାନକ ୨ ଦୁର୍ବୃତ୍ତ…

ଆଇପିଏସ ଅଧିକାରୀଙ୍କ ବଦଳି ଦାବି ନେଇ ଗୃହ ସଚିବଙ୍କୁ ଭେଟିଲା ବିଜେପି

ଭୁବନେଶ୍ୱର: ଓଡ଼ିଶା ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ଗୃହ ସଚିବ ଅଜିତ କୁମାର ତ୍ରିପାଠୀଙ୍କୁ ବୁଧବାର ଦିନ ସଚିବାଳୟରେ ଭେଟି ୨ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ତୁରନ୍ତ ବଦଳି ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି । ବିଜେପି ପକ୍ଷରୁ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ…

୨ ଯୁବ ଓଡିଆଙ୍କ ମାଉଣ୍ଟ କିଲିମାଞ୍ଜାରୋ ଆରୋହଣ

ଭୁବନେଶ୍ୱର : ଦକ୍ଷିଣ ଆଫ୍ରିକାର ତାଞ୍ଜାନିଆରେ ଥିବା ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ ଆରୋହଣ କରିବାରେ ଓଡିଶାର ୨ ଜଣ ଯୁବ ପର୍ବତାରୋହୀ ସଫଳ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଓଡିଶାର ଏହି ୨ଜଣ ପର୍ବତାରୋହୀ ହେଲେ କୋରାପୁଟ ଜିଲ୍ଲାର କୁଶ ଆର୍ଳବ ଏବଂ ବରଗଡ଼ ଜିଲ୍ଲାର ଲିପିକା ସେଠ୍ ।…

ବଡ ପରଦାକୁ ଆସୁଛି ଚାମ୍ପିୟନ୍, ଟ୍ୱିଟ୍ କଲେ ଚୁଲବୁଲି ଅର୍ଚ୍ଚିତା

ଭୁବନେଶ୍ୱର : ଅନେକ ଦିନର ପ୍ରତୀକ୍ଷା ପରେ ଏକ ଭିନ୍ନ ଧର୍ମୀ ଚଳଚ୍ଚିତ୍ର ଜରିଆରେ ପୁଣିଥରେ ଦର୍ଶକଙ୍କ ମତୁଆଲା କରିବାକୁ ଯାଉଛନ୍ତି ଚୁଲବୁଲି ଅର୍ଚ୍ଚିତା ସାହୁ । https://www.instagram.com/p/BtFwaLDA6-s/?utm_source=ig_web_button_share_sheet ଖୁବ୍ ଶୀଘ୍ର ବଡ ପରଦାରେ…

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ, ମାତ୍ର ୯୨ ରନରେ ଅଲଆଉଟ

ହାମିଲଟନ: ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳୁଥିବା ୪ର୍ଥ ଦିନିକିଆରେ ବ୍ୟାଟିଂ ବିପର୍ଯ୍ୟୟ ଘଟି ୩୦.୫ ଓଭରରେ ମାତ୍ର ୯୨ ରନ କରି ଅଲଆଉଟ ହୋଇଯାଇଛି । ତେବେ ଭାରତ ପୂର୍ବରୁ ୩ଟି ମ୍ୟାଚ ଜିତି ୩-୦ରେ ଶୃଙ୍ଖଳା ହାତେଇ ସାରିଛି । ନ୍ୟୁଜିଲାଣ୍ଡ ଟସରେ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ…

ମୟୂରଭଞ୍ଜ ଲାଗି ୧୫୦ କୋଟି ଟଙ୍କାର ପ୍ରକଳ୍ପ, ବାରିପଦାରେ ‘ଛଉ ନୃତ୍ୟ ଗବେଷଣା କେନ୍ଦ୍ର’ ପ୍ରତିଷ୍ଠା ନେଇ…

ବାରିପଦା: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାରଦିନ ତାଙ୍କର ବାରିପଦା ଗସ୍ତ ସମୟରେ ପ୍ରାୟ ୧୫୦ କୋଟି ଟଙ୍କାର ବିଭିନ୍ନ ଜନହୀତକାରୀ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ଏହି ଅବସରରେ ମିସନ ଶକ୍ତି ପକ୍ଷରୁ ଆୟୋଜିତ ସମାବେଶରେ ଉପସ୍ଥିତ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳା…

କେନ୍ଦ୍ରାପଡ଼ାରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

କେନ୍ଦ୍ରାପଡ଼ା: ରାଜଧାନୀର ଏକ ସିନେମା ହଲରେ ମହିଳାଙ୍କୁ ଅଶାଳୀନ ଟିପ୍ପଣୀ ଦେଉଥିବା କିଛି ଯୁବକଙ୍କୁ ପ୍ରତିରୋଧ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ, ମାତ୍ର ଏହାର ଠିକ୍ ୪ ଦିନ ପରେ ବୁଧବାର ଦିନ କେନ୍ଦ୍ରାପଡ଼ାରେ ପୁଣି ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏକ ଦୈନିକ…