Latest Odisha News

BREAKING NEWS

Browsing Category

ଫିଚର

୧୦ ଡ଼ିଗ୍ରୀ ପାରଦ ତଳେ ୧୨ଟି ସହରର ତାପମାତ୍ରା, ଓଡ଼ିଶାରେ ପ୍ରବଳ ଶୀତ ଜାରି

ଭୁବନେଶ୍ୱର: ଓଡ଼ିଶାରେ ପ୍ରବଳ ଶୀତ ଲହରୀ ଜାରି ରହିଥିବା ବେଳେ ଗୁରୁବାର ଦିନ ରାଜ୍ୟର ୧୨ଟି ସହରର ପାରଦ ୧୦ ଡ଼ିଗ୍ରୀ ତଳକୁ ଖସିଥିବା ରେକର୍ଡ଼ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ ଫୁଲବାଣୀ…

ସୁନ୍ଦରଗଡ: ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ

ରାଉରକେଲା : ସୁନ୍ଦରଗଡ ଜିଲ୍ଲାରେ ଜଣେ ୪ ବର୍ଷୀୟ ନାବାଳିକାକୁ ଚକୋଲେଟ୍ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଘଟଣାରେ ପୋଲିସ ଗୁରୁବାର ଦିନ ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ରାଇବଗା ଥାନା ଅନ୍ତର୍ଗତ ଗୋପପୁର ଗ୍ରାମର ସଞ୍ଜୟ ଡୁଙ୍ଗଡୁଙ୍ଗ (୩୦) ବୋଲି ଜଣାପଡିଛି । ମିଳିଥିବା…

ନୟାଗଡ଼ ଆକ୍ରମଣ ଘଟଣା: ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର : ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ମାନସିକ ବିକୃତ ଯୁବକର ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏଥିସହିତ ଏହି ଆକ୍ରମଣ ଘଟଣାରେ ଆହତ ଲୋକଙ୍କୁ ମାଗଣାରେ ଚିକିତ୍ସା…

ରାଜ୍ୟ ସଚିବାଳୟରେ ଧସେଇ ପଶିବାକୁ ଚେଷ୍ଟା କଲେ ‘ବିଜେପି କୃଷକ ମୋର୍ଚ୍ଚା’ କର୍ମୀ

ଭୁବନେଶ୍ୱର : ଧାନର ଅଭାବୀ ବିକ୍ରି ଓ ଧାନମଣ୍ଡିରେ ଅବ୍ୟବସ୍ଥାକୁ ନେଇ ବିଜେପି କୃଷକ ମୋର୍ଚ୍ଚା କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗୁରୁବାର ଦିନ ରାଜ୍ୟ ସଚିବାଳୟ ସମ୍ମୁଖରେ ଏନେଇ ସରକାରଙ୍କୁ ବିରୋଧ କରିଛନ୍ତି । ଏଥିସହ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୃଷକ ମୋର୍ଚ୍ଚାର କର୍ମୀମାନେ…

ହକି ବିଶ୍ୱକପ: ଓଡ଼ିଶାକୁ ରେକର୍ଡ଼ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ

ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶା ପର୍ଯ୍ୟଟନ ଲାଗି ବେଶ୍ ଭଲ ସମୟ ଚାଲିଛି । ଓଡ଼ିଶାକୁ ୨୦୧୮ ମସିହା ଡ଼ିସେମ୍ବର ମାସରେ ୨୨ ଲକ୍ଷ ଘରୋଇ ପର୍ଯ୍ୟଟକ ଆସିଥିବା ବେଳେ ପ୍ରାୟ ୧୫,୦୦୦ ବିଦେଶୀ ପର୍ଯ୍ୟଟକ ଗତ ୨ ମାସ ମଧ୍ୟରେ ଓଡ଼ିଶା ପରିଦର୍ଶନ କରିଛନ୍ତି । ଭାରତର ଅଗ୍ରଣୀ ବ୍ୟବସାୟ ଭିତ୍ତିକ…

୨୦୧୯ ନିର୍ବାଚନ ଓଡ଼ିଶା ପୋଲିସ ଲାଗି ଏକ ବଡ଼ ଚ୍ୟାଲେଞ୍ଜ୍: ଡ଼ିଜିପି

ଭୁବନେଶ୍ୱର: ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ଓଡ଼ିଶା ଲାଗି ଏକ ବିରାଟ ଚ୍ୟାଲେଞ୍ଜ୍ ବୋଲି ଗୁରୁବାର ଦିନ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡ଼ିଜିପି) ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି । ସ୍ଥାନୀୟ ପୋଲିସ ଭବନଠାରେ ଅୟୋଜିତ ହୋଇଥିବା ୬୧ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀରେ…

ଚିଲିକାରେ ଆଜିଠୁ ବାର୍ଷିକ ଡଲଫିନ ଗଣନା ଆରମ୍ଭ

ପୁରୀ : ଚିଲିକା ହ୍ରଦରେ ବାର୍ଷିକ ଡଲଫିନ ଗଣନା ଗୁରୁବାର ଦିନ ଠାରୁ ଆରମ୍ଭ ହୋଇଛି । ଏହି ଡଲଫିନ୍ ଗଣନା ସାମିଲ ରହିଥିବା ୧୧ଟି ଦଳରେ ୮୦ ଜଣ ବିଶେଷଜ୍ଞ ରହିଥିବା ନେଇ ସୂଚନା ମିଳିଛି । ଅନ୍ୟପକ୍ଷରେ ଏହି ଡଲଫିନ ଗଣନାରେ ଓଡିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି…

ନୟାଗଡ: ମାନସିକ ବିକୃତ ଯୁବକଙ୍କ ଆକ୍ରମଣରେ ୨ମୃତ, ୫ ଆହତ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ମାନସିକ ଭାରସାମ୍ୟ ହରାଇଥିବା ଜଣେ ଯୁବକର ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିବା ସହ ୫ଜଣ ପୋଲିସ କର୍ମଚାରୀ ଓ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ପରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ କାବୁ କରିଥିôବା ବେଳେ ଉତ୍ତେଜିତ ସ୍ଥାନୀୟ ଲୋକମାନେ…

ମେଘାଳୟ ଖଣି ଧସିବା ଘଟଣା: ମାସକ ପରେ ନୌସେନା ଦ୍ୱାରା ପ୍ରଥମ ମୃତଦେହ ଉଦ୍ଧାର

ମେଘାଳୟ : ମେଘାଳୟ ଇଷ୍ଟ ଜୟନ୍ତିଆ ହିଲସ କୋଇଲା ଖଣିରେ ଫସି ରହିଥିବା ୧୫ ଜଣ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ୧ ମାସ ପରେ ନୌସେନା ପକ୍ଷରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଏବେବି ଅପରେସନ୍ ଜାରି ରହିଥିବା ବେଳେ ପ୍ରାୟ ୨୦୦ ଫୁଟ ତଳୁ ନୌସେନା ବୁଡାଳୀ ମାନେ…

ଆଲବମ୍ ଅଭିନେତ୍ରୀ ସିମରନ୍ ମୃତ୍ୟୁ ଘଟଣା: ଶାଶୂ ଘରେ ପୋଲିସ ଲଗାଇଲେ ‘ଲଟକା’

ସମ୍ବଲପୁର : ସମ୍ୱଲପୁରୀ ଆଲବମ୍ ଅଭିନେତ୍ରୀ ସିମରନ୍ ସିଂହ ମୃତ୍ୟୁ ଘଟଣାରେ ଗୁରୁବାର ଦିନ ବୁର୍ଲା ପୋଲିସ ତାଙ୍କ ଶାଶୂ-ଶ୍ୱଶୁରଙ୍କ ଘରେ ଲଟକା (ନୋଟିସ୍) ଲଗାଇଛି । ମିଳିଥିବା ସୂଚନାନୁଯାୟୀ ବଲାଙ୍ଗିର ଜିଲ୍ଲା ବେଲପଡ଼ା ସ୍ଥିତ ସିମରନ୍ଙ୍କ ଶାଶୂ ଘରେ ପୋଲିସ ପକ୍ଷରୁ ଏହି ଲଟକା ଲଗାଯାଇଛି ।…