Latest Odisha News

BREAKING NEWS

Browsing Category

ଫିଚର

ସ୍କୁଲ ଛାତ୍ରୀଙ୍କ ଶିଶୁ ପ୍ରସବ ଘଟଣାରେ ସମଗ୍ର କନ୍ଧମାଳ ବନ୍ଦ, ଜୀବନଯାତ୍ରା ବାଧାପ୍ରାପ୍ତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗୀବାଡ଼ିର ଏକ ସେବାଶ୍ରମ ବିଦ୍ୟାଳୟ ହଷ୍ଟେଲରେ ଜଣେ ୮ମ ଶ୍ରେଣୀ ନାବାଳିକା ଛାତ୍ରୀ ଜାନୁଆରୀ ୧୨ ତାରିଖରେ ଶିଶୁ ସନ୍ତାନ ପ୍ରସବ କରିବା ଘଟଣାରେ, ଆଜି ସମଗ୍ର କନ୍ଧମାଳ ଜିଲ୍ଲାରେ ଏହାକୁ ନିନ୍ଦା କରାଯାଇ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି । ଏହା ଫଳରେ…

ବିଜେପି ଅଧ୍ୟକ୍ଷ ଅମିତ ଶାହ ସ୍ୱାଇନ୍ ଫ୍ଲୁରେ ପୀଡ଼ିତ, ଓଡ଼ିଶା ଗସ୍ତ ସ୍ଥଗିତ

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବୁଧବାର ଦିନ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହେବା ଫଳରେ ଅସୁସ୍ଥତା ଯୋଗୁଁ ତାଙ୍କୁ ଚିକିତ୍ସା ନିମନ୍ତେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ଅମିତ ଶାହଙ୍କ ଅସୁସ୍ଥତା ଯୋଗୁଁ ବିଜେପିର ଓଡ଼ିଶା ଶାଖା ପକ୍ଷରୁ ତାଙ୍କର…

ଶାମ୍ବଦଶମୀରେ ବାରିପଦାର ପାରମ୍ପରିକ ସୂର୍ଯ୍ୟପୂଜା ଅନୁଷ୍ଠିତ

ବାରିପଦା: ସାରା ଓଡ଼ିଶାରେ ପବିତ୍ର ଶାମ୍ବଦଶମୀ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ବିଗତ ୫୦ ବର୍ଷ ଧରି ଆୟୋଜିତ ହେଉଥିବା ସୂର୍ଯ୍ୟପୂଜା ଭକ୍ତି ସହକାରେ ଅନୁଷ୍ଠିତ ହୋଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ବାରିପଦା ସହରସ୍ଥିତ…

ନବ ଦାସଙ୍କ ପରେ ଏବେ କଂଗ୍ରେସ ବିଧାୟକ ଯୋଗେଶ ସିଂହ ଓ ପ୍ରକାଶ ବେହେରା ବିଜେଡ଼ି ମୁହାଁ !

ସୁନ୍ଦରଗଡ଼/ ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଆସନ୍ତା ୨୪ ତାରିଖ ଦିନ ବିଜେଡ଼ି ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ଯୋଜଦାନ କରିବା କଥା ସ୍ୱୀକାର କରିସାରିଛନ୍ତି । ଆଜି ମଧ୍ୟ ସେ କଂଗ୍ରେସର ପ୍ରାଥମିକ…

ନିକିତା ମୃତ୍ୟୁ ଘଟଣା: ଥାନାରେ ହାଜର ହେବାକୁ ଶାଶୁ-ଶ୍ୱଶୂର ଅଧିକ ଦିନ ସମୟ ମାଗିଲେ

କଟକ: ଓଡ଼ିଆ ଟିଭି ଅଭିନେତ୍ରୀ ନିକିତାଙ୍କର ଜାନୁଆରୀ ୫ ତାରିଖରେ ମୃତ୍ୟୁ ହେବା ପରଠାରୁ ଫେରାର ରହିଥିବା ନିକିତାଙ୍କ ଶାଶୁ-ଶ୍ୱଶୂର ଅସୁସ୍ଥତା ଯୋଗୁଁ ଥାନାରେ ହାଜର ହେବାକୁ ଆଉ ଅଧିକ ଦିନ ମାଗିଛନ୍ତି । ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ନିଜର ପୈତୃକ ବାସଭବନରେ ଛାତରୁ ଖସିପଡ଼ି ମୃତ୍ୟୁ…

ରେଙ୍ଗାଳୀ ଡ୍ୟାମରୁ କଲରାପତିଆ ବାଘର ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଅନ୍ତର୍ଗତ ମାଙ୍କଡ଼ଚୁଆ ଗାଁରୁ ବୁଧବାର ଦିନ ବନବିଭାଗ କର୍ମଚାରୀମାନେ ଏକ କଲରାପତିଆ ବାଘର ମୃତଦେହ ଉଦ୍ଧାର କରିଛନ୍ତି । ସ୍ଥାନୀୟ ବାସିନ୍ଦା ପ୍ରଥମେ ପାଣିରେ ଭାସୁଥିବା ଅବସ୍ଥାରେ ଏହି କଲରାପତିଆ ବାଘଟିର ମୃତଦେହ ଦେଖିବା ପରେ ତୁରନ୍ତ ବନବିଭାଗର…

ଓଡିଶା କ୍ୟାଡର ଆଇପିଏସ ଅଧିକାରୀ ସତ୍ୟଜିତ ନାୟକ ଏନଆଇଏ ଏସପି ଭାବେ ନିଯୁକ୍ତ

ଭୁବନେଶ୍ୱର : ୨୦୦୮ ବ୍ୟାଚ ଓଡିଶା କ୍ୟାଡରର ଆଇପିଏସ ଅଧିକାରୀ ସତ୍ୟଜିତ ନାୟକ ଖୁବଶୀଘ୍ର ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ)ର ଏସପି ଭାବେ ନିଯୁକ୍ତ ହେବେ । ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୪ବର୍ଷ ଲାଗି ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ)ର…

ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବାତିଲ ହେଲା ପରୀକ୍ଷା

କଟକ : ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ବୁଧବାର ଦିନ ଓଡିଶା ଟିଚର୍ ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ପରୀକ୍ଷାକୁ ବାତିଲ କରିଛନ୍ତି । ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଲିକ୍ ଅଭିଯୋଗ ହେବା ପରେ ବିଏସଇ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ସୂଚନା ମିଳିଛି ।…

କଂଗ୍ରେସ ଛାଡିଲେ ଝାରସୁଗୁଡା ବିଧାୟକ ନବ ଦାସ, ଜାନୁଆରୀ ୨୪କୁ ସମସ୍ତଙ୍କ ନଜର

ଭୁବନେଶ୍ୱର : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଝାରସୁଗୁଡା ବିଧାୟକ ନବ କିଶୋର ଦାସ ବୁଧବାର ଦିନ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦ ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି)ର କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଜାନୁଆରୀ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ମାଲକାନଗିରି: ପ୍ରେମ ସମ୍ପର୍କ ଲାଗି ଯୁବକଙ୍କୁ ହତ୍ୟା ଅଭିଯୋଗ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ଥାନା ଅନ୍ତର୍ଗତ କଦମଗୁଡା ନିକଟରେ ବୁଧବାର ଦିନ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି । ପ୍ରେମ ସମ୍ପର୍କ ଲାଗି ସମ୍ପୃକ୍ତ ଯୁବକଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହେଉଥିବା ବେଳେ ମୃତକଙ୍କ ନାମ ପବିତ୍ର ଖୀଲ(୧୯) ବୋଲି…