Latest Odisha News

BREAKING NEWS

Browsing Category

ଫିଚର

ପାଲା ଜଗତର ବିସ୍ମୟ ଗାୟକ କାବ୍ୟାଳଙ୍କାର ଶଶିଭୂଷଣ ନନ୍ଦଶର୍ମା

ଭୁବନେଶ୍ୱର: ସାରସ୍ୱତ ସାଧକ ତଥା ପାଲା ଜଗତର ବିସ୍ମୟ ଗାୟକ କାବ୍ୟାଳଙ୍କାର ଶଶିଭୂଷଣ ନନ୍ଦଶର୍ମା ୧୯୪୪ ମସିହା ଏପ୍ରିଲ ମାସ ୭ ତାରିଖରେ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଥାନା ଅନ୍ତର୍ଗତ ଗଙ୍ଗାଧରପୁରଶାସନରେ ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ବାପା ପଣ୍ଡିତ…

ଗଞ୍ଜାମ: ଗୁଳିବିଦ୍ଧ ଦନ୍ତା ହାତୀର ମୃତ ଦେହ ଉଦ୍ଧାର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ରବିବାର ସକାଳୁ ଏକ ଦନ୍ତା ହାତୀର ଗୁଳିବିଦ୍ଧ ମୃତ ଦେହ ଜବତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ମେଘାଝୋଲି ଓ ନିମଖାଣ୍ଡି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ରକ୍ତ ଜୁଡୁବୁଡୁ ଦନ୍ତାହାତୀର ମୃତ ଦେହକୁ ପଡିଥିବା ବେଳେ ତାହାକୁ ଠାବ…

ବଣାଇ ଓ କଣାସରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ସୁନ୍ଦରଗଡ/ପୁରୀ : ରାଜ୍ୟରେ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢୁଥିବା ବେଳେ ସୁନ୍ଦରଗଡ଼ ଓ ପୁରୀ ଜିଲ୍ଲାରେ ରବିବାର ଦିନ ହାତୀପଲ ପଶି ଅନେକ ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବଣାଇ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗୁଡ଼ିଆଳି ଗ୍ରାମରେ ପାଖାପାଖି ୧୪ଟି…

ହକି ବିଶ୍ୱକପ: ଆଜି ଫାଇନାଲରେ ନେଦରଲାଣ୍ଡ ଓ ବେଲଜିୟମ କଡ୍ଡା ମୁକାବିଲା

ଭୁବନେଶ୍ୱର : ଓଡିଶା ପୁରୁଷ ହକି ବିଶ୍ୱକପର ଫାଇନାଲ ତଥା ଅନ୍ତିମ ମ୍ୟାଚ୍ ରବିବାର ଶକ୍ତିଶାଳୀ ନେଦରଲାଣ୍ଡ ଓ ବେଲଜିୟମ ମଧ୍ୟରେ ଅନୁଷ୍ଠିତ ହେବ । ଏଥିସହିତ ଆଜି ଅପରାହ୍ନରେ ମଧ୍ୟ କାଂସ୍ୟ ପଦକ ହାତେଇବା ପାଇଁ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ କଡ୍ଡା ମୁକାବିଲା ହେବ ।…

ଓଡ଼ିଶା ବିଶ୍ୱକପ ହକି: ଟାଇଟଲ୍ ଲାଗି ଫାଇନାଲରେ ନେଦରଲାଣ୍ଡ ଭେଟିବ ବେଲଜିୟମକୁ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଥିବା ଓଡ଼ିଶା ପୁରୁଷ ବିଶ୍ୱକପ ହକି ସେମିଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୪ (୨) – ୩ (୨) ଗୋଲରେ ପରାସ୍ତ କରି ନେଦରଲାଣ୍ଡ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିପାରିଛି । ଅନ୍ୟ ଏକ ସେମିଫାଇନାଲରେ ବେଲଜିୟମ ଦଳ ଇଂଲଣ୍ଡ ଦଳକୁ ୦-୬…

ମହାନଦୀ ଟ୍ରିବ୍ୟୁନାଲ୍ ଓଡ଼ିଶାକୁ ବର୍ଷା ଜଳର ସମସ୍ତ ତଥ୍ୟ ମାଗିଲେ

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଶନିବାର ଦିନ ତାଙ୍କ ଶୁଣାଣିରେ ଓଡ଼ିଶାକୁ ମୌସୁମୀ ଜନିତ ବର୍ଷାଜଳ ସମ୍ପର୍କରେ ଗତ ୨୦ ବର୍ଷର ସମସ୍ତ ତଥ୍ୟ ଆସନ୍ତା ୨ ସପ୍ତାହ ମଧ୍ୟରେ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ମହଲତ ଦେଇଛନ୍ତି । ଏସମ୍ପର୍କରେ ଶୁଣାଣି କରି ଟ୍ରିବ୍ୟୁନାଲ…

ହକି ଫାଇନାଲରେ ତେନ୍ଦୁଲକର ପାଲଟିବେ ଷ୍ଟାର୍ ଆଟ୍ରାକ୍ସନ୍

ଭୁବନେଶ୍ୱର : କିମ୍ବଦନ୍ତୀ କ୍ରିକେଟର ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ରବିବାର ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଫାଇନାଲ୍ ମ୍ୟାଚ ଦେଖିବା ପାଇଁ ଭୁବନେଶ୍ୱର ଆସିବେ । ଏନେଇ ସଚିନ ନିଜ ଟ୍ୱିଟର ଆକାଉଣ୍ଟରରେ ପୋଷ୍ଟ କରିବା ସହ ହକି ବିଶ୍ୱକପର ବିଶ୍ୱସ୍ତରୀୟ ଆୟୋଜନ କରିଥିବା ଯୋଗୁଁ ସେ…

ମିଜୋରାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜୋରାମଥାଙ୍ଗା

ଆଇଜଲ : ମିଜୋରାମର ମୁଖ୍ୟମନ୍ତ୍ରୀ ଭାବେ ଶନିବାର ଶପଥ ଗ୍ରହଣ କରିଛନ୍ତି ମିଜୋ ନ୍ୟାଶନାଲ ଫ୍ରଣ୍ଟ(ଏମ୍ଏନ୍ଏଫ୍)ର ଅଧ୍ୟକ୍ଷ ଜୋରାମଥାଙ୍ଗା। ରାଜ୍ୟପାଳ କେ ରାଜଶେଖରନ୍ ଆଜି ଜୋରାମଥାଙ୍ଗାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିବା ବେଳେ ସେ ମିଜୋ ଭାଷାରେ ଶପଥ ଗ୍ରହଣ କରିଥିଲେ ।…

‘ଗୁଡ ନ୍ୟୁଜ ଇଣ୍ଡିଆ’ର ବିଦେଶୀ ଅନୁଦାନ, ତଦନ୍ତ କରିବ ଇଡି

ଭୁବନେଶ୍ୱର : ଢେଙ୍କାନାଳ ସହର ଉପକଣ୍ଠସ୍ଥ ସେଲଟର ହୋମ୍ ଯୌନ ନିର୍ଯ୍ୟାତନା ଘଟଣା ଏକ ନୂଆ ମୋଡ ନେଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ‘ଗୁଡ ନ୍ୟୁଜ ଇଣ୍ଡିଆ’ରେ ବିଦେଶୀ ପୁଞ୍ଜିନିବେଶ ତଥା କେଉଁ ଏନଜିଓ ଦ୍ୱାରା ଏହା ପରିଚାଳିତ ହେଉଥିଲା ତାର ତଦନ୍ତ କରିବ। ପ୍ରବର୍ତ୍ତନ…

ଇତିହାସର ପୁନରାବୃତ୍ତି: ବାପାଙ୍କ ପରି ପୁଅ ମଧ୍ୟ ହୋଇପାରିଲେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୁହାଯାଏ ଇତିହାସର ପୁନରାବୃତ୍ତି ହୋଇଥାଏ । ଏହାର ସଦ୍ୟ ଉଦାହରଣ ନିକଟରେ ଭୋପାଳରେ ଦେଖିବାକୁ ମିଳିଛି । ପ୍ରାୟ ୨୯ ବର୍ଷ ତଳେ କଂଗ୍ରେସ ନେତା ସ୍ୱର୍ଗତଃ ମାଧବରାଓ ସିନ୍ଧିଆ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବାରୁ ଅଳ୍ପକେ ରହିଯାଇଥିଲେ । ହୋଇପାରି ନଥିଲେ ସେ ମୁଖ୍ୟମନ୍ତ୍ରୀ । ଆଉ…