Latest Odisha News

BREAKING NEWS

Browsing Category

ଫିଚର

ଅଗ୍ନିକାଣ୍ଡରେ ଜଳିଗଲା ୫ଟି ଘର, ନିଆଁ ଲିଭାଇବାକୁ ଆସିଲାନି ଦମକଳ

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ୫ଟି ପରିବାରର ୫ ବଖରା ଘର ଜଳି ଧ୍ୱଂସ ହୋଇଯାଇଛି । ସୋମବା ରାତିରେ ଏହି ଅଗ୍ନିକାଣ୍ଡ ଘଟି ୫ଟି ଘର ନିଆଁରେ ସମ୍ପୂର୍ଣ୍ଣ ପୋଡ଼ିଯାଇଛି । ମିଳିଥିବା ସୂତ୍ର ଅନୁଯାୟୀ ସଟ୍ ସର୍କିଟ୍ ଯୋଗୁଁ…

ରଣବୀରଙ୍କ ସହ କାମ କରିବାକୁ କରୀନାଙ୍କ ଖୁବ୍ ଇଚ୍ଛା !

ମୁମ୍ବାଇ:ଅଭିନେତ୍ରୀ କରୀନା କପୁର ଖାନ ‘ସଞ୍ଜୁ’ ଷ୍ଟାର୍ ରଣବୀର କପୁରଙ୍କ ସହ କାମ କରିବାକୁ ଚାହୁଁଛନ୍ତି । ୩୮ ବର୍ଷୀୟା ଏହି ଅଭିନେତ୍ରୀ ଏକ ମିଡ଼ିଆ ସହ ବାର୍ତ୍ତାଳାପ କରିବା ସମୟରେ କହିଛନ୍ତି ଯେ, “ମୋତେ ରଣବୀର କପୁରଙ୍କ ସହ ଯେକୌଣସି ସିନେମାରେ କାମ କରିବାକୁ ବହୁତ ଭଲ ଲାଗିବ” ।…

ରେଳ ଡ଼ବାରେ ମହିଳାଙ୍କ ଶିଶୁକନ୍ୟା ପ୍ରସବ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଷ୍ଟେସନରେ ଜଣେ ମହିଳା ଯାତ୍ରୀ ରେଳ ଡ଼ବା ମଧ୍ୟରେ ଏକ ଶିଶୁକନ୍ୟା ପ୍ରସବ କରିଛନ୍ତି । ସୋମବାର ସନ୍ଧ୍ୟାବେଳେ ସିକନ୍ଦରାବାଦ-ଗୌହାଟୀ ଏକ୍ସପ୍ରେସରେ ଏହି ମହିଳା ଯାତ୍ରୀ ଜଣକ ଯାଉଥିଲେ । ବିହାରର ୩୭ ବର୍ଷୀୟା ଅର୍ଶୁଦ୍ଦା ଓଘା ନାମ୍ନୀ ଏହି…

ତୈଳ ଦର ଲିଟର ପିଛା ୧୨୦ ଟଙ୍କାରେ ପହଞ୍ଚାଇ ବିଜେପି ‘ମିଶନ ୧୨୦’ ସଫଳ କରିବ: ବିଜେଡ଼ି

ଭୁବନେଶ୍ୱର: ସୋମବାର ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୁରୀ ସମାବେଶରେ ରାଜ୍ୟର ନବୀନ ପଟ୍ଟନାୟକ ସରକାରଙ୍କୁ ଶାସନରେ ରହିବାର ଅଧିକାର ନାହିଁ କହି ସମାଲୋଚନା କରିଛନ୍ତି । ତେବେ ଏହାର ଉତ୍ତରରେ ବିଜେଡ଼ି ଏକ ସାମ୍ବାଦିକ ସମ୍ମିଳନୀରେ ତେଲଦର ୧୨୦ ଟଙ୍କାରେ ପହଞ୍ଚିବା ପରେ ବିଜେପିର…

ନବୀନ ପଟ୍ଟନାୟକ ଶାସନ କରିବାର ଅଧିକାର ହରାଇଛନ୍ତି: ଅମିତ ଶାହା

ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ବିରୋଧରେ ବିଷୋଦଗାର କରିବା ଯେଉଁଠି ଛାଡ଼ି ଯାଇଥିଲେ, ଆଜି ପୁରୀରେ ଅନୁଷ୍ଠିତ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ସେଉଠୁ ପୁଣି ବିଷ ଓଗାଳିବା ଆରମ୍ଭ…

ଓଆରଏଚଡିସି ଦୁର୍ନୀତି ପ୍ରସଙ୍ଗ: ଆଇଏଏସ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ

ଭୁବନେଶ୍ୱର : ଓଆରଏଚଡିସି ଦୁର୍ନୀତି ମାମଲାର ଅଭିଯୁକ୍ତ ଆଇଏଏସ ବିନୋଦ କୁମାରଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୩ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନା ଅନୁଯାୟୀ ଏହି ମାମଲାର ବିଚାର କରି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିନୋଦ କୁମାରଙ୍କ ସମେତ ୬ ଅଭିଯୁକ୍ତଙ୍କୁ ୩ବର୍ଷ…

ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ମହିଳା ସମାବେଶ ଆରମ୍ଭ

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସୋମବାର ଠାରୁ ମହିଳା ସମାବେଶ ଆରମ୍ଭ ହୋଇଛି । ସପ୍ତାହବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ସମାବେଶ ସେପ୍ଟେମ୍ବର ୩୦ ତାରିଖରେ ସମାପ୍ତ ହେବ । ଏହି ସମାବେଶ ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନ…

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୫୫ଲକ୍ଷ ମେଟ୍ରିକ ଟନ ଖରିଫ ଧାନ କ୍ରୟ ପ୍ରସ୍ତାବକୁ ମିଳିଲା ମଞ୍ଜୁରି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ଅବସରରେ ‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’କୁ କ୍ୟାବିନେଟ ମଞ୍ଜୁରି ମିଳିଛି । ଏଥିସହିତ ଏହି କାର୍ଯ୍ୟକ୍ରମ ପାଇଁ ଚଳିତ ବଜେଟରେ…

ଭୁବନେଶ୍ୱରରେ ପେଟ୍ରୋଲ୍ ଲିଟର ପ୍ରତି ୮୧ ଛୁଇଁଲା, ମୁମ୍ବାଇରେ ଲିଟର ୯୦ ଟଙ୍କା ଅତିକ୍ରମ କଲା

ଭୁବନେଶ୍ୱର: ତୈଳଦର ଗତ ୫ ମାସ ହେଲା ଆକାଶଛୁଆଁ ବୃଦ୍ଧି ଘଟିଚାଲିଛି । ପୁଣି ତେଲ ଦର ବଢିବା ଫଳରେ ପେଟ୍ରୋଲ ଲିଟର ପିଛା ୪.୬୬ ଟଙ୍କା ଏବଂ ଡ଼ିଜେଲ ଦରରେ ଲିଟର ପିଛା ୬.୩୫ଟଙ୍କା ବୃଦ୍ଧି ଘଟିଛି । ବର୍ତ୍ତମାନ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୦.୦୮ଟଙ୍କା, ଦିିଲ୍ଲୀରେ ୮୨.୭୨ ଟଙ୍କା…

ଓଡିଶା ଉପକୂଳରୁ ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ

ବାଲେଶ୍ୱର : ଭାରତ ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । ଏହି ସ୍ଥଳରୁ ଆକାଶକୁ ଭେଦ କରିପାରୁଥିବା ‘ଅସ୍ତ୍ର’ କ୍ଷେପଣାସ୍ତ୍ରଟି ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟି (ଆଇଟିଆର)ରୁ ସଫଳ ଉତକ୍ଷେପଣ କରାଯାଇଛି । ଏହି କ୍ଷେପଣାସ୍ତ୍ର ଚାନ୍ଦିପୁର ଘାଟିର ୩ନଂ…