Latest Odisha News

BREAKING NEWS

Browsing Category

ଫିଚର

ସଡ଼କ ଦୁର୍ଘଟଣାରେ ୪ ମୃତ

ଖୋର୍ଦ୍ଧା / ଭବାନୀପାଟଣା: ଓଡ଼ିଶାରେ ଦୁଇଟି ଭିନ୍ନ ଭିନ୍ନ ସଡ଼କ ଦୁର୍ଘଟଣାରେ ୪ଜଣଙ୍କର ପ୍ରାଣହାନୀ ଘଟିଛି । ଗୋଟିଏ ସଡ଼କ ଦୁର୍ଘଟଣା ଖୋର୍ଦ୍ଧାରେ ଘଟିଥିବା ବେଳେ ଅନ୍ୟଟି କଳାହାଣ୍ଡି ଜିଲ୍ଲାରେ ଘଟିଥିବାର ସୂଚନା ମିଳିଛି । ଶନିବାର ରାତିରେ ଭୁବନେଶ୍ୱର ସାଲିଆ ସାହିର ନରେନ୍ଦ୍ର ଗୁରୁ ଓ…

ରାଜଧାନୀରେ ଉଦଘାଟିତ ହେଲା ‘ଟ୍ରାଇବ୍ସ ଇଣ୍ଡିଆ’ ମେଗା ଆଉଟଲେଟ୍

ଭୁବନେଶ୍ୱର: ଭୁବନେଶ୍ୱରରେ ଟ୍ରାଇବ୍ସ ଇଣ୍ଡିଆର ନିଜସ୍ୱ ଆଉଟଲେଟର ଶୁଭାରମ୍ଭ ହୋଇଛି । କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ସତ୍ୟନଗର ୱେଷ୍ଟସାଇଡ୍ ନିକଟରେ ‘ଟ୍ରାଇବ୍ସ ଇଣ୍ଡିଆ’ର ନିଜସ୍ୱ ଆଉଟଲେଟର ଶୁଭାରମ୍ଭ କରିଛନ୍ତି । ବର୍ତ୍ତମାନ ଟ୍ରାଇଫେଡ୍ ସମଗ୍ର ଦେଶରେ ୪୨ଟି…

ଓଡିଶାରେ ପୁଞ୍ଜି ନିବେଶ କରିବ ଫ୍ରାନ୍ସ

ଭୁବନେଶ୍ୱର : ଓଡିଶାରେ ପୁଞ୍ଜି ନିବେଶ କରିବ ଫ୍ରାନ୍ସ । ରାଜ୍ୟ ସଚିବାଳୟରେ ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକଜାଣ୍ଡର ଜିଗଲର ଏକ ବାଣିଜ୍ୟିକ ପ୍ରତିନିଧି ଦଳ ସହିତ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏନେଇ ଆଲୋଚନା କରିଛନ୍ତି । ବିଶେଷକରି ହୋଟେଲ, ଇସ୍ପାତ, ବୈଦ୍ୟୁତିକ ଉପକରଣ,…

ବସ୍ ଭଡ଼ା ବଢିଲା

ଭୁବନେଶ୍ୱର: ଅହେତୁକ ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ଶନିବାରଠୁ ବସ୍ ଭଡ଼ା ବୃଦ୍ଧି ହେଲା । ଓଡ଼ିଶାର ସମସ୍ତ ସ୍ଥାନରେ ଏହି ବସ୍ ଭଡ଼ା ବୃଦ୍ଧି ହୋଇଥିବା ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଘୋଷଣା ହୋଇଛି । ରାଜ୍ୟ ସରକାରଙ୍କ ପରିବହନ ବିଭାଗ ତରଫରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ…

ହାପି ବାର୍ଥ ଡେ’- ଦୂରଦର୍ଶନ

ଦୂରଦର୍ଶନର କାହାଣୀ ସତେ ଯେମିତି ପୁରୁଣା କ୍ଲିପ୍ ଲଗା ଆଲବମର କଳାଧଳା ଅଭୁଲା ଜହ୍ନରାତିର ସ୍ମୃତି ପରି । ଦୂରଦର୍ଶନରେ ‘ରାମାୟଣ’ ଧାରାବାହିକ ପ୍ରସାରଣ ସମୟରେ ରାସ୍ତାଘାଟରେ ଯେଉଁ କେତୁଟା ଗାଡ଼ି ମଟର ଚାଲୁଥିଲା, ସେତକ ବନ୍ଦ ହୋଇଯାଉଥିଲା । ନଈ ଆରପାରିରେ ଆମ ଗାଁକୁ ଯିବା ବି ଥିଲା ବେଶ…

ଶ୍ରୀନଗରରେ ଏନକାଉଣ୍ଟର, ୫ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର କୁଲଗାମଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ପୁଣିଥରେ ଗୁଳି ବିନିମୟ ହୋଇଛି । ଏହି ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କୁଲଗାମ ଠାରେ କିଛି ଆତଙ୍କବାଦୀ ଲୁଚି ରହିଥିôବା ନେଇ…

ଖୋର୍ଦ୍ଧା: ପୋଖରୀରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଅଟ୍ରି ନାମକ ଏକ ଗାଁ ପୋଖରୀରେ ବୁଡି ଦୁଇଜଣ ନାବାଳିକାଙ୍କ ମୃତ୍ୟୁ ଘଟିଛି । ମୃତ ନାବାଳିକା ଦୁଇଜଣ ସେହି ଗାଁର ଆଲିଶା ବେହେରା ଓ ଶ୍ରାବଣୀ ବେହେରା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ନାବାଳିକା ଦ୍ୱୟ ନିଜ ଜେଜେମାଙ୍କ ସହ ଗାଁ ପୋଖରୀକୁ…

ବିଜେଡ଼ି ସାଙ୍ଗଠନିକ ପଦବୀରେ ସାମାନ୍ୟ ଅଦଳବଦଳ କଲେ ନବୀନ

ଭୁବନେଶ୍ୱର: ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଦଳର ସାଙ୍ଗଠନିକ ପଦବୀରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି । ଏହି ସାଙ୍ଗଠନିକ ପରିବର୍ତ୍ତନ ଫଳରେ, ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଜଗତସିଂହପୁର ଜିଲ୍ଲା କାର୍ଯ୍ୟକାରୀ ସଭାପତି ରୂପେ ନିଯୁକ୍ତ…

ଝାରସୁଗୁଡାରେ ଶ୍ୱଶୁରଙ୍କ ଉନ୍ମତ୍ତ କାଣ୍ଡ, କିରୋସିନ ଢାଳି ଜାଳି ଦେଲେ ବୋହୂକୁ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଲାଇକେରା ଥାନା ଅନ୍ତର୍ଗତ ଭାଲୁପତ୍ର ଗାଁରେ ଏକ ଦୁଃଖଦପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି । ଜଣେ ଶ୍ୱଶୁର ଅତି ନିର୍ଦୟ ଭାବେ ନିଜ ବିଧବା ବୋହୂ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବାନେଇ ଜଣାପଡିଛି । ମୃତ ମହିଳାଙ୍କ ନାମ ରୁକ୍ମଣୀ ରୋହିଦାସ ବୋଲି…

ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ, ଜୀବନଯାତ୍ରା ବ୍ୟାହତ

ବାରିପଦା: ମୟୁରଭଞ୍ଜରେ ତେଜିଲା ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି । ବାରିପଦାଠାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ସହିତ ୩ ଦଫା ଦାବି ନେଇ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ପକ୍ଷରୁ ଶନିବାର ଦିନ ୧୨ ଘଣ୍ଟିଆ ମୟୁରଭଞ୍ଜ ଜିଲ୍ଲା ବନ୍ଦ ପାଳନ ହୋଇଛି । ଏହି ବନ୍ଦ ପାଳନ ଫଳରେ ସମଗ୍ର…