Latest Odisha News

BREAKING NEWS

Browsing Category

ଫିଚର

ଆସୁଛି ପୁଣି ଏକ ଲଘୁଚାପ, ଝଡ଼ ତୋଫାନ ସହ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ଓଡ଼ିଶା ଉପକୂଳରେ ପୁଣି ଏକ ଲଘୁଚାପ ସମ୍ଭାବନାରେ ସତର୍କ ସୂଚନା ଦେଇଛନ୍ତି । ଓଡ଼ିଶା ଉପକୂଳର ମଧ୍ୟ-ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୧୯ ତାରିଖରେ ଲଘୁଚାପର ନିଶ୍ଚିତ ସମ୍ଭାବନା ରହିଛି । ଫଳରେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ…

ବଡ଼ ପରଦାରେ କମାଲ୍ କରୁଛି ଆକ୍ସନ୍ ଓ ରୋମାନ୍ସ ଭରା ‘ଇସ୍କ ପୁଣି ଥରେ’…

ଭୁବନେଶ୍ୱର: ଏବେ ଏବେ ବଡ଼ ପରଦାରେ ରିଲିଜ୍ ହୋଇଥିବା ଓଲିଉଡ଼ ଫିଲ୍ମ ‘ଇସ୍କ ପୁଣି ଥରେ’ ଦର୍ଶକଙ୍କୁ ବେଶ୍ ଛୁଇଁ ପାରିଛି । ‘ଇସ୍କ ପୁଣି ଥରେ’ ହେଉଛି ଆକ୍ସନ, ଡ୍ରାମା, କମେଡ଼ି ଏବଂ ରୋମାନ୍ସ ଭରା ପ୍ରେମ କାହାଣୀର ଓଡ଼ିଆ ସିନେମା । ନିଚ୍ଛକ ପ୍ରେମ କାହାଣୀକୁ ନେଇ ତରଙ୍ଗ ସିନେ ପ୍ରଡ଼କ୍ସନ ଏବଂ…

ଦାମଙ୍କ ବୟାନ ଉପରେ ବିଜେପି ଦେଇଥିବା ବିବୃତି ସମ୍ପୂର୍ଣ୍ଣ ଅମୂଳକ: ବିଜେଡ଼ି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ପ୍ରବକ୍ତା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ ଦେଇଥିବା ବୟାନ ଉପରେ ସାମ୍ବାଦିକ ସମ୍ମିଳନୀ କରି ଯେଉଁ ବିବୃତି ଦେଇଛନ୍ତି, ତାହା ସଂପୂର୍ଣ୍ଣ ଅମୂଳକ ବୋଲି ଆଜି ସାଂସଦ ତଥା ବିଜୁ ଜନତା ଦଳ ମୁଖପାତ୍ର  ପ୍ରତାପ କେଶରୀ ଦେବ କହିଛନ୍ତି । ଶ୍ରୀ ଦେବ…

ଓଡ଼ିଶାରେ କୋଟିଏ ଟଙ୍କାରୁ ଅଧିକ ଦୁର୍ନୀତିର ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର: ଚାରା ରୋପଣ ଦୁର୍ନୀତି, ସମବାୟ ବ୍ୟାଙ୍କ ଋଣ ଦୁର୍ନୀତି ଓ ଓମଫେଡ଼ ପଲିଥିନ ବଣ୍ଟନ ରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରି ଭାରତୀୟ ଜନତା ପାର୍ଟି ଶୁକ୍ରବାର ଦିନ ଏହାର ସିବିଆଇ ତଦନ୍ତ କରିବାକୁ ଦାବି କରିଛି । ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି…

ଗଞ୍ଜାମ: ଡିଜେଲ ପିଇ ୫ବର୍ଷ ବାଳକର ମୃତ୍ୟୁ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଶେରଗଡ ଥାନା ଅନ୍ତର୍ଗତ ରାମକୃଷ୍ଣପୁର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଏକ ୫ ବର୍ଷିୟ କୋମଳ ମତି ଶିଶୁଟି ନିଜ ଅଜାଙ୍କ ଘରକୁ ବୁଲିବାକୁ ଯାଇଥିବା ସମୟରେ ତାର ମୃତ୍ୟୁ ଘଟିଛି । ପିଲାଟି ନିଜ ଅଜା ଘରକୁ ବୁଲିବାକୁ…

‘ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ’ ଦ୍ୱାରା ସମ୍ମାନିତ ହେଲେ ‘କିଟ୍’ ଓ ଦୂତି ଚାନ୍ଦ

ଭୁବନେଶ୍ୱର: ଦୌଡ଼ରାଣୀ ଦୂତି ଚାନ୍ଦ ଓ କିଟ୍ କୁ ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ ସମ୍ମାନିତ କରିଛି । ଦେଶର କ୍ରୀଡ଼ା ବିକାଶରେ କିଟ ଓ କିସ ଯେଉଁ ନିରବଚ୍ଛିନ୍ନ ସହଯୋଗ ପ୍ରଦାନ କରୁଛି । ଏହି କ୍ରୀଡ଼ା ପ୍ରୋତ୍ସାହନ ପାଇଁ କିଟ ଓ କିସ ତଥା ନିକଟରେ ଦେଶ ପାଇଁ ୨ଟି ଏସିଆଡ ରୌପ୍ୟ ପଦକ ଜିତି…

ଓଡ଼ିଶା ପୋଲିସରେ ଖାଲି ପଦବୀ ପୂରଣ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କଲେ ଦିଲିପ ରାୟ

ଭୁବନେଶ୍ୱର: ବିଧାୟକ ଦିଲିପ ରାୟଙ୍କ ଓଡ଼ିଶା ପୋଲିସ ବାହିନୀରେ ଖାଲି ପଡ଼ିଥିବା ସମ୍ପର୍କୀୟ ଏକ ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ ଲିଖିତ ଆକାରରେ ଜଣାଇଛନ୍ତି । କନେଷ୍ଟବଳ ଠାରୁ ଡିଜି ପର୍ଯ୍ୟନ୍ତ ବିଭିନ୍ନ ପାହ୍ୟାରେ ପ୍ରାୟ ୧୧ହଜାର ପଦବୀ ଖାଲିପଡ଼ିଛି । ଏହାଛଡ଼ା ଆଉ କେତେ ପଦବୀ ଖାଲି ଅଛି ସେ…

‘ଅଲିଭିଆ ହୋକ୍ସ’ ପ୍ରତି ସତର୍କ ରୁହନ୍ତୁ: ଓଡିଶା ପୋଲିସ

ଭୁବନେଶ୍ୱର : ‘ଅଲିଭିଆ ହୋକ୍ସ’ ନାମରେ ଆସୁଥିବା ମେସେଜ ପ୍ରତି ସଜାଗ ରହିବା ନେଇ ଓଡିଶା ପୋଲିସ ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଛି । ଏଥିସହିତ ସୋସିଆଲ ମିଡିଆରେ ପିଲାମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ମଧ୍ୟ ଅଭିଭାବକ ମାନଙ୍କୁ ପରାମର୍ଶ ଦିଆଯାଇଛି । ସୂଚନା ଅନୁଯାୟୀ…

କାଶ୍ମୀର ଘାଟିରେ ସୁଟିଂ କଲେ ଅନୁଭବ, ପୂଜାରେ ଆସୁଛି ‘ପ୍ରେମକୁମାର’

ଭୁବନେଶ୍ୱର: ଓଲିଉଡ୍ ସୁପରଷ୍ଟାର୍ ଅନୁଭବ ମହାନ୍ତି ଏବେ ଏବେ କାଶ୍ମୀର ଘାଟିରେ ତାଙ୍କର ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରେମକୁମାର’ର ସୁଟିଂ ସାରି ଫେରିଛନ୍ତି । ଏବେ ଅନୁଭବ ଦିଲ୍ଲୀର କିଛି ସ୍ଥାନରେ ଏହି ସିନେମାର ଅବଶିଷ୍ଟ ସୁଟିଂରେ ବେଶ୍ ବ୍ୟସ୍ତ ରହିଛନ୍ତି । ବିଶିଷ୍ଟ ଓଲିଉଡ଼ ନିର୍ଦ୍ଦେଶକ…

ରାଜଧାନୀରେ ମହିଳା ଡ଼ାକ୍ତରଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର

ଭୁବନେଶ୍ୱର : ଭୁବନେଶ୍ୱର ପଟିଆସ୍ଥିତ ଶ୍ରୀବିହାର ଅଞ୍ଚଳର ଏକ ଭଡା ଘରୁ ଜଣେ ଡାକ୍ତରାଣୀଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ମୃତକ ଜଣଙ୍କ ମନସ୍ୱିନୀ ବାରିକ ହୋଇଥିବାବେଳେ ସେ ଚନ୍ଦ୍ରଶେଖରପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଥିଲେ ବୋଲ ଜଣାପଡିଛି । ତେବେ ଉକ୍ତ…