Latest Odisha News

BREAKING NEWS

Browsing Category

ଫିଚର

ମେସିଙ୍କ ଗୋଲ ପହଞ୍ଚାଇଲା ଆର୍ଜେଣ୍ଟିନାକୁ ପ୍ରି-କ୍ୱାର୍ଟର୍ ଫାଇନାଲରେ !

ମସ୍କୋ : ଲାଗୁଥିଲା ଏଥର ଆର୍ଜେଣ୍ଟିନା ବିଶ୍ୱକପ ଆରମ୍ଭରୁ ହିଁ ବିଦାୟ ନେଇଯିବ । ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଦଳ ପ୍ରତିଯୋଗିତାରୁ ବାହାର ହୋଇଯିବାର ସମସ୍ତ ସମ୍ଭାବନା ରହିଥିଲା । କିନ୍ତୁ ନାଇଜେରିଆ ବିପକ୍ଷ ମ୍ୟାଚରେ ମେସିଙ୍କ ଗୋଲ ସହିତ…

ଏକସଙ୍ଗେ ସବୁ ନିର୍ବାଚନ ସପକ୍ଷରେ ନବୀନ ପଟ୍ଟନାୟକ: ଜାତୀୟ ଲ’ କମିଶନ ଚିଠିକୁ ‘ହଁ’ମାରିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭାରତରେ ଏକାସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ କରିବାକୁ ସମର୍ଥନ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କେନ୍ଦ୍ରର ଲ’କମିଶନର ଏସମ୍ପର୍କରେ ଏକ ଚିଠି ଆସିଥିଲା ଓଡ଼ିଶା ସରକାରଙ୍କ ନିକଟକୁ । ଆଗକୁ ଦେଶରେ ସାଧାରଣ ନିର୍ବାଚନ ପାଖେଇ ଆସୁଛି । ଉଭୟ ଲୋକସଭା…

ଗଜପତି ମହାରାଜାଙ୍କୁ ଭେଟିଲେ ସ୍ମୃତି ଇରାନୀ: ୧୯୭୫ ଜରୁରୀକାଳୀନ ପରିସ୍ଥିତିକୁ ସ୍ମରଣ କଲେ

ଭୁବନେଶ୍ୱର: କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଜୁବୀନ ଇରାନୀ ଆଜି ତାଙ୍କ ଦିନିକିଆ ଭୁବନେଶ୍ୱର ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆଜି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଏକ ପ୍ରେସମଟରେ ମଧ୍ୟ ଉଦବୋଧନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।…

ଡ଼ଙ୍ଗାରେ ମାରିଲା ବିଜୁଳି: ବଜ୍ରପାତରେ ମା’ ଓ ଝିଅଙ୍କ ଦୁଃଖଦ ମୃତ୍ୟୁ !

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ସୋମବାର ସକାଳେ ବଜ୍ରପାତ ଯୋଗୁଁ ଡ଼ଙ୍ଗାରେ ଯାଉଥିବା ମା’ ଓ ଝିଅଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମା’ ଓ ଝିଅଙ୍କ ଶୋଚନୀୟ ମୃତ୍ୟୁରେ ସାରା କେନ୍ଦ୍ରାପଡ଼ା ଜିଲ୍ଲା ସ୍ତବ୍ଧ ହୋଇପଡ଼ିଛି ।…

ବିବାହ ପୂର୍ବରୁ ଦୀପିକା-ରଣବୀର ଲଣ୍ଡନରେ କିଣିଲେ ବଙ୍ଗଳା !

ମୁମ୍ବାଇ : ଦୀପିକା-ରଣବୀରଙ୍କ ଲଭ୍ ଓ ରୋମାନ୍ସ ଏବେ ବିବାହରେ ପରିଣତ ହେବାକୁ ଯାଉଛି । ଏକଥା କାହାକୁ ଅଛପା ନୁହେଁ । ନଭେମ୍ବର ୧୦ ତାରିଖରେ ଉଭୟଙ୍କ ବିବାହ ତାରିଖ ପକ୍କା ହୋଇଛି । ବାହାଘର ବେଶ୍ ଧୁମଧାମରେ ହେବ ବୋଲି ବଲିଉଡ଼ରେ ଏବେ ଚର୍ଚ୍ଚା । କିନ୍ତୁ ଗୋଟିଏ ଶୁଣାକଥାକୁ ସ୍ୱୀକାର…

ନୀଳାମ୍ବୁ ଚିଲିକାରେ ପ୍ରତିଷ୍ଠା ହେବ ବିମାନ ବନ୍ଦର !

ଭୁବନେଶ୍ୱର : ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ଖୁବ ଶିଘ୍ର ଉଡ଼ିବାକୁ ଯାଉଛି ବିମାନ । ପର୍ଯ୍ୟଟକ ଏବେ ବିପଦଶଙ୍କୁଳ ଦେଶୀ ଡ଼ଙ୍ଗାରେ ଚିଲିକା ପରିଭ୍ରମଣ କରିବେନି ବରଂ ଚିଲିକାର ନୈସର୍ଗିକ ଦୃଶ୍ୟାବଳୀକୁ ବିମାନରେ ପରିଭ୍ରମଣ କରିବେ । ହଁ...ଏହା ସତ୍ୟ...କାନକୁ ବିଶ୍ୱାସ ହେଉନଥିଲେ ବି ସତ…

ଯୋଗ ଦିବସ ହିଁ ଯୋଡ଼ି ଦେଲା ସାରା ବିଶ୍ୱକୁ: ‘ମନ କୀ ବାତ୍’ ରେ ମନ କଥା କହିଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୫ ତମ ‘ମନ କୀ ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ରବିବାର ଦିନ ଉଦ୍ବୋଧନ ଦେଇଛନ୍ତି । ‘ଆନ୍ତର୍ଜାତିକ ଯୋଗ ଦିବସ’ ହିଁ ଯୋଡ଼ିଦେଲା ସାରା ବିଶ୍ୱକୁ ବୋଲି କହି ଯୋଗର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦିନ କେବଳ…

ବୈଜୟନ୍ତ ମିଶୁଛନ୍ତି ବିଜେପିରେ! ସମୀର-ବୈଜୟନ୍ତ ଭେଟଘାଟ୍ ରେ ରାଜନୀତି ସରଗରମ !

କଟକ/ଭୁବନେଶ୍ୱର : ବୈଜୟନ୍ତ ପଣ୍ଡା କିଛିଦିନ ପୂର୍ବରୁ ଲୋକସଭାରୁ ଇସ୍ତଫା ଦେଇଛନ୍ତି । ଏପରିକି ନିଲମ୍ବନ ହେବା ପରେ ସେ ମଧ୍ୟ ବିଜେଡ଼ିରୁ ଇସ୍ତଫା ଦେଇଥିବା କଥା ଅଛପା ନୁହେଁ । ତେବେ ଆଗକୁ ଆଉ କିଛି ମାସ ପରେ ନିର୍ବାଚନରେ ସେ କେଉଁ ଦଳକୁ ପ୍ରତିନିଧିତ୍ୱ କରିବେ ଏବଂ କେବେଠାରୁ ସେହି ଦଳରେ…

ଭୁବନେଶ୍ୱରରେ ଜନଜାତିଙ୍କ ଶିକ୍ଷା, ସାଂସ୍କୃତିକ ଓ ସାମାଜିକ ବିକାଶ ଲାଗି ଓଡ଼ିଶା ସରକାରଙ୍କ ୧ ଏକର ଜମି ପ୍ରଦାନ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ମୌଜାରେ ଆଦିବାସୀଙ୍କ ଶିକ୍ଷା, ସାଂସ୍କୃତିକ ଓ ସାମାଜିକ ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ‘ଆଦିମ ଓଆର ଜରପା’ (ଏଓଜେ) ଅନୁଷ୍ଠାନକୁ ସରକାର ୧ ଏକର ଜମି ଦେବାକୁ ଚଳିତମାସ ୨୧ ତାରିଖ ଦିନ କ୍ୟାବିନେଟରେ ନିଷ୍ପତ୍ତି ନେଇଥିଲେ । ସରକାର ଏହି ଅନୁଷ୍ଠାନ ଉପରୁ ଜମିର…

ବିଶ୍ୱକପ ଫୁଟବଲ: ବେଲଜିୟମ, ମେକ୍ସିକୋ ଓ ଜର୍ମାନୀ ଜିତିଲେ ମ୍ୟାଚ

ମସ୍କୋ: ଏବେ ବିଶ୍ୱକପର ସମସ୍ତ ମ୍ୟାଚ ଗୁଡ଼ିକ ବେଶ୍ ରୋମାଞ୍ଚକର ହେଉଛି । ସବୁ ମ୍ୟାଚରେ କର ବା ମର ପରିସ୍ଥିତି । କାରଣ ପ୍ରି-କ୍ୱାର୍ଟର୍ ଫାଇନାଲରେ ସ୍ଥାନ ବଜାୟ ରଖିବାକୁ ସବୁ ଦଳ ଗୁଡ଼ିକ ପ୍ରାଣପଣେ ଅଣ୍ଟା ଭିଡ଼ିଛନ୍ତି । ଚମତକାର ଫୁଟବଲ ଦେଖିବାକୁ ମିଳିଥିଲା ଶନିବାର ଦିନ ବିଶ୍ୱକପ ଫୁଟବଲରେ…