Latest Odisha News

BREAKING NEWS

Browsing Category

ଫିଚର

୧୧ଟି ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର : ପ୍ରବଳ ବୃଷ୍ଟିପାତ ସହିତ ବଜ୍ରପାତର ସତର୍କ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଯେଉଁ ୧୧ଟି ଜିଲ୍ଲାଗୁଡ଼ିକୁ ସତର୍କତା ଅବଲମ୍ବନ ଲାଗି ପରାମର୍ଶ ଦିଆଯାଇଛି ସେହି ଜିଲ୍ଲା ଗୁଡ଼ିକ ହେଲା, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼, ଗଞ୍ଜାମ,…

ନିଜ ପସନ୍ଦ ଅନୁଯାୟୀ ଅର୍ଜୁନ ଖେଳୁ: ସଚିନ ତେନ୍ଦୁଲକର

ମୁମ୍ବାଇ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଭାରତୀୟ ଯୁବ ୧୯ରୁ କମ୍ ଭାରତୀୟ କ୍ରିକେଟ ଦଳରେ ସାମିଲ ହୋଇଛନ୍ତି । ଆସନ୍ତା ଜୁଲାଇରେ ଶ୍ରୀଲଙ୍କା ବିରୁଦ୍ଧରେ ଭାରତୀୟ ୧୯ ବର୍ଷରୁ କମ କ୍ରିକେଟ ଦଳ ୨ଟି ଚାରିଦିନିଆ ମ୍ୟାଚ୍ ଖେଳିବ । ଏହି ୨ଟି ମ୍ୟାଚ୍ ଲାଗି ଏକ…

ପାକିସ୍ତାନକୁ ହରାଇ ଭାରତ ଏସିଆ କପ ଟି-୨୦ ଫାଇନାଲରେ

କ୍ୱାଲାଲାମ୍ପୁର : ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରି ଭାରତ ମହିଳା ଏସିଆ କପ ଟି-୨୦ ଫାଇନାଲରେ ପହଞ୍ଚିଛି । ଆଜି ଏକ ରୋମାଞ୍ଚକର ମ୍ୟାଚରେ ଭାରତୀୟ ଖେଳାଳୀ ସ୍ମୃତିମାନ୍ଧନା ଓ ଏକତା ବିଷ୍ଟ ଚମକ୍ରାର ଖେଳ ପ୍ରଦର୍ଶନ କରି ଭାରତକୁ ଫାଇନାଲରେ ପହଞ୍ଚାଇଛନ୍ତି । ଟସ…

ଓଡ଼ିଆ ଝିଅ ଶୃତିକ୍ଷା ନାୟକ ଜିତିବେ ଫେମିନା ମିସ ଇଣ୍ଡିଆ ଟାଇଟଲ୍ !

ଭୁବନେଶ୍ୱର : ଆସନ୍ତା ଜୁନ ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୨୦୧୮ ମସିହାର ଫେମିନା ମିସ ଇଣ୍ଡିଆ ଟାଇଟଲ୍ ହାସଲ କରିବାକୁ ବେଶ୍ ଆଶାବାଦୀ ଅଛନ୍ତି ଓଡ଼ିଆ ଲଳନା ଶୃତିକ୍ଷା ନାୟକ । ଏହି ୨୧ ବର୍ଷିୟା ଓଡ଼ିଆ ସୁନ୍ଦରୀ ଶୃତିକ୍ଷା ୩୦ଟି ରାଜ୍ୟରୁ ୩୦ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ଅଛନ୍ତି ।…

‘ରଜୋ’ ନୁହେଁ ‘ରଜ’: ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଜୋର୍ ଧରିଲା

ଭୁବନେଶ୍ୱର : ‘ରଜୋ ନୁହେଁ ରଜ’ ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚା । ଓଡ଼ିଆମାନେ ମହାନ ପାରମ୍ପରିକ ପର୍ବ ‘ରଜ’ ଉତ୍ସବ ଆସନ୍ତା ୧୪ ତାରିଖରେ ସମଗ୍ର ଓଡ଼ିଶା ପାଳିବାକୁ ଯାଉଛନ୍ତି । ତେବେ କିଛି ବ୍ୟବସାୟିକ ଗୋଷ୍ଠୀ ଜାଣତରେ ହେଉ ବା ଅଜାଣତରେ ‘ରଜ’ କୁ ତାଙ୍କର ବିଭିନ୍ନ…

ମହାନଦୀ-ପୋଲାଭରମ ପ୍ରସଙ୍ଗ: ବିଜେଡ଼ିର ଷ୍ଟିୟରିଂ କମିଟି ଗଠନ

ଭୁବନେଶ୍ୱର : ମହାନଦୀ ଓ ପୋଲାଭରମ ପ୍ରସଙ୍ଗକୁ ନେଇ ବିଜୁ ଜନତା ଦଳ ଏକ ଷ୍ଟିୟରିଂ କମିଟି ଗଠନ କରିଛି । ଛତିଶଗଡ଼ ଓ ଆନ୍ଧ୍ର ସରକାରଙ୍କ ମନୋମୁଖୀ କାର୍ଯ୍ୟକଳାପ ବିରୋଧରେ ଆନ୍ଦୋଳନକୁ ବ୍ୟାପକ କରିବାକୁ ଏହି କମିଟି ଗଠନ ହୋଇଥିବା ଜଣାପଡ଼ିଛି । ମହାନଦୀ ସୁରକ୍ଷା ଲାଗି ବିଜେଡ଼ି ପକ୍ଷରୁ…

ବିଶ୍ୱ ପରିବେଶ ଦିବସରେ ବାଲୁକା ଶିଳ୍ପୀଙ୍କ କଳା ପ୍ରଦର୍ଶନ

ପୁରୀ : ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ପରିବେଶର ସୁରକ୍ଷା ଲାଗି ବାଲୁକା ଶିଳ୍ପୀମାନେ ତାଙ୍କ କଳାକୃତିରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ଜଣାଶୁଣା ସାମାଜିକ ସଂଗଠନ ‘ୟୁଏସଆଇ ଫାଉଣ୍ଡେସନ’ର ସହଯୋଗରେ ବାଲୁକା ଶିଳ୍ପୀ ମାନସ ସାହୁ ପରିବେଶକୁ ନେଇ ପ୍ରସ୍ତୁତ କରିଛନ୍ତି…

ଲେମ୍ବୁପାଣିର ୭ଟି ଚମତକାରୀ ଉପକାରିତା

ଏବେ ଲେମ୍ବୁପାଣିର ଚାହିଦା ବେଶ୍ ବଢିବାରେ ଲାଗିଛି । ଘରେ ହେଉ ବା ରେଷ୍ଟୁରାଣ୍ଟ୍ , ହୋଟେଲ୍ ହେଉ ବା ମେଡ଼ିକାଲ୍ ସବୁଆଡ଼େ ଏବେ ଲେମ୍ବୁରସ ବା ଲେମ୍ବୁପାଣିର ଗୁରୁତ୍ୱକୁ ନେଇ ଚର୍ଚ୍ଚା । ଲେମ୍ବୁପାଣିର ଗୁରୁତ୍ୱକୁ ଜାଣିଲା ପରେ ଏବେ ଅଧିକାଂଶ ଲୋକ ଚା’ ଓ କଫି ବଦଳରେ ଲେମ୍ବୁପାଣି ଲେମ୍ବୁ ଚା…

ଏଲିନା ସାମନ୍ତରାୟ: ଓଲିଉଡରେ ମୋଷ୍ଟ ପପୁଲାର୍ ନାୟିକା!

ଏଲିନା ସାମନ୍ତରାୟ । ବଲିଉଡର ଏବେ ମୋଷ୍ଟ ପପୁଲାର୍ ନାୟିକା । ଟିଭି ରିଆଲିଟି ଶୋ’ରୁ ଓଲିଉଡ ହିରୋଇନ ହୋଇ ସଫଳତାର ପାହାଚ ଚଢି ଚାଲିଛନ୍ତି ଏଲିନା । ଅଭିନୟ ଜଗତର ସଫଳତାର ଶୀର୍ଷରେ ଏବେ ଏଲିନା । ଚୁଲବୁଲି ନାୟିକା ଏଲିନା କେବଳ ଯେ ତାଙ୍କର ମଡ଼ର୍ଣ୍ଣ ଲୁକ୍ସ୍ ପାଇଁ ନୁହେଁ ବରଂ ତାଙ୍କର ନିଖୁଣ…

ରତ୍ନଭଣ୍ଡାର ଚାବି ହଜିବା ଘଟଣା: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର…