Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତି କି ? ଭାରତର ନୁହେଁ, ଗାଈ ହେଉଛି ନେପାଳର ଜାତୀୟ ପଶୁ

ନେପାଳ: ବିଶ୍ୱରେ ଭାରତ ହିନ୍ଦୁସ୍ଥାନ ଭାବେ ପରିଚିତ । ଅର୍ଥାତ୍ ଏଠାକାର ମୂଳ ବାସିନ୍ଦା ହିନ୍ଦୁ । ଏହାସହିତ ଲୋକସଂଖ୍ୟାର ବଡ଼ ଭାଗ ହିନ୍ଦୁ ଧର୍ମାବଲମ୍ବୀ । ଯଦିଓ ଭାରତ ବିଶ୍ୱରେ ଏକ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଚିତ ଏଠାରେ ଗାଈକୁ ଶ୍ରଦ୍ଧା ଓ ସମ୍ମାନର ସହିତ ପୂଜା…

ଚନ୍ଦ୍ର ପରେ  ସୂର୍ଯ୍ୟ ଅଭିଯାନ: ଆଦିତ୍ୟ ଏଲ-୧ ପଠାଇବାର ତାରିଖ ଘୋଷଣା କଲା ଇସ୍ରୋ

ବାଙ୍ଗାଲୋର: ଚନ୍ଦ୍ରଯାନ ୩ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଏବେ ସୂର୍ଯ୍ୟକୁ ଯିବାର ପାଳି । ପୂର୍ବରୁ ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଥିଲା ସେପ୍ଟେମ୍ବର ପ୍ରଥମ  ସପ୍ତାହରେ ସୂର୍ଯ୍ୟକୁ ପଠାଇବ ଆଦିତ୍ୟ ଏଲ-୧  । ଏବେ ଇସ୍ରୋ ପକ୍ଷରୁ ତାରିଖ ଘୋଷଣା କରାଯାଇଛି ।…

‘‘ନିର୍ବାଚିତ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅପମାନିତ କରିବେ,  ଏ ସାହସ ଦେଲା କିଏ ?’’

ଭୁବନେଶ୍ୱର: ଓଡ଼ିଶା ହେଉଛି ଭାରତବର୍ଷରେ ଏକମାତ୍ର ରାଜ୍ୟ ଯେଉଁଠାରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ସାଧାରଣ ସଭାରେ ଅପମାନିତ କରନ୍ତି । ବିଧାୟକଙ୍କ ବିରୋଧରେ ଭାଷଣବାଜୀ ମଧ୍ୟ କରନ୍ତି । କିନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ…

ଗାଁକୁ ସୁରକ୍ଷା ଦିଅନ୍ତି ମାଆ, ବିପଦ ଆସିବା ପୂର୍ବରୁ ଗ୍ରାମବାସୀଙ୍କୁ କରାନ୍ତି ସତର୍କ

ରାଜସ୍ଥାନ: ଆପଣ କେବେ ଶୁଣିଛନ୍ତି କି ଭଗବାନ କଥା କହୁଛନ୍ତି ? ଆପଣ ଏବେ ଭାବୁଥିବେ ଭଗବାନ ପୁଣି କଥା ହେଉଛନ୍ତି ? ତାହା ପୁଣି କେମିତି ? ହଁ, ଘଟଣାଟି ସତ । ରାଜସ୍ଥାନରେ ଏମିତି ଏକ ମୂର୍ତ୍ତି ଅଛି ଯେଉଁଠି ଭଗବାନ କଥା କୁହନ୍ତି ଓ ଗାଁକୁ କୌଣସି ବିପଦ ଆସିବା ପୂର୍ବରୁ ସତର୍କ ମଧ୍ୟ…

ଏମିତି ସଂଗ୍ରହାଳୟ, ଯେଉଁଠାରେ ଅଛନ୍ତି ପ୍ରକୃତ ଜୀବଜନ୍ତୁ, ପଶୁପକ୍ଷୀ

ଲକ୍ଷୌ୍ନ : ସାଧାରଣତଃ ବିଭିନ୍ନ ପ୍ରକାର ପଶୁପକ୍ଷୀ,ଜୀବଜନ୍ତୁଙ୍କୁ ଆମେ ପ୍ରାଣୀ ଉଦ୍ୟାନରେ ଦେଖିବାକୁ ପାଇଥାନ୍ତି । କିନ୍ତୁ ଲକ୍ଷେ୍ନା÷ ସହରର ନବାବ ୱାଜିଦ୍ ଅଲି ଶାହା ପ୍ରାଣୀ ଉଦ୍ୟାନ ବ୍ୟତୀତ ଆଉ ଏକ ସ୍ଥାନ ମଧ୍ୟ ଅଛି ଯେଉଁଠାରେ ଆପଣ ପ୍ରକୃତ ପ୍ରାଣୀମାନଙ୍କୁ ଅତି ନିକଟରୁ ଦେଖିପାରିବେ…

ଆସନ୍ତୁ ଜାଣିବା କେଉଁ ସ୍ଥାନକୁ କୁହାଯାଏ ଭାରତର ବ୍ଲାକ ମ୍ୟାଜିକର ରାଜଧାନୀ

ନୂଆଦିଲ୍ଲୀ: ଭାରତ ଏକ ରହସ୍ୟମୟ ଦେଶ କହିଲେ ଭୁଲ ହେବନି । ଆସାମର ଏପରି ଏକ ଗ୍ରାମ ରହିଛି ଯାହାକୁ ବ୍ଲାକ ମ୍ୟାଜିକର ରାଜଧାନୀ କୁହାଯାଏ । ଏହି ଗ୍ରାମକୁ ଯିବାକୁ ସମସ୍ତଙ୍କ ଉତ୍କଣ୍ଠା ରହିଥିଲେ ମଧ୍ୟ ସେଠାରେ ପାଦ ଦେବା କ୍ଷଣି ଏକ ଭୟଙ୍କର ଅନୁଭୂତି ସୃଷ୍ଟି ହୋଇଥାଏ । ଗୌହାଟୀର ୪୦ କିଲୋମିଟର…

ମଦ ନଷ୍ଟ କରିବା ପାଇଁ ଫ୍ରାନ୍ସ ଖର୍ଚ୍ଚ କରିବ ୧୭୮୦ କୋଟି

ନୂଆଦିଲ୍ଲୀ: ଫ୍ରାନ୍ସ ସରକାର ଦେଶରେ ଅତିରିକ୍ତ ମଦ ଉତ୍ପାଦନକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଏ ବାବଦକୁ ସରକାର ୧୭୮୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ମଦ ନଷ୍ଟ କରି ସରକାର ଦାମକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି । ଏହା…

ବିପଜ୍ଜନକ ସାପଙ୍କ ସହ ବାଥରୁମରେ ଗାଧୋଇଲେ ବ୍ୟକ୍ତି, ଲୋକେ ଆଶ୍ଚର୍ଯ୍ୟ

ଦୁବାଇ: ସାଧାରଣତଃ ଲୋକମାନେ କୁକୁର, ବିଲେଇ , ଠେକୁଆ ରଖିବାକୁ ଭଲ ପାଆନ୍ତି । ଆଉ କିଛି ଲୋକ ପକ୍ଷୀ ପାଳୁଥିବାର ମଧ୍ୟ ଦେଖାଯାଇଥାଏ । କିନ୍ତୁ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଘରେ ବିଷାକ୍ତ ସାପ ରଖିବାକୁ ପସନ୍ଦ କରନ୍ତି । ସେମାନଙ୍କ ସହ ବସନ୍ତି,ଶୁଅନ୍ତି, ଖାଆନ୍ତି, ଏମିତି କି…

ଆଇବିଏସଏ ୱାର୍ଲ୍ଡ ଗେମ୍ସ: ଦୃଷ୍ଟିହୀନ ଭାରତ ମହିଳା ଟିମ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଆଇବିଏସଏ ୱାର୍ଲ୍ଡ ଗେମ୍ସରେ ଭାରତର ଦୃଷ୍ଟିହୀନ ମହିଳା କ୍ରିକେଟ ଟିମ ଇତିହାସ ରଚିଛନ୍ତି । ଫାଇନାଲରେ ସେମାନେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆକୁ ୮ୱିକେଟରେ ହରାଇବା ପରେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ଏବଂ…

ଦୁନିଆର ସବୁଠୁ ଅଧିକ ବିଷାକ୍ତ ମାଛ, ଛୁଇଁଲେ ହେବ ମୃତ୍ୟୁ

ଗଭୀର ସମୁଦ୍ରରେ ଅନେକ ପ୍ରକାର ଜୀବ ଅଛନ୍ତି । ସେଥିମଧ୍ୟରୁ କିଛି ବିଷାକ୍ତ ହୋଇଥିବା ବେଳେ ଆଉ କିଛି ସାଧାରଣ ଥାଆନ୍ତି । ସେହିପରି ଅଧିକାଂଶ ଲୋକ ସମୁଦ୍ର ପ୍ରାଣୀ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । ଯେମିତି କି ମାଛ, କଙ୍କଡା ଆଦି । ଖାସ୍ କରି ସମୁଦ୍ରରେ ଅନେକ ପ୍ରକାରର ମାଛ ମଧ୍ୟ ଅଛି ।…