Latest Odisha News

BREAKING NEWS

Browsing Category

ଫିଚର

ମଶା ମାରିବାକୁ ଡ୍ରୋନ୍‌ ବ୍ୟବହାର କରିବ ବିଏମ୍‌ସି, ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଥମିବାର ନା ନେଉନି। ଦିନକରେ ୫୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ୧୦୦୦ ପାର ହେଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏହାକୁ ନଜରରେ ରଖି ଚଳିତ ବର୍ଷ ମଧ୍ୟ ମଶା ମାରିବାକୁ ଡ୍ରୋନ୍‌ ବ୍ୟବହାର କରିବ ବିଏମ୍‌ସି। ଏନେଇ ବିଏମ୍‌ସି ମେୟର ସୁଲୋଚନା…

କଂଗ୍ରେସ ବିଧାୟିକାଙ୍କ ବିବାଦୀୟ ବୟାନ: ରାହୁଲଙ୍କୁ କ’ଣ ଝିଅ ଅଭାବ ଯେ ୫୦ ବର୍ଷର ମହିଳାଙ୍କୁ ସେ ଫ୍ଲାଇଂ କିସ୍ ଦେବେ

ନୂଆଦିଲ୍ଲୀ: ରାହୁଲଙ୍କ ଫ୍ଲାଇଂ କିସକୁ ନେଇ ବିବାଦ ଥମୁନି । ସଂସଦରେ ରାହୁଲ ଗାନ୍ଧୀ ଫ୍ଲାଇଂ କିସକୁ  ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଅଭିଯୋଗ ଆଣିଥିଲେ । ଏହା ସଂସଦର ମହିଳାଙ୍କ ପ୍ରତି ଅପମାନ ବୋଲି ବିଜେପି ସାଂସଦମାନେ କହି ଲୋକସଭା ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ।…

ନେହରୁ ଟ୍ରଫି ବୋଟ୍ ରେସ୍ ପାଇଁ ବଡ଼ ଆୟୋଜନ, ଉତ୍ସବମୁଖର ପୁନ୍ନାମଡା ହ୍ରଦ

ଥିରୁଭାନନ୍ତପୁରମ: ଆସନ୍ତାକାଲି ଅନୁଷ୍ଠିତ ହେବ ବହୁ ପ୍ରତୀକ୍ଷିତ ଆଇକନିକ୍ ନେହେରୁ ଟ୍ରଫି ବୋଟ୍ ରେସ୍ (NBTR)। ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ବୋଟ୍ ରେସ୍ ନେଇ କେରଳର ଅଲାପ୍ପୁଝା ନିକଟ ପୁନ୍ନାମଡା ହ୍ରଦରେ ବଡ଼ ଆୟୋଜନ କରାଯାଇଛି। ନେହେରୁ ଟ୍ରଫି ବୋଟ୍…

ରୋଗୀମୃତ୍ୟୁ ଅଭିଯୋଗ, ଭଦ୍ରକ ସାଳନ୍ଦୀ ହସ୍ପିଟାଲରେ ଉତ୍ତେଜନା

ଭଦ୍ରକ: ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ସଳନ୍ଦୀ ହସ୍ପିଟାଲରେ ଉତ୍ତେଜନା। ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମୃତ ମହିଳା ଜଣଙ୍କ ହେଲେ ଧୂଷୁରୀ ଥାନା ଅଧିନସ୍ଥ କଟସାହି ପଞ୍ଚାୟତର ଗୁହାଳୀପାଳ ଗ୍ରାମର ବସନ୍ତ ପାତ୍ରଙ୍କ ସ୍ତ୍ରୀ ସଞ୍ଜୁଲତା…

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ: କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର:ରାଜ୍ୟରେ ଆରମ୍ଭ ହୋଇ ଯାଇଛି ସ୍ୱାଧୀନତା ଦିବସ ପ୍ରସ୍ତୁତି । କିଏ କେଉଁଠି କରିବ ପତାକା ଉତ୍ତୋଳନ ସେ ନେଇ ତାଲିକା ପ୍ରସ୍ତୁତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ । ଏହା ବ୍ୟତୀତ ରାଜ୍ୟର ୩୦…

ଏନ୍‌ଏମ୍‌ସି ପକ୍ଷରୁ ଜାରି ହେଲା ନୂତନ ନିୟମ, ଔଷଧ ବିଜ୍ଞାପନ କରିପାରିବେ ନାହିଁ ଡାକ୍ତର

ନୂଆଦିଲ୍ଲୀ: ଡାକ୍ତରଙ୍କ ପାଇଁ ଜାରି ହେଲା ନୂତନ ନିୟମ। ଏଣିକି ଡାକ୍ତରମାନେ କୌଣସି ଔଷଧ କିମ୍ବା କମ୍ପାନୀର ବିଜ୍ଞାପନ କରିପାରିବେ ନାହିଁ। ଯଦି ଏପରି ମାମଲା ସାମ୍ନାକୁ ଆସେ, ତେବେ ଉକ୍ତ ଡାକ୍ତରଙ୍କ ଲାଇସେନ୍ସ ରଦ୍ଦ କରାଯିବ। ଏନେଇ ଜାତୀୟ ଚିକିତ୍ସା ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି…

ପ୍ରଧାନମନ୍ତ୍ରୀଙ୍କୁ ୪୦ ବିଧାୟକଙ୍କ ଚିଠି: ମଣିପୁରରୁ ଆସାମ ରାଇଫଲ୍ସକୁ ଫେରାଇ ନେବାକୁ ଦାବି

ଇମ୍ଫାଲ: ମଣିପୁରରୁ ଆସାମ ରାଇଫଲ୍ସକୁ ଫେରାଇ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି। ମୋଦୀଙ୍କୁ ଚିଠି ଲେଖିଲେ ମଣିପୁରର ୪୦ ବିଧାୟକ। ଆସାମ ରାଇଫଲ୍ସକୁ ଫେରାଇ ଅନ୍ୟ କେନ୍ଦ୍ରୀୟ ବଳ ମୁତୟନ କରିବା ପାଇଁ ଏହି ଚିଠି ଜରିଆରେ ଦାବି କରାଯାଇଛି। କେବଳ ବିଧାୟକ ନୁହେଁ ବରଂ ପୋଲିସ ଡିପାର୍ଟମେଣ୍ଟ…

Gadar-2 vs OMG-2: ସୁପର ଫ୍ରାଇଡେରେ ସୁପର ଧମାକା, ରିଲିଜ ହୋଇଛି ଦୁଇ ଦୁଇଟି ଫିଲ୍ମ

ମୁମ୍ବାଇ: ପରଦାକୁ ଆସିଛି ବହୁ ପ୍ରତୀକ୍ଷିତ ଫିଲ୍ମ ଗଦର-୨ ଏବଂ ଓଏମଜି-୨ । ସୁପର ଫ୍ରାଇଡେରେ ସୁପର ଧମାକା କରିବେ ସନ୍ନି ଦେଓଲ୍ ଓ ଅକ୍ଷୟ କୁମାର । ୨୧ ବର୍ଷ ପରେ ଗଦରର ସିକ୍ୱେଲରେ ନଜର ଆସିଛନ୍ତି ସନ୍ନି ଦେଓଲ । ସେହିପରି ଅକ୍ଷୟ କୁମାରଙ୍କ ମହାଦେବ ଅବତାରକୁ OMG 2ରେ ଦେଖିବେ ଦର୍ଶକ ।…

ନେପାଳରୁ ଭାରତ ଆସିବ ଟମାଟୋ, ୭୦ ଟଙ୍କାକୁ ଖସିବ ଦର

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଟମାଟୋ ମୂଲ୍ୟ ଆକାଶଛୁଆଁ ହେଉଛି। ଦର ନିୟନ୍ତ୍ରଣ ପାଇଁ ନେପାଳରୁ ଟମାଟୋ ଆମଦାନୀ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗୁରୁବାର ପାର୍ଲାମେଣ୍ଟରେ କହିଛନ୍ତି। ସେ କହିଛନ୍ତି, ନାଫେଡ୍ ଚଳିତ ସପ୍ତାହ ଶେଷ ସୁଦ୍ଧା ଦିଲ୍ଲୀ ଏନସିଆରରେ କିଲୋ ପିଛା ୭୦…

୩ ନୂଆ ରୁଟ୍‌ରେ ଗଡ଼ିବ ମୋ ବସ୍

ଭୁବନେଶ୍ଵର: ୩ ନୂଆ ରୁଟରେ ଗଡ଼ିବ ମୋ ବସ୍ । କ୍ରୁଟ ପକ୍ଷରୁ ସୁଆଣ୍ଡୋ, ଜଟଣୀ ଓ ନିଆଳିକୁ ମୋ ବସ୍ ସେବା ଯୋଗାଇ ଦିଆଯିବ। ରୁଟ ନଂ ୬୪ରେ ମୋ ବସ୍ ଭୁବନେଶ୍ୱର ରେଳ ଷ୍ଟେସନରୁ ବାହାରି ବରମୁଣ୍ଡା ବସ୍‌ଷ୍ଚାଣ୍ଡ ଦେଇ ଜଟଣୀ ଗେଟ୍ ପର୍ଯ୍ୟନ୍ତ ଯିବ। ସେହିପରି ରୁଟ ନଂ ୬୩ରେ ଗାଡ଼ି ବରମୁଣ୍ଡା…