Latest Odisha News

BREAKING NEWS

Browsing Category

ଫିଚର

ଜୟଦେବ ଉନାଡକଟ ରଚିଲେ କୀର୍ତିମାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଜୟଦେବ ଉନାଡକଟ ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଭାରତର ପ୍ରଥମ ଖେଳାଳି ଭାବେ ଦୀର୍ଘଦିନ ବ୍ୟବଧାନରେ ଜାତୀୟ ଦଳକୁ ଫେରିଛନ୍ତି । ଜୟଦେବ ୩୫୩୯ ଦିନ ପରେ ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆରେ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି ।…

ଆଉ ମାସ ମାସ ନୁହେଁ, କିଛି ଦିନରେ ନିର୍ମାଣ ହେବ ଘର

ମାଡ୍ରାସ:  ଆଜିକାଲି ଘର ଖଣ୍ଡିଏ ନିର୍ମାଣ କରିବା କଷ୍ଟକର ହୋଇପଡ଼ିଛି । ସବୁ ସୁବିଧା ଥିଲେ ମଧ୍ୟ ଗୋଟେ ଘର ତିଆରି କରିବାକୁ ମାସ ମାସ ସମୟ ଲାଗିଯାଏ । ଆଜିର ବ୍ୟସ୍ତବହୁଳ ଜୀବନରେ ଘର ଖଣ୍ଡିଏ ନିର୍ମାଣ କରିବାକୁ କାହା ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ । ଶ୍ରମିକ ଏବଂ ମିସ୍ତ୍ରୀଙ୍କ ପଛରେ…

ସୋମବାର ଝଡବାତ୍ୟା ଓ ପ୍ରବଳ ବର୍ଷା ପରିବେଶ ପରିବର୍ତ୍ତନର କାରଣ: ସିଇସି

ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଗତକାଲି ହୋଇଥିବା ଝଡ଼ବାତ୍ୟା ଏକ ଅକସ୍ମାତ୍ ଘଟଣା ଓ ପରିବେଶ ପରିବର୍ତ୍ତନକୁ ନିର୍ଦ୍ଦେଶ କରେ ବୋଲି ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିିଇସି)ର ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ କହିଛନ୍ତି । ଗତକାଲି ଏହି ଝଡବାତ୍ୟା…

ବ୍ରିଜ ଭୂଷଣଙ୍କୁ ବଡ ଆଶ୍ୱସ୍ତି: ପୋଲିସ କ୍ଲୋଜର ରିପୋର୍ଟକୁ ବିରୋଧ କଲେନି ନାବାଳିକା ରେସଲର

ନୂଆଦିଲ୍ଲୀ: ଭାରତୀୟ ରେସଲିଂ ଫେଡେରେଶନର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କୁ ଆଜି ବଡ ଆଶ୍ୱସ୍ତି ମିଳିଛି । ନାବାଳିକା ରେସଲରଙ୍କ ଅଭିଯୋଗ କ୍ରମେ ତାଙ୍କ ବିରୋଧରେ ପକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା । ନାବାଳିକାଜଣଙ୍କ ପରେ ଏହି ଅଭିଯୋଗରୁ ହଟି ଯାଇଥିଲେ । ଆଜି ପୋଲିସ…

ରେଷ୍ଟୁରାଣ୍ଟରେ ଗ୍ଲାମରର୍ସ ୱେଟ୍ରେସ୍ : ଦେଖିବାକୁ ଯୁବକଙ୍କ ଭିଡ଼

ନ୍ୟୁୟର୍କ: ସାଧାରଣତଃ ଯେତେବେଳେ ଆମେ ଖାଦ୍ୟ ଖାଇବା ପାଇଁ ଏକ ରେଷ୍ଟୁରାଣ୍ଟକୁ ଯାଆନ୍ତି, ଆମର ଧ୍ୟାନ କେବଳ ଭଲ ଖାଦ୍ୟ ଉପରେ ରହିଥାଏ । ଆମେ ସେଠାରେ ଉପସ୍ଥିତ ଥିବା କର୍ମଚାରୀଙ୍କଠାରୁ ଭଲ ଆଚରଣ ଆଶା କରୁ । କିନ୍ତୁ ସେଠାରୁ ଚାଲି ଆସିବା ପରେ କର୍ମଚାରୀଙ୍କ ସହିତ କିଛି ସମ୍ପର୍କ ନ ଥାଏ ।…

୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦରେ ଅଧ୍ୟକ୍ଷ ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ୧୪ଟି ନୂତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ (Special Development Council) ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି । ୧୪ ଜଣ ନୂତନ ଅଧ୍ୟକ୍ଷ ହେଲେ ଅନୁଗୁଳ- ସଦାଶିବ ନାୟକ…

ଏସିଆନ ଗେମ୍ସ ପାଇଁ ଭାରତୀୟ ଫୁଟବଲ ଟିମ ଘୋଷଣା

ନୂଆଦିଲ୍ଲୀ: ୨୩ ସେପ୍ଟମ୍ବରଠାରୁ ଚୀନରେ ଆରମ୍ଭ ହେବାକୁ ଯାଉଥିବା ଏସିଆନ ଗେମ୍ସ ପାଇଁ ଭାରତୀୟ ଫୁଟବଲ ଟିମର ଘୋଷଣା କରାଯାଇଛି । ଏସିଆନ ଗେମ୍ସ ନିୟମ ଅନୁସାରେ ୨୩ ବର୍ଷରୁ କମ ଟିମ ସହିତ ୩ଜଣ ସିନିୟର ଖେଳାଳି ଖେଳିପାରିବେ । ସୁନୀଲ ଛେତ୍ରୀ, ସନ୍ଦୀପ ଝିଙ୍ଗନ ଓ ଗୁରପ୍ରୀତ ସିଂ ସାନ୍ଧୁଙ୍କୁ…

ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ପ୍ରତିନିଧି ଦଳ ସହ ସିଏମଓ ଅଧିକାରୀଙ୍କ ଆଲୋଚନା

ଭୁବନେଶ୍ୱର: ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଦାବି ସମ୍ପର୍କରେ ଅନୁଧ୍ୟାନ କରିବେ ରାଜ୍ୟ ସରକାର । ଆଜି ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଛନ୍ତି । ସିଏମଓର ବରିଷ୍ଠ ଅଧିକାରୀଙ୍କୁ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଭାରତରେ ପଂହଚିଲା ପାକିସ୍ତାନ ଟିମ

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାଗ ନେବା ପାଇଁ ମଙ୍ଗଳବାର ପାକିସ୍ତାନ ଟିମ ୱାଘା ବର୍ଡର ଦେଇ ଭାରତରେ ପଂହଚିଛି । ଚେନ୍ନାଇରେ ଅଗଷ୍ଟ ୩ରୁ ୧୨ ପର୍ଯ୍ୟନ୍ତ ଏହି ଚାମ୍ପିୟନଶିପ ଆୟୋଜିତ ହେବ । ଅଗଷ୍ଟ ୩ରେ ମାଲେସିଆ ବିପକ୍ଷରେ ପାକିସ୍ତାନ ତାର ଅଭିଯାନ ଆରମ୍ଭ କରିବ । ୯…

କର୍ଣ୍ଣାଟକ ହେବ କିଙ୍ଗମେକର!

ଭୁବନେଶ୍ୱର: କର୍ଣ୍ଣାଟକରେ ବିଧାନସଭା ରଣନୀତିରେ ସଫଳ ହୋଇ ସରକାର ଗଢିବା ପରେ ଏବେ ଲୋକସଭା ପାଇଁ ଦଳ ନୂଆ ଯୋଜନା ପ୍ରସ୍ତୁତ କରିବାକୁ ଯାଉଛି। ରାତି ପାହିଲେ ଅର୍ଥାତ ଅଗଷ୍ଟ ଦୁଇ ତାରିଖରେ କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ମନ୍ତ୍ରୀମାନେ ଦିଲ୍ଲୀରେ ଦଳର ଜାତୀୟ ନେତୃତ୍ବକୁ ଭେଟିବେ।…