Latest Odisha News

BREAKING NEWS

Browsing Category

ଫିଚର

ଚେସ:ବିଶ୍ୱନାଥ ଆନନ୍ଦଙ୍କ ରେକର୍ଡ ଭାଙ୍ଗିଲେ ଗୁକେଶ

ନୂଆଦିଲ୍ଲୀ: ଉଦୀୟମାନ ଚେସ ତାରକା ଡି ଗୁକେଶ ଭାରତର ମହାନ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥ ଆନନ୍ଦଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ବାକୁ ଚେସ ଚାମ୍ପିୟନଶିପର ଦ୍ୱିତୀୟ ରାଉଣ୍ଡରେ ସେ ଆଜରବୈଜାନର ମସ୍ରାଦ୍ଦିନ ଇସ୍କାଣ୍ଡ୍ରୋଭଙ୍କୁ ପରାସ୍ତ କରିଥିଲେ । ଏଥିସହ ସେ ଫିଡେ ଲାଇଭ ୱାର୍ଲ୍ଡ ରେଟିଂରେ…

ବାଇକ୍‌ରେ ଦୁଇ ଯୁବତୀଙ୍କ ଖୁଲମ୍‌ଖୁଲା ରୋମାନ୍ସ

ବାଇକ୍‌ରେ ପ୍ରେମୀ ଯୁଗଳ ରୋମାନ୍ସ କରିବାର ଭିଡ଼ିଓ ଆପଣ ନିଶ୍ଚୟ ଦେଖିଥିବେ । ହେଲେ ଦୁଇ ଯୁବତୀ ବାଇକ୍‌ରେ ଖୁଲମ୍‌ଖୁଲା ରୋମାନ୍ସ କରିବାର ଦେଖିଛନ୍ତି? ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇ ଜଣ ଯୁବତୀ ବାଇକରେ ରୋମାନ୍ସ କରୁଛନ୍ତି । ଏହାକୁ ଦେଖିଲେ ଲାଗୁଛି…

ଶିମିଳିପାଳରେ ବିରଳ ବାଘ, କାହିଁକି ଏହାର ରଙ୍ଗ କଳା ?

ଶିମିଳିପାଳ: ସୋସିଆଲ ମିଡିଆରେ ଏକ ବିରଳ ବାଘର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିରଳ ଅନ୍ୟ ବାଘଙ୍କ ଅପେକ୍ଷା ଭିନ୍ନ। କାରଣ ଏହି ବାଘରେ ରହିଛି ଅଧିକ ମେଲାନିନ। ଜଙ୍ଗଲରେ ରହୁଥିବା ବାଘଙ୍କର ଚେହେରା ଅପେକ୍ଷା ଏହା କଳା ରଙ୍ଗର। ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ମନୋଜ ପାଣ୍ଡେ…

ଲା଼ଞ୍ଚ ନେଇ ଗିରଫ ହେବା ପରେ ନିଲମ୍ବିତ ହେଲେ ଦଶମନ୍ତପୁର ଆଇଆଇସି

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନାର ଇନ୍ସପେକ୍ଟର ଇନଚାର୍ଜ (ଆଇଆଇସି) ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିବା ପରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ ଜୁଲାଇ ୨୮ ତାରିଖରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ…

କାଚ ପରିି ମାଛ: ଯିଏ ଦେଖୁଛି ସିଏ ତାଜୁବ

ଦୁନିଆରେ ଅନେକ ଅଦ୍ଭୁତ ପ୍ରାଣୀ ଅଛନ୍ତି, ଯାହାକୁ କି ବେଳେବେଳେ ଆଖିରେ ଦେଖିଲେ ବି ବିଶ୍ୱାସ କରି ହୁଏ ନାହିଁ । କିନ୍ତୁ ଏବେ ସୋସିଆଲ ମିଡିଆରେ ଅନେକ ଅଦ୍ଭୁତ ଜୀବ ଦେଖିବାକୁ ମିଳୁଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏବେ ସେମିତି ସୋସିଆଲ ମିଡ଼ିଆରେ ଏପରି ଏକ ମାଛର ଭିଡ଼ିଓ…

ହରିୟାଣା ହିଂସା ସମ୍ପର୍କୀତ ବିବାଦୀୟ ଟୁଇଟ ନେଇ ମୁହଁ ଖୋଲିଲେ ଗୋବିନ୍ଦା

ନୂଆଦିଲ୍ଲୀ: ହରିୟାଣା ହିଂସା ଉପରେ ଫିଲ୍ମଷ୍ଟାର ଗୋବିନ୍ଦାଙ୍କ ଏକ ବିବାଦୀୟ ଟୁଇଟ ଚର୍ଚ୍ଚାର କାରଣ ସାଜିଥିଲା । ଏବେ ଏହି ଟୁଇଟ ସମ୍ପର୍କରେ ସେ ମୁହଁ ଖୋଲିଛନ୍ତି । ଗୋବିନ୍ଦା କହିଛନ୍ତି, ମୋ ଟୁଇଟର ଆଇଡି ହ୍ୟାକ ହୋଇଯାଇଥିଲା । ମୁଁ ଏ ସମ୍ପର୍କରେ ମୁମ୍ବାଇ ସାଇବର କ୍ରାଇମ ନିକଟରେ ଅଭିଯୋଗ…

ବୁଧବାର ହେବ ବନକଲାଗି ନୀତି, ଏବେ ଖୋଲିବନି ଶ୍ରୀମନ୍ଦିରର ୪ ଦ୍ୱାର

ପୁରୀ: ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱ ଓ ବିବାଦର ଅବସାନ ଘଟିଛି । ଆଜି  ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ମାସକୁ ଦୁଇ ଥର ବୁଧବାର ବନକଲାଗି ନୀତି ଅନୁଷ୍ଠିତ ହେବ । ଯଦି ବୁଧବାର ବିଶେଷ ନୀତି ରହିବ ତାହେଲେ ଗୁରୁବାର…

ନିର୍ବାଚନ ଜିତିବାକୁ ବିଜେପିର ଆଗୁଆ ଇଭିଏମ ହ୍ୟାକିଂ! ମମତାଙ୍କୁ ମିଳିଲା ପ୍ରମାଣ

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରମୁଖ ଦଳ ଗୁଡିକ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଏଭଳି ସମୟରେ ଇଭିଏମକୁ ହ୍ୟାକିଂ ପ୍ରସଙ୍ଗକୁ ନେଇ ରାଜନୈତିକ ପରିବେଶ ଉଷ୍ମ ହୋଇଛି। ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି…

ସ୍କୁଲ ଯାଉଛନ୍ତି ୭୮ ବର୍ଷ ବୟସ୍କ ବୃଦ୍ଧ, ଛୋଟ ଛୋଟ ପିଲାଙ୍କ ସହ ବସି ପଢୁୁଛନ୍ତି ପାଠ

ମିଜୋରାମ: କୁହାଯାଏ ଶିକ୍ଷାଦାନ କରିବାର କୌଣସି ବୟସସୀମା ନାହିଁ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ମିଜୋରାମର ଜଣେ ୭୮ ବର୍ଷୀୟ ବୃଦ୍ଧ । ସେ ଏହି ବୟସରେସ୍କୁଲରେ ନାମ ଲେଖାଇବା ସହ ଛୋଟ ଛୋଟ ପିଲାଙ୍କ ମେଳରେ ବସି ମଧ୍ୟ ପାଠ ପଢୁଛନ୍ତି । ଏଥିଲାଗି ତାଙ୍କୁ ୩ କିମି ରାସ୍ତା ଯିବାକୁ ବି…

ଇଂଲଣ୍ଡକୁ ଟି୨୦ ବିଶ୍ୱକପ ଜିତାଇଥିବା ଆଲେକ୍ସଙ୍କ ଅବସର ଘୋଷଣା

ଲଣ୍ଡନ: ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଆଲେକ୍ସ ହେଲ୍ସ ଶୁକ୍ରବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଦିନିକିଆ ବିଶ୍ୱକପ ଆଉ ୨ ମାସ ଥିବା ବେଳେ ସେ ହଠାତ ଏହି ନିଷ୍ପତି ନେଇଛନ୍ତି । ଗତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପରେ ସେ ଇଂଲଣ୍ଡକୁ ବିଜୟୀ କରାଇବାରେ…