Latest Odisha News

BREAKING NEWS

Browsing Category

ଫିଚର

ଛାତରେ ବସିଥିବା ବେଳେ ମହିଳାଙ୍କ ଉପରେ ଖସିଲା କଳା ପଥର , ତା’ପରେ କ’ଣ ହେଲା ଜାଣନ୍ତୁ

ଫ୍ରାନ୍ସ: ଜଣେ ମହିଳା ନିଜ ସାଙ୍ଗ ସହିତ ଛାତରେ ବସି କଫି ପିଉଥିଲେ । ଏହି ସମୟରେ ଆକାଶରୁ ହଠାତ୍ ଏକ କଳାପଥର ତାଙ୍କ ଉପରେ ପଡ଼ିଥିଲା । ଫଳରେ ସେ ଆହତ ହେବା ସହ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବୋଧହୁଏ କେହି ଏହାକୁ ତାଙ୍କ ଉପରକୁ ଫୋପାଡିଛନ୍ତି ଭାବି ସେ ଚାରିପଟକୁ ବୁଲି ଦେଖିଲେ । ହେଲେ କାହାକୁ…

ନିଶା କାରବାର ଉପରେ ଚଢ଼ାଉ କରିବାକୁ ଯାଇ ମାଫିଆଙ୍କଠୁ ମାଡ଼ ଖାଇଲେ ଅବକାରୀ ଅଧିକାରୀ

କୋରାପୁଟ: ନିଶାଦ୍ରବ୍ୟ ଚାଲାଣ ଅଭିଯୋଗରେ ଚଢାଉ କରିବାକୁ ଯାଇ ମାଡ ଖାଇଛନ୍ତି ଅବକାରୀ ଅଧିକାରୀ। କୋରାପୁଟ ଜିଲ୍ଲା କୋଟପାଡ ଥାନା ଅନ୍ତର୍ଗତ ଘୋଡାହଡା ଗ୍ରାମ ନିକଟରେ ଶୁକ୍ରବାର ରାତିରେ ଗଞ୍ଜେଇ ଚୋରା ଚାଲାଣକାରୀମାନେ ଆକ୍ରମଣ କରିବାରୁ ଅବକାରୀ ଇନ୍ସପେକ୍ଟର ଓ ଜଣେ କନଷ୍ଟେବଳ ଗୁରୁତର ଆହତ…

ଆଶେସ ସିିରିଜ: ବର୍ଷା ଯୋଗୁ ଚିନ୍ତାରେ ଇଂଲଣ୍ଡ

ମାଂଚେଷ୍ଟର: ଚଳିତ ଆଶେସ କ୍ରିକେଟ ସିରିଜର ୪ର୍ଥ ଟେଷ୍ଟରେ ଇଂଲଣ୍ଡ ସୁବିଧାଜନକ ସ୍ଥିତିରେ ଥିଲେ ମଧ୍ୟ ବର୍ଷା ସେମାନଙ୍କୁ ହଇରାଣ କରୁଛି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୧୭ ରନ କରିଥିବା ବେଳେ ଜ୍ୟାକ କ୍ରାଉଲେଙ୍କ ୧୮୯ ଓ ଜନୀ ବେୟାରଷ୍ଟୋଙ୍କ ଅପରାଜିତ ୯୯ ରନ ବଳରେ ଇଂଲଣ୍ଡ ୫୯୨ ରନ କରିଥିଲା…

ଏମିତି ସ୍କୁଲ: ଯେଉଁଠି ଅଧିକାଂଶ ପିଲା ଯାଆଁଳା

ପଞ୍ଜାବ: ଆପଣ ଅଧିକାଂଶ ଯାଆଁଳା ପିଲା ଦେଖିଥିବେ । ହେଲେ ବହୁ ପରିମାଣର ଯାଆଁଳା ପିଲାଙ୍କୁ ଏକାଠି ଦେଖିଛନ୍ତି ? ଏମିତି ଏକ ସ୍କୁଲ ଅଛି, ଯେଉଁଠି ଅଧିକାଂଶ ପିଲା ଯାଆଁଳା । ଏତେ ପରିମାଣର ଯାଆଁଳା ପିଲାଙ୍କୁ ଏକାଠି ଦେଖି ଶିକ୍ଷକ ଓ ଅନ୍ୟ ଅଭିଭାବକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।…

ମହିଳା କ୍ରିକେଟ: ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ରାଗିଗଲେ ହରମନପ୍ରୀତ

ଢ଼ାକା: ଏଠାରେ ଶନିବାର ଭାରତ ଓ ବାଂଲାଦେଶ ମହିଳା କ୍ରିକେଟ ଟିମ ମଧ୍ୟରେ ତୃତୀୟ ଦିିନିକିଆ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚ ରୋମାଂଚକ ଢ଼ଙ୍ଗରେ ଟାଇ ହୋଇଥିଲା । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୪ ୱିକେଟ ବିନିମୟରେ ୨୨୫ ରନ କରିଥିଲା । ଜବାବରେ ଭାରତ ୪୯.୩ ଓଭରରେ ୨୨୫ରେ ଅଲଆଉଟ…

୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଏସଆଇ

ଭଦ୍ରକ: ଶନିବାର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ଏଏସ୍ଆଇ। ଏଏସଆଇ ମାନସ କୁମାର ପରିଡା ଜିଲ୍ଲାର ବନ୍ତ ଥାନାରେ ନିୟୋଜିତ ଥିଲେ। ପୂର୍ବରୁ ରୁଜୁ ହୋଇଥିବା ଏକ ଜମିଜମା ବିବାଦ ମାମଲାରେ ଅଭିଯୋଗକାରୀ ଓ ତାଙ୍କ ମା'ଙ୍କୁ ସାହାଯ୍ୟ କରିବା ପାଇଁ ଜଣେ…

ସରକାରଙ୍କୁ ନୀତି ତିଆରିରେ ସହଯୋଗ କରିବ ଲଣ୍ଡନର ଟୋନି ବ୍ଲେୟାର ଇନଷ୍ଚିଚ୍ୟୁଟ ଫର୍ ଗ୍ଲୋବାଲ୍ ଚେଞ୍ଜ

ଭୁବନେଶ୍ୱର: ଓଡ଼ିଶା ସରକାର ଓ ଟୋନି ବ୍ଲେୟାର ଇନଷ୍ଚିଚ୍ୟୁଟ ଫର୍ ଗ୍ଲୋବାଲ୍ ଚେଞ୍ଜ (ଟିବିଆଇ) ମଧ୍ୟରେ ଶୁକ୍ରବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାର ଅଂଶବିଶେଷ ସ୍ୱରୂପ ଟିବିଆଇ ସରକାରଙ୍କୁ ପରାମର୍ଶମୂଳକ ସହାୟତା ପ୍ରଦାନ କରିବ। ଯାହା ଫଳରେ ସରକାର ନିଜର ସାମଗ୍ରିକ…

ଷଣ୍ଢ ଲଢେଇ ହେଉନାହିଁ, ହେଲେ ସମ୍ପର୍କୀୟଙ୍କ ସ୍ମୃତିରେ ଲୋକେ ଘରେ ପାଳୁଛନ୍ତି ଷଣ୍ଢ

ରାଜସ୍ଥାନ: ମେକ୍ସିକୋ, ପେରୁ, କଲମ୍ବିଆ, ଭେନେଜୁଏଲା ଏବଂ ଲାଟିନ୍ ଆମେରିକା ଭଳି ଦେଶରେ ଷଣ୍ଢ ଲଢେଇ ହେଉଥିବା ଦେଖିବାକୁ ମିଳେ । କିନ୍ତୁ ରାଜସ୍ଥାନରେ ବି ଷଣ୍ଢ ଲଢେଇ ହେଉଥିଲା । ଏହା ଏବେ ବନ୍ଦ ହୋଇଯାଇଥିଲେ ବି ଏଠାକାର ଲୋକେ ନିଜ ପରିଜନଙ୍କ ସ୍ମୃତିରେ ଷଣ୍ଢ ପାଳୁଥିବା ଦେଖିବାକୁ ମିଳେ ।…

ହସ୍ପିଟାଲର ଏସି ଚୋରି କରିବାକୁ ଆସି ବିଦ୍ୟୁତ ଆଘାତରେ ଚାଲିଗଲା ଚୋରର ଜୀବନ !

କଟକ : କଟକ ସହରରେ ଥିବା ଶିଶୁ ଭବନ ହସ୍ପିଟାଲରୁ ଏସି ଚୋରି କରିବାକୁ ଯାଇ ଜଣେ ବ୍ୟକ୍ତି ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ଶନିବାର ଦିନ ସହରର ଶିଶୁ ଭବନର ଅଧିକାରୀମାନେ କ୍ୟାମ୍ପସରେ ଦୁର୍ଗନ୍ଧ ବାହାରୁଥିବା ଜାଣିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ପରେ ସେଠାରେ…

ୱେଷ୍ଟଇଣ୍ଡିଜ ୱିକେଟକିପର ଯୋଶୁଆଙ୍କ ମାଆଙ୍କୁ ଭେଟିଲେ କୋହଲି

ପୋର୍ଟ ଅଫ ସ୍ପେନ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ପୋର୍ଟ ଅଫ ସ୍ପେନରେ ଖେଳାଯାଉଛି । କୋହଲି ଏହି ମ୍ୟାଚ ମାଧ୍ୟମରେ ତାଙ୍କର ୫୦୦ତମ ଆନ୍ତର୍ଜାତୀୟ ମୁକାବିଲା ଖେଳି ଶତକ ହାସଲ କରିଛନ୍ତି । ଦ୍ୱିତୀୟ ଦିନର ଖେଳ ଶେଷ ହେବା ପରେ ୱେଷ୍ଟଇଣ୍ଡିଜର ୱିକେଟକିପର ଯୋଶୁଆ ଡିସଲଭାଙ୍କ…