Latest Odisha News

BREAKING NEWS

Browsing Category

ଫିଚର

ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ତ୍ୱରିତ ନ୍ୟାୟ ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି

କଟକ:ବିଳମ୍ବିତ ନ୍ୟାୟ ଯୋଗୁ ଅନେକ ଲୋକ ଅସୁବିଧାରେ ପଡୁଛନ୍ତି । ବିଳମ୍ବିତ ନ୍ୟାୟ ଯୋଗୁ ଅନେକ ନିର୍ଦ୍ଦୋଷ ଜେଲରେ ଜୀବନ କାଟୁଛନ୍ତି । ଏପରିକି ନ୍ୟାୟ ବିଳମ୍ବ ପାଇଁ ପୀଡିତ ମଧ୍ୟ ହତାଶ ହୋଇପଡୁଛନ୍ତି  । ତେଣୁ ତ୍ୱରିତ ନ୍ୟାୟ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ ରାଷ୍ଟ୍ରପତି…

ଏଥର ବିଜୁଳି କଟିନି, କିନ୍ତୁ ଏହି କାରଣ ପାଇଁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରଶାସନ ସମାଲୋଚିତ

କଟକ: ଏଥର କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ବେଳେ କୌଣସି ବିଦ୍ୟୁତ ବିଭ୍ରାଟ ହୋଇନି କିନ୍ତୁ ଯେଉଁ ସ୍ଥାନରେ ମହାମହିମ ଅଭିଭାଷଣ ରଖୁଥିଲେ ତାର ଛାତକୁ ଜରି ପାଲରେ ଘୋଡାଇ ରଖିବାକୁ ନେଇ ଏବେ ବିବାଦ ଦେଖାଦେଇଛି। ଯାହା ପ୍ରଶାସନ ରାଷ୍ଚ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ପ୍ରତି…

ନବ ଦାସ ହତ୍ୟା ମାମଲା, ଅଭିଯୁକ୍ତ ଗୋପାଳ ଅପରାଧ ସ୍ୱୀକାର କରିବାକୁ ରାଜି

ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ବହିଷ୍କୃତ ପୁଲିସ ଅଧିକାରୀ ଗୋପାଳ ଦାସ ଅପରାଧ ସ୍ବୀକାର କରିବାକୁ ରାଜି ଅଛି ବୋଲି କହିଛନ୍ତି। ବୁଧବାର ଝାରସୁଗୁଡ଼ା ଜିଲ୍ଲା ଜଜ୍ କୋର୍ଟରେ ଆଜି ତାଙ୍କୁ ହାଜର କରାଯିବା ପରେ ଅପରାଧ ସ୍ବୀକାର କରିବାକୁ ରାଜି ଅଛନ୍ତି…

କାର୍ଗିଲ ବିଜୟ ଦିବସ: ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ଆଜି ୨୪ ତମ କାର୍ଗିଲ ବିଜୟ ଦିବସ ପାଳନ କରୁଛି । ଏହି ଅବସରରେ ଦେଶର ବୀର ଯବାନଙ୍କୁ ମନେ ପକାଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କାରଗିଲ୍ ୱାର ମେମୋରିଆଲରେ ବିଜୟ ଦିବସ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଳନ କରାଯାଉଛି। ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ…

୨୦୨୨-୨୩ରେ ଆର୍ଥିକ ବର୍ଷରେ ରଦ୍ଦ ହୋଇଛି ୫ କୋଟି ମନରେଗା ଜବ କାର୍ଡ: କେନ୍ଦ୍ର

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ଅଧୀନରେ ୨୦୨୨-୨୩ରେ ପାଞ୍ଚ କୋଟିରୁ ଅଧିକ ଜବ୍ କାର୍ଡ ରଦ୍ଦ କରାଯାଇଛି। ଯାହା ୨୦୨୧-୨୨ରେ ହଟିଥିବା ସଂଖ୍ୟା ଠାରୁ ୨୪୭ ପ୍ରତିଶତ ଅଧିକ ବୋଲି ମଙ୍ଗଳବାର ଲୋକସଭାରେ ସୂଚନା ଦିଆଯାଇଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ…

ଆର୍ଟ ଅଫ୍ ଲିଭିଙ୍ଗ୍ ଇଣ୍ଡିଆ ମେଡିଟେଟ୍ସ ଅଭିଯାନ ଆରମ୍ଭ, ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ମିଳିଲା ସମର୍ଥନ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସହଯୋଗରେ ଆର୍ଟ ଅଫ୍ ଲିଭିଙ୍ଗର 'ଇଣ୍ଡିଆ ମେଡିଟେଟ୍ସ' ଅଭିଯାନ ଆରମ୍ଭ ହୋଇଛି। ଦିନକୁ ଦିନ ଏହି ଅଭିଯାନର କ୍ରେଜ୍ ବଢିଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୩.୫ ଲକ୍ଷରୁ ଅଧିକ ଭାରତୀୟ ଏଥିରେ ଯୋଗଦେବା ପାଇଁ ଅନଲାଇନରେ ପଞ୍ଜୀକୃତ କରିଛନ୍ତି। ଏହି ଅଭିଯାନକୁ ଭାରତ…

ବଢିଲା ବନକଲାଗି ବିବାଦ: ସମନ୍ଵୟ ଅଭାବରୁ ହୋଇପାରୁନି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର

ପୁରୀ:ଶ୍ରୀମନ୍ଦିରରେ କେଉଁଦିନ ହେବ ଠାକୁରଙ୍କ ବନକଲାଗି ? ବୁଧବାର ନା ଗୁରୁବାର ? ଏହାକୁ ନେଇ ବଢି ଚାଲିଛି ବିବାଦ । ଶ୍ରୀମନ୍ଦିର ପ୍ରଶାସନ ଆଜି ବନକଲାଗି ନୀତି କରିବା ପାଇଁ କହିଥିବା ବେଳେ ସେବାୟତ ଆସନ୍ତାକାଲି ଅର୍ଥାତ ଗୁରୁବାର କରିବା ପାଇଁ ଅଡି ବସିଛନ୍ତି ।   ପ୍ରଶାସନ ଏବଂ ସେବାୟତଙ୍କ…

ପୁରସ୍କାର ଫେରସ୍ତ ଉପରେ ଲାଗିବ ଲଗାମ, ସଂସଦୀୟ କମିଟି ଦେଲା ସୁପାରିସ

ନୂଆଦିଲ୍ଲୀ: ଦେଶରେ କଛି ବର୍ଷ ହେବ ପୁରସ୍କାର ଫେରସ୍ତ କରିବା ଘଟଣା ଜାରି ରହିଛି। ଅନେକ ସମ୍ମାନିତ ବ୍ୟକ୍ତିମାନେ ପୁରସ୍କାର ଫେରସ୍ତ କରି ସମ୍ବେଦନଶୀଳତା ସୃଷ୍ଟି କରିଛନ୍ତି। ଏପରିକି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପୁରସ୍କୃତ ହୋଇଥିବା ବିଜେତାମାନେ କୌଣସି କାରଣକୁ ନେଇ…

ସ୍ୱେରେଜ ଓ ପାଇଖାନା ଟାଙ୍କି ସଫା କରିବା ବେଳେ ୫ ବର୍ଷରେ ଯାଇଛି ୩୩୯ ଜୀବନ: ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ଗତ ୫ ବର୍ଷ ମଧ୍ୟରେ ସ୍ୱେରେଜ୍ ଓ ସେପ୍ଟିକ୍ ଟାଙ୍କି ସଫା କରିବା ସମୟରେ ୩୩୯ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାଓ୍ୱଲେ କହିଛନ୍ତି ଯେ, ୨୦୨୩ରେ…

ଲାଞ୍ଚ ନେଉଥିଲା ପୋଲିସ, ମାଡି ବସିଲା ଭିଜିଲାନ୍ସ

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ପଡିଲେ ପୋଲିସ । ଲାଞ୍ଚ ନେବେବେଳେ ରେଡ ହାଣ୍ଡରେ ପୋଲିସକୁ ଧରିଛି ଭିଜିଲାନ୍ସ  ।  ଅନୁଗୁଳ ଜିଲ୍ଲା କିଆକଟା ଥାନା ଏଏସଆଇ ପଡିଛନ୍ତି ଭିଜିଲାନ୍ସ ଜାଲରେ । ଏଏସଆଇ ନବୀନ କୁମାର ଶତପଥୀ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ  ତାଙ୍କୁ ବୌଦ୍ଧ…