Latest Odisha News

BREAKING NEWS

Browsing Category

ଫିଚର

ଅଜବ ରେଷ୍ଟୁରାଣ୍ଟ: ଏଠାରେ ଖାଇବା ପରେ ଶୋଇବା ପାଇଁ ରହିଛି ବ୍ୟବସ୍ଥା

ଜୋର୍ଡାନ: ଅଧିକାଂଶ ଲୋକ ପରିବାର ସଦସ୍ୟଙ୍କ ସହ ହେଉ ବା ସାଙ୍ଗମାନଙ୍କ ସହ ଖାଇବା ପାଇଁ ରେଷ୍ଟୁରା ଯାଇଥାନ୍ତି । ଲୋକମାନେ କେବଳ ଖାଦ୍ୟ ଖାଇବା ପାଇଁ ଯାଇଥାନ୍ତି । କିନ୍ତୁ ଜୋର୍ଡାନରେଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠି ଖାଦ୍ୟ ସହିତ ଶୋଇବା ବା ବିଶ୍ରାମ ନେବା ପାଇଁ ବ୍ୟବସ୍ଥା ରହିଛି ।…

ଉତ୍ତରପ୍ରଦେଶ ପାଇଁ ଭୟଙ୍କର ଦିନ; ସଡକ ଦୁର୍ଘଟଣାରେ ଦିନକରେ ବିଜେପି ନେତାଙ୍କ ସହ ୨୨ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପାଇଁ ସୋମବାର ଥିଲା ଏକ  ଭୟଙ୍କର ଦିନ । ଗୋଟିଏ ଦିନରେ ଏକାଧିକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିଜେପି ନେତାଙ୍କ ସମେତ  ୨୨ ଜଣଙ୍କ ମୃତ୍ୟୁ  ଘଟିଛି ଗୋଟିଏ ଦିନରେ। ସୂଚନାଯୋଗ୍ୟ ଆଲୀଗଢ଼ ସ୍ଥିତ ଯମୁନା ଏକ୍ସପ୍ରେସ-ୱେ ରେ ବସ୍ ସହ କାର୍ ଧକ୍କା ହେବାରୁ ୪ ଜଣ…

ବେଦାନ୍ତ ଉପରେ ବର୍ଷିଲା କଂଗ୍ରେସ: ବିସ୍ଥାପିତଙ୍କୁ ଥଇଥାନ କରୁନି ତଥାପି ଚାଲିଛି ଖନନ

ଭୁବନେଶ୍ୱର: ନିୟମ ଉଲ୍ଲଘଂନ କରୁଛି ବେଦାନ୍ତ କମ୍ପାନୀ  । ପରିବେଶ ମଞ୍ଜୁରୀ ବିନା ଚାଲିଛି ଖନନ  । ଜମି ଅଧିଗ୍ରହଣ ନିୟମ ଖିଲାପ ପାଇଁ ହକ୍ରୁ ବଞ୍ଚିତ ହେଉଛନ୍ତି ବିସ୍ଥାପିତ  । ଏମିତି କହି ବେଦାନ୍ତ ଉପରେ ବର୍ଷିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ରାଇରଙ୍ଗପୁର…

ଏହି ରାଜ୍ୟ ପ୍ରଂଶସାର ପାତ୍ର; ପ୍ରତି ପିଲା ଜନ୍ମ ହେଲେ ଲାଗୁଛି ୧୦୦ ଗଛ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରକୃତି ଏବଂ ମଣିଷ ପରସ୍ପର ପରିପୂରକ ଓ ନିର୍ଭରଶୀଳ। ପ୍ରକୃତି ବିନା ସୃଷ୍ଟି ଅସମ୍ଭବ। ଜୀବଜଗତ ଓ ପ୍ରାଣୀଜଗତ ମଧ୍ୟରେ ପୁଣି ଏକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସୃଷ୍ଟି କରିବାକୁ ସିକିମରେ ଏକ ନିଆରା ପଦକ୍ଷେପ ଆରମ୍ଭ ହୋଇଛି । ସିକିମ୍ ଏକ କାର୍ବନ-ନ୍ୟୁଟ୍ରାଲ ରାଜ୍ୟ…

ନିର୍ବାଚନକୁ ନେଇ ନୀତିନଙ୍କ ନୀତି ବାଣୀ; ହୋର୍ଡିଂ ଲଗାଇଲେ କି ମଟନ ପାର୍ଟି ଦେଲେ ମିଳେନି ଟିକେଟ

ନୂଆଦିଲ୍ଲୀ: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଆଉ ଏଥିପାଇଁ ସଜବାଜ ହେଉଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା। ଅନ୍ୟପଟେ ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଉଭୟ ଶାସକ ଦଳ ଏବଂ ବିରୋଧୀ ଦଳ ନିଜର ଗଠବନ୍ଧନକୁ ସଜାଡ଼ିବାରେ ଲାଗିଛନ୍ତି। ଉଭୟ ପାର୍ଶ୍ୱରେ ରାଜନୈତିକ ଦଳମାନେ ସାମିଲ ହେଉଛନ୍ତି।…

ବସ୍ ଯିବା ପରେ ପରେ ଧସିଗଲା ରାସ୍ତା; ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

ପୁରୀ: ଧସିଗଲା ପୁରୀ  ଚକ୍ରତୀର୍ଥ ରୋଡ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏକ ଯାତ୍ରୀବାହୀ ଯିବା ପରେ ଧସିଗଲା ରାସ୍ତା । ରାସ୍ତା ମଝିରେ ବିରାଟ ଗାତ । ଏହାକୁ ନେଇ ଏବେ ପୁରୀବାସିନ୍ଦାଙ୍କ ମଧ୍ୟର ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ  ପୁରୀ  ଚକ୍ରତୀର୍ଥ ରୋଡରେ…

ସୋସିଆଲ ମିଡିଆରେ ପିଲାଙ୍କ ଫଟୋ ସେୟାର କରୁଥିଲେ ସାବଧାନ ! ନଚେତ ହୋଇପାରେ ବିପଦ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ସମସ୍ତେ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ନିଜ ଜୀବନରେ ଯାହା ଚାଲିଛି ସେ ନେଇ ଇନଷ୍ଟାଗ୍ରାମ, ଫେସବୁକ୍ ପରି ପ୍ଲାଟଫର୍ମରେ ଆମେ ସେୟାର କରୁ। କହିବାକୁ ଗଲେ ନିଜର ବ୍ୟକ୍ତିଗତ କଥା ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରିବା ଏକ ଟ୍ରେଣ୍ଡ ଚାଲିଛି।…

ସରକାରୀ ଚାକିରି ଏଠି ବିକ୍ରି ହେଉଛି: ପ୍ରଶ୍ନପତ୍ର ଲିକ୍ ନେଇ ବର୍ଷିଲା ବିଜେପି

ଭୁବନେଶ୍ୱର: ଓଡ଼ିଶାରେ ସରକାରୀ ନିଯୁକ୍ତି ବିକ୍ରି ହେଉଛି । ସରକାରୀ ଚାକିରିରେ ଦୁର୍ନୀତି ହେଉଛି । ଟଙ୍କା ନେଇ ଚାକିରି ଦିଆଯାଉଛି ।  ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ୧୬ ତାରିଖ କରିଥିବା ଏକ ପରୀକ୍ଷାକୁ ଗତକାଲି  ବାତିଲ କରିଛି । କାରଣ ଏହି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା…

ଆଜି ଶ୍ରୀଜିଉଙ୍କ ଖସାପଡ଼ା ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ସୋମବାର ଶ୍ରାବଣ-ମଳ ଶୁକ୍ଳ ଷଷ୍ଠୀ ତିଥି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକମାନେ ରତ୍ନସିଂହାସନ ଉପରେ ପ୍ରାୟ ୫ ଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତନୀତି ସମ୍ପାଦନ କରିବେ । ଶ୍ରୀମନ୍ଦିରରେ…

ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ବଢ଼ିଲା EPFO ସୁଧ ହାର

ଭୁବନେଶ୍ଵର: କର୍ମଚାରୀଙ୍କ ପାଇଁ ଖୁସି ଖବର । ବଢ଼ିଲା EPFO ସୁଧହାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଅନୁମୋଦନ ମିଳିଛି । ତେବେ ପିଏଫ୍ ଉପରେ ସୁଧ ହାରକୁ ୮.୧୫ ପ୍ରତିଶତ ବୃଦ୍ଧି କରିବାକୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରଣ କରିଥିଲା କର୍ମଚାରୀ ଭବିଷ୍ୟନିଧି ବୋର୍ଡ । ଶ୍ରମ ଓ…