Latest Odisha News

BREAKING NEWS

Browsing Category

ଫିଚର

ବିଜେଡିର ଭୋଟ୍ ବ୍ୟାଙ୍କ ପାଇଁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ପ୍ରଣୟନ ହୋଇଛି: ବିରୋଧୀ

ଭୁୂବନେଶ୍ୱର: ନୂଆ ଗ୍ରାମ୍ୟ ଉନ୍ନୟନ ଯୋଜନା 'ଆମ ଓଡ଼ିଶା ନବୀନ ଓଡ଼ିଶା'ରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପଗୁଡ଼ିକୁ ଚିହ୍ନଟ କରିବା ପାଇଁ ଶାସକ ବିଜୁ ଜନତା ଦଳ ପକ୍ଷରୁ ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଆଗାମୀ ନିର୍ବାଚନ ପୂର୍ବରୁ ଗ୍ରାମାଞ୍ଚଳ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ…

ରାଜ୍ୟରେ ଥିବା ବିଭିନ୍ନ ବିଶ୍ବବିଦ୍ୟାଳୟରେ ଖାଲି ପଡ଼ିଛି ଅଧ୍ୟାପକ ପଦ

ଭୁବନେଶ୍ୱର: ଓଡ଼ିଶାର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ଅନେକ ବିଶ୍ବବିଦ୍ୟାଳୟଗୁଡ଼ିକରେ କର୍ମଚାରୀଙ୍କ ଘୋର ଅଭାବ ଦେଖାଦେଇଛି। ଏକ ଆରଟିଆଇ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଜାଣିବାକୁ ମିଳିଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାୟ ସବୁ ବିଭାଗରେ ପ୍ରଫେସର ପଦବୀ ଖାଲି…

ସେବାୟତ-ଶ୍ରୀମନ୍ଦିର ପ୍ରଶାସନ ବିବାଦ; ୧୯ ଦିନ ପରେ ବି ହୋଇପାରିନି ଶ୍ରୀଜିଉଙ୍କ ବନକଲାଗି ନୀତି

ପୁରୀ: ନୀଳାଦ୍ରି ବିଜେ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ତାଙ୍କ ଭାଇଭଉଣୀମାନେ ଶ୍ରୀମନ୍ଦିରକୁ ଫେରିବାର ୧୯ ଦିନ ବିତିଗଲାଣି, କିନ୍ତୁ ସେମାନେ ସେମାନଙ୍କର ପବିତ୍ର 'ଶୃଙ୍ଗାର'ରୁ ବଞ୍ଚିତ, ଅନ୍ୟଥା ବନକଲାଗି ରୀତିନୀତି ଭାବେ ପରିଚିତ। ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟ୍ସ ଅନୁଯାୟୀ ମାସକୁ ଅତି…

ଏହି ନଦୀରେ ପାଣି ବଦଳରେ ରହିଛି ପଥର

ମସ୍କୋ: ଏହି ଦୁନିଆ ବଡ ବିଚିତ୍ର । ଅନେକ ରହସ୍ୟ ଏବେ ବି ଉଜାଗର ହୋଇପାରୁନି । ଭାରତରେ ୨୦୦ରୁ ଊର୍ଦ୍ଧ୍ୱ ନଦୀର ଉତ୍ପତି ସମ୍ପର୍କରେ ଅନେକ କାହାଣୀ ରହିଛି । ତେବେ ରୁଷରେ ଏ ଭଳି ଏକ ନଦୀ ଅଛି ଯେଉଁଠାରେ ପାଣି ବଦଳରେ ପଥର ରହିଛି । ଏହା ବିଶ୍ୱାସ ନ ହେଲେ ବି ସତ । ଏହି ନଦୀ ପ୍ରାୟ ୬…

ମଣିପୁର ବର୍ବରତା ଭିଡିଓ ଭାଇରାଲ୍ ପରେ ୪ ଅଭିଯୁକ୍ତ ଗିରଫ  

ଇମ୍ଫାଲ: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବର୍ବରତାର ଭିଡିଓ ଭାଇରାଲ୍ ପରେ ମଣିପୁର ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲେ । ସକାଳେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଏବେ ଗିରଫ କରାଯାଇଛି ।…

ବର୍ଷେ ପାଇଁ ସମ୍ବଲପୁରରେ ସମସ୍ତ ଧାର୍ମିକ ଶୋଭାଯାତ୍ରା ବନ୍ଦ

ସମ୍ବଲପୁର: ସହରରେ ଶାନ୍ତି ବଜାୟ ରଖିବାକୁ ବଡ଼ ନିଷ୍ପତ୍ତି । ସମ୍ବଲପୁରରେ ଏକ ବର୍ଷ ଯାଏ କୌଣସି ଧାର୍ମିକ ଶୋଭାଯାତ୍ରା ହେବ ନାହିଁ । ଆଜି ବସିଥିବା ଶାନ୍ତି କମିଟି ବୈଠକରେ ଏକ ବର୍ଷ ଲାଗି ସମ୍ବଲପୁରରେ କୌଣସି ଧାର୍ମିକ ଶୋଭାଯାତ୍ରା ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲ…

ଜମି ଅଧିଗ୍ରହଣ, ଜଙ୍ଗଲ ମଞ୍ଜୁରୀ ଓ ବିଳମ୍ବ କାମ ପାଇଁ ସରୁନି ଓଡ଼ିଶାର ୪ଟି ଏନ୍ଏଚ୍ ପ୍ରକଳ୍ପ କାର୍ଯ୍ୟ

ଭୁବନେଶ୍ୱର: ଢେଙ୍କାନାଳରେ ଧିମେଇ ଚାଲିଛି ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟ । ଗୋଟିଏ କି ୨ଟି ନୁହେଁ ଢେଙ୍କାନାଳରେ ୪ଟି ଜାତୀୟ ରାଜପଥ ନିର୍ମାଣ ମନ୍ଥର ଗତିରେ ଚାଲିଛି । ଆଉ ବିଳମ୍ବିତ ନିର୍ମାଣର କାରଣ ହେଉଛି ଜମି ଅଧିଗ୍ରହଣ, ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ସହ ଠିକାଦାରଙ୍କ ମନ୍ଥର ଗତିରେ…

ଫିଫା ର‌୍ୟାଙ୍କିଙ୍ଗ : ୯୯ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଫିଫା ର‌୍ୟାଙ୍କିଙ୍ଗରେ ସୁନୀଲ ଛେତ୍ରୀ ନେତୃତ୍ୱାଧୀନ ଭାରତୀୟ ଦଳ ୯୯ତମ ସ୍ଥାନରେ ରହିଛି । ୨୦୧୮ ପରଠାରୁ ପ୍ରଥମ ଥର ଭାରତ ୧୦୦ ର‌୍ୟାଙ୍କରୁ ଉପରକୁ ଉଠିଛି । କ୍ରୋଏସିଆର କୋଚ ଆଇଗର ଷ୍ଟିମାକଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳର ପ୍ରଦର୍ଶନରେ ସୁଧାର ଘଟିଛି । ନିକଟରେ ଭୁବନେଶ୍ୱରରେ…

ବିଗ ବଜେଟ ସାଇକୋଲୋଜିକାଲ ଥ୍ରୀଲରରେ ଏକତ୍ର ଅଭିନୟ କରିବେ କଙ୍ଗନା, ବିଜୟ ସେତୁପତି

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତ ଓ ସାଉଥର ଲୋକପ୍ରିୟ କଳାକାର ବିଜୟ ସେତୁପତି ଏକ ବିଗ ବଜେଟ ଫିଲ୍ମରେ ଏକତ୍ର ଅଭିନୟ କରିବେ । ଅହିଂସା ଏଂଟରଟେନମେଂଟ ଓ ଟ୍ରିଡେଂଟ ଆର୍ଟ୍ସ ପକ୍ଷରୁ ଏହି ଫିଲ୍ମ ନିର୍ମାଣ କରାଯାଉଛି । ଏହି ସାଇକୋଲୋଜିକାଲ ଥ୍ରୀଲର ଫିଲ୍ମର ନିର୍ଦ୍ଦେଶକଙ୍କ ନାମ ଘୋଷଣା…

ବିନା ସର୍ତ୍ତରେ ରାହୁଲଙ୍କ ହାତ ଧରିବେ ଶର୍ମିଳା!

ଭୁବନେଶ୍ୱର: କଂଗ୍ରେସର ନୂଆ ଫଣ୍ଡା ଏକତା। ନିଜ ଭିତରେ ଲଢେଇ ନ କରି ସମସ୍ତେ ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବାକୁ ଦଳ ସବୁଠୁ ଅଧିକ ଧ୍ୟାନ ଦେଉଛି। ତେଲେଙ୍ଗାନାରେ ଏହାର ବଡ଼ ପ୍ରତିଫଳନ ଦେଖିବାକୁ ମିଳିଛି। ପୂର୍ବରୁ ରାଜସ୍ଥାନ ଓ ଛତିଶଗଡ଼ରେ ଦଳୀୟ ନେତାଙ୍କୁ ମ୍ୟାନେଜ କରି ଗୋଟିଏ…