Latest Odisha News

BREAKING NEWS

Browsing Category

ଫିଚର

ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗରେ ଥାନାରେ କନେଷ୍ଟବଳ ଅଟକ

ପାରଳାଖେମୁଣ୍ଡି: ମହିଳାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ । ଗିରଫ ହେଲେ ପୋଲିସ କନେଷ୍ଟବଳ । ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ କନେଷ୍ଟବଳଙ୍କୁ ଗିରଫ କରିଛି । ଗିରଫ କନେଷ୍ଟବଳ ଜଣଙ୍କ ହେଉଛନ୍ତି ତ୍ରିନାଥ ସାହୁ । ସେ ମୋହନା ଥାନାରେ…

ଆଇନ ଜାଲରେ ‘ଇଣ୍ଡିଆ’

ଭୁବନେଶ୍ୱର: ଗଠନ ହେବାଠାରୁ ବିବାଦ ଇଣ୍ଡିଆର ପିଛା ଛାଡୁନି। ମିଳିତ ବିରୋଧୀ ମେଣ୍ଟର ନୂଆ ନାଁ ଇଣ୍ଡିଆ ରଖାଯିବା ପରେ ବିଜେପି ଏହାକୁ ତୀଵ୍ର ବିରୋଧ କରିଛି। ଇଣ୍ଡିଆ ନାଁ ପଞ୍ଜିକୃତ ହୋଇପାରିବ କି ନାହିଁ ତାକୁ ନେଇ ବିତର୍କ ଆରମ୍ଭ ହୋଇଛି। ସେପଟେ ଠିକ ଏଭଳି ସମୟରେ ବିରୋଧୀ ମେଣ୍ଟର ନାଁ…

ଦୋନୋ ଫିଲ୍ମ ମାଧ୍ୟମରେ ମନୋରଞ୍ଜନ ଦୁନିଆରେ ପାଦ ଥାପିବେ ସୂରଜଙ୍କ ପୂଅ ଅବନୀଶ ବଡଜାତ୍ୟା

ମୁମ୍ବାଇ: ପାରିବାରିକ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇ ରାଜଶ୍ରୀ ପ୍ରଡକ୍ସନ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ମହାନ ନିର୍ଦ୍ଦେଶକ ସୂରଜ ବଡଜାତ୍ୟାଙ୍କ ପୁଅ ଅବନୀଶ ଏହି ବ୍ୟାନର ତଳେ ମନୋରଞ୍ଜନ ଦୁନିଆରେ ପାଦ ଥାପିବେ । ସେ ନିର୍ଦ୍ଦେଶକ ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିବାକୁ…

୨ ବର୍ଷରେ ରୋହିତଙ୍କ ହୋଇଛି ୬ଥର ଡୋପ ଟେଷ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ୨ ବର୍ଷରେ ସର୍ବାଧିକ ୬ଥର ଡୋପ ଟେଷ୍ଟ ହୋଇଛି । ମୁମ୍ବାଇ, ଅହମ୍ମଦାବାଦ, ଚେନ୍ନାଇ ଓ ୟୁଏଇରେ ତାଙ୍କର ଏହି ଟେଷ୍ଟ କରାଯାଇଛି । ରିଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ ଓ ଚେତେଶ୍ୱର ପୂଜାରାଙ୍କ ସମେତ ୭ ଜଣ ଖେଳାଳିଙ୍କ ଥରେ ଲେଖାଁଏ…

ଘର ଦେବା ନାଁରେ ୧୫ କୋଟି ଠକେଇ, ରିଅଲ୍ ଇଷ୍ଟେଟ କମ୍ପାନୀର ଅତିରିକ୍ତ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର: ଗୁରୁବାର ଅର୍ଥନୈତିକ ଅପରାଧ ଶାଖା (EOW)  ମିଶ୍ର କ୍ରିଏସନ୍ ପ୍ରାଇଭେଟ୍ ଲିମିଟେଡର ଅତିରିକ୍ତ ନିର୍ଦ୍ଦେଶକଙ୍କୁ ଗିରଫ କରିଛି । ଏକାଧିକ ବ୍ୟକ୍ତିଙ୍କ ଠାରୁ ଘର ଦେବା ନାଁରେ ୧୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଛି ଇଓଡବ୍ଲୁ । ଗିରଫ ଜଣଙ୍କ ହେଉଛନ୍ତି ସନ୍ତୋଷ କୁମାର ରଥ…

ନିୟନ୍ତ୍ରଣ ବାହାରେ ମଣିପୁର, କାହିଁକି ରାଷ୍ଟ୍ରପତି ଶାସନ ଲାଗୁ କରୁ ନାହାନ୍ତି କେନ୍ଦ୍ର ସରକାର ?

ନୂଆଦିଲ୍ଲୀ: ମଣିପୁରରେ ମୈତଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସା ଭିତରେ ୨ ମହିଳାଙ୍କ ନଗ୍ନ ଛବି ଭାଇରାଲ୍ ହେବା ଭାରତକୁ ବିଶ୍ୱ ସ୍ତରରେ ନିନ୍ଦିତ କରିଛି । ଭିଡିଓ ଭାଇରାଲ୍ ପରେ ମଣିପୁରରେ ଉତ୍ତେଜନା ଚରମରେ ପହଞ୍ଚି ଥିବା ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନି ନିଆ ଯାଉଥିବା କହି ଘଣ୍ଟ…

ଦିଲ୍ଲୀ ଅଧ୍ୟାଦେଶ ମାମଲା ଉପରେ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ କରିବେ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିବାଦ ଲାଗି ରହିଛି। କେନ୍ଦ୍ରର ସେବା ଆଧ୍ୟାଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ଆବେଦନକୁ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚକୁକୁ ପଠାଇଛନ୍ତି। ଏହି ପ୍ରସଙ୍ଗରେ କୋର୍ଟ କହିଛନ୍ତି ଯେ…

ଲୋକସଭାରେ ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ। ଏହାର ଜବାବରେ ସୋନିଆ ଗାନ୍ଧୀ କହିଥିଲେ, 'ମୋର…

ସୁଲତାଙ୍କୁ ନୂଆ ଦାୟିତ୍ୱ, ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ହେଲେ ସାଂସଦ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ହେଲେ ସୁଲତା ଦେଓ। ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି। ସୁଲତା ଦେଓଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ଭାବେ ରାଜ୍ୟସଭା ଅଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି। ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା…

ଗିରଫ ହେଲେ ରସିକିଆ ଭୂଗୋଳ ଶିକ୍ଷକ, ଛାତ୍ରୀଙ୍କୁ ରୁମକୁ ଡାକୁଥିଲେ,ପାର୍କ ଯିବାକୁ ବାଧ୍ୟ କରୁଥିଲେ

ଭୁବନେଶ୍ଵର: ରସିକିଆ ଭୂଗୋଳ ମାଷ୍ଟର ଆଙ୍କିଲେ ପ୍ରେମ ମାନଚିତ୍ର । ସାରଙ୍କ ପ୍ରେମ ନିବେଦନରେ ହଟ୍ଟାହଟା ହେବା ପରେ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ଛାତ୍ରୀ। ରାଜଧାନୀ ଭରତପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଭୁବନେଶ୍ୱର ଭରତପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଭୁଗୋଳ…