Latest Odisha News

BREAKING NEWS

Browsing Category

ଫିଚର

ବାପାଙ୍କ ମୃତ୍ୟୁର ବର୍ଷେ ପରେ ସମାନ ସ୍ଥାନରେ ପୁଅକୁ ହତ୍ୟା, ୫ ଦିନରେ ଗଡ଼ିଲାଣି ୨ ମୁଣ୍ଡ

ବରଗଡ଼: ୫ ଦିନ ମଧ୍ୟରେ ଦ୍ୱିତୀୟ ହତ୍ୟାକାଣ୍ଡ । ପୁଣି ବରଗଡ଼ରେ ଚାଞ୍ଚଲ୍ୟ । ମାତ୍ର ସପ୍ତାହକ ଭିତରେ ବରଗଡ଼ ସହରରେ ଗଡ଼ିଲାଣି ଦୁଇ ଦୁଇଟି ମୁଣ୍ଡ । ଗତ ୧୫ ତାରିଖରେ ୧୧ ନମ୍ବର ୱାର୍ଡରୁ ଜଣଙ୍କ ରକ୍ତାକ୍ତ ମୃତଦେହ ମିଳିଥିବା ବେଳେ ଆଜି ପୁଣି ୧ ନମ୍ବର ୱାର୍ଡରୁ ମିଳିଛି କ୍ଷତ ବିକ୍ଷତ…

୨୩ରେ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ, ସତର୍କ ସୂଚନା ଜାରି କାଲେ ହୀରାକୁଦ କତୃପକ୍ଷ

ସମ୍ବଲପୁର: ହୀରାକୁଦ ଛାଡ଼ିବ ବର୍ଷର ପ୍ରଥମ ବନ୍ୟାଜଳ । ଆସନ୍ତା ୨୩ ତାରିଖରେ ଖୋଲାଯିବ ହୀରାକୁଦ ଡ୍ୟାମ୍‌ । ସକାଳ ୯ଟା ସମୟରେ ବନ୍ୟାଜଳ ନିଷ୍କାସନ କରାଯିବ । ଏନେଇ ସୂଚନା ଦେଇଛନ୍ତି ଡ୍ୟାମ୍‌ କର୍ତ୍ତୃପକ୍ଷ । ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବଢ଼ୁଛି । ତେଣୁ ବନ୍ୟାଜଳ…

କଂଗ୍ରେସର ଆହ୍ୱାନ କ୍ରମେ ଅଣ ବିଜେପି ଓ ଅଣ ବିଜେଡି ଦଳକୁ ନେଇ ବୈଠକ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ଆହ୍ୱାନ କ୍ରମେ ଅଣ ବିଜେପି ଓ ଅଣ ବିଜେଡି ଦଳକୁ ନେଇ ଆଜି ଏକ ବୈଠକ ବସିଛି। ଏହି ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକ ନେତୃତ୍ୱ ନେଇଥିଲେ। ରାଜ୍ୟର ୯ ଟି ଅଣ ବିଜେପି ଓ ଅଣ ବିଜେଡି ରାଜନୈତିକ ଦଳର ନେତୃବୃନ୍ଦ ଏହି ବୈଠକରେ ଯୋଗ ଦେଇଥିଲେ। ଓଡିଶାରେ…

ହିତାଧୀକାରୀଙ୍କ ପାଇଁ ସ୍ଵପ୍ନ ସରକାରୀ ଯୋଜନା, ପାଲଟଣା ଘରେ ଜୀବନ କାଟୁଛନ୍ତି ୫ ପ୍ରାଣୀ

ନବରଙ୍ଗପୁର: ରହିବାକୁ ପକ୍କାଘର ଖଣ୍ଡେ ନାହିଁ । ଛପର କରିବାକୁ ସମର୍ଥ ବି ନାହିଁ । ବର୍ଷାହେଲେ ଘର କାନ୍ଥ କେତେବେଳେ ଯେ ଗଳି ପଡିବ ଏହି ଚିନ୍ତାରେ ରାତିରେ ଆଖିରେ ନିଦ ଆସୁନାହିଁ । ପ୍ରଶାସନକୁ ଘର ଖଣ୍ଡିକ ପାଇଁ ଗୁହାରି କରିକରି ଥକିଗଲେଣି । ଚଳିତ ବର୍ଷାଦିନରୁ ରକ୍ଷା ପାଇବାପାଇଁ ଜରି…

ଟ୍ରାକ୍ଟର ଭର୍ତ୍ତି ଅଳିଆ ହୋଟେଲ୍ ଆଗରେ ଢାଳି ଦେଲା ବିଏମସି, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରକୁ ଡଷ୍ଟବିନ୍ ଓ ଆବର୍ଜନା ମୁକ୍ତ ପାଇଁ ବିଏମସି ପଦକ୍ଷେପ ନେଇଛି । ସ୍ୱତନ୍ତ୍ର ଅଳିଆ ଗାଡ଼ି ଆସି ଅଳିଆ ନେଉଛି । ତଥାପି କିଛି ଲୋକ ରାସ୍ତା ଉପରେ ଅଳିଆ ଫିଙ୍ଗି ଦେଉଛନ୍ତି । କଳ୍ପନା ଅଞ୍ଚଳର ଏକ ହୋଟେଲ୍ ରାସ୍ତା ଉପରେ ଅଳିଆ ପକାଇଥିବାରୁ ବିଏମସି ହୋଟେଲ୍…

ଖଡଗ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ଉପକୃତ ହେବେ ୩ ଜିଲ୍ଲାର ୨୦ ହଜାର ଲୋକ

ଭୁବନେଶ୍ୱର: ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ। ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ସ୍ବୀକୃତି ପ୍ରଦାନ କରିଥିଲେ। ଏହି ପ୍ରକଳ୍ପ ଦ୍ବାରା ତିନୋଟି ଜିଲ୍ଲା ତଥା…

ଅଗ୍ନିଶମ ସେବା ବିଭାଗରେ ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଓଡିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥି ମଧ୍ୟରେ ତିନି ଗୋଟି ଷ୍ଟେସନ ଅଫିସର ପଦବୀ ଥିବା ବେଳେ ତିନି ଗୋଟି ଲିଡିଂ ଫାୟାର ମ୍ୟାନ ଓ କୋଡିଏଟି ଫାୟାର ମ୍ୟାନ ପଦବୀ ରହିଛି। ଏହି ନୂତନ…

୩୨ମାସରେ ଥରେ ଖୋଲେ ଏହି ମନ୍ଦିର: ପୂଜା ପାଆନ୍ତି ମଳ ନାରାୟଣ

ପୁରୀ: ଆରମ୍ଭ ହୋଇଛି ମଳ ମାସ । ଜୁଲାଇ ମାସ ୧୮ ତାରିଖ ମଙ୍ଗଳବାର ଠାରୁ ଅଗଷ୍ଟ ମାସ ୧୬ ତାରିଖ ବୁଧବାର ପର୍ଯ୍ୟନ୍ତ ମଳ ମାସ ପଡୁଛି । ମଳ ମାସ ହେଉଛି ଚନ୍ଦ୍ରମାସ ଓ ସୌରମାସ ମଧ୍ୟ ରେ ସାମ୍ୟ ରକ୍ଷା ପାଇଁ ପ୍ରତି ୩୨ ମାସରେ ଗଣନା କରାଯାଉଥିବା ଗୋଟିଏ ଅଧିମାସ । ପୁରୁଷୋତ୍ତମ ଜଗନ୍ନାଥ…

ସତ୍ୟକାହାଣୀ ଉପରେ ଆଧାରିତ ‘ଅଜମେର ୯୨’ର ଟ୍ରେଲର ରିଲିଜ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ କେରଳ ଷ୍ଟୋରୀ' ରିଲିଜ୍‌ ହେବାର ପ୍ରଥମ ଦିନରୁ ହିଁ ବିବାଦ ଭିତରକୁ ଆସିଥିଲା। ଏହି ଚଳଚ୍ଚିତ୍ରକୁ ନେଇ ସାରା ଦେଶରେ ଅନେକ ଅସନ୍ତୋଷ ଦେଖାଦେଇଥିଲା, ତଥାପି ଫିଲ୍ମର ବକ୍ସ ଅଫିସ ରୋଜଗାର ସମସ୍ତଙ୍କ ହୋସ୍ ଉଡାଇ…

ଲୋକପ୍ରିୟ ହେଉଛି ୱାକିଂ ଫୁଟବଲ

ଲଣ୍ଡନ: ଫୁଟବଲ ସାରା ବିଶ୍ୱରେ ସବୁଠାରୁ ଲୋକପ୍ରିୟ ଖେଳ ଭାବେ ପରିଗଣିତ । ତେବେ ଏହା ସମସ୍ତଙ୍କ ପକ୍ଷେ ଖେଳିବା ସମ୍ଭବପର ନୁହେଁ । ଲଣ୍ଡନରେ ଫୁଟବଲକ ୁ ପସନ୍ଦ କରୁଥିବା କେତେକ ବ୍ୟକ୍ତି ୱାକିଂ ଫୁଟବଲର ଆରମ୍ଭ କରିଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ଏହା ବେଶ ଲୋକପ୍ରିୟ ହେବାରେ ଲାଗିଛି । ୨୦୧୧ରୁ…