Latest Odisha News

BREAKING NEWS

Browsing Category

ଫିଚର

ଦାଦାବଟି ପାଇଁ ବୋମାମାଡ଼ ଘଟଣା, ଗ୍ୟାଙ୍ଗ ମୁଖ୍ୟ ସହ ୫ ଗିରଫ

ପୁରୀ: ଆକ୍ସନ ମୋଡରେ ପୁରୀ ପୋଲିସ । ବୋମାମାଡ଼ର ୨୪ ଘଣ୍ଟାରେ ପୁରୀ ପୋଲିସ ବୋମାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ଗ୍ୟାଙ୍ଗର ମୁଖ୍ୟ ରାଜା ମଲ୍ଲିକଙ୍କ ସହ ୫ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୪ଟି ଅଫୁଟା ବୋମା, ୨ଟି ବାଇକ, ଗୋଟିଏ ମୋବାଇଲ୍ ଓ…

ଏନସିପି ‘ପାୱାର’ ପଲିଟିକ୍ସ, ଶରଦ ପାୱାରଙ୍କୁ ଭେଟିଲେ ଅଜିତଙ୍କ ସହ ବିଦ୍ରୋହୀ ନେତା

ମୁମ୍ବାଇ: ମହାରାଷ୍ଟ୍ର ଏନସିପିରେ ଫାଟ ପରେ ପ୍ରଥମଥର ପାଇଁ ଅଜିତ୍ ପାୱାର, ଶରଦ ପାୱାରଙ୍କୁ ଭେଟିଛନ୍ତି । ବିଦ୍ରୋହୀ ବିଧାୟକ ଓ ମନ୍ତ୍ରୀଙ୍କୁ ନେଇ ରବିବାର ଅଜିତ ପାୱାର, ଶରଦ ପାୱାରଙ୍କୁ ଭେଟିବା ସହ ଆଶୀର୍ବାଦ ମାଗିଛନ୍ତି । ଶରଦ ପାୱାରଙ୍କ ସହ ଆଲୋଚନା ପରେ ଦଳର ନେତା ପ୍ରଫୁଲ୍ଲ ପଟେଲ…

ଥଟ୍ଟା ମଜା ହେଲା କାଳ: ଜୀବନ ନେଲା ମୋମୋ ଚ୍ୟାଲେଞ୍ଜ

ବିହାର: ମହଙ୍ଗା ପଡିଲା ମୋମୋ ଚ୍ୟାଲେ‌ଞ୍ଜ । ଅତ୍ୟଧିକ ମୋମୋ ଖାଇବାରୁ ଜୀବନ ହାରିଲେ ଯୁବକ । ବିହାରର ଗୋପାଳଗଞ୍ଜରେ ମୋମୋ ଖାଇବା ପରେ ଜଣେ ଯୁବକଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି l ମୃତ ଯୁବକ ଜଣକ ହେଉଛନ୍ତି ୨୫ ବର୍ଷୀୟ ବିପିନ କୁମାର ପସୱନ୍‌ l ଥଟ୍ଟା ମଜାରେ ଏକାସାଙ୍ଗେ ୧୫୦ଟି ମୋମୋ…

ଆମେରିକାର ଆଲାସ୍କାରେ ବଡ ଧରଣର ଭୂକମ୍ପ: ସୁନାମୀକୁ ନେଇ ଆଲର୍ଟ ଜାରି

ୱାଶିଂଟନ୍: ଆମେରିକାର ଆଲାସ୍କାରେ ଆଜି ବଡ ଧରଣର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରହିଥିଲା। ତେବେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ଆସିନାହିଁ। ଅନ୍ୟପକ୍ଷରେ ଏହି ଭୂକମ୍ପର ଝଟକା ଏତେ ଅଧିକ ଥିଲା ଯେ ଏନେଇ ସୁନାମୀ ଆଲର୍ଟ ଦିଆଯାଇଛି । USGSର…

ଇସ୍ରୋର ଚନ୍ଦ୍ରଯାନ-୩ରେ ଓଡ଼ିଆ ପୁଅ ଶୁଭାଶିଷ  

ଭୁବନେଶ୍ୱର: ଇସ୍ରୋର ଚନ୍ଦ୍ରଯାନ-୩ ଅଭିଯାନରେ ଓଡ଼ିଆ ପୁଅ । ଭୁବନେଶ୍ୱର ସ୍ଥିତ ସିଟିଟିସି ଏହି ମିଶନ ପାଇଁ ଦୀର୍ଘ ୨ ବର୍ଷ ହେଲା ଶହେ କର୍ମଚାରୀଙ୍କୁ ନେଇ କାମ କରିଥିବା ବେଳେ ଚନ୍ଦ୍ରଯାନ ପଠାଯାଇଥିବା ଏଲଭିଏମ୍-୩-ଏମ୍୪ ରକେଟର ଟେକ୍ନିକାଲ୍ ଟିମରେ ଥିଲେ କେନ୍ଦ୍ରାପଡ଼ାର ଶୁଭାଶିଷ ନାୟକ ।…

କଟକରେ ମୁକୁଳା ଡ୍ରେନ୍ ନେଲା ଜୀବନ, ୨୧ ବର୍ଷର ଯୁବକ ମୃତ

କଟକ: ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ । କଟକର ଝୋଳା ସାହିରେ ଶନିବାର ରାତିରେ ମୁକୁଳା ଡ୍ରେନରେ ଖସି ପଡ଼ି ୨୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ନାଁ ରାହୁଲ । ଘର ରାଜସ୍ଥାନରେ ହୋଇଥିବା ବେଳେ ସେ କଟକର ଝୋଲାସାହିରେ ସମ୍ପର୍କୀୟଙ୍କ ସହ ରହୁଥିଲେ । ଗତକାଲି ପ୍ରବଳ…

ଆସିଲା ଖୁସି ଖବର; ଶସ୍ତାରେ ମିଳିବ ଟମାଟୋ

ନୂଆଦିଲ୍ଲୀ: ସାରା ଦେଶରେ ଟମାଟୋର ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ଅତ୍ୟନ୍ତ ବିରକ୍ତ ହେଉଥିଲେ। ଏହି ସମୟରେ ସମଗ୍ର ଦେଶରେ ଟମାଟୋ ବୃଦ୍ଧି ପାଉଥିବା ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଣିକି ଶସ୍ତାରେ ବିକ୍ରି ହେବ ଟମାଟୋ। ଗତକିଛି ଦିନ ହେବ ବଜାରରେ ଟମାଟୋ…

ଏସିଆନ ଗେମ୍ସ: କ୍ରିକେଟରେ ଭାରତୀୟ ଟିମ ସିଧାସଳଖ କ୍ୱାର୍ଟର ଫାଇନାଲରୁ ଖେଳିବ

ନୂଆଦିଲ୍ଲୀ: ଆଗାମୀ ଏସିଆନ ଗେମ୍ସରେ ଏଥର କ୍ରିକେଟକୁ ସାମିଲ କରାଯାଇଛି । ଏ ନେଇ ବିସିସିଆଇ ଉଭୟ ପୁରୁଷ ଓ ମହିଳା ଟିମ ଘୋଷଣା କରି ସାରିଛି । ଚୀନର ହାଙ୍ଗଝୋଉରେ ୨୩ ସେପ୍ଟମ୍ବରରୁ ୮ ଅକ୍ଟୋବର ପର‌୍ୟ୍ୟନ୍ତ ଏସିଆନ ଗେମ୍ସ ଆୟୋଜିତ ହେବ । ସେପ୍ଟମ୍ବର ୧୯ରୁ ମହିଳା ଓ ୨୮ରୁ ପୁରୁଷ କ୍ରିକେଟ…

ସଫଳତାର ଆଉ ପାଦେ: ପ୍ରଥମ କକ୍ଷପଥ ବଦଳାଇଲା ଚନ୍ଦ୍ରଯାନ-୩

ଶ୍ରୀହରିକୋଟା: ପ୍ରଥମ କକ୍ଷପଥକୁ ସଫଳତାର ସହିତ ସମାପ୍ତ କରିଛି ଚନ୍ଦ୍ରଯାନ-୩ । ବର୍ତ୍ତମାନ ଏହା ୪୨,୦୦୦ କିମିରୁ ଅଧିକ ଦୀର୍ଘ କକ୍ଷପଥରେ ପୃଥିବୀକୁ ପରିକ୍ରମା କରୁଛି। ବର୍ତ୍ତମାନ ଇସ୍ରୋ ବୈଜ୍ଞାନିକମାନେ ଏହାର କକ୍ଷପଥ ସମ୍ବନ୍ଧିତ ତଥ୍ୟର ବିଶ୍ଳେଷଣ କରୁଛନ୍ତି। ୪୨ ଦିନର ଯାତ୍ରା ପରେ…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି: ୨୪ ଘଣ୍ଟାରେ ଝାରସୁଗୁଡାର କିର୍ମିରାରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟରେ ଦୁଇ ଦିନ ହେଲା ଲାଗି ରହିଛି ବର୍ଷା। ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାର କିର୍ମିରାରେ ଭୀଷଣ ବର୍ଷା ହୋଇଛି। ଏଠାରେ ସର୍ବାଧିକ ୨୧୫ ମିମି ବର୍ଷା ହୋଇଛି। ଝାରସୁଗୁଡା ଜିଲ୍ଲାର…