Latest Odisha News

BREAKING NEWS

Browsing Category

ଫିଚର

ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ନୂଆ ୟୁନିଫର୍ମ ପଛରେ ରହିଛି ରାଜନୈତିକ ଉଦ୍ଦେଶ୍ୟ: ସୂରଜ ସୂର୍ଯ୍ୟବଂଶୀ

ଭଦ୍ରକ: ସ୍କୁଲ ୟୁନିଫର୍ମକୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୀତି । ୧୦ ତାରିଖ ରାଜ୍ୟ ସରକାର ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ବଦଳିବା ପାଇଁ ଆଡଭାଇଜରି ଜାରି କରିବା ପରେ ଆଜି ପ୍ରତିବାଦର ସ୍ୱର ଉଠାଇଛି ବିଜେପି । ଟୁଇଟ କରି ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ରାଜ୍ୟ ସରକାରଙ୍କ ଉପରେ…

ବଦଳିବ ରାହୁଲ ଗାନ୍ଧୀଙ୍କ ଆବାସ ଠିକଣା ! ଭଡା ଘରେ ରହିବେ କଂଗ୍ରେସ ନେତା

ନୂଆଦିଲ୍ଲୀ: ଶୀଲା ଦୀକ୍ଷିତଙ୍କ ପୁରୁଣା ଆବାସ ହେବ ରାହୁଲ ଗାନ୍ଧୀଙ୍କ ନୂତନ ଠିକଣା। ଖୁବ ଶୀଘ୍ର ନୂତନ ଘରେ ପ୍ରବେଶ କରିବାକୁ ଯାଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସୂଚନାନୁସାରେ, କିଛି ଦିନ ହେବ ରାହୁଲ ଗାନ୍ଧୀ ନିଜ ପାଇଁ ଏକ ନୂତନ ଘର ଖୋଜୁଥିଲେ। କଂଗ୍ରେସ ନେତା ତଥା ଦିଲ୍ଲୀର…

ନୂତନ ଯୁଗରେ ପ୍ରବେଶ କରୁଛି କି ଆମର ପୃଥିବୀ !

ନୂଆଦିଲ୍ଲୀ: ନୂତନ ଯୁଗରେ ପ୍ରବେଶ କରୁଛି କି ଆମ ପୃଥିବୀ । ବୈଜ୍ଞାନିକମାନେ ଏ ନେଇ ଏକ ବଳିଷ୍ଠ ପ୍ରମାଣ ଯୋଗାଇଛନ୍ତି । ଭୂବୈଜ୍ଞାନିକମାନେ ଏପରି ଏକ ସ୍ଥଳ ଖୋଜିଛନ୍ତି ଯାହାକି ଆନ୍ଥ୍ରୋପୋସେନ ନାମକ ପ୍ରସ୍ତାବିତ ଯୁଗକୁ ଦର୍ଶାଉଛି । ପୃଥିବୀ ଇତିହାସର ଅଧିକାରିକ ସମୟରେଖା ବଦଳବା ଦିଗରେ ଏହି…

ବନ ବିଭାଗର ଚଢ଼ଉ: ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ଜବତ, ଦୁଇ ଗିରଫ

ସୁବର୍ଣ୍ଣପୁର: ଉଲୁଣ୍ଡା ଥାନା ଅନ୍ତର୍ଗତ ସିଂପାଲି ନିକଟ ଚାନ୍ଦିଲି ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ଜବତ ସହ ଦୁଇ ଜଣ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ସିଂପାଲି ଗାଁର ବିଲସେନ ଟପନୋ ଏବଂ ହାତୀଳିମୁଣ୍ଡା ଗାଁର ନବୀନ ଡୁଙ୍ଗଡୁଙ୍ଗ। ଉକ୍ତ ଜଙ୍ଗଲରେ ବାରହା ମାଂସ କାଟୁଥିବା ବନ ବିଭାଗ…

ହିମାଚଳରେ ପ୍ରକୃତିର ପ୍ରକୋପ ସତ୍ତ୍ୱେ ଅନଲାଇନରେ ହେଲା ବାହାଘର, ରୀତିରିବାଜ ମଧ୍ୟରେ ପଡ଼ିଲା ହାତଗଣ୍ଠି

ଶିମଲା:ହିମାଚଳ ପ୍ରଦେଶରେ ତାଣ୍ଡବ ରଚୁଛି ପ୍ରକୃତି । ପ୍ରବଳ ବର୍ଷାରେ ହିମାଚଳ ପ୍ରଦେଶର ପର୍ଯ୍ୟଟନସ୍ଥଳୀ କୁଲୁମନାଲି, ଶିମଳା.. । ଭୂସ୍ଖଳନ ସାଙ୍ଗକୁ ବନ୍ୟା ସ୍ଥିତି ଯେମିତି ସବୁକିଛି ଛାରଖାର କରି ଦେଇଛି । ଘରୁ ବାହାରିବା ମୁସ୍କିଲ ହୋଇଯାଇଛି । କିଏ କେମତି ବା ବାହାରିବ ? ରାସ୍ତା ଉପରେ…

ପାୱାର କଟ୍‌କୁ ନେଇ ତାଲିଲେ ଗୋଷାଣୀ ନୂଆଗାଁବାସୀ, ରାସ୍ତାରେ ଟାୟାର ଜାଳି କଲେ ପ୍ରତିବାଦ

ବ୍ରହ୍ମପୁର: ପାୱାର କଟ୍‌କୁ ନେଇ ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ରାସ୍ତାରୋକ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଟାୟାର ଜାଳି ପ୍ରତିବାଦ କଲେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଲୋକେ। କିଛି ଦିନ ହେଲା ରାତି ୧୧ଟା ବାଜିବା ମାତ୍ରେ ବିନା ଘୋଷଣାରେ ବିଦ୍ୟୁତ୍ କାଟ ହେଉଥିବା ଅଭିଯୋଗ ହୋଇଛି।…

ଉତ୍ତର ଭାରତରେ ସଙ୍ଗୀନ ହେଲାଣି ବନ୍ୟା ସ୍ଥିତି; ମୃତ୍ୟୁ ସଂଖ୍ୟା ୮୦ ଟପିଲା

ନୂଆଦିଲ୍ଲୀ:  ଉତ୍ତରଭାରତରେ  ସଂଘାତିକ ହୋଇଛି ବନ୍ୟାସ୍ଥିତି ।  ଲଗାଣ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶ, ଉତରାଖଣ୍ଡ, ଦିଲ୍ଲୀ, ହରିୟାଣା, ପଞ୍ଜାବ, ଜମ୍ମୁକଶ୍ମୀର ଓ ରାଜସ୍ଥାନ ସବୁଠି ଦେଖିବାକୁ ମିଳିଛି ପ୍ରକୃତିର କରାଳ ରୂପ । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ହିମାଚଳ ପ୍ରଦେଶ । ହିମାଚଳ…

ୱିମ୍ବେଲଡନ ଓପନ: କ୍ୱାର୍ଟରରେ ବୋପାନ୍ନା-ଏବଡେନ

ଲଣ୍ଡନ: ଚଳିତ ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ଡବଲ୍ସ ପ୍ରି କ୍ୱାର୍ଟରରେ ସେମାନେ ଆମେରିକାର ରିସେ ଷ୍ଟାଲଲଡ ଓ ନେଦରଲାଣ୍ଡର ଡେଭିଡ ପେଲଙ୍କୁ ୭-୫, ୪-୬, ୭-୬ ସେଟରେ ପରାସ୍ତ…

ବିନ୍ଦି ଲଗାଇବାରୁ ଅପମାନିତ କଲେ ଶିକ୍ଷୟିତ୍ରୀ, ଫାଶୀ ଲଗାଇ ଆତ୍ମହତ୍ୟା କଲେ ଛାତ୍ରୀ

ଝାଡଖଣ୍ଡ: ଧାନବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଦଶମ ଶ୍ରେଣୀର ଛାତ୍ରୀ ମଥାରେ ବିନ୍ଦି ଲଗାଇବାରୁ ସମସ୍ତଙ୍କ ସାମ୍ନାରେ ଅପମାନିତ କଲେ ଶିକ୍ଷୟିତ୍ରୀ। ଏହି ଅପମାନ ସହି ନପାରି ଫାଶି ଲଗାଇ ଆତ୍ମହତ୍ୟା କଲେ ୧୬ ବର୍ଷୀୟା ଉଷା କୁମାରୀ। ପୋଲିସ ଛାତ୍ରୀଙ୍କ ନିକଟରୁ ଏକ…

ପଶ୍ଚିମବଙ୍ଗରେ ପୁଣି ନିର୍ବାଚନୀ ହିଂସା; ଜଣେ ମୃତ, ବରିଷ୍ଠ ପୋଲିସ ଅଧିକାରୀ ଆହତ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଥମିବାର ନାଁ ନେଉନି । ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ପୁଣି ଉଗ୍ରରୂପ ନେଇଛି । ଦକ୍ଷିଣ ୨୪ ପ୍ରଗଣାର ଭଙ୍ଗୋରରେ ହିଂସା ଘଟଣା ସାମ୍ନାକୁ ଆସିଛି । ହିଂସାରେ ଜଣେ ଇଣ୍ଡିଆନ ସେକ୍ୟୁଲାର ଫ୍ରଣ୍ଟ(IFS)ର କର୍ମକର୍ତ୍ତାଙ୍କର ମୃତ୍ୟୁ…