Latest Odisha News

BREAKING NEWS

Browsing Category

ଫିଚର

ନିର୍ବାଚନ ଆସିଲେ ସାମ୍ବାଦିକଙ୍କ କଥା ମନେ ପଡ଼ୁଛି କହି ସରକାରଙ୍କୁ ସମାଲୋଚନା କଲେ ତାରା

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ଆବେଦନ କରିବା ଲାଗି ୱେବସାଇଟର ପ୍ରଚଳନ କରିଛନ୍ତି । ଯାହାକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରତିକ୍ରିୟା ରଖି ସରକାରଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି, ସରକାର ଗତ ନିର୍ବାଚନରେ ସାମ୍ବାଦିକଙ୍କ ପାଇଁ…

ଖାଦ୍ୟରେ ସାମିଲ କରନ୍ତୁ ସୋୟାବିନ; ମିଳିବ ଏହି ସବୁ ଫାଇଦା…

ଶରୀର ସୁସ୍ଥ ରଖିବା ପାଇଁ ଅନେକ ପୋଷାକ ତତ୍ୱ ଯୁକ୍ତ ଆହାର ଓ ଭିଟାମିନ ର ଆବଶ୍ୟକତା ରହିଛି l କୌଣସି ଭିଟାମିନ ଶରୀରରେ କମିବା ଦ୍ୱାରl ଶରୀରରେ ଅନେକ ପ୍ରକାର ସମସ୍ୟା ହୋଇଥାଏ l ସେଥିପାଇଁ ବିଭିନ୍ନ ପ୍ରକାରର ହେଲଦି ଫୁଡ ସେବନ କରିବା ପାଇଁ କୁହାଯାଇଥାଏ l ପ୍ରୋଟିନ୍ ଡ୍ୟାମେଜ୍ ସେଲ୍ସକୁ…

ଉତ୍ତର ଭାରତରେ ବର୍ଷା ବିତ୍ପାତ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରହିଲା ଅମରନାଥ ଯାତ୍ରା

ଶ୍ରୀନଗର: ପହଲଗାମ ଏବଂ ବାଲ୍ଟାଲରେ ପ୍ରବଳ ବର୍ଷା ହେତୁ ଅମରନାଥ ଯାତ୍ରାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ସ୍ଥଗିତ ରଖିଛନ୍ତି କତୃପକ୍ଷ । ଏହାସହ କୌଣସି ତୀର୍ଥଯାତ୍ରୀଙ୍କୁ ଜାମ୍ମୁରୁ କାଶ୍ମୀର ଉପତ୍ୟକାକୁ ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି କତୃପକ୍ଷ । ପବିତ୍ର ଅମରନାଥ ଗୁମ୍ଫାକୁ…

ଲୋକକଳା କଳାକାର ମାନଙ୍କ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଲୋକକଳାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପ୍ରଗତିଶୀଳ ପଦକ୍ଷେପ ନେଇଛନ୍ତି । ୨୦୦୯ ମସିହାରୁ ବ୍ଲକ୍‌ ଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟସ୍ତର ପର୍ଯ୍ୟନ୍ତ କଳାକାର ମାନଙ୍କ ସଂଘ ଗଠନ କରାଯାଇଛି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ…

ଭାରତ ବିପକ୍ଷ ଟେଷ୍ଟ ସିରିଜରେ ୱେଷ୍ଟଇଣ୍ଡିଜ ଦଳରେ ସାମିଲ ହେଲେ ୧୪୦ କିଗ୍ରା ଓଜନର କର୍ଣ୍ଣୱାଲ

ନୂଆଦିଲ୍ଲୀ: ୧୨ ଜୁଲାଇରୁ ଡୋମିନିକାରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ଏଥିପାଇଁ ଶନିବାର ୱେଷ୍ଟଇଣ୍ଡିଜ ଦଳ ଘୋଷଣା କରାଯାଇଛି । ଏହି ଦଳରେ ୧୪୦ କିଲୋଗ୍ରାମ ଓଜନ ବିଶିଷ୍ଟ ଅଲରାଉଣ୍ଡର ରହକୀମ କର୍ଣ୍ଣୱାଲଙ୍କୁ ସାମିଲ କରାଯାଇଛି । କ୍ରେଗ…

ଏହି ୬ ସାମ୍ବାଦିକଙ୍କୁ ମିଳିବ ‘ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ- ୨୦୨୨’

ଭୁବନେଶ୍ୱର: ସାମ୍ୱାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଓଡ଼ିଶାରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ସାମ୍ୱାଦିକଙ୍କୁ ସମ୍ମାନିତ କରାଯିବ। ଦିଲ୍ଲୀର ଅଗ୍ରଣୀ ଓଡ଼ିଆ ପ୍ରତିଷ୍ଠାନ ପଲ୍ଲୀବାଣୀ ମଶିନ ପକ୍ଷରୁ ଦିଆଯାଉଥିବା ମର୍ଯ୍ୟଦାଜନକ ‘ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ-୨୦୨୨’ ଚଳତି…

ମସ୍ତିଷ୍କ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ପାଇଁ ଚୀନ ସେନା ପ୍ରସ୍ତୁତ କରୁଛି ନ୍ୟୁରୋଷ୍ଟ୍ରାଇକ ୱେପନ୍ସ

ବେଜିଂ: ଚୀନର କମ୍ୟୁନିଷ୍ଟ ପାର୍ଟି ଓ ଚୀନ ସେନା ମିଳିତ ଭାବେ ଏକ ଜୈବିକ ଅସ୍ତ୍ରର ବିକଶିତ କରୁଛନ୍ତି । ଏହି ଅସ୍ତ୍ର ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବା ନେଇ ଆଶଙ୍କା ଉପୁଜିଛି । ରିପୋର୍ଟ ମୁତାବକ ଚୀନ ସେନା ନ୍ୟୁରୋଷ୍ଟ୍ରାଇକ ୱେପନ୍ସ ପ୍ରସ୍ତୁତ କରୁଛି । ଏହା ପ୍ରୟୋଗ ହେଲେ ଜଣେ…

ଏନ୍ଆ‌ଇଏର ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟ୍‌ରେ ୨୧ ଜଣ ଖାଲିସ୍ତାନୀ ଆତଙ୍କବାଦୀଙ୍କ ନାମ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଦେଶରେ ବସିଥିବା ଖାଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଦେଶରେ ଥିବା ୨୧ ଜଣ ଖାଲିସ୍ତାନୀଙ୍କ ବିରୋଧରେ ମୋଷ୍ଟ ୱାଣ୍ଟେଡ୍ ତାଲିକା ପ୍ରକାଶ କରିଛନ୍ତି। ତାଙ୍କ ବିରୋଧରେ…

ବାହାନଗା ଟ୍ରେନ ଟ୍ରାଜେଡ଼ି: ଚନ୍ଦକା ଥାନାରେ ସିବିଆଇର ୫ ଜଣିଆ ଟିମ୍

ଭୁବନେଶ୍ୱର: ବାହାନାଗା ଟ୍ରେନ ଟ୍ରାଜେଡ଼ି ମାମଲା । ଚନ୍ଦକା ଥାନାରେ ଚହଞ୍ଚିଲେ ସିବିଆଇର ୫ ଜଣିଆ ଟିମ । ଗିରଫ ୩ ଅଭିଯୁକ୍ତଙ୍କୁ ହେବ ପଚରାଉଚରା । ଏହା ବ୍ୟତୀତ ଜଣେ ରେଳ କର୍ମଚାରୀଙ୍କୁ ସିବିଆଇ ପକ୍ଷରୁ ସମନ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଗତ ଜୁନ୍‌-୨ ତାରିଖରେ…

ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ସ୍ୱାମୀ: ସ୍ୱାମୀ ଫେରାର, ପୋଲିସର ତଦନ୍ତ ଜାରି

ବୌଦ୍ଧ: ଘରୋଇ କଳହର କରୁଣ ପରିଣତି । କୋଡିରେ ପିଟିପିଟି ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ । ବୌଦ୍ଧ ଥାନା ତେଲିବନ୍ଧ ଚନ୍ଦ୍ରପୁର ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ କନକ ପ୍ରଧାନ ।ହତ୍ୟାକାରୀ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଫେରାର ଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ବୌଦ୍ଧ…