Latest Odisha News

BREAKING NEWS

Browsing Category

ଫିଚର

ନଦୀରେ ଭାସୁଛି ହଜାର ହଜାର ମଲା ମାଛ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମିରେ ଥିବା ବାହୁଦା ନଦୀ ମୁହାଣରେ ବୁଧବାର ହଜାର ହଜାର ମଲା ମାଛ ପଡିଥିବା ଦେଖିବାକୁ ମିଳିଛି। କୁଇଣ୍ଟାଲରୁ ଅଧିକ ଓଜନର ମଲା ମାଛ ୫ କିଲୋମିଟର ବ୍ୟାପୀ କିଛି ପଡିଥିବା ବେଳେ ଆଉ କିଛି ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। ଏହା କବଲା ମାଛ…

ମାଡାମଙ୍କ ମାଡରେ ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁତର

କାମାକ୍ଷାନଗର: ସରକାରରେ ମାଡ ହୋଇପାରିବ ନାହିଁ। ଛାତ୍ରଛାତ୍ରୀ କିଭଳି ଦଣ୍ଡମୁକ୍ତ ଅଞ୍ଚଳରେ ସୁରୁଖୁରରେ ପାଠ ପଢ଼ିବେ ସେ ନେଇ ଅନେକ ବ୍ୟବସ୍ଥା କରିଛନ୍ତି ଏହାରି ଭିତରେ କିନ୍ତୁ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ବୁଧବାର ଜଣେ ଶିକ୍ଷୟତ୍ରୀ ଛାତିରେ ବିଧା…

ବିଜେଡି ସରକାର ପ୍ରଶାସନିକ ମାଫିଆ କବଜାରେ, ଏପରି କହି କାହାକୁ ଟାର୍ଗେଟ କଲା ବିଜେପି?

ଭୁବନେଶ୍ୱର: ଓଡିଶାର ବିଜୁ ଜନତା ଦଳ ସରକାର ଏକ ପ୍ରଶାସନିକ ମାଫିଆଙ୍କ କବଜରେ ରହିଛି। ବିଜେପି ବୁଧବାର ଏଭଳି ଏକ ଅଭିଯୋଗ କରିଛି। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ, ଓଡ଼ିଶା ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଦାବି କରିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ସରକାର ଗତ ୨୩ ବର୍ଷ ମଧ୍ୟରେ…

କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେଲା ଏସିଆନ ଗେମ୍ସ ପାଇଁ ଜିମ୍ନାଷ୍ଟ ଚୟନ ଶିବିର

ଭୁବନେଶ୍ୱର: ଏସିଆନ ଗେମ୍ସ ୨୦୨୩ ପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମର ଜିମ୍ନାଷ୍ଟିକ୍ସ ସେଂଟରରେ ଆର୍ଟିଟିକ୍ସ ଜିମ୍ନାଷ୍ଟିକ୍ସ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଜିମ୍ନାଷ୍ଟିକ୍ସ ଫେଡେରେଶନ, ଓଡିଶା କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ମିଳିତ ସହଯୋଗରେ ଏହା ଆୟୋଜିତ ହୋଇଥିଲା ।…

ମନ୍ଦିର ବାହାରୁ ଚୋରି ହୋଇଗଲା ଚପଲ: ଥାନାରେ ମାମଲା , ପୋଲିସର ତନାଘନା ଆରମ୍ଭ

କାନପୁର: ମନ୍ଦିର ବାହାରେ ଚପଲ ଚୋରି ହେବା କିଛି ନୁଆଁ କଥା ନୁହେଁ । କିନ୍ତୁ ଏହି ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହେବା ଓ ମାମଲାକୁ ଗୁରୁତର ସହନେଇ ପୋଲିସ ଛାନ୍‌ବିନ୍ କରିବା ସବୁଠୁ ବଡ଼ କଥା । କାନପୁରରେ ଜଣେ ବ୍ୟକ୍ତିଙ୍କ ମନ୍ଦିର ବାହାରେ ରଖିଥିବା ଚପଲ ଚୋରି ହୋଇଯିବାରୁ ସେ ଥାନାରେ…

ମୟୂରଭଞ୍ଜରେ ଚାଞ୍ଚଲ୍ୟ, ମଣିଷ ଖାଇଲା ମଣିଷର ଦରପୋଡ଼ା ମାଂସ !

ବାରିପଦା: ମଣିଷ ମାଂସାଶୀ । ହେଲେ କେବେ ଶୁଣିଛନ୍ତି ମଣିଷ, ମଣିଷର ମାଂସ ଖାଇବା । କିନ୍ତୁ ଏମିତି ଘଟିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରେ । ମଦ ନିଶାରେ ମସଗୁଲ୍ ଥିବା ୨ ଜଣ ବ୍ୟକ୍ତି ଶ୍ମଶାନରେ ମୃତଦେହ ପୋଡ଼ା ଯାଉଥିବା ବେଳେ ସେଠାରୁ ଦରପୋଡ଼ା ଶବର ମାଂସ ଆଣି ଖାଉଥିବା ବେଳେ…

ଏମିତି କଇଁଛ, ଯିଏ ଦୋଳିରେ ନ ଝୁଲିଲେ ଖାଦ୍ୟ ଖାଉ ନାହାନ୍ତି

ମଧ୍ୟପ୍ରଦେଶ: ଅଧିକାଂଶ ଲୋକ ଘରେ ଗୃହପାଳିତ ପଶୁ ପାଳିବାକୁ ପସନ୍ଦ କରିଥାନ୍ତି । ସେଥିଲାଗି କେହି କେହି ଘର କୁକୁର,ବିଲେଇ,ଠେକୁଆ, ସାପ, ଶୁଆ ଆଦି ପଶୁପକ୍ଷୀ ପାଳିଥାନ୍ତି । ସେମାନେ ନିଜ ଘରର ସଦସ୍ୟଙ୍କ ପରି ଯତ୍ନ ବି ନେଇଥାନ୍ତି । ଯୁଆଡ଼େ ଯାଆନ୍ତି ସାଙ୍ଗରେ ବୁଲାଇବାକୁ ମଧ୍ୟ ନେଇଥାନ୍ତି ।…

ପ୍ରେମ ପାଇଁ ୪ ପିଲାଙ୍କ ସହ ଦେଶ ଛାଡିଲେ, ଧର୍ମ ଛାଡିଲେ ସୀମା ହାଇଦର…ହେଲେ ଏବେ ପଛରେ ପଡ଼ିଛି ପୋଲିସ

ନୂଆଦିଲ୍ଲୀ: ଏବେ ଜାତୀୟ ରାଜନୀତିର ଚିନ୍ତା ଆଉ ଚର୍ଚ୍ଚାର ବିଷୟ ହୋଇଛି ସୀମା ହାଇଦର । ସୀମା ହାଇଦର ପଛରେ ଲାଗି ଯାଇଛନ୍ତି ସୁରକ୍ଷା ଏଜେନନ୍ସି, ଲୋକାଲ ଇଣ୍ଟେଲିଜେନ୍ସ ୟୁନିଟ ଏବଂ ସ୍ଥାନୀୟ ପୋଲିସ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । ସୀମା ହାଇଦର ବିନା ପାସପୋର୍ଟରେ ପାକିସ୍ତାନରୁ…

ସୁପ୍ରିମକୋର୍ଟ ବଦଳାଇ ପାରିବେ କି ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତି ?

ନୂଆଦିଲ୍ଲୀ: ଅନୁଚ୍ଛେଦ ୩୭୦ ଉଚ୍ଛେଦର ୪ ବର୍ଷ ପରେ ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହେବାକୁ ଯାଉଛି । ଯେଉଁଥିରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବା ବେଳେ ୩୭୦ ଉଚ୍ଛେଦକୁ ଅସାମ୍ବିଧାନିକ ଦର୍ଶାଯାଇଛି । ଯାହାର ଶୁଣାଣି ଅଗଷ୍ଟ ୨ରୁ ନିୟମିତ ଭାବେ କରାଯିବ । ସମସ୍ତ…

ଭିସୁଟ କ୍ୟାମ୍ପସରେ ଗଡ଼ିବନି ଗାଡ଼ି; ବିଜ୍ଞପ୍ତ ଜାରି କଲେ କର୍ତ୍ତୃପକ୍ଷ

ସମ୍ବଲପୁର: ବୁର୍ଲା ଭିସୁଟ ହେବ ନୋ ଭେଇକିଲ ଜୋନ । କ୍ୟାମ୍ପସରେ ଗାଡି ଚଳାଚଳ ନେଇ କଟକଣା ଜାରି କରିଛନ୍ତ ୟୁନିଭର୍ସିଟି କର୍ତ୍ତୃପକ୍ଷ । ସମ୍ବଲପୁର ବୁର୍ଲା ଭିସୁଟ୍ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମନା ଗାଡ଼ି । ଏକ ବିଜ୍ଞପ୍ତ ଜାରି କରି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି, …