Latest Odisha News

BREAKING NEWS

Browsing Category

ଜନ୍ମ ଜୟନ୍ତୀ

ସାହିତ୍ୟିକ ବିଦ୍ୟାଧର ବାରିକଙ୍କ ୭୭ତମ ଜନ୍ମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଗୋଧୂଳି ସାହିତ୍ୟ ଏବଂ ବିଦ୍ୟାଧର ବାରିକ ସ୍ମୃତି ସଂସଦର ମିଳିତ ସହଯୋଗରେ , ଜାତୀୟ ଅଭିଲେଖାଗାରଠାରେ ବିଶିଷ୍ଟ ସାହିତ୍ୟିକ ବିଦ୍ୟାଧର ବାରିକଙ୍କ ୭୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସୁଚେତା ରାଉତଙ୍କ ସଭାପତିତ୍ୱରେ ସ୍ୱର୍ଗତଃ ବାରିକଙ୍କ ସ୍ମୃତି ଉଦ୍ଦେଶ୍ୟରେ…

[ଭିଡ଼ିଓ] ସ୍ମୃତିରେ କଲାମ.. .

ଓଡ଼ିଶା ସମ୍ବାଦ ବ୍ୟୁରୋ: ବାସ୍ତବକୁ ନେଇ ଜୀଉଁଥିବା ମଣିଷଟିଏ । ଜୀବନରେ କାହାକୁ ହରାଇବା ଯେତିକି କଷ୍ଟକର ..କାହାକୁ ଜିତିବା ଆହୁରି କଷ୍ଟସାଧ୍ୟ .. .ତାଙ୍କର ଉଦାର ମନୋଭାବ ସାଙ୍ଗକୁ ବଳିଷ୍ଠ ବ୍ୟକ୍ତିତ୍ୱ ଯୋଗୁ ଏବେ ବି ଝୁରୁଛି ତାଙ୍କୁ ସାରା ଦେଶ । ଏବେ ବି ସମସ୍ତଙ୍କ ହୃଦୟରେ ସେ ବିରାଜମାନ…

ବିଶ୍ୱପ୍ରାଣ ଉତ୍କଳମଣି 

ଉତ୍କଳମଣିଙ୍କ ଜୟନ୍ତୀ ଉପଲକ୍ଷେ ........ ବିଶ୍ୱହିତେ  ଦୀନ,  ଦୁଃଖୀ,  ରଙ୍କୀର  ଆଖି  ଲୁହ  ଯାହାଙ୍କୁ  ବ୍ୟଥା  ମୂର୍ଚ୍ଛିତ   କରେ,  ଦଧିଚୀ  ଭଳି  ଯେ  ଆତ୍ମବଳୀ  ଦେଇଥିଲେ,  ସେ  ହେଉଛନ୍ତି  ଉତ୍କଳର  ଚଳନ୍ତି  ଦେବତା,  ଦୀନ  ଦରିଦ୍ରର  ବନ୍ଧୁ  ଉତ୍କଳରମଣି ଗୋପବନ୍ଧୁ  ଦାସ  । …

ଅତିବଡୀ ଜଗନ୍ନାଥ ଦାସଙ୍କ ୫୩୦ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଭୁବନେଶ୍ୱର ପକ୍ଷରୁ ଭଞ୍ଜକଳା ମଣ୍ଡପଠାରେ ଅତିବଡୀ ଜଗନ୍ନାଥ ଦାସଙ୍କ ୫୩୦ତମ ଜୟନ୍ତୀ ପାଳିତ ହୋଇଯାଇଛି । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ , ରମେଶ ଚନ୍ଦ୍ର ପାତାଳସିଂ , ଭଞ୍ଜକଳା ମଣ୍ଡପରେ…

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ‘ ଅତିବଡୀ ଜଗନ୍ନାଥ ଦାସ ‘ଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକଡେମୀ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେଓଡ଼ିଆ ଭାଗବତକାର ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଉପଲକ୍ଷେ ପ୍ରାତଃ ସମୟରେ ସଂସ୍କୃତି ଭବନ ପରିସରରେ…

ଆଜି ପାଳନ ହେବ ଅତିବଡୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ, ଓଡ଼ିଶା ସାହିତ୍ୟ ଏକଡେମୀ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ,  ଆଜି ଓଡ଼ିଆ ଭାଗବତକାର ଅତିବଡୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳନ କରାଯିବ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର…

ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ପକ୍ଷରୁ ‘ତୃତୀୟ ସ୍ୱରରବିନ୍ଦ ଉତ୍ସବ’ ଆୟୋଜିତ

ଭୁବନେଶ୍ୱର : ବିଶିଷ୍ଟ ସାଂସ୍କୃତିକ ଅନୁଷ୍ଠାନ ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ଆନୁକୂଲ୍ୟରେ ଭଜନ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲିଙ୍କ ୫୯ତମ ଜୟନ୍ତୀ ଅବସରରେ 'ତୃତୀୟ ସ୍ୱରରବିନ୍ଦ ଉତ୍ସବ' ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥିଙ୍କ…

କବିତା : ଶ୍ରଦ୍ଧାଞ୍ଜଳି

କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀରେ "ଶ୍ରଦ୍ଧାଞ୍ଜଳି " କୁଆଡ଼େ ଯାଇଛ ଫେରିଆସ ଥରେ ଆହେ ଗଙ୍ଗାଧର ତୁମେ , ତୁମକୁ ହରାଇ ଶୋକାକୁଳ ଆଜି ଲୋକେ ଉତ୍କଳ ଭୂମେ । ହେ କଳିଙ୍ଗ ପୁତ୍ର ତୁମ ଶୂନ୍ୟସ୍ଥାନ ପ୍ରତି ଓଡ଼ିଆର ମନେ, ମାତୃଭୂମି ଝୁରେ ତୁମ ଉପସ୍ଥିତି ଲୋତକ ଭରି ନୟନେ ।…

ଓମ୍ ପ୍ରକାଶ ଜିନ୍ଦଲ : ସେବା ପାଇଁ ଜନ୍ମ, ଜିତିବା ପାଇଁ ଜନ୍ମ

ଓମ୍ ପ୍ରକାଶ ଜିନ୍ଦଲଙ୍କ ୯୧ତମ ଜୟନ୍ତୀ ଅବସରରେ ଓ ପି ଜିନ୍ଦଲ, ବାଉଜୀ ତାଙ୍କର ଅସଂଖ୍ୟ ପ୍ରଶଂସକଙ୍କ ନିକଟରେ ଜଣେ ଦୂରଦ୍ରଷ୍ଟା ବ୍ୟକ୍ତି ଭାବରେ ପରିଚିତ ଥିଲେ । ନିଜ ମାତୃଭୂମି ପ୍ରତି ଥିବା ଗଭୀର ଭଲପାଇବା ହିଁ ତାଙ୍କୁ ଭାରତକୁ ଆତ୍ମନିର୍ଭର କରାଇବା ସହିତ ଦେଶର ଅନେକ ଦୁସ୍ଥ ଓ…

ସିକନ୍ଦର ଆଲାମଙ୍କ ୮୨ତମ ଜନ୍ମ ବାର୍ଷିକୀ ପାଳିତ

ଭୁବନେଶ୍ୱର : ବିଶିଷ୍ଟ କଣ୍ଠଶିଳ୍ପୀ ସ୍ବର୍ଗତଃ ସିକନ୍ଦର ଆଲାମଙ୍କ ୮୨ତମ ଜୟନ୍ତୀ ପାଳିତ ହୋଇଯାଇଛି । ବିଧାୟକ ଅନନ୍ତ ନାରାୟଣ ଜେନା , ସ୍ବର୍ଗତଃ ଆଲାମଙ୍କ ଧର୍ମପତ୍ନୀ ନଇମା ଆଲାମ୍ ତଥା ତାଙ୍କ କନ୍ୟା ନାଜିଆ ଆଲାମ୍ ଓ ବିଜେଡିର ମୁଖପାତ୍ର ତଥା ଉତ୍କଳ ପ୍ରସଙ୍ଗର ସମ୍ପାଦକ ଲେନିନ୍…