Latest Odisha News

BREAKING NEWS

Browsing Category

ଜନ୍ମ ଜୟନ୍ତୀ

ଓଡ଼ିଶୀ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀଙ୍କ ୭୯ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀଙ୍କ ୭୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପରିସରସ୍ଥ ତାଙ୍କ ପ୍ରତିମୂର୍ତ୍ତିରେ…

ଲୋକନାଥ ଚୌଧୁରୀ ସ୍ମରଣେ

ଅଭୟ ସାହୁ  ଆଜି ମଇ ୧୨ । ବିଶିଷ୍ଟ କମ୍ୟୁନିଷ୍ଟ ଜନନେତା, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ ଲୋକନାଥ ଚୌଧୁରୀଙ୍କ ଜନ୍ମଦିନ । ଲୋକନାଥ ଚୌଧୁରୀ ୧୯୨୫ ମସିହା ମେ ୧୨ ତାରିଖରେ କୁଜଙ୍ଗ ନିକଟସ୍ଥ ତାଳଦଣ୍ଡା ଗ୍ରାମର ଏକ…

ଗୌତମ ବୁଦ୍ଧଙ୍କ ମୁକ୍ତ ବିଚାର

'ବୁଦ୍ଧ ପୂର୍ଣ୍ଣିମା' ଉପଲକ୍ଷେ ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ଆଲେଖ୍ୟ  ମହାନୁଭବ ମହାତ୍ମା ବୁଦ୍ଧଙ୍କ ବିଚାର ଏକ ମୁକ୍ତ ବିଚାର। ଏକ ମୁକ୍ତ ସ୍ବାଧୀନ ଜୀବନଜୀଇଁବାର ମାର୍ଗ। ସ୍ବାମୀ ବିବେକାନନ୍ଦଙ୍କ ଭାଷାରେ ବୁଦ୍ଧ ଜଣେ ବ୍ୟକ୍ତି ନୁହନ୍ତି ସେ ଏକ ଉପଲବ୍ଧି। ବୁଦ୍ଧତ୍ବ ଏକ ଜ୍ଞାନାଲୋକ ଯାହା…

ଓଡ଼ିଶାର ବରପୁତ୍ରମାନଙ୍କ ରଚନା ଓ ଅନିନ୍ଦିତା ଦାସଙ୍କ ସଙ୍ଗୀତ ମାଧ୍ୟମରେ ଉତ୍କଳ ଗୌରବଙ୍କ ସ୍ମୃତି ଚାରଣ

ଭୁବନେଶ୍ବର  : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ, ଅଗ୍ରଣୀ ଅନୁଷ୍ଠାନ ଏଚ୍ . ଡି.ଆଇ, ଫିନିକ୍ସ ସେବା, ମାଟିଭାଷା ଓ ହେଲମେଟର ମିଳିତ ଆନୁକୁଲ୍ୟରେ, ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବିଶିଷ୍ଟ କବି କେଦାର ମିଶ୍ରଙ୍କ ପରିଚାଳନାରେ…

ହଜିଯାଉଥିବା ମଧୁ ଆଦର୍ଶ ଓ ବିଚାରଧାରା

ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ବିଭୁ ପ୍ରସାଦ ତ୍ରିପାଠୀଙ୍କ ଆଲେଖ୍ୟ  ସାରା ରାଜ୍ୟରେ ଅସାଧାରଣ ପ୍ରତିଭା ସଂପନ୍ନ ଆଇନଜ୍ଞ ଚରମ ଜାତୀୟତାବାଦୀ ମହାର୍ଘ ଓ ମହନୀୟ ବ୍ୟକ୍ତିତ୍ୱ ଉତ୍କଳ ଗୈାରବ ମଧୁସୂଦନଙ୍କ ଜନ୍ମ ଜୟନ୍ତୀକୁ ଆଇନଜୀବି ଦିବସ ଭାବେ ବିଭିନ୍ନ ବାର୍‌ ଆସୋସିଏସନ୍…

ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଆୟୋଜିତ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ…

ଗୁରୁ କେଳୁ ଚରଣ ମହାପାତ୍ରଙ୍କ ୯୭ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ୯୭ତମ ଜୟନ୍ତୀ ଉତ୍ସବ ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶୀ ନୃତ୍ୟଗୁରୁ ନିତ୍ୟାନନ୍ଦ ଦାସ, ସୁକାନ୍ତ କୁମାର କୁଣ୍ଡୁ, ପ୍ରୀତିପ୍ରଜ୍ଞା ନାୟକ, ସୌମ୍ୟା ଶୁଭଦର୍ଶିନୀ,…

ବୈଜ୍ଞାନିକ ମହେନ୍ଦ୍ର କୁମାର ରାଉତଙ୍କ ଜନ୍ମ ଶତବାର୍ଷିକୀ ପାଳନ ଉଦଘାଟିତ

କଟକ : ବିଶିଷ୍ଟ ବୈଜ୍ଞାନିକ ମହେନ୍ଦ୍ର କୁମାର ରାଉତଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ  ଉଦଘାଟିତ ହୋଇଯାଇଛି। ବିଭିନ୍ନ କାର୍ଯ୍ୟକ୍ରମ ସହ ଏହି ଉତ୍ସବ ବର୍ଷବ୍ୟାପି ପାଳନ କାରାଯିବ ବୋଲି ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ କୁଳପତି ସଞ୍ଜୟ କୁମାର…

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ କଳିଙ୍ଗ ଡ଼ାକ୍ତରଖାନା ନିକଟସ୍ଥ କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା । ପରେ ନୂଆଗାଁଠାରେ ସମ୍ମିଳନୀର…

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିନୋଦ କାନୁନ୍‌ଗୋ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଜ୍ଞାନତପସ୍ୱୀ ପଦ୍ମଶ୍ରୀ ବିନୋଦ କାନୁନ୍‌ଗୋଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଭୁନେଶ୍ୱର ସଂସ୍କୃତି ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି । ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ କବି ଓ…