Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ରକ୍ତହୀନତା ରୋଗରେ ପୀଡ଼ିତ ଥିଲେ ଆପଣାନ୍ତୁ ଏହି ଦିବ୍ୟ ମହୋଷଧି !

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନରେ ଖାଦ୍ୟରେ ଅନିୟମିତତା ତଥା ନିଜର ଯତ୍ନ ନେବାରେ ଯୁବପିଢୀ ଖୁବ କମ ସମୟ ଦେଉଛନ୍ତି । ଯାହାର ଫଳ ସ୍ୱରୂପ ନିହାତି ଛୋଟ ବୟସରୁ ଶରୀରରେ ରକ୍ତହୀନତା ସମସ୍ୟା ପରିଲିକ୍ଷିତ ହେଉଛି । ଏଥିରୁ ମୁକ୍ତି ପାଇବା ନିମନ୍ତେ ଆଜି ଆମେ ଆପଣଙ୍କୁ ଏକ ସରଳ ଉପଚାର…

ନିୟମିତ କେଶର ସେବନ କଲେ ଭଲହୁଏ ଏହିସବୁ ଅସାଧ୍ୟ ରୋଗ !

ଭୁବନେଶ୍ୱର: କେଶରର ଉପକାରିତା ସମ୍ପର୍କରେ ସମସ୍ତଙ୍କୁ ଅଳ୍ପବହୁତେ ଜଣାଥିବ । ସୌନ୍ଦର୍ଯ୍ୟର କଥା ଉଠିଲେ ସର୍ବପ୍ରଥମେ କେଶରର ନାମ ଆସିଥାଏ। ତେବେ କଣ ଆପଣ ଜାଣନ୍ତି ଏହି କେଶର ଅନେକ ଅସାଧ୍ୟ ରୋଗ ପାଇଁ ରାମବାଣ ସଦୃଶ ହୋଇଥାଏ। କ୍ୟାନ୍‌ସର: କ୍ୟାନ୍‌ସର ପରି ମାରାତ୍ମକ ରୋଗ ପାଇଁ…

ଏହି ଘରୋଇ ଉପଚାର ଦ୍ୱାରା ଭଲ କରନ୍ତୁ ବେକ ଯନ୍ତ୍ରଣା !

ଭୁବନେଶ୍ୱର: ଅନେକ ସମୟ ଧରି କୌଣସି ସ୍ଥାନରେ ବସି ରହିଲେ ଅନେକ ସମୟରେ ବେକରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ବିଶେଷଜ୍ଞଙ୍କ ମତରେ ବେଳେବେଳେ ବେକ ଯନ୍ତ୍ରଣା ହୃଦ୍‌ଘାତର ପ୍ରାରମ୍ଭିକ ଲକ୍ଷଣ ହୋଇଥାଏ। ତେବେ ଆପଣ ଯଦି ଏହିଭଳି ସମସ୍ୟାକୁ ସାମ୍ନା କରୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ…

‘ଶାଗୁଦାନା’ର ଉପକାରୀ ଗୁଣ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର: ଅନେକ ଲୋକ ବ୍ରତ ଉପବାସ ସମୟରେ ହିଁ କେବଳ ଶାଗୁଦାନା ଭିଜେଇ ଖାଇବାକୁ ପସନ୍ଦ କରନ୍ତି। ଖାଲି ଏହି ସମୟରେ ନୁହେଁ ଶାଗୁଦାନା ଅନ୍ୟସମୟରେ ବି ସ୍ବାସ୍ଥ୍ୟ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଧଳା ମୋତି ଭଳି ଦେଖାଯାଉଥିବା ଏହି ଛୋଟ ଛୋଟ ଦାନା ଭିତରେ ଲୁଚିରହିଛି ଅନେକ ଗୁଣକାରୀ…

ଘରେ ଏହିଭଳି ପ୍ରସ୍ତୁତ କରନ୍ତୁ ଅଁଳା ରସ

ଭୁବନେଶ୍ୱର: ଅଅଁଳାରେ ଭରପୁର ମାତ୍ରରେ ପୋଷକ ତତ୍ତ୍ବ ରହିଥାଏ। ଯାହା ତ୍ବଚା ଓ କେଶ ଉଭୟ ପାଇଁ ଏହା ଖୁବ୍ ଲାଭଦାୟକ। ନିୟମିତ ଅଅଁଳା ରସ ସେବନ କରିବା ଦ୍ବାରା ତ୍ବଚାର ଚମକ ବୃଦ୍ଧି ହୋଇଥାଏ। ଏଥିରେ ଏଣ୍ଟି-ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ। ତେବେ ଆସନ୍ତୁ ଜାଣିବା ଏହି ଅଅଁଳା ରସ…

ମୋବାଇଲ ଫୋନକୁ କାନରେ ଚାପିଧରି କଥା ହେଉଥିଲେ ହୋଇଯାଆନ୍ତୁ ସାବଧାନ !

ଭୁବନେଶ୍ୱର: ମୋବାଇଲ ସହ ଆମେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ଗଲେଣି । ଆମ ଜୀବନର ଏହାଏକ ଅବିଛିନ୍ନ ଅଙ୍ଗ ଭାବେ ଉଭା ହେଲାଣି । ଏହାର ବ୍ୟବହାର ଜୀବନକୁ ଯେତିକି ସରଳ କରି ଦେଉଛି ସ୍ୱାସ୍ଥ୍ୟ ପାଇଁ ସେତିକି ହାନିକାରକ ମଧ୍ୟ ସାବ୍ୟସ୍ଥ ହେଉଛି । ଆମେ ଅଧିକାଂଶ ସମୟ ମୋବାଇଲ ଫୋନକୁ କାନରେ…

ଆପଣାନ୍ତୁ ଏହି ଚମତ୍କାର ଉପାୟ; ଭଲ ହୋଇଯିବ ଫଟା ଓଠ !

ଭୁବନେଶ୍ୱର: ଶୀତଦିନ ଆରମ୍ଭରୁ ତ୍ୱଚା ରୁକ୍ଷ ହେବ ଆରମ୍ଭ କରିଦିଏ । ବିଶେଷ କରି ଓଠ ଏହି ସମସ୍ୟା ପୂରା ଶୀତ ଦିନ ସରିବା ଯାଏଁ ଲାଗିରହିଥାଏ । ତେବେ ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଟିପ୍ସ ସମ୍ପର୍କରେ କହିବୁ ଯାହାକୁ ଆପଣାଇଲେ ଆପଣ ଏହି ସମସ୍ୟାରୁ ଆସ୍ୱସ୍ଥି ପାଇପାରିବେ । ଓଠରେ…

ଦୈନନ୍ଦିନ ଜୀବନରେ ଲାଗି ରହିଥିବା ସମସ୍ୟାକୁ ଦୂର କରିବା ନିମନ୍ତେ ଆପଣାନ୍ତୁ ଏହି ସରଳ ଉପାୟ !

ଭୁବନେଶ୍ୱର: ଦୈନନ୍ଦିନ ଜୀବନରେ କିଛି ନା କିଛି ସମସ୍ୟା ଲାଗି ରହିଥାଏ । ସେଥିମଧ୍ୟରୁ କିଛି ସମାଧାନ ହେଉଥିବା ବେଳେ ଆଉ କିଛିର ସମାଧାନ ଖୋଜି ପାଆନ୍ତି ନାହିଁ । ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ କାର୍ଯ୍ୟରେ ସଫଳତା ମିଳିପାରି ନଥାଏ। ଆଶାନୁରୂପକ ସଞ୍ଚୟ ଓ ଅର୍ଥ ରୋଜଗାର ମଧ୍ୟ…

ରାତିରେ ମଶାଧୂପ ଜଳାଇବା କାହିଁକି କ୍ଷତିକାରକ, ଜାଣନ୍ତୁ

ଭୁବନେଶ୍ୱର: ସାଧାରଣତଃ ଆମେ ଶୁଣିଥିବା ସିଗାରେଟ ଟାଣିଲେ କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥାଏ । କିନ୍ତୁ କେବେ ଭାବିଛନ୍ତି କି ଆପଣ ଶୋଇବା ସମୟରେ ଜାଳୁଥିବା ମଶାଧୂପ ଧୂଆଁ ସମ୍ପର୍କରେ ? ଏହା ଆପଣଙ୍କ ଶରୀରକୁ କେତେ କ୍ଷତି ପହଞ୍ଚାଉଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ମଶାଙ୍କ…

କେଉଁ ସମୟରେ ବିଟ୍ ଜୁସ ପିଇଲେ ମିଳିଥାଏ ସର୍ବାଧିକ ଫାଇଦା, ଜାଣନ୍ତୁ

ଭୁବନେଶ୍ୱର: ନିୟମିତ ବିଟ ଜୁସ ପିଲେ ରକ୍ତହୀନତା ପରି ସାଂଘାତିକ ରୋଗରୁ ଉପଶମ ମିଳିଥାଏ । କିନ୍ତୁ ଏହାକୁ ସଠିକ ସମୟରେ ସେବନ ନକଲେ ଏହା ଭଲ ବଦଳରେ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ମୁଖ୍ୟତଃ ଓ୍ଵାର୍କଆଉଟ୍ ପରେ ବିଟ୍ ଜୁସ ପିଇଲେ ଆପଣଙ୍କ ସ୍ଵାସ୍ଥ୍ୟକୁ ଖୁବ୍ ଲାଭ ମିଳିବ।…