Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଏସୀୟ କ୍ରୀଡ଼ା: ଓଡ଼ିଆ ଝିଅ ଋତୁପର୍ଣ୍ଣା ଭାରତୀୟ ବ୍ୟାଡ଼ମିଣ୍ଟନ ଦଳରେ ସାମିଲ

ଭୁବନେଶ୍ୱର: ଓଡ଼ିଆ କ୍ରୀଡ଼ାପ୍ରେମୀଙ୍କ ଲାଗି ଖୁସିର ଖବର । ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ବ୍ୟାଡ଼ମିଣ୍ଟନ ମହିଳା ଜାତୀୟ ଦଳକୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି । ପୂର୍ବରୁ ଓଡ଼ିଶାର ଖେଳାଳିମାନେ ହକି, ରଗବୀ, କ୍ରିକେଟ, ଆଥଲେଟିକ୍ସ,…

ବିଶ୍ୱକପ ଫୁଟବଲ: ଶକ୍ତିଶାଳୀ ଜର୍ମାନୀକୁ ୨-୦ ଗୋଲରେ ପରାସ୍ତ କଲା କୋରିଆ

ମସ୍କୋ : ଗତଥରର ଚାମ୍ପିୟନ ଜର୍ମାନୀକୁ ୩ ମିନିଟ ବ୍ୟବଧାନରେ ୨ଟି ଗୋଲ ସ୍କୋର କରି କୋରିଆ ବିଶ୍ୱର ସମସ୍ତ ଫୁଟବଲପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି । ଜର୍ମାନୀ ପ୍ରି-କ୍ୱାଟରଫାଇନାଲକୁ ଯିବାକୁ ଏହି ମ୍ୟାଚରେ ନିଶ୍ଚିତ ଭାବେ ଜିତିବାକୁ ଥିଲା । ମାତ୍ର ଅପେକ୍ଷାକୃତ କୋରିଆ ଦଳଠାରୁ ଶୋଚନୀୟ ଭାବେ…

ମହାପ୍ରଭୁଙ୍କ ସ୍ନାନଯାତ୍ରା: ସେନାପଟା ଲାଗି ନୀତି ପରେ ଗଜବେଶ ଲାଗି ଚଳଚଞ୍ଚଳ ଶ୍ରୀମନ୍ଦିର

ପୁରୀ: ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନକରିବେ । ଜଗତର ନାଥ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ସ୍ନାନ ମଣ୍ଡପରେ ୧୦୮ ଗରାରେ ସ୍ନାନ କରିବେ । ସ୍ନାନପୂର୍ଣ୍ଣିମାର ଅବ୍ୟବହିତ ପୂର୍ବରୁ ଥିବା ସେନାପଟା ଲାଗି ନୀତି ଶେଷ ହୋଇଛି । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ସବର ପ୍ରଥମ…

ଘର ମଧ୍ୟରୁ ପୁଣି ୩୦ଟି ବିଷାକ୍ତ ନାଗସାପ ଉଦ୍ଧାର: ଭଦ୍ରକ ଓ ପିପିଲି ପରେ ଏବେ ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ନାଗସାପ…

କେନ୍ଦ୍ରାପଡ଼ା/ଜଗତସିଂହପୁର: ବିଷାକ୍ତ ନାଗସାପ ଏବେ ଲୋକଙ୍କ ନିଦ ହଜାଇଦେଲେଣି । ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଏବେ ନାଗସାପ ଉପଦ୍ରବର ଖବର ଏବେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କେଉଁଠୁ ନା କେଉଁଠୁ ବିଷାକ୍ତ ନାଗସାପ ବାହାରୁଥିଲା ବେଳେ କୌଣସି ଜଣଙ୍କ ଘରୁ ଅନେକ ସର୍ପ ବାହାରିବା…

‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ମହିଳା ମାନଙ୍କ ପାଇଁ ୭ ଲକ୍ଷ ଟଙ୍କାକୁ ଚିକିତ୍ସା ସୁବିଧା ବୃଦ୍ଧି କଲେ ଓଡ଼ିଶା…

ଭୁବନେଶ୍ୱର : ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ମହିଳା ମାନଙ୍କୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହାନୁଭବତା କହିଲେ ଅତ୍ୟୁକ୍ତି ହେବନାହିଁ, କାରଣ…

ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିବ: ରାଜ୍ୟର ଅଧିକାଂଶ ସ୍ଥାନରେ ମୌସୁମୀ ସକ୍ରିୟ

ଭୁବନେଶ୍ୱର : ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି । ପାଣିପାଗ ବିଭାଗର ସୂଚନାନୁଯାୟୀ ରାଜ୍ୟରେ ସକ୍ରୀୟ ଥିବା ଏହି ଲଗାଣ ବର୍ଷା ଜୁଲାଇ…

ମେସିଙ୍କ ଗୋଲ ପହଞ୍ଚାଇଲା ଆର୍ଜେଣ୍ଟିନାକୁ ପ୍ରି-କ୍ୱାର୍ଟର୍ ଫାଇନାଲରେ !

ମସ୍କୋ : ଲାଗୁଥିଲା ଏଥର ଆର୍ଜେଣ୍ଟିନା ବିଶ୍ୱକପ ଆରମ୍ଭରୁ ହିଁ ବିଦାୟ ନେଇଯିବ । ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଦଳ ପ୍ରତିଯୋଗିତାରୁ ବାହାର ହୋଇଯିବାର ସମସ୍ତ ସମ୍ଭାବନା ରହିଥିଲା । କିନ୍ତୁ ନାଇଜେରିଆ ବିପକ୍ଷ ମ୍ୟାଚରେ ମେସିଙ୍କ ଗୋଲ ସହିତ…

ଏକସଙ୍ଗେ ସବୁ ନିର୍ବାଚନ ସପକ୍ଷରେ ନବୀନ ପଟ୍ଟନାୟକ: ଜାତୀୟ ଲ’ କମିଶନ ଚିଠିକୁ ‘ହଁ’ମାରିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭାରତରେ ଏକାସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ କରିବାକୁ ସମର୍ଥନ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କେନ୍ଦ୍ରର ଲ’କମିଶନର ଏସମ୍ପର୍କରେ ଏକ ଚିଠି ଆସିଥିଲା ଓଡ଼ିଶା ସରକାରଙ୍କ ନିକଟକୁ । ଆଗକୁ ଦେଶରେ ସାଧାରଣ ନିର୍ବାଚନ ପାଖେଇ ଆସୁଛି । ଉଭୟ ଲୋକସଭା…

ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମିଳିଲା ଜାମିନ

କଟକ : ଆଜି ମିଳିଛି ପ୍ରଭାତ ବିଶ୍ୱାଳଙ୍କୁ ଜାମିନ । ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମାନ୍ୟବର ଓଡ଼ିଶା ହାଇକୋର୍ଟ ପୂର୍ବ ସର୍ତ୍ତାନୁସାରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ତେବେ ବିଧାୟକ ଶ୍ରୀଯୁକ୍ତ ବିଶ୍ୱାଳଙ୍କୁ ୨୦ ଲକ୍ଷ ଟଙ୍କା ରାଶି ମୁଚାଲିକାରେ ଦାଙ୍କୁ ଜାମିନ ପ୍ରଦାନ କରାଯାଇଛି ।…

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଓଡ଼ିଶା ପହଞ୍ଚିଲେ: ପ୍ରେସମିଟରେ କଂଗ୍ରେସ ଓ ବିଜେଡ଼ିକୁ ଟାର୍ଗେଟ

ଭୁବନେଶ୍ୱର: କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଜୁବୀନ ଇରାନୀ ଭୁବନେଶ୍ୱରରେ ଏକ ଦିନିକିଆ ଗସ୍ତରେ ଆସି ପହଞ୍ଚିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ସକାଳ ୯ଟା ସମୟରେ ପହଞ୍ଚିବା ପରେ ସେ ସହିଦନଗର ସ୍ଥିତ ବୁଣାକାର ସେବାକେନ୍ଦ୍ରକୁ ଯାଇଥିଲେ । ପରେ…