Latest Odisha News
Browsing Category

ଜୀବନଶୈଳୀ

ଫିସ୍ ସ୍ପା କରୁଥିଲେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ବର: ଆଜି କାଲି ସ୍ପା ଟ୍ରେଣ୍ଡରେ ରହିଛି । ସେଥିମଧ୍ୟରୁ ଫିସ୍ ସ୍ପା ଅନ୍ୟତମ । ଫିସ୍ ସ୍ପାରେ ଏକ ପାଣି ଭର୍ତ୍ତି ଟବ୍ ରେ କିମ୍ବା ଟ୍ୟାଙ୍କରେ ପାଦ ରଖିବାକୁ ହୁଏ । ସେଥିରେ ଛୋଟ ଛୋଟ ମାଛଗୁଡିକୁ ଛାଡି ଦିଆଯାଏ । ଏହି ମାଛମାନେ ପାଦର ଚର୍ମରୁ ମୃତ କୋଶିକା (ଡେଡ୍ ସ୍କିନ) ଖାଇଥାନ୍ତି…

ପିଜୁଳୀ ପତ୍ର ଶରୀର ପାଇଁ ମହୌଷଧି

ଭୁବନେଶ୍ବର: ଆପଣ ଜାଣିଛନ୍ତି କି ପିଜୁଳୀ ପରି ପିଜୁଳୀ ପତ୍ର ମଧ୍ୟ ଶରୀର ପାଇଁ ବହୁତ ଭଲ । ଏହି ପିଜୁଳୀ ପତ୍ରକୁ ଖାଲି ପେଟରେ ଚୋବାଇଲେ ପେଟ ସମସ୍ୟା ଦୂର ହେବା ସହ ପାଚନ ପ୍ରକ୍ରିୟା ଭଲ ରହେ । ପିଜୁଳୀ ପତ୍ରକୁ କାଢା କରି ମଧ୍ୟ ପିଇ ପାରିବେ । ଆସନ୍ତୁ ଜାଣିବା ପୁଜିଳୀ ପତ୍ର ଔଷଧୀୟ ଗୁଣ ।…

ପରିସ୍ରାର ରକ୍ତସ୍ରାବ କ’ଣ ଏହି ଗମ୍ଭୀର ରୋଗର ଲକ୍ଷଣ, କ’ଣ କହୁଛନ୍ତି ଡାକ୍ତର?

ଭୁବନେଶ୍ବର: ସାଧାରଣତଃ ପରିସ୍ରାରେ ରକ୍ତ ପଡିବା ଦ୍ବାରା ଲୋକଙ୍କ ମନରେ ଏକ ଭୟ ଦେଖାଦେଇଥାଏ । ବିଶେଷ କରି ଏହା କର୍କଟ ରୋଗର ଲକ୍ଷଣ ହୋଇପାରେ ବୋଲି ଅନେକ ଆଶଙ୍କା ମଧ୍ୟ କରିଥାନ୍ତି । ତଥାପି, ବିଶେଷଜ୍ଞମାନେ କୁହନ୍ତି ଯେ, ପରିସ୍ରାରେ ରକ୍ତ ପଡିବା ସମ୍ପୂର୍ଣ୍ଣ ଭାବେ କର୍କଟ ରୋଗ ନୁହେଁ,…

ଆଲୋଭେରା ଜେଲ ଏପରି ଘରେ ବନାନ୍ତୁ..

ଭୁବନେଶ୍ବର: ସାଧାରଣତଃ ଲୋକମାନେ ବଜାରରୁ ଆଲୋଭେରା ଜେଲ କିଣିଥାନ୍ତି । ଏଥିରେ ଏପରି କିଛି କେମିକାଲ ଥାଏ ଯାହା ଧୀରେ ଧୀରେ ତ୍ବଚା ଓ କେଶକୁ ଖରାପ କରିପାରେ । ତେବେ ଆପଣ ନିଜେ ଅତି ସହଜରେ ଆଲୋଭେରା ଜେଲ ପ୍ରସ୍ତୁତ କରିପାରିବେ । ତାହାବି ଫ୍ରେସ୍ । ଏଥିପାଇଁ ଆଲୋଭେରା, ଭିଟାମିନ୍ ସି ଓ…

ଏପରି କରନ୍ତୁ ଲିଭର ଡିଟକ୍ସ..

ଭୁବନେଶ୍ବର:ଆଜିକାଲିର ଆଧୁନିକ ଜୀବନଶୈଳୀ ଯୋଗୁଁ ଫ୍ୟାଟି ଲିଭର ସମସ୍ୟା ଦେଖାଯାଉଛି । କମ୍ ଶାରିରୀକ ପରିଶ୍ରମ ଆମେ କରୁଛୁ ତେଣୁ ଏହି ସମସ୍ୟା ବଢିବାରେ ଲାଗିଛି। ଅତିରିକ୍ତ ଫ୍ୟାଟ ଲିଭରରେ ଜମା ହେଉଛି ଓ ପରେ ଗମ୍ଭୀର ରୋଗର କାରଣ ପାଲଟୁଛି । ତେବେ ସୁସ୍ଥ ଯକୃତ ପାଇଁ ଏହି ଉପାୟ ଆପଣାନ୍ତୁ..…

ନାଲି ଗାଜର ଭଲ ନା କମଳା ରଙ୍ଗ ଗାଜର!

ଭୁବନେଶ୍ବର:ଶୀତ ଦିନରେ ଗାଜର ଉତ୍ପାଦନ ଅଧିକ ହୋଇଥାଏ । ଏହି ଗାଜର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଆପଣ ହାଟରେ ଦୁଇ ପ୍ରକାରର ଗାଜର ଦେଖିଥିବେ । ନାଲି ଗାଜର ଏବଂ କମଳା ରଙ୍ଗର ଗାଜର । ଉଭୟଙ୍କର ସ୍ୱାଦ,ରଙ୍ଗ ଏବଂ ପୋଷକତ୍ତ୍ବରେ ପାର୍ଥକ୍ୟ ରହିଛି । ଆସନ୍ତୁ ଜାଣିବା କେଉଁ ଗାଜର ଭଲ । ନାଲି…

ବାଥରୁମରେ କାହିଁକି ଅଧିକ ବ୍ରେନ୍ ଷ୍ଟ୍ରୋକ ହୁଏ?

ଭୁବନେଶ୍ବର: ଗାଧୋଇବା ସମୟରେ ସିଧାସଳଖ ମୁଣ୍ଡରେ ପାଣି ଢାଳିବା ଠିକ୍ ନୁହେଁ। ଭାରତରେ କାଳକାଳରୁ ପରମ୍ପରା ରହିଛି ପ୍ରଥମେ ପାଦରେ, ପରେ ଅଣ୍ଟା, ଏହାପରେ ବେକରେ ଏବଂ ଶେଷରେ ମୁଣ୍ଡରେ ପାଣି ଢଳାଯାଏ । ବୈଜ୍ଞାନିକ ଦୃଷ୍ଟି କୋଣରେ, ସିଧାସଳଖ ମୁଣ୍ଡରେ ଥଣ୍ଡା ପାଣି ଢାଳିବା ଦ୍ୱାରା ରକ୍ତ…

ଓଠର କଳା ଦାଗ ଏପରି ଦୂର କରନ୍ତୁ..

ଭୁବନେଶ୍ବର: ରାସାୟନିକ ପଦାର୍ଥ ମିଶିଥିବା ଲିପ୍‌ଷ୍ଟିକ୍‌ ବ୍ୟବହାର କରିବା ଦ୍ବାରା ଓଠରେ କଳା ଦାଗ ହୋଇଥାଏ  । ଏଥିସହ ଅନେକ କାରଣ ରହିଛି ଓଠ କଳା ପଡିବାର । ତେବ  ଓଠର ଏହି ଦାଗକୁ ଦୂର କରିବାପାଇଁ କିଛି ଘରୋଇ ଉପାୟ ରହିଛି.. -ନଡ଼ିଆ ତେଲ, ଲେମ୍ବୁରସ ସହ କାକୁଡ଼ି ରସକୁ ମିଶାନ୍ତୁ ଓ…

ସାରୁ ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହେ

ଭୁବନେଶ୍ବର:ଶରୀର ପାଇଁ ସତେଜ ପନିପରିବା  ଭଲ । ସେଥିମଧ୍ୟରୁ ସାରୁକୁ ଭର୍ତ୍ତା, ତରକାରୀ, ଡାଲମାରେ ବ୍ୟବହାର କରୁ । ଏହା ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହା ଅତ୍ୟନ୍ତ ଲାଭଦାୟକ । ଏହି ମୂଳଜାତୀୟ ପରିବାରେ ପ୍ରଚୁର ପରିମାଣରେ ଫାଇବର, ପ୍ରୋଟିନ୍, ପୋଟାସିୟମ୍, ଭିଟାମିନ୍ ଏ, ଭିଟାମିନ୍ ସି,…

ହସ୍ତ ଉତ୍ଥାନ ଆସନ: ଶ୍ବାସ ରୋଗ ପାଇଁ ଲାଭଦାୟକ

ଭୁବନେଶ୍ବର: ଶ୍ବାସ ରୋଗ ଏହି ଶୀତ ଦିନେ ଓ ବର୍ଷା ଦିନେ ବେଶୀ ଦେଖାଯାଏ । ଏହି ରୋଗରେ ପୀଡିତ ରୋଗୀ ଶ୍ବାସପ୍ରଶ୍ବାସ ନେବାକୁ କଷ୍ଟ ଅନୁଭବ କରନ୍ତି । ଏହି ଆଜମା ରୋଗ ହେବାର କୌଣସି ବିଶେଷ କାରଣ ନାହିଁ । ଆଲର୍ଜି, ବଂଶାନୁଗତ କାରଣ, ଚିନ୍ତା, ଭୟ, ଉଦବେଗ ରୋଗର କାରଣ ଥାଏ । ତେବେ କିଛି ଏପରି…