Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ପୁରୁଷଙ୍କ ପାଇଁ ବିପଦ ଏହି କ୍ୟାନସର, ପରିସ୍ରାରେ ଦେଖାଯାଏ ଲକ୍ଷଣ

ବର୍ତ୍ତମାନ ସମୟରେ ବଢ଼ିବାରେ ଲାଗିଛି କର୍କଟ ରୋଗ । ଆପଣଙ୍କ ଜୀବନଶୈଳୀ ଯେତେ ଉନ୍ନତ ହେଲେ ମଧ୍ୟ କର୍କଟ ରୋଗ ଯେ ହେବନି ତାହା କହି ହେବ ନାହିଁ । ଅତ୍ୟନ୍ତ ସୁସ୍ଥ ଲୋକ ମଧ୍ୟ ଏପରି ରୋଗର ଶିକାର ହେଉଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ଏପରି ରୋଗକୁ ଶୀଘ୍ର ଚିହ୍ନଟ କରିବା । ଏଥିପାଇଁ…

ଖାଲି ପେଟରେ ଏହି ସବୁ ଖାଦ୍ୟ ଖାଉଛନ୍ତି କି? ସ୍ବାସ୍ଥ୍ୟପ୍ରତି ହୋଇପାରେ କ୍ଷତିକାରକ

ସୁସ୍ଥ ଶରୀର ପାଇଁ ପ୍ରତିଦିନ ଆମେ ଖାଦ୍ୟରେ ଫଳ, ପରିବା ଆଦି ସାମିଲ କରିଥାଉ। ମାତ୍ର ଏପରି କିଛି ଜିନିଷ ଅଛି ଯାହାକୁ ଠିକ୍‌ ସମୟରେ ନ ଖାଇଲେ ବା ଖାଲିପେଟରେ ଖାଇଲେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ବ୍ରେକ୍‌ଫାଷ୍ଟ୍ ବା ସକାଳ ଭୋଜନ ସ୍ବାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ। ଏଥିପାଇଁ…

ମୋସନ ସିକନେସକୁ ଏଡେଇବା ପାଇଁ ଆପଣାନ୍ତୁ ଏହି ଉପାୟ..

ଭୁବନେଶ୍ବର:କାର୍‌,ବସ୍, ଟ୍ରେନ ଆପଣଙ୍କୁ ବାନ୍ତି ଲାଗୁଛି କି? ଏହା ଫଳରେ ଭ୍ରମଣର ଖୁସି ଫିକା ପଡୁଛି । ଯେଉଁଥିପାଇଁ ଇଚ୍ଛା ଥାଇ ମଧ୍ୟ ବିଭିନ୍ନ ସ୍ଥାନ ବୁଲିବାକୁ ଯାଇପାରନ୍ତୁ ନାହିଁ । ଚିନ୍ତା କରନ୍ତୁନି, ଏମିତି କିଛି ଘରୋଇ ଟିପ୍ସ ଆପଣାଇ ଏହି ବାନ୍ତି ସମସ୍ୟା ଦୂର କରିପାରିବେ ।…

ଲାଭଦାୟକ ‘ବ୍ଲୁ ଟି’

ଭୁବନେଶ୍ବର: ଗ୍ରୀନ୍ ଟି ଜାଣିଥିବେ ଓ ପିଇଥିବେ ମଧ୍ୟ । କିନ୍ତୁ ବ୍ଲୁ ଟି କେବେ ପିଇଛନ୍ତି । ଏହା ଗ୍ରୀନ୍ ଟି ଠାରୁ ଅଧିକ ଲାଭଦାୟକ। ଅପରାଜିତା ଫୁଲର ଚାହା କୁ ବ୍ଲୁ ଟି କୁହାଯାଏ । ଏହା ଆଣ୍ଟି-ଅକ୍ସିଡ଼େଣ୍ଟରେ ଭରପୁର ଅଟେ । ଏଥିରେ ଅନେକ ଔଷଧିୟ ଗୁଣ ରହିଛି। କିପରି ବନେଇବେ ଏହି 'ବ୍ଲୁ…

କାହିଁକି ଅଧିକ ଡେଙ୍ଗା ପୁରୁଷ ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବଡ଼ ବିଚିତ୍ର ଭଗବାନଙ୍କ ସୃଷ୍ଟି । ବେଳେ ବେଳେ ଛୋଟିଆ ଛୋଟିଆ ପ୍ରଶ୍ନର ଉତ୍ତରକୁ ନେଇ ଆମେ ଦ୍ୱନ୍ଦ୍ୱରେ ପଡ଼ିଯାଉ । ଯେମିତି ପୁରୁଷଙ୍କ ତୁଳନାରେ କେମିତି ମହିଳା ଅଲଗା । କାହିଁକି ମହିଳାଙ୍କ ଅପେକ୍ଷା ପୁରୁଷ ଅଧିକ ଡେଙ୍ଗା ହୋଇଥାନ୍ତି ଏବଂ ଓଜନରେ ବି ଅଧିକ । ଏସବୁ ପଛରେ ରହିଛି ଅନେକ କାରଣ…

ସିଗାରେଟ ଟାଣୁ ନଥିବା ବ୍ୟକ୍ତିଙ୍କ ଠାରେ ଫୁସଫୁସ କର୍କଟ ଦ୍ରୁତ ଗତିରେ ବଢିବାରେ ଲାଗିଛି :ରିପୋର୍ଟ

ନୂଆଦିଲ୍ଲୀ: ଆପଣ ସିଗାରେଟ୍,ହୁକା କିମ୍ବା ବିଡି ଧୂମପାନ କରନ୍ତି ନାହିଁ, ହେଲେ ବି ଆପଣ ଫୁସଫୁସ କର୍କଟର ଶିକାର ହୋଇପାରନ୍ତି । ଧୂମପାନ କରୁଥିବା ଲୋକଙ୍କଠାରେ ସାଧାରଣତଃ ଫୁସଫୁସ କର୍କଟ ରୋଗ ଅଧିକ ଦେଖାଯାଏ। କିନ୍ତୁ ଏବେ ବାୟୁ ପ୍ରଦୂଷଣ ଫୁସଫୁସ କର୍କଟର ଆଉ ଏକ କାରଣ ପାଲଟିଲାଣି ।…

କାଜୁ ଠାରୁ ପିସ୍ତା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ

ଭୁବନେଶ୍ବର: ଆପଣ ଜାଣିଛନ୍ତି କି କାଜୁ ଠାରୁ ପିସ୍ତା ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ । କାରଣ ପିସ୍ତାରେ ଅଧିକ ପ୍ରୋଟିନ୍ ଥାଏ । ଏଥିରେ ୯ ଟି ଅତ୍ୟାବଶ୍ୟକ ଆମିନୋ ଏସିଡ୍ ମଧ୍ୟ ରହିଛି । ଏହି ଡ୍ରାଏଫ୍ରୁଟରେ ପ୍ରାକୃତିକ ଆଣ୍ଟିଅକ୍ସିଡେଣ୍ଟ ଗୁଣ ସହ ଫାଇବରର ମାତ୍ରା ଅଧିକ ଥାଏ । ଯାହା ହଜମ…

ଆଇସ୍ ଫେସିଆଲ କରନ୍ତୁ; ଚେହେରାରେ ଆସିବ ଚମକ

ଭୁବନେଶ୍ବର: ଆପଣମାନେ ଆଇସ୍ ଫେସିଆଲ ବିଷୟରେ ଶୁଣିଥିବେ । ତେବେ ଆଜିକାଲି ଏହା ଏତେ ଟ୍ରେଣ୍ଡରେ କାହିଁକି ଅଛି ଜାଣିଛନ୍ତି କି? ଆଜ୍ଞା ଏହି ଆଇସ୍ ଫେସିଆଲ ସାହାଯ୍ୟରେ ସ୍କିନର ପୋର୍ସରେ ଲୁଚି ରହିଥିବା ମଇଳା ସଫା କରିବା ସହଜ ହୋଇଥାଏ । ତ୍ୱଚାରେ ଚମକ ପାଇବା ପାଇଁ ଅଧିକାଂଶ ଲୋକ ଏହି ସ୍କିନ୍…

ମଣିଷ ଚିହ୍ନିବାରେ ଭୂଲ କରିଦେଇଛନ୍ତି କି? ଜାଣନ୍ତୁ ଚାଣକ୍ୟଙ୍କ ଏହି କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ଅନେକ କିଛି ପରାମର୍ଶ ଦେଇଛନ୍ତି। ଏହାକୁ ଆପଣାଇବା କଷ୍ଟକର ହୋଇଥିଲେ ହେଁ ଯିଏ ତାହା କରିପାରନ୍ତି ତାଙ୍କର ଜୀବନ ସୁଖମୟ ହୋଇଥାଏ। ସେଥିରୁ ଗୋଟିଏ ହେଲା ମଣିଷ ଚିହ୍ନିବା। ଆଜିର ବ୍ୟସ୍ତବହୁଳ ସମୟରେ ମଣିଷ ଚିହ୍ନିବାରେ ଭୁଲ…

ଓ୍ବାର୍କଆଉଟ୍‌ ପରେ କାହିଁକି ଥରିବାକୁ ଲାଗେ ହାତ? ଜାଣନ୍ତୁ ଏହା ପଛର କାରଣ

ଫିଟ୍‌ ଏବଂ ସୁସ୍ଥ ଶରୀର ପାଇବା ପାଇଁ ଲୋକମାନେ ବ୍ୟାୟାମ କରନ୍ତି। ଏଥିପାଇଁ ଜିମ୍‌ରେ ଓ୍ବାର୍କଆଉଟ୍‌ବେଳେ ବହୁତ ଝାଳ ମଧ୍ୟ ବୁହାନ୍ତି। କିନ୍ତୁ ବେଳେବେଳେ ଅତ୍ୟଧିକ ଓ୍ବାର୍କଆଉଟ୍‌ ଯୋଗୁଁ କିଛି ଲୋକଙ୍କ ହାତ ଓ ଗୋଡ ଥରିବା ଆରମ୍ଭ କରେ। ଓ୍ବାର୍କଆଉଟ୍‌ ପରେ ହାତ କିମ୍ବା ଗୋଡ ଥରିବା ଏକ…