Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଖାଇବା ଅଭ୍ୟାସରେ ସୁଧାର ଆଣିବେ କେମିତି ?

ଆମେ କେଉଁ ଖାଦ୍ୟ ଖାଇବା ଏବଂ କେତେ ପରିମାଣରେ ଖାଇବା, ତାହା ସମ୍ପୂର୍ଣ୍ଣ ଭାବେ ଆମ ନିୟନ୍ତ୍ରଣରେ ଥାଏ ବୋଲି ଆମେ ଭାବିଥାଉ। କିନ୍ତୁ ବାସ୍ତବତା ହେଉଛି, ଆମର ପଞ୍ଚେନ୍ଦ୍ରିୟ (ଆଖି, କାନ, ନାକ, ଜିଭ ଓ ଚର୍ମ) ଆମ ଅଗୋଚରରେ ଆମ ମନକୁ ସଦାସର୍ବଦା ପ୍ରଭାବିତ କରିଥାନ୍ତି। ଖାଦ୍ୟ ବିଜ୍ଞାନୀଙ୍କ…

ପଣସ ମଞ୍ଜିର ଚମତ୍କାରିତା

ଭୁବନେଶ୍ବର: ଦିନ ଥିଲା, ପଣସ ପାଚିବା ପରେ ଲୋକେ କେବଳ କୋଷାତକ ଖାଇ ମଞ୍ଜିଗୁଡ଼ିକୁ ଅଦରକାରୀ ଭାବି ଫିଙ୍ଗି ଦେଉଥିଲେ କିମ୍ବା ବାଡ଼ି ବଗିଚାରେ ଏହା ସେମିତି ପଡ଼ି ରହି ନଷ୍ଟ ହେଉଥିଲା। କିନ୍ତୁ ସମୟ ବଦଳିଛି। ‘ପଣସ’ର ପୁଷ୍ଟିକର ଗୁଣ ବିଷୟରେ ଏବେ ସାରା ବିଶ୍ୱ ସଚେତନ ହେବାରେ ଲାଗିଛି। କଞ୍ଚା…

FSSAIର ବଡ଼ ନିର୍ଦ୍ଦେଶ, ଖବରକାଗଜରେ ଖାଦ୍ୟ ପ୍ୟାକିଂ ତୁରନ୍ତ ବନ୍ଦ କରନ୍ତୁ

ଭୁବନେଶ୍ୱର: ଷ୍ଟ୍ରିଟ୍‌ ଫୁଡ୍‌ ଖାଇବାକୁ ଭଲ ପାଉଥିବା ଲୋକଙ୍କ ପାଇଁ ଆସିଛି ଜରୁରୀ ସତର୍କତା। ଖବରକାଗଜରେ ଗରମ, ତେଲିଆ କିମ୍ବା ଭଜା ଖାଦ୍ୟ ପରସିବା ଓ ପ୍ୟାକ୍‌ କରିବା ସ୍ୱାସ୍ଥ୍ୟ ପାଇଁ ଗୁରୁତର କ୍ଷତି ସୃଷ୍ଟି କରିପାରେ। ଏନେଇ Food Safety and Standards Authority of India, FSSAI…

WHO on Food Safety: ବାହାର ଖାଇବା ଖାଉଛନ୍ତି କି? ଖରାପ ଖାଇବା ଯୋଗୁଁ ପ୍ରତିବର୍ଷ ଯାଉଛି ୧୫ ଲକ୍ଷ ଜୀବନ

ନୂଆଦିଲ୍ଲୀ: କ’ଣ ଆପଣ ଏବଂ ଆପଣଙ୍କ ପିଲାମାନେ ବି ବାସି ଏବଂ ବାହାରର ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଉଛନ୍ତି କି? ସାବଧାନ୍! ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ପ୍ରମାଣିତ ହୋଇପାରେ। ଗୁରୁବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ପ୍ରକାଶିତ ନୂଆ ଆକଳନ ଆପଣଙ୍କ ହୋସ୍ ଉଡାଇଦେବ ।…

ଯୌନ ସ୍ୱାସ୍ଥ୍ୟ ଉପରେ ସିଗାରେଟ୍ ଏବଂ ନିକୋଟିନର କ୍ଷତିକାରକ ପ୍ରଭାବ: ସାବଧାନ କଲେ ଡାକ୍ତର

ସିଗାରେଟ୍ କିମ୍ବା ତମାଖୁ ସେବନ କେବଳ ଫୁସଫୁସ୍ ଏବଂ ହୃତପିଣ୍ଡ ପାଇଁ କ୍ଷତିକାରକ ନୁହେଁ। ଏହା ଆପଣଙ୍କ ଯୌନ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗମ୍ଭୀର ପ୍ରଭାବ ପକାଇଥାଏ ବୋଲି ଡାକ୍ତରମାନେ ସତର୍କ କରାଇଛନ୍ତି। ସିଗାରେଟରେ ଥିବା ନିକୋଟିନ୍ ଶରୀରର ରକ୍ତ ସଞ୍ଚାଳନ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିଥାଏ…

ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଛି ହିପ୍ ରିପ୍ଲେସମେଣ୍ଟ, କରୋନା ପରବର୍ତ୍ତୀ ସମସ୍ୟା ଓ ବିଳମ୍ବିତ ଚିହ୍ନଟ ବଡ଼ କାରଣ

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଗଭୀର ପ୍ରଭାବ ଏବେ ବି ଦେଖିବାକୁ ମିଳୁଛି। ଦେଶରେ ଯୁବ ଏବଂ ମଧ୍ୟବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ହିପ୍ ଆର୍ଥ୍ରାଇଟିସ୍ ଏବଂ ଆଭାସ୍କୁଲାର୍ ନେକ୍ରୋସିସ୍ ଭଳି ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏକ ସଦ୍ୟ ରିପୋର୍ଟ ଅନୁଯାୟୀ…

ବ୍ରଶ୍ କରିବା ପରେ ମଧ୍ୟ କାହିଁକି ଦାନ୍ତ କ୍ଷୟ ହୁଏ? ପ୍ରକୃତ କାରଣ ଜାଣନ୍ତୁ…

ଭୁବନେଶ୍ବର: ପ୍ରତିଦିନ ଦାନ୍ତ ଘଷିଲେ ମଧ୍ୟ କିଛିଜଣଙ୍କ ଦାନ୍ତ କ୍ଷୟ ହୋଇଥାଏ । ତେବେ ଆପଣ ଏହାର କାରଣ ଜାଣିଛନ୍ତି କି ? କାରଣ ଦାନ୍ତ ଘଷିବା ଦ୍ଵାରା କ୍ୟାବିଟି ହେବ ନାହିଁ ବୋଲି ନିଶ୍ଚିତ ନୁହେଁ। ଏହା ସହିତ ଆହୁରି ଅନେକ ଜିନିଷ ଉପରେ ଧ୍ୟାନ ଦେବାକୁ ପଡିଥାଏ । କ୍ୟାବିଟି କାହିଁକି…

ବିଶ୍ବର ପ୍ରଥମ ଘର ଯାହା ମାତ୍ର ୬୩ ସେଣ୍ଟିମିଟର ଚଉଡ଼ା, ସୌନ୍ଦର୍ଯ୍ୟରେ ଭରପୁର ଭିତର ଦୃଶ୍ୟ…

ନୂଆଦିଲ୍ଲୀ: ଦୁନିଆରେ ଅନେକ ଡିଜାଇନର ଘର ଅଛି । ଲୋକମାନେ ନିଜର ଘରକୁ ସୁନ୍ଦର ଆଉ ଷ୍ଟାଇଲିସ କରିବାକୁ ବିଭିନ୍ନ ପ୍ରକାରର ଡିଜାଇନ ଘର ତିଆରି କରିଥାନ୍ତି । ଆଉ ଏଥି ପାଇଁ ସେମାନେ ବହୁ ମୂଲ୍ୟ ମଧ୍ୟ ଦେଇଥାନ୍ତି । ତେବେ ଆପଣ କେବେ ମାତ୍ର ୬୩ ସେଣ୍ଟିମିଟର ଚଉଡ଼ାର ଘର ଦେଖିଛନ୍ତି କି । ଆଜ୍ଞା…

ଘରକୁ ଅତିଥି ଆସିଲେ କାହିଁକି ଦିଆଯାଉଥିଲା ମିଠା?

ଭୁବନେଶ୍ୱର: ଆମ ଘରଗୁଡ଼ିକରେ ପୁରୁଣା ଦିନରେ ଯେତେବେଳେ କୌଣସି ଅତିଥି ଘରକୁ ଆସୁଥିଲେ, ସେମାନଙ୍କୁ କେବଳ ପାଣି ନୁହେଁ, ପାଣି ସହ ଟିକେ ମିଠା ମଧ୍ୟ ଦିଆଯାଏ । କେଉଁଠି ମିଶ୍ରି, କେଉଁଠି ଗୁଡ଼ ତ କେଉଁଠି ମିଠା ଦେବାର ପରମ୍ପରା ଥିଲା। ଆଜିକାଲି ଏହି ପ୍ରଥା ଧୀରେଧୀରେ କମିଯାଉଥିଲେ ମଧ୍ୟ, ଏହା…

ଗର୍ଭାବସ୍ଥାରେ ଯୋଗ କରୁଛନ୍ତି କି ? ଜାଣନ୍ତୁ କ’ଣ କରିବେ, କ’ଣ କରିବେ ନାହିଁ…

ନୂଆଦିଲ୍ଲୀ: ଗର୍ଭାବସ୍ଥାର ପ୍ରଥମ ତିନି ମାସ ବା ପ୍ରଥମ ଟ୍ରାଇମେଷ୍ଟର ସମୟରେ ଶରୀରରେ ନୂଆ ପରିବର୍ତ୍ତନ ଆରମ୍ଭ ହୋଇଥାଏ। ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ଅନୁସାରେ, ଏହି ସମୟରେ ମହିଳାମାନେ ଖୁବ୍ ହାଲୁକା ବ୍ୟାୟାମ କରିବା ଉଚିତ୍। ବେକ, କାନ୍ଧ ଏବଂ ଗୋଡ଼ର ଗଣ୍ଠି ପାଇଁ ସରଳ…