Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ରୋଗ ପ୍ରତିରୋଧକ ଶକ୍ତି ଏବଂ ହଜମ ପାଇଁ ଉତ୍ତମ ମେଡିସିନ୍ ସପୁରୀ ଜୁସ୍

ନୂଆଦିଲ୍ଲୀ : ଶରୀରକୁ ସୁସ୍ଥ ରଖିବା ପାଇଁ କିଏ ବା ନ ଚାହେଁ । ବିଶେଷ କରି ଖରାଦିନେ ଶରୀରରେ ଜଳୀୟ ଅଂଶ କମ୍ ରହିଥାଏ । ତେଣୁ ଏପରି ପରିସ୍ଥିତିରେ ଆମେ ବିଭିନ୍ନ ପ୍ରକାର ଜୁସ୍ ପିଇଥାଉ  । କିନ୍ତୁ ଆପଣମାନେ ଜାଣନ୍ତି କି ଶ ସପୁରୀ ଜୁସ୍ ଆମ ଶରୀର ପାଇଁ କେତେ ହିତକର  । ଆସନ୍ତୁ ଜାଣିବା  ।…

ଶୀତ ଦିନେ ଘରୋଇ ଉପାୟରେ କିପରି ନେବେ ଓଠର ଯତ୍ନ….

ନୂଆଦିଲ୍ଲୀ: ଶୀତ ଦିନ ଆସିବା ମାତ୍ରେ ସମସ୍ତଙ୍କ ସମସ୍ୟା ଓଠ ଫାଟିବାରୁ ହିଁ ଆରମ୍ଭ ହୋଇଥାଏ  । ଏହି ସମସ୍ୟା ପୂରା ଶୀତ ଦିନ ସରିବା ଯାଏଁ ଲାଗିରହିଥାଏ  । ଆମେ ସାଧାରଣତଃ ଓଠ ଫାଟିବାରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ଲିପ୍ ବାମ୍ ବ୍ୟବହାର କରିଥାଉ  । କିନ୍ତୁ ଆସନ୍ତୁ ଜାଣିବା…

କେବଳ ତ୍ବଚା ପାଇଁ ନୁହେଁ , ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି କରେ ହଳଦୀ..

ନୂଆଦିଲ୍ଲୀ : ତ୍ୱଚା ପାଇଁ ହଳଦୀ ବ୍ୟବହାର କରିବା ଦ୍ୱାରା ଏହା ତ୍ୱଚାକୁ ଉଜ୍ୱଳ କରିଥାଏ। କଞ୍ଚା ହଳଦୀ ଖାଇବା ମଧ୍ୟ ତ୍ୱଚା ପାଇଁ ଖୁବ ଲାଭଦାୟକ। ଏହା ମୁହଁରେ ଥିବା ବିଭିନ୍ନ ଦାଗକୁ ଦୂର କରିଥାଏ। ହଳଦୀ କେବଳ ତ୍ବଚା ପାଇଁ ନୁହେଁ , ଏହାର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ।…

ଓଡ଼ିଶାରେ ଷ୍ଟ୍ରୋକ ମୃତ୍ୟୁସଂଖ୍ୟା କମାଇବା ଲାଗି ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ବିଶେଷ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୧୬ରୁ ୩୧ ପର୍ଯ୍ୟନ୍ତ ପ୍ରାୟ ଦୁଇ ସପ୍ତାହ ଧରି ‘ଷ୍ଟ୍ରୋକମୁକ୍ତ ଜୀବନ’ ଶୀର୍ଷକରେ ସଚେତନତା ଅଭିଯାନ ଆରମ୍ଭ କରାଯଇଛି । ସେହି ପରିପ୍ରେକ୍ଷୀରେ ବ୍ରେନ୍‌ ଷ୍ଟ୍ରୋକ ବା ମସ୍ତିଷ୍କାଘାତର…

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଗୁଜୁରାତି: ପ୍ରତିଦିନ ଖାଆନ୍ତୁ ମିଳିବ ଏସବୁ ରୋଗରୁ ମୁକ୍ତି….

ନୂଆଦିଲ୍ଲୀ : ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଗୁଜୁରାତି ଉପଲବ୍ଧ ରହିଥାଏ  । ଅନେକ ଲୋକ ଖାଦ୍ୟରେ ଗୁଜୁରାତିକୁ ସାମିଲ କରନ୍ତି  । କିନ୍ତୁ ଜାଣିଛନ୍ତି ଏହା ଆମ ଶରୀର ପାଇଁ କେତେ ଉପକାରୀ । ଆସନ୍ତୁ ଜାଣିବା ଗୁଜୁରାତିର ଉପକାରିତା । ଯଦି ଆପଣଙ୍କୁ ବାରମ୍ବାର ବ୍ୟସ୍ତ ଲାଗିବା ଭଳି ଅନୁଭବ…

ଥକ୍କା ଓ ଚିଡିଚିଡାପଣର ହେଉଛନ୍ତି କି ଶିକାର? ଆପଣାନ୍ତୁ ଏହି ଉପାୟ…ଦୂର ହେବ ସମସ୍ୟା

ନୂଆଦିଲ୍ଲୀ: ଭଲ ଖାଦ୍ୟ ଏବଂ ପର୍ଯ୍ୟାପ୍ତ ନିଦ ଶୋଇବା ପରେ ମଧ୍ୟ କିଛି ବ୍ୟକ୍ତି ଦିନସାରା କ୍ଳାନ୍ତ ଏବଂ ଦୁର୍ବଳ ରହିଥାନ୍ତି । ଯଦି ଏହି ସମସ୍ୟା ଦୀର୍ଘ ସମୟ ଧରି ରହିଥାଏ, ତେବେ ବ୍ୟକ୍ତିଙ୍କ ଠାରେ ଚିଡିଚିଡାପଣ ଆରମ୍ଭ ହୋଇଯାଇଥାଏ । ଯଦି ଆପଣଙ୍କ ସହିତ ସମାନ ଘଟଣା ଘଟୁଛି ତେବେ…

ମେଦବହୁଳତା ଓ ଡାଇବେଟିସ୍ ନିୟନ୍ତ୍ରଣ କରେ କ୍ୟାପ୍ସିକମ୍

ନୂଆଦିଲ୍ଲୀ : ଆଜିର ଯୁଗରେ  ମେଦବହୁଳତା ଏବଂ ଡାଇବେଟିସ୍ ଏକ ମୁଖ୍ୟ ସମସ୍ୟା ପାଲଟିଛି । ଏହି ଦୁଇ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଉପାୟ ରହିଛି। ଔଷଧ ସହିତ ସଠିକ୍ ଖାଦ୍ୟାଭ୍ୟାସ ଏହି ଦୁଇଟି ରୋଗର ନିୟନ୍ତ୍ରଣ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ମେଦବହୁଳତା ଓ ଡାଇବେଟିସର ଶିକାର…

ଫ୍ରିଜରେ ରଖିଥିବା ଖାଦ୍ୟକୁ ଗରମ କରି ଖାଉଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ…

ଭୁବନେଶ୍ଵର: ସାଧାରଣ ଭାବରେ ଆମେ ରାତ୍ରୀ ଭୋଜନରେ ବଞ୍ଚି ଯାଇଥିବା କିଛି ଖାଦ୍ୟକୁ ଆମେ ପୁନର୍ବାର ଗରମ କରି ଖାଇଥାଉ । ଏହାଛଡା ଏପରି କିଛି ଖାଦ୍ୟକୁ ଆମେ ଫ୍ରିଜରେ ରଖିଥାଉ ଯାହାକୁ ଆମେ ବାରମ୍ବାର ଗରମ କରି ସେବନ କରିଥାଉ । ଏହାଛଡା ଅନେକ ସମୟରେ ଫ୍ରିଜରେ ରଖିଥିବା ଖାଦ୍ୟକୁ ତୁରନ୍ତ…

ପ୍ରତିଦିନ ସକାଳୁ ଖାଆନ୍ତୁ କିସମିସ୍ , ଦୂର ହେବ ବହୁ ଅସାଧ୍ୟ ରୋଗ…

ନୂଆଦିଲ୍ଲୀ : କିସ୍‌ମିସ୍‌ ଖାଇବାକୁ କାହାକୁ ବା ଭଲ ଲାଗେନା ? କିସ୍‌ମିସ୍‌ ଖାଇବାକୁ ଯେତିକି ସ୍ବାଦିଷ୍ଟ ତାହା ଦେହ ପାଇଁ ତା’ଠାରୁ ବି ଅଧିକ ଭଲ। ଏଥିରେ ବହୁ ସ୍ୱାସ୍ଥ୍ୟଗତ ଫାଇଦା ରହିଛି। ତେବେ ଆସନ୍ତୁ ଜାଣିବା କିସମିସ୍ ଖାଇବା ଆମ ସ୍ବାସ୍ଥ୍ୟପକ୍ଷେ କେତେ ଲାଭଦାୟକ । କିସ୍‌ମିସ୍‌ ଖାଇବା…

ପ୍ରତିଦିନ ସକାଳୁ ଖାଆନ୍ତୁ ଭୃଷଙ୍ଗ ପତ୍ର, ଜାଣନ୍ତୁ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ

ଭୁବନେଶ୍ଵର: ଆପଣ ନିଶ୍ଚୟ ସାମ୍ବର କିମ୍ବା ତରକାରୀରେ ଭୃଷଙ୍ଗ ପତ୍ର ଖାଇଥିବେ । କିଛି ଲୋକେ ଏହାକୁ ଭିନ୍ନ ଭିନ୍ନ ଉପାୟରେ ମଧ୍ୟ ଖାଇଥାନ୍ତି । କିନ୍ତୁ ସକାଳେ ଭୃଷଙ୍ଗ ପତ୍ରକୁ ଚୋବାଇବା ଦ୍ଵାରା ଆପଣଙ୍କର ସ୍ୱାସ୍ଥ୍ୟର ଉନ୍ନତି ଘଟେ । ଅନେକ ପୋଷକ ତତ୍ତ୍ୱ ଏହି ଭୃଷଙ୍ଗ ପତ୍ରରୁ ମିଳିଥାଏ ।…