Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇ ପାରେ ଅଁଳା

ଓଡ଼ିଶା ସମ୍ବାଦ ବ୍ୟୁରୋ: ସ୍ୱାସ୍ଥ୍ୟ ମଣିଷଙ୍କ ପାଇଁ ସବୁଠାରୁ ବଡ଼ ଧନ। ଆମ ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ବିଭିନ୍ନ ପ୍ରକାରର ଭିଟାମିନର ଆବଶ୍ୟକ ପଡିଥାଏ। ଏଠାରେ ଯଦି ଭିଟାମିନ କଥା ଆଲୋଚନା କରିବା ତେବେ ଭିଟାମିନ-ସି ସମସ୍ତଙ୍କୁ ଆବଶ୍ୟକ। ଏଭଳି ପରିସ୍ଥିତିରେ…

କେମିତି ଦୂର ହେବ କୋଷ୍ଠକାଠିନ୍ୟ ସମସ୍ୟା ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲର ଖରାପ ଜୀବନଶୈଳୀ ଯୋଗୁଁ ଲୋକଙ୍କ ପେଟ ସମ୍ବନ୍ଧୀୟ ସମସ୍ୟା ଅଧିକ ଦେଖିବାକୁ ମିଳୁଛି। ଏହି ସମସ୍ୟାଗୁଡିକ ଅନ୍ୟାନ୍ୟ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ। ଜୀବନଶୈଳୀ ବଦଳିବା ଯୋଗୁଁ ଅଧିକାଂଶ ଲୋକ ବିଭିନ୍ନ ଶାରୀରିକ ଏବଂ ମାନସିକ ସମସ୍ୟାର ଶିକାର ହେଉଛନ୍ତି।…

ଓଜନ ହ୍ରାସ ପାଇଁ ଡାଏଟରେ ସାମିଲ କରନ୍ତୁ ‘ଗ୍ଲୁଟେନ ଫ୍ରି ଖାଦ୍ୟ’

ଓଡିଶା ସମ୍ବାଦ ବ୍ୟୁରୋ: ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଆଜିକାଲି ଅନେକ ଲୋକ ମୋଟାପଣ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଓଜନ କମେଇବାକୁ ପ୍ରତିଦିନ ବ୍ୟାୟାମ କରିବା ସହିତ ଏକ ସୁସ୍ଥ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ। ତେବେ ମଟାପଣ କମେଇବାକୁ ହେଲେ ଆପଣ ଖାଦ୍ୟରେ ଗ୍ଲୁଟେନ୍…

ଲାଇଫଷ୍ଟାଇଲ ପରିବର୍ତ୍ତନ କରନ୍ତୁ, ଡାର୍କ ସର୍କଲ ସମସ୍ୟାରୁ ମୁକ୍ତି ପାଆନ୍ତୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୁନ୍ଦର ଦେଖାଯିବା ସମସ୍ତଙ୍କର ଇଚ୍ଛା ଥାଏ। ଏଥିପାଇଁ ନାରୀମାନେ ନିଜର ତ୍ୱଚାର ଖାସ ଯତ୍ନ ମଧ୍ୟ ନିଅନ୍ତି। କିନ୍ତୁ ବେଳେ ବେଳେ ଆଖି ତଳେ କଳା ଦାଗ ବା ଡାର୍କ ସର୍କଲ ପଡିଗଲେ ତ୍ୱଚା ଫିକା ପଡିଯାଏ। ଏହାକୁ କମ କରିବା ପାଇଁ ଅନେକ ଔଷଧ ବ୍ୟବହାର ମଧ୍ୟ କରନ୍ତି।…

ନିୟମିତ ତମ୍ବା ପାତ୍ରରେ ପାଣି ପିଅନ୍ତୁ, ଅନେକ ରୋଗଠାରୁ ଦୂରେଇ ରୁହନ୍ତୁ

ଲୋକମାନଙ୍କୁ ତମ୍ବା ପାତ୍ରରେ ପାଣି ପିଉଥିବାର ଦେଖିଥିବେ। ଘରର ବୟସ୍କ ଓ ଡାକ୍ତରମାନେ ମଧ୍ୟ ତମ୍ବା ପାତ୍ରରେ ପାଣି ପିଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ତମ୍ବା ପାତ୍ରରେ ପାଣି ପିଇବାକୁ କାହିଁକି ପରାମର୍ଶ ଦିଆଯାଏ? ଆଜି ଆମେ ଆପଣଙ୍କୁ ଏ ବିଷୟରେ କହିବୁ।…

ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଶରୀରରେ କିପରି କାର୍ଯ୍ୟ କରେ ?

ଓଡିଶା ସମ୍ବାଦ ବ୍ୟୁରୋ: ଯେତେବେଳେ ଆମ ସ୍ୱାସ୍ଥ୍ୟ ବିଷୟରେ କୌଣସି କଥା ଆଲୋଚନା କରାଯାଏ ସେତେବେଳେ ଆଣ୍ଟିଅକ୍ସିଡାଣ୍ଟର ନାମ ନିଶ୍ଚିତ ଭାବେ ନିଆଯାଏ। ସୁସ୍ଥ ରହିବା ପାଇଁ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥିବା ଖାଦ୍ୟକୁ ଆମ ଥାଳିରେ ଅନ୍ତର୍ଭୁକ୍ତ କରିଥାଉ। ଫଳ କିମ୍ବା ପନିପରିବା ଖାଇବା…

ପିଲାଙ୍କୁ କଫ ସିରପ ଦେଲେ ହୁଏ ଏପରି ସମସ୍ୟା, ଜାଣନ୍ତୁ କଣ କୁହନ୍ତି ଡାକ୍ତର

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରାୟତଃ ଆମକୁ କାଶ ହେଲେ ତୁରନ୍ତ କଫ ସିରପ ନେବାକୁ ପସନ୍ଦ କରୁ। ଭାରତର ଯେକୌଣସି ମେଡିକାଲ ଷ୍ଟୋରରୁ କଫ ସିରପ ସହଜରେ କିଣାଯାଇପାରିବ। କିନ୍ତୁ ନିକଟରେ ବାହାରିଥିବା WHO ରିପୋର୍ଟ ଏକ ସତର୍କ ସୂଚନା ଜାରି କରିଛି। ଗାମ୍ବିଆରେ କଫ ସିରପରୁ ୬୬ଜଣ ପିଲାଙ୍କ ମୃତ୍ୟୁ…

ଦୁର୍ବଳ ଦାନ୍ତ ଏବଂ ମାଢିକୁ ମଜଭୂତ କରିବା ପାଇଁ ଆପଣାନ୍ତୁ ଘରୋଇ ଉପଚାର

ଦାନ୍ତ ମୂଳ ମଜବୁତ ଥିଲେ ଦାନ୍ତ ସୁସ୍ଥ ରହେ। ଆଉ ମାଢି ସୁସ୍ଥ ରହିଲେ କୌଣସି ସମସ୍ୟା ହୁଏନାହିଁ। କିନ୍ତୁ ଯଦି ଆପଣଙ୍କ ମାଢି ଦୁର୍ବଳ ହୋଇଯାଏ ତେବେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦିଏ। ମାଢି ଦୁର୍ବଳ ଥିଲେ ଅତ୍ୟଧିକ ଗରମ କିମ୍ବା ଥଣ୍ଡା ଖାଇଲେ ମାଢି ଫୁଲିଯାଏ। ଏପରି ଆହୁରି ଅନେକ ସମସ୍ୟା…

ଏହି ସବୁ ଖାଦ୍ୟ ଗଲବ୍ଲାଡର ପଥରର ମୂଳ କାରଣ

ଯକୃତ ପିତ ତିଆରି କରିଥାଏ । ପିତ ହେଉଛି ଏକ ହଳଦିଆ-ସବୁଜ ରଙ୍ଗର ତରଳ ଯାହା କ୍ଷୁଦ୍ରାନ୍ତ୍ରରେ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ପିତ୍ତାଶୟ ଯକୃତର ସେହି ଥଳୀ ଯେଉଁଥିରେ ପିତ ରହେ। ଏହାକୁ ଇଂରାଜୀରେ ଗଲବ୍ଲାଡଡର୍ ବା ପିତ୍ତାଶୟ ଥଳି କୁହାଯାଏ। ଗଲବ୍ଲାଡର୍ ଏକ ସମ୍ବେଦନଶୀଳ ଅଙ୍ଗ। ଯଦି…

ଆଣ୍ଟିବାୟୋଟିକର ମାତ୍ରାଧିକ ସେବନ ଆପଣଙ୍କୁ କରିପାରେ ବଧିର

ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ବଡ଼ ବିପଦଜନକ ହେଉଛି ଆଣ୍ଟିବାୟୋଟିକର ଅତ୍ୟଧିକ ବ୍ୟବହାର। ଡାକ୍ତରଙ୍କ ପରାମର୍ଶ ବିନା ଏହି ଔଷଧର ଅବାଧ ବ୍ୟବହାର ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇ ପାରେ। ଆପଣ ଜାଣନ୍ତି କି ଆଣ୍ଟିବାୟୋଟିକର ମାତ୍ରାଧିକ ବ୍ୟବହାର ଆପଣଙ୍କୁ ବଧିର କରିପାରେ ଏବଂ କାନର କୋଷଗୁଡ଼ିକ…