Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ପାର୍ଟନରର ଘୁଙ୍ଗୁଡ଼ି ଶବ୍ଦରେ ଭାଙ୍ଗି ଯାଉଛି କି ଆପଣଙ୍କ ନିଦ? ଜାଣନ୍ତୁ ଏହାର ପ୍ରତିକାର

ଭୁବନେଶ୍ୱର:ପାଖରେ ଶୋଇଥିବା ବ୍ୟକ୍ତି ଯଦି ଘୁଙ୍ଗୁଡ଼ି ମାରୁଥାଏ ତେବେ ଶାନ୍ତିରେ ଶୋଇବା ଏକ ସ୍ୱପ୍ନ ପାଲଟି ଯାଏ। ଯଦି ଆପଣ ଆପଣଙ୍କ ପାର୍ଟନରଙ୍କର ଏହିଭଳି ଆଚରଣରୁ ମୁକ୍ତି ଚାହୁଁଛନ୍ତି ତେବେ ଜାଣନ୍ତୁ ଏହାର ପ୍ରତିକାର... ଘୁଙ୍ଗୁଡ଼ିର ପ୍ରତିରୋଧ ପାଇଁ ଆମେ ବହୁ ବ୍ୟବସ୍ଥା କରିଥାଉ,…

ଆଇଏସ୍ ଅଫିସରଙ୍କ ପାଇଁ ଅଟୋ ଡ୍ରାଇଭର ପାଲଟିଲେ ଡାକ୍ତର !

କର୍ଣ୍ଣାଟକ: ପଢିଛନ୍ତି ଡାକ୍ତରୀ ପାଠ । ପେଶା ବି ଥିଲା ଡାକ୍ତର । ହେଲେ ଏବେ ଅଟୋ ଡ୍ରାଇଭର । ଖାସ ଜଣେ ଆଇଏସ୍ ଅଫିସରଙ୍କ ପାଇଁ । ଏହି ସମସ୍ତ ଧାଡି ପଢିବାକୁ ଅଖାଡୁଆ ଲାଗୁଥିବ । ହେଲେ ଘଟଣା ଭିତରରେ ରହସ୍ୟ ଜାଣିଲେ ଆପଣ ବି ତାଜୁବ ହୋଇଯିବେ । ୫୩ ବର୍ଷୀିୟ ଡାକ୍ତର ରବିନ୍ଦ୍ରନାଥ ।…

ଆଜୀବନ ନିରୋଗ ରଖିବ ଆୟୁର୍ବେଦ…

ଭୁବନେଶ୍ୱର: ବିଶ୍ଵରେ ଆଧୁନିକ ଚିକିତ୍ସା ବିଜ୍ଞାନ କାୟା ବିସ୍ତାର କରିଚାଲିଛି । ତେବେ ଆଧୁନିକ ଚିକିତ୍ସା ସହିତ ଆମ ଦେଶରେ ଆୟୁଷ ଚିକିତ୍ସା (ଆୟୁର୍ବେଦ, ଯୋଗ ଓ ପ୍ରାକୃତିକ ଚିକିତ୍ସା, ହୋମିଓପାଥି)ର ସ୍ଥିତି ମଧ୍ୟ ଅତୁଟ ରହିଛି। ଆୟୁର୍ବେଦ ଏକ ପ୍ରାଚୀନ ଭାରତୀୟ ଚିକିତ୍ସାବିଜ୍ଞାନ ।…

ସୁସ୍ଥ ଆଖି ପାଇଁ ନିଅନ୍ତୁ ଏଭଳି ଯତ୍ନ

ଭୁବନେଶ୍ୱର: ଆଜିକାର ସମୟରେ ଅନେକ ବ୍ୟକ୍ତି ମୋବାଇଲ ଓ ଲାପଟପରେ ଅଧିକ ସମୟ ବିତାଉଥିବା ଜଣାପଡିଛି । ଯାହା ଫଳରେ ଏହାର ପ୍ରଭାବ ଆଖି ଉପରେ ପଡିଥାଏ । ଯେଉଁଥିପାଇଁ ଆଖି ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ଜାଣନ୍ତୁ କିପରି ଭାବେ ଆଖିର ଯତ୍ନ ନେବେ... କମ୍ପ୍ୟୁଟର କିମ୍ବା…

ସ୍ପୁଟନିକ ଟୀକାର ଫେଜ ୩ ପରୀକ୍ଷଣ ଓ ଉତ୍ପାଦନ ପାଇଁ ଭାରତର ସହାୟତା ଲୋଡୁଛି ରୁଷିଆ

ନୂଆଦିଲ୍ଲୀ: ସ୍ପୁଟନିକ୍ ଭି ଟିକା ପ୍ରସ୍ତୁତ କରିବା ଏବଂ ଦେଶରେ ଫେଜ୍-୩ ପରୀକ୍ଷଣ କିମ୍ବା ତତ୍ସମ୍ବନ୍ଧୀୟ ଅଧ୍ୟୟନ ପାଇଁ ରୁଷିଆ ସରକାର ଭାରତର ସହାୟତା ଲୋଡିଛନ୍ତି ବୋଲି ମଙ୍ଗଳବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସ୍ପୁଟ୍ନିକ୍ ଭି, ଆଡେନୋଭାଇରସ୍ ଭେକ୍ଟର-ଆଧାରିତ ଟିକା ଯାହା ଗାମାଲିଆ…

ରାଉଲକେଲା ରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

ରାଉଲକେଲା: ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ଅତିରିକ୍ତ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶ୍ରୀ ପ୍ରଦୀପ୍ତ ମହାପାତ୍ର ଆଜି ରାଉଲକେଲା ରେ ପହଞ୍ଚିଛନ୍ତି । ସେମାନେ ଜିଲ୍ଳାରେ ଚାଲିଥିବା କୋଭିଡ ପରିଚାଳନା ର ଯାଞ୍ଚ କରିଛନ୍ତି । ହାଇଟେକ ହସ୍ପିଟାଲ, ଜୟ ପ୍ରକାଶ…

ମାନସିକ ଅବସାଦରେ ରହୁଛନ୍ତି କି? 

ଭୁବନେଶ୍ୱର:  କରୋନା ପାଇଁ ସାରା ଦେଶରେ ଏବେ ସଙ୍କଟ । ବିଭିନ୍ନ ସମସ୍ୟାକୁ ନେଇ ଲୋକମାନେ ଅବସାଦରେ ଅଛନ୍ତି । କେତେ ଲୋକ ରୋଜଗାର ହରାଉଥିବା ବେଳେ କେତେ ଲୋକ ମାନସିକ ସନ୍ତୁଳନ ହରାଉଛନ୍ତି । ଅବସାଦ ଯୋଗୁଁ ଅନେକ ଆତ୍ମହତ୍ୟାର ବାଟ ବାଛି ନେଉଛନ୍ତି। ଏହାସହ ସାଧାରଣ ଜୀବନରେ ଆପଣ ସୁସ୍ଥ…

ମଧୁମେହ ରୋଗୀଙ୍କ ପାଇଁ କିଛି ଉପକାରୀ ଫଳ!

ଭୁବନେଶ୍ୱର: ଡାଇବେଟିସ୍ ତଥା ମଧୁମେହ ରୋଗରୁ ସୁସ୍ଥ ରହିବାର ମୂଳ ମନ୍ତ୍ର ହେଉଛି ସନ୍ତୁଳିତ ଆହାର । କେବଳ ସନ୍ତୁଳିତ ଆହାର ଦ୍ୱାରା ଶରୀରରେ ସୁଗାରର ସ୍ତରକୁ ନିୟନ୍ତ୍ରିତ କରାଯାଇପାରେ । ଏକ୍ସପର୍ଟଙ୍କ ମତରେ ମଧୁମେହ ରୋଗୀମାନେ ମଧ୍ୟ ଫଳ ଖାଇପାରିବେ । ଜାଣନ୍ତୁ ମଧୁମେହ ରୋଗୀଙ୍କ ପାଇଁ…

ସାବଧାନ! ଆରାମ ବଦଳରେ ଯନ୍ତ୍ରଣା ଦେଇ ପାରେ ପେନ କିଲର

ଭୁବନେଶ୍ୱର: ଶରୀରର କିଛି ଅଂଶରେ ଯଦି ଅସହ୍ୟ ପୀଡା ହୁଏ ତେବେ ଏଥିରୁ ମୁକ୍ତି ପାଇଁ ଆମେ ପେନ କିଲର ଖାଇଥାଉ। ଏହା ଖୁବ୍‌ କମ୍‌ ସମୟରେ ଯନ୍ତ୍ରଣାରୁ ମୁକ୍ତି ଦେଉଥିବା ବେଳେ ଶରୀର ପାଇଁ ଏହା ଅତ୍ୟନ୍ତ ହାନିକାରକ ହୋଇଥାଏ। ଅଧିକାଂଶ ଲୋକେ ଆଣ୍ଠୁଗଣ୍ଠି ଦରଜ ହେବା ମାତ୍ରେ ପେନକିଲର ଖାଇଥାନ୍ତି।…

ଦେହ ପାଇଁ କେତେ ଉପକାରୀ ତେନ୍ତୁଳି…

ଭୁବନେଶ୍ୱର: ପାଟିକୁ ଖଟା ଲାଗିଲେ ସୁଦ୍ଧା ଦେହ ପାଇଁ ହିତକର ତେନ୍ତୁଳି । ଏହାକୁ ସାଧାରଣତଃ ଖଟା କିମ୍ବା ଆଚାର ପ୍ରସ୍ତୁତି ରେ ବ୍ୟବହାର କରାଯାଇଥାଏ। ତେନ୍ତୁଳିରେ ଥିବା ଭିଟାମିନ୍‌ ଇ’, ସି’ ଓ ବି’ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇଥାଏ। ତେନ୍ତୁଳିରେ ଥିବା ଫାଇବର୍‌ ଖାଦ୍ୟ ହଜମରେ…