Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

କ’ଣ ଆପଣ ମଧ୍ୟ ଡିପ୍ରେସନର ଶିକାର ହୋଇଛନ୍ତି, ଜାଣନ୍ତୁ ଏହିସବୁ ଲକ୍ଷଣରୁ

ଭୁବନେଶ୍ୱର: ବଦଳୁଥିବା ଜୀବନଶୈଳୀ ତଥା କାମର ଚାପ ଅନେକ ଲୋକଙ୍କୁ ଡିପ୍ରେସନ ବା ଅବସାଦ ମଧ୍ୟକୁ ଟାଣି ନେଉଛି । ପୂର୍ବପେକ୍ଷା ବର୍ତ୍ତମାନ ଅଧିକାଂଶ ବ୍ୟକ୍ତି ବିଷାଦ ବା ଡିପ୍ରେସନର ଶିକାର ହୋଇଥିବାର ଦେଖିବାକୁ ମିଳୁଛି । ପୂର୍ବରୁ ସାଧାରଣତଃ ବିଷାଦକୁ ପାଗଳାମି ସହିତ ତୁଳନା କରାଯାଉଥିଲା ।…

ଅନେକ ରୋଗରୁ ଉପଶମ ଦେବ ନଡ଼ିଆ ପାଣି..

ଭୁବନେଶ୍ୱର: ବହୁ ଗୁଣର ଅଧିକାରୀ ନଡ଼ିଆ । ଏହାର ପାଣି ଆମ ଶରୀର ପାଇଁ ବେଶ୍ ହିତକାରକ। ନଡ଼ିଆ ପାଣିରେ ଅନେକ ପରିମାଣରେ ଖଣିଜ ଲବଣ ରହିଥାଏ। ଏହା ପିଇଲେ ଆମ  ଶରୀରକୁ ଅନେକ ଶକ୍ତି ମିଳିଥାଏ। ଏହା ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ। ଫଳରେ ଶରୀରରେ କୌଣସି ରୋଗ ହେବାର ଆଶଙ୍କା କମ୍…

ଷ୍ଟ୍ରୋକ କଣ? କିପରି କରିବେ ଏହାର ପ୍ରାଥମିକ ଚିକିତ୍ସା

ଭୁବନେଶ୍ୱର: ଏହି ଅବସ୍ଥା ସାଧାରଣ ବୟସ୍କ ବ୍ୟକ୍ତି, ଉଚ୍ଚ ରକ୍ତଚାପ ଥିବା ରୋଗୀ ଏବଂ ଦୁର୍ଘଟଣାରେ ଆଘାତ ହୋଇଥିବା ବ୍ୟକ୍ତିମାନଙ୍କଠାରେ ଦେଖାଯାଇଥାଏ । ମସ୍ତିଷ୍କକୁ ରକ୍ତ ପ୍ରଦାନ କରୁଥିବା ନଳୀ ଅବରୁଦ୍ଧ ହୋଇ କିମ୍ବା ଫାଟିଯାଇ ମସ୍ତିଷ୍କର ଷ୍ଟ୍ରୋକ ଅବସ୍ଥା ସୃଷ୍ଟି କରିଥାଏ । ଏହା ଏକ…

ନିମ ଫୁଲରେ ଭରି ରହିଛି ଅନେକ ଔଷଧୀୟ ଗୁଣ..

ଭୁବନେଶ୍ୱର: ପାଟିକୁ କଡା ଲାଗୁଥିବା ନିମ ଗଛର ରହିଛି ଅନେକ ଔଷଧୀୟ ଗୁଣ । ଏହାର ପତ୍ର ଫୁଲ, ଛାଲି ଏବଂ ଚେରକୁ ବିଭିନ୍ନ ରୋଗର ଔଷଧ ଭାବରେ ବ୍ୟବହାର କରାଯାଇଥାଏ । ତେବେ ଏହି ନିମ ପତ୍ର ଓ ଫୁଲରେ ଅନ୍ୟାନ୍ୟ କେଉଁ ରୋଗ ପ୍ରତିରୋଧକ ଶକ୍ତି ଅଛି ଆସନ୍ତୁ ଜାଣିବା । ଏକ ମୁଠା ନିମ ଫୁଲକୁ…

କିଭଳି ପାଇବେ ଶୁଦ୍ଧ ବିଚାର ଏବଂ ସୁସ୍ଥ ମନ…

ଭୁବନେଶ୍ୱର: ମନ ଏବଂ ଶରୀର ପରସ୍ପର ପରିପୂରକ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସାତ୍ତ୍ଵିକ ଓ ପୁଷ୍ଟିକର ଆହାର ଯେତିକି ଆବଶ୍ୟକ ମାନସିକ ସୁସ୍ଥାତା ମଧ୍ୟରେ ସେତିକି ଅଧିକ ଆବଶ୍ୟକ । ଅନିଦ୍ରା, ଉଚ୍ଚ ରକ୍ତଚାପ, ହୃଦରୋଗ, କ୍ୟାନସର ଓ କୋଲାଇଟିସ୍ ଆଦି ମାରାତ୍ମକ ରୋଗଗୁଡିକ ମାନସିକ ଅସୁସ୍ଥାତା…

ଯାତ୍ରା ସମୟରେ ବାନ୍ତି ଲାଗୁଛି କି; ଜାଣନ୍ତୁ କିପରି ପାଇବେ ମୁକ୍ତି

ଭୁବନେଶ୍ୱର: ଅନେକ ଲୋକ ବୁଲିବାକୁ ତ ପସନ୍ଦ କରନ୍ତି କିନ୍ତୁ ବାନ୍ତି ଭୟରେ ବୁଲି ଯାଇ ପାରନ୍ତି ନାହିଁ । ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ଆପଣଙ୍କ ରୋଷେଇ ଘରେ ହିଁ ଅଛି ଏହାର ଉପଚାର । ଯାହାକୁ ବ୍ୟବାହାର କଲେ ଯାତ୍ରା ସମୟରେ ବାନ୍ତି ସମସ୍ୟାରୁ ମୁକ୍ତି ପାଇପାରିବେ । ଘରୋଇ ଉପଚାର…

କିପରି କରିବେ ମାନସିକ ଚାପର ମୁକାବିଲା

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନରେ ମନୁଷ୍ୟ ପ୍ରତ୍ୟେକ ଦିନ ମାନସିକ ଚାପରେ ସମ୍ମୁଖୀନ ହେଉଛି । ତେବେ ସବୁବେଳେ ମାନସିକ ଚାପ ମଣିଷ ପ୍ରତି କ୍ଷତିକାରକ ନହୋଇ ସହାୟକ ହୋଇଥାଏ । ଏହା ଦ୍ଵାରା ମନୁଷ୍ୟର କାର୍ଯ୍ୟ ଦକ୍ଷତା ବୃଦ୍ଧି   ପାଇଥାଏ । ଆମ ଦେଶରେ ପ୍ରାୟ ୨୦ ରୁ ୩୦ ପ୍ରତିଶତ ଲୋକଙ୍କ…

ଏହି ବ୍ଲଡ଼ଗ୍ରୁପ ଲୋକଙ୍କ ଠାରେ ହୃଦଘାତର ସମ୍ଭାବନା କମ୍

ଭୁବନେଶ୍ୱର: ବଦଳୁଥିବା ଜୀବନଶୈଳୀ ଯୋଗୁ ଅନେକ ଲୋକ ଅନେକ ଅସୁବିଧାକୁ ସମ୍ନା କରୁଛନ୍ତି। ଏଥିପାଇଁ ନାନାଦି ରୋଗର ସାମ୍ନା ମଧ୍ୟ କରିବାକୁ ପଡୁଛି। ଏଥିପାଇଁ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖିବାକୁ ମିଳୁଛି । ଅଧିକ ଷ୍ଟ୍ରେସ ଓ ଚାପ ଯୋଗୁଁ ଏବେ ହାର୍ଟ ଆଟାକ ବା ହୃଦଘାତ ଭଳି ସମସ୍ୟା…

ହାର୍ଟଆଟାକ କ’ଣ ? କିପରି କରିବେ ଏହାର ପ୍ରାଥମିକ ଚିକିତ୍ସା, ଜାଣନ୍ତୁ

ଭୁବନେଶ୍ୱର: ଆଜିର ସମୟରେ ଅନେକ ଲୋକ ହାର୍ଟ ରୋଗରେ ପୀଡ଼ିତ ଥିବା ଦେଖିବାକୁ ମିଳୁଛି।  ବ୍ୟସ୍ତ ବହୁଳ ଜୀବନ ସହ ଅନିୟମିତ ଜୀବନଶୈଳୀ ଏସବୁର ମୁଖ୍ୟ କାରଣ ବୋଲି ଦର୍ଶାଯାଉଛି । ତେବେ କଣ ଏହି ହାର୍ଟଆଟାକ ? କିଭଳି କରିବେ ଏହାର ପ୍ରାଥମିକ ଉପଚାର ଆସନ୍ତୁ ଜାଣିବା... ହାର୍ଟଆଟାକ କଣ?…

କରୋନା ସଂକ୍ରମଣର ଭୟ ରହୁଛି କି? ଆୟୁର୍ବେଦରୁ ପାଇବେ ଉପଶମ !

ଭୁବନେଶ୍ୱର: କରୋନା ଜ୍ୱାଳାରେ ଜଳୁଛି ସମଗ୍ର ବିଶ୍ୱ । ଏହି ସମୟରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । କରୋନା ସଂକ୍ରମଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବାବେଳେ କେତେକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା…