Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ମସ୍ତିଷ୍କ ପକ୍ଷାଘାତ (ସେରେବ୍ରାଲ ପାଲସି): କାରଣ, ଲକ୍ଷଣ, ନିରୂପଣ ଓ ଚିକିତ୍ସା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ସର୍ବେକ୍ଷଣ ଅନୁସାରେ ବିଶ୍ୱ ସମୁଦାୟର ହାରାହାରି ୧୦ ଭାଗ ଲୋକ କିଛି ନା କିଛି ଅକ୍ଷମତାର ଶିକାର ହୋଇଥାନ୍ତି । ଭାରତରେ ଏହା ଜନସଂଖ୍ୟାର ୩.୮ ପ୍ରତିଶତ. ବିଭିନ୍ନ ଅକ୍ଷମତା ମଧ୍ୟରୁ ମସ୍ତିଷ୍କ ପକ୍ଷାଘାତ ଅନ୍ୟତମ ଏବଂ ବିଶ୍ୱ ଅକ୍ଷମତାର ପାଖାପାଖି ୧୫ରୁ ୨୦…

ଅମୃତଭଣ୍ଡାରେ ଭରି ରହିଛି ଏହିସବୁ ଅଦ୍ଭୁତ ଚମତ୍କାରୀତା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର: କଞ୍ଚା ଅମୃତଭଣ୍ଡା ଆମ ଶରୀର ପାଇଁ ଖୁବ୍ ହିତକାରୀ। ଏଥିରେ ଭିଟାମିନ୍ ଏ,ସି ଓ ଇ ଭରପୂର ମାତ୍ରାରେ ଥାଏ। କରୋନାର ଏହି ଜଟିଳ ପରିସ୍ଥିତିରେ ଆମ ଶରୀରକୁ ଭିଟାମିନର ଆବଶ୍ୟକତା ଅନେକ ରହିଛି । ଅମୃତଭଣ୍ଡା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ମଜଭୁତ୍ କରିଥାଏ। ଲିଭରକୁ ସୁସ୍ଥ…

କାହିଁକି ଆତ୍ମହତ୍ୟା ଭଳି ବଡ଼ ପଦକ୍ଷେପ ନିଅନ୍ତି ଛୋଟ ପିଲା; ଜାଣନ୍ତୁ କାରଣ

ଭୁବନେଶ୍ୱର: ସାଧାରଣତଃ ଅନେକ ସମୟରେ ଖବର ଶୁଣିବାକୁ ମିଳେ କି ଖୁବ୍ କମ୍ ବୟସର ପିଲାମାନେ କୌଣସି ନା କୌଣସି କାରଣରୁ ଆତ୍ମହତ୍ୟା ଭଳି ବଡ ପଦକ୍ଷେପ ଉଠାଇଥାନ୍ତି । କିନ୍ତୁ କେବେ ଚିନ୍ତା କରିଛନ୍ତି ସେମାନେ ଏହି ରାସ୍ତାକୁ କାହିଁକି ଚୟନ କରିଥାନ୍ତି ? ଆଜି ଆମେ ଆପଣଙ୍କୁ ଏହାର କିଛି…

‘ୱାଲ୍ଡ ହାର୍ଟ ଡେ’ରେ ଜାଣନ୍ତୁ କିପରି ରଖିବେ ନିଜ ହୃଦୟକୁ ଫିଟ୍‌…

ନୂଆଦିଲ୍ଲୀ: ବିଶ୍ୱ ହୃଦୟ ସଂଗଠନ ପକ୍ଷରୁ ସେପ୍ଟେମ୍ବର ୨୯ ତଥା ଆଜିର ଦିନକୁ ସାରା ବିଶ୍ୱରେ ‘ବିଶ୍ୱ ହୃଦୟ ଦିବସ’ ରୂପେ ପାଳନ କରାଯାଇଥାଏ । ବିଶ୍ୱ ହୃଦୟ ଦିବସ ଅବସରରେ ଦୁନିଆର ସବୁ ଲୋକଙ୍କ ମଧ୍ୟରେ ନିଜ ହୃଦୟକୁ ସୁସ୍ଥ ଓ ଫିଟ୍ ରଖିବା ପାଇଁ ସଚେତନତା ସୃଷ୍ଟି କରିବା ଏହାର ମୂଳ…

ଆଜି ‘ୱାଲ୍ଡ ହାର୍ଟ ଡେ’; କ’ଣ ରହିଛି ଉଦେଶ୍ୟ, ଜାଣନ୍ତୁ…

ଭୁବନେଶ୍ୱର: ହୃଦ୍‌ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ 'ବିଶ୍ୱ ହୃଦୟ ଦିବସ' ପାଳନ କରାଯାଏ । ଲୋକଙ୍କ ମଧ୍ୟରେ ଏକ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଏବଂ ହୃଦ୍ ରୋଗର ଗମ୍ଭୀରତା ବିଷୟରେ ସେମାନଙ୍କୁ ଅବଗତ କରାଇବା ଏହି ଦିନର ମୂଳ…

ଗଙ୍ଗଶିଉଳିର ଉପକାରିତା ସମ୍ପର୍କରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ !

ଭୁବନେଶ୍ୱର:ଗଙ୍ଗଶିଉଳୀ ବା ଶେଫାଳିକୁ ଇଂରାଜୀରେ ‘କୁଇନ୍‌ ଅଫ ନାଇଟ୍‌’ ବା କୋରାଲ ଜାସ୍‌ନିମ୍‌ ବା ସରୋପୁଲ୍‌ଟ୍ରି କହାଯାଏ । ଉଦ୍ଭିଦ ବିଜ୍ଞାନ ପରିଭାଷାରେ ନିକ୍ଟାନ୍‌ଥେସ୍‌ ଆରବୋରଟ୍ରିସ୍‌ଟିସ୍‌ ‌। ନିକ୍ଟାନ୍‌ଥେସ୍‌’ର ଅର୍ଥ ରାତିର ଫୁଲ ଓ ଆର୍‌ବୋରଟ୍ରିସ୍‌ଟିସ୍‌’ର ଅର୍ଥ ‘ଦୁଃଖ ଗଛ’ ।…

ଗଳା ବସି ଯାଇଛି କି? ଜାଣନ୍ତୁ କ’ଣ କରିବେ

ଭୁବନେଶ୍ୱର: ଋତୁ ପରିବର୍ତ୍ତନ ତଥା ଥଣ୍ଡା ହେଲେ ଅଧିକାଂଶ ଲୋକଙ୍କର ତଣ୍ଟି ବସିଯିବା ଦେଖା ଯାଇଥାଏ । ଏହାଦ୍ୱାରା ଅନେକ ସମସ୍ୟା ଦେଖା ଯାଇଥାଏ । ଗଳା ବସି ଗଲେ ଠିକ୍ ଭାବେ କଥା ହେବାରେ ଅସୁବିଧା ପରିଲକ୍ଷିତ ହୋଇଥାଏ। ଯାହା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଔଷଧ ମଧ୍ୟ ଖାଇଥାନ୍ତି ।…

ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ଯୁଆଣି, ଜାଣନ୍ତୁ

ଭୁବନେଶ୍ୱର: ଏହାକୁ କିଏ ନ ଜାଣେ। ଔଷଧୀୟ ଗୁଣରେ ଭରପୂର ଯୁଆଣି। ଖାଦ୍ୟ ପ୍ରସ୍ତୁତିରେ ଯୁଆଣିର ବ୍ୟବହାର କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ପେଟ ଜନିତ ସମସ୍ୟା ମଧ୍ୟ ଦୂର କରେ। ଯୁଆଣି ପାଣି ପ୍ରତିଦିନ ସକାଳେ ଖାଲି ପେଟରେ ପିଇଲେ ପୂରା ଶରୀରକୁ ଲାଭ ମିଳିଥାଏ। ତେବେ ଆସନ୍ତୁ ଜାଣିବା ଯୁଆଣି…

ମଡ଼୍ ଥେରାପିର ଉପକାରିତା ସମ୍ପର୍କରେ ଜାଣନ୍ତୁ…

ଭୁବନେଶ୍ୱର: କୁହାଯାଏ ମଣିଷ ଶରୀର ମାଟିରେ ଗଢ଼ା । ମାଟି ହେଉଛି ପ୍ରକୃତିର ଏକ ଗୁରୁତ୍ଵପୂର୍ଣ୍ଣ ଉପାଦାନ । ପୃଥିବୀ ଗଠନ ହୋଇଥିବା ପାଞ୍ଚଟି ଉପାଦାନ ମଧ୍ୟରୁ ମାଟି ଅନ୍ୟତମ । ଏହି ୫ଟି ଉପାଦାନକୁ ନେଇ ପ୍ରାକୃତିକ ଚିକିତ୍ସା କରାଯାଉଛି । ପ୍ରାକୃତିକ ଚିକିତ୍ସା ମଧ୍ୟରେ ମାଟିଚିକିତ୍ସା ବା…

ସୁସ୍ଥ ରହିବାର ସୂତ୍ର..

ଭୁବନେଶ୍ୱର: ସମୟ ସହିତ ବଦଳିଛି ଜୀନଧାରଣାର ଶୈଳୀ । ଆଧୁନିକତାକୁ ଆପଣାଇ ପାରମ୍ପରିକ ଢଙ୍ଗରେ ବଞ୍ଚିବାର ଧାରା ଠାରୁ କ୍ରମେ ଦୁରେଇବାରେ ଲାଗିଛନ୍ତି ଲୋକେ । ଯେମିତିକି ଉଷୁମ ଜଳ ପାନ ଓ ପ୍ରାତଃ ଧ୍ୟାନ ଭଳି କାର୍ଯ୍ୟ କରିବାକୁ ଯୁବପିଢିଙ୍କ ମଧ୍ୟରେ ଆଗ୍ରହ କମିବାରେ ଲାଗିଛି । କିନ୍ତୁ ସୁସ୍ଥ…