Latest Odisha News

BREAKING NEWS

Browsing Category

କ୍ରିକେଟ

ଜିମ୍ବାୱେ କ୍ରିକେଟର ହିଥ ଷ୍ଟ୍ରିକ ୮ ବର୍ଷ ପାଇଁ ବାସନ୍ଦ

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଜିମ୍ବାୱେର ପୂର୍ବତନ ଅଧିନାୟକ ତଥା କୋଚ ହିଥ ଷ୍ଟ୍ରିକଙ୍କୁ ୮ ବର୍ଷ ପାଇଁ ବାସନ୍ଦ କରିଛି । ୨୦୨୯ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ସେ କ୍ରିକେଟ ସହ କୌଣସି ପ୍ରକାର ଯୋଡି ହୋଇ ପାରିବେ ନାହିଁ । ଆଇସିସି ଦୁର୍ନୀତି ନିବାରଣ ନିୟମ ଉଲ୍ଲଂଘନ କରିଥିବା ଯୋଗୁ ସେ…

ରସେଲଙ୍କ ୫ ଉଇକେଟରେ ମୁମ୍ବାଇ ଧରାଶାୟୀ, କୋଲକାତା ସମ୍ମୁଖରେ ୧୫୩ ରନର ଲକ୍ଷ୍ୟ

ଚେନ୍ନାଇ:ଆନ୍ଦ୍ରେ ରସେଲଙ୍କ ଚମତ୍କାର ବୋଲିଂ ବଳରେ ଏଠାରେ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗର ଏକ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ୧୫୩ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୫୨ ରନ କରି ଅଲଆଉଟ ହୋଇ…

ଶତକ ହାସଲରୁ ରାହୁଲ ବଂଚିତ: ରାଜସ୍ଥାନ ସମ୍ମୁଖରେ ୨୨୨ ରନର ବିଶାଳ ଲକ୍ଷ୍ୟ

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ସୋମବାର ଲୋକେଶ ରାହୁଲ ଏବଂ ଦୀପକ ହୁଡାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପଞ୍ଜାବ କିଙ୍ଗସ ୨୨୨ ରନର ବିଜୟ ଲକ୍ଷ୍ୟ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ରଖିଛି । ଟସ୍ ଜିତି ରାଜସ୍ଥାନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ପଞ୍ଜାବ ୨୦…

ରାଜସ୍ଥାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ସୋମବାର ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଶୃଙ୍ଖଳିତ ଦଳ ପଞ୍ଜାବ କିଙ୍ଗ୍‌ସକୁ ଭେଟିବ । ଟସ୍ ଜିତି ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁସାମସନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ଷ୍ଟିଭ ସ୍ମିଥଙ୍କ ସ୍ଥାନରେ ସେ ଏବେ ଦଳର ନେତୃତ୍ୱ ଭାର…

ନୀତିଶଙ୍କ ବିସ୍ଫୋରକ ବ୍ୟାଟିଂ,ହାଇଦ୍ରାବାଦ ସମ୍ମୁଖରେ ୧୮୮ ରନର ଟାର୍ଗେଟ

ଚେନ୍ନାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ରବିବାର ନୀତିଶ ରଣାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ ରାଇଡର୍ସ ୧୮୮ ରନର ବିଜୟ ଲକ୍ଷ୍ୟ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି କୋଲକତା ୨୦ ଓଭରରେ ୬ ଉଇକେଟ ହରାଇ ୧୮୭ ରନ କରିଥିଲା । ଟସ୍ ଜିତି…

ଟସ୍ ଜିତି ବୋଲିଂ ନିଷ୍ପତି ନେଲା ହାଇଦ୍ରାବାଦ

ଚେନ୍ନାଇ: ଚଳିତ ଆଇପିଏଲରେ ରବିବାର ଆରମ୍ଭ ହେବାକୁ ଯାଉଛି ହାଇ ଭୋଲଟେଜ ମ୍ୟାଚ । ଏଥିରେ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ । ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣର ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ପିଚ୍…

ଆସନ୍ତୁ ଜାଣିବା ଧୋନୀଙ୍କ ଉପରେ ଦ୍ରାବିଡ କାହିଁକି ରାଗିଥିଲେ !

ମୁମ୍ବାଇ: ରାହୁଲ ଦ୍ରାବିଡ ରାଗୁଥିବା ଏକ ବିଜ୍ଞାପନର ଭିଡିଓ ଏବେ ସୋସିଆଲ ସାଇଟରେ ଭାଇରାଲ ହେଉଛି । ଏହା ଭାଇରାଲ ହେବାର ମୂଖ୍ୟ କାରଣ ହେଲା ଦ୍ରାବିଡ ପ୍ରାୟଥଃ ରାଗନ୍ତି ନାହିଁ । ଏହି ବିଜ୍ଞାପନର ପରେ ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ଏକ ମଜାଦାର କଥା…

ରାଇନାଙ୍କ ଅର୍ଦ୍ଧଶତକ, ଧୋନୀ ଫେଲ୍‌: ଦିଲ୍ଲୀ ସମ୍ମୁଖରେ ୧୮୯ ରନର ଟାର୍ଗେଟ ରଖିଲା ଚେନ୍ନାଇ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଶନିବାର ଅନୁଷ୍ଠିତ ମୁକାବିଲାରେ ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ୧୮୯ ରନର ବିଜୟ ଲକ୍ଷ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ରଖିଛି । ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ ।…

ଆଇପିଏଲ: ଆଜି ଧୋନୀ ବନାମ ପନ୍ତ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଜିର ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି । ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଅବଶ୍ୟ ଧୋନୀଙ୍କ ତୁଳନାରେ ପନ୍ତଙ୍କୁ ଏହି ମ୍ୟାଚରେ ବହୁତ…

ବାଙ୍ଗାଲୋର ସମ୍ମୁଖରେ ୧୬୦ ରନର ଲକ୍ଷ୍ୟ, ହର୍ଷଲଙ୍କୁ ୫ ଉଇକେଟ

ଚେନ୍ନାଇ: ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ଆଇପିଏଲ ଆରମ୍ଭ ହୋଇଯାଇଛି । ଉଦଘାଟନୀ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୧୬୦ ରନର ବିଜୟ ଲକ୍ଷ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମ୍ମୁଖରେ ରଖିଛି । ଟସ୍ ଜିତି ବାଙ୍ଗାଲୋର ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି…