Latest Odisha News

BREAKING NEWS

Browsing Category

କ୍ରିକେଟ

ନୂତନ କୀର୍ତିମାନ ସ୍ଥାପନ କଲେ ଆଫଗାନିସ୍ତାନ ସ୍ପିନର ରଶିଦ

କାବୁଲ: ଆଫଗାନିସ୍ତାନ ସ୍ପିନର ରଶିଦ ଖାଁ ରବିବାର ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ୨୧ତମ ଶତାବ୍ଦୀରେ ପ୍ରଥମ ଖେଳାଳି ଭାବେ ଗୋଟିଏ ଟେଷ୍ଟରେ ସର୍ବାଧିକ ୯୯.୨ ଓଭର ବୋଲିଂ କରିଛନ୍ତି । ଜିମ୍ବାୱେ ବିପକ୍ଷ ଟେଷ୍ଟରେ ସେ ଏହି କୀର୍ତିମାନ କରିଛନ୍ତି । ଏହା ପୂର୍ବରୁ ୧୯୯୮ରେ ଶ୍ରୀଲଙ୍କାର…

ଦିନିକିଆରେ ମିଥାଲୀଙ୍କ ଆଉ ଏକ ବିଶ୍ୱରେକର୍ଡ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ମିଥାଲୀ ରାଜ ଦିନିକିଆ କ୍ରିକେଟରେ ଆଉ ଏକ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ପ୍ରଥମ ମହିଳା ଖେଳାଳି ଭାବେ ସେ ସୀମିତ ଓଭର କ୍ରିକେଟରେ ୭୦୦୦ ରନ ପୂର୍ଣ୍ଣ କରିଛନ୍ତି । ୩୮ ବର୍ଷୀୟା ଏହି ଷ୍ଟାର ଖେଳାଳି ୨୧୩ ଦିନିକିଆରେ ୭୦୧୯ ରନ…

ମୁମ୍ବାଇ ଜିତିଲା ବିଜୟ ହଜାରେ ଟ୍ରଫି

ମୁମ୍ବାଇ: ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ଟାଇଟଲ ମୁମ୍ବାଇ ହାତେଇଛି । ରବିବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ମୁମ୍ବାଇ ୬ ଉଇକେଟରେ ଉତରପ୍ରଦେଶକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଉତରପ୍ରଦେଶ ୫୦ ଓଭରରେ ୪ ଉଇକେଟ ହରାଇ ୩୧୨ ରନ…

ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ଆଉ ଜୁଆ ଖେଳିବେନି ତ ଅଧିନାୟକ କୋହଲି !

ଅହମ୍ମଦାବାଦ:ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ କ୍ରିକେଟରେ ଅଧିନାୟକ ବିରାଟ କୋହଲିଙ୍କ ରୋହିତ ଶର୍ମାଙ୍କୁ ନ ଖେଳାଇବା ଜୁଆ ଭାରୀ ପଡିଥିଲା । ଶୋଚନୀୟ ଭାବେ ପରାଜିତ ହେବା ପରେ ଆଜି(ରବିବାର) ହେବାକୁ ଥିବା ଦ୍ୱିତୀୟ ଦିନିକିଆ ଜିତି ଟିମ୍‌ଇଣ୍ଡିଆ ସିରିଜରେ ତିଷ୍ଠି ରହିବାକୁ ଚାହିଁବ । ଶ୍ରେୟାଶ…

ରୋନାଲ୍ଡୋଙ୍କୁ ୨୫୨ କୋଟିରେ ବିକିବ ଯୁଭେଂଟସ

ଲିସବନ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କୁ ଯୁଭେଂଟସ କ୍ଲବ ଟ୍ରାନ୍ସଫର କରିବା ଲକ୍ଷ୍ୟରେ ରହିଛି । ରିପୋର୍ଟ ମୁତାବକ ଯୁଭେଂଟସ ୨୫୨ କୋଟିରେ ରୋନାଲ୍ଡୋଙ୍କୁ ଛାଡିବାକୁ ରାଜି ଅଛି । ୟୁଇଏଫଏ ଚାମ୍ପିୟନ୍ସ ଲିଗରେ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିବାରୁ କ୍ଲବ ଏହି…

ରୋହିତଙ୍କୁ ନ ଖେଳାଇବା ଟିମ୍ ଇଣ୍ଡିଆକୁ ମହଙ୍ଗା ପଡ଼ିଲା, ଏସବୁ କାରଣରୁ ହାରିଲା ପ୍ରଥମ ଟି-ଟ୍ୱେଣ୍ଟି

ଅହମ୍ମଦାବାଦ: ପ୍ରଥମ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆକୁ ୮ ଓ୍ୱିକେଟରେ ହରାଇଛି ଇଂଲଣ୍ଡ । ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତକୁ ଚାରିଆଡୁ ଏବେ ସମାଲୋଚନାର ଶିକାର ହେବାକୁ ପଡୁଛି । ଟେଷ୍ଟ ସିରିଜ ଜିତିବା ପରେ କୋହଲି ବାହିନୀ ଟି-ଟ୍ୱେଣ୍ଟିରେ ଏମିତି ଖେଳିବ କେହି କେବେ ଭାବି ନଥିଲେ ।…

ପ୍ରଥମେ ବ୍ୟାଟିଂ କରି ଅସୁବିଧାରେ ଟିମ୍ ଇଣ୍ଡିଆ

ଅହମ୍ମଦାବାଦ: ଏଠାରେ ଆରମ୍ଭ ହୋଇଥିବା ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ଜବାବରେ ଟିମ୍ ଇଣ୍ଡିଆ ବ୍ୟାଟିଂ ଆରମ୍ଭ କରି ଅସୁବିଧାରେ ପଡିଛି । ଖବର ହସ୍ତଗତ ହେଲା ବେଳକୁ ଭାରତ ୬ ଓଭରରେ ୨୨ ରନରେ ୩ଟି…

୧୦ ହଜାର ରନ୍ କ୍ଲବରେ ମିତାଲି ରାଜ, ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବରେ ରେକର୍ଡ

ନୂଆଦିଲ୍ଲୀ: ସିନିୟର ମହିଳା କ୍ରିକେଟର ମିତାଲି ରାଜଙ୍କୁ ଆଉ ଏକ ସଫଳତା । ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍ କ୍ଲବରେ ନିଜ ନାଁ ଲେଖାଇଛନ୍ତି । କ୍ରିକେଟର ସବୁ ଫର୍ମାଟରେ ୧୦ହଜାର ରନ୍ ସଂଗ୍ରହ କରିବାରେ ମିତାଲି ହୋଇଛନ୍ତି ଦେଶର ପ୍ରଥମ ମହିଳା କ୍ରିକେଟର । ସେହିପରି ବିଶ୍ୱରେ ଦ୍ୱିତୀୟ…

ବିଜୟ ହଜାରେ ଟ୍ରଫି: ମୁମ୍ବାଇ-ୟୁପି ଟାଇଟଲ ମୁକାବିଲା

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫି କ୍ରିକେଟ ଫାଇନାଲରେ ପ୍ରବେଶ କରିଛନ୍ତି ମୁମ୍ବାଇ ଓ ଉତରପ୍ରଦେଶ । ୧୪ରେ ଦିଲ୍ଲୀରେ ଉଭୟ ଦଳ ମଧ୍ୟରେ ଫାଇନାଲ ମୁକାବିଲା ହେବ । ପ୍ରଥମ ସେମିଫାଇନାଲରେ ଉଭରପ୍ରଦେଶ ୫ ଉଇକେଟରେ ଗୁଜରାଟକୁ ପରାସ୍ତ କରିଥିଲା । ଗୁଜରାଟ ପ୍ରଥମେ ବ୍ୟାଟିଂ କରି ୪୮.୧ ଓଭରରେ ୧୮୪…

ବିଜୟ ହଜାରେ ଟ୍ରଫିରେ ଆଉ ଏକ ରେକର୍ଡ କଲେ ପୃଥ୍ୱୀ ଶ’

ମୁମ୍ବାଇ: ଚଳିତ ବିଜୟ ହଜାରେ ଟ୍ରଫି କ୍ରିକେଟରେ ପୃଥ୍ୱୀ ଶ’ ଗୋଟିଏ ପରେ ଗୋଟିଏ ରେକର୍ଡ କରିବାରେ ଲାଗିଛନ୍ତି । ମୁମ୍ବାଇର ଏହି ବ୍ୟାଟ୍ସମ୍ୟାନ ଗୋଟିଏ ସିଜନରେ ସର୍ବାଧିକ ରନ ସଂଗ୍ରହ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ୨୦୧୭-୧୮ରେ ମୟଙ୍କ ଅଗ୍ରୱାଲ ୭୨୩ ରନ କରିଥିବା ବେଳେ ପୃଥ୍ୱୀ…