Latest Odisha News

BREAKING NEWS

Browsing Category

କ୍ରିକେଟ

ମୋଟେରା ଟେଷ୍ଟରେ ଅଶ୍ୱିନୀଙ୍କ କୀର୍ତ୍ତିମାନ

ମୋଟେରା: ଭାରତର ଅଭିଜ୍ଞତା ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ଇଂଲଣ୍ଡ ବିପକ୍ଷ ଚଳିତ ଦିବାରାତ୍ର କ୍ରିକେଟ ଟେଷ୍ଟରେ ୨ଟି ଗୁରୁତ୍ୱପୂର୍ଣ୍ଣ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ୬୦୦ ଏବଂ ଟେଷ୍ଟ କ୍ରିକେଟରେ ୪୦୦ ଉଇକେଟ ଲ୍ୟାଣ୍ଡମାର୍କ ଅତିକ୍ରମ କରିଛନ୍ତି । ୧୭.୨…

ବୋଲରଙ୍କ ଭୂସ୍ୱର୍ଗ ପାଲଟିଛି ମୋଟେରା ପିଚ୍‌: ଭାରତ ୧୪୫ରନରେ ଅଲଆଉଟ

ମୋଟେରା: ଏଠାରେ ଚାଲିଥିବା ଦିବାରାତ୍ର କ୍ରିକେଟ ଟେଷ୍ଟରେ ଉଇକେଟ ପଡିବା ଧାରା ଜାରି ରହିଛି । ୨ଦିନ ମଧ୍ୟରେ ୨୪ ଉଇକେଟର ପତନ ଘଟିସାରିଛି । ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୧୧୨ ରନ ଜବାବରେ ଭାରତ ୧୪୫ ରନରେ ଅଲଆଉଟ ହୋଇଯାଇଛି । ରୋହିତ ଶର୍ମାଙ୍କ ୬୬ ରନର ଚମତ୍କାର ଇନିଂସ ବଳରେ ଭାରତ ପ୍ରଥମ…

ଆସନ୍ତୁ ଜାଣିବା ମୋଟେରାର ନମ୍ବରଗେମ୍‌

ମୋଟେରା: ଆଉ ଟିକିଏ ପରେ ମୋଟେରାରେ ନବନିର୍ମିତ ଷ୍ଟାଡିୟମରେ ଆରମ୍ଭ ହୋଇଯିବ ଭାରତ-ଇଂଲଣ୍ଡ ଦିବାରାତ୍ର ଟେଷ୍ଟ । ପୁରୁଣା ଷ୍ଟାଡିୟମରେ ୧୨ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା । ଏଠାକାର ପିଚ୍ ସ୍ପିନରଙ୍କୁ ସୁହାଇଥାଏ । ଆସନ୍ତୁ ଜାଣିବା ମୋଟେରା ପିଚର ନମ୍ବର ଗେମ୍ ସମ୍ପର୍କରେ... ୧. ଭାରତ ଏହି…

ଆନ୍ତଃଜିଲ୍ଲା ୧୯ ବର୍ଷରୁ କମ୍ କ୍ରିକେଟ: ଭୁବନେଶ୍ୱର-ଏ ଚାମ୍ପିୟନ

ଭୁବନେଶ୍ୱର: ଟାଙ୍ଗିର ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡରେ ମଙ୍ଗଳବାର ଓଡିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଆନ୍ତଃଜିଲ୍ଲା ୧୯ ବର୍ଷରୁ କମ୍ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲରେ ଭୁବନେଶ୍ୱର ଏ ୬ ଉଇକେଟରେ କଟକ ଏକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ପ୍ରଥମେ ବ୍ୟାଟିଂ…

ଭାରତ-ଇଂଲଣ୍ଡ ଦିବାରାତ୍ର ଟେଷ୍ଟ: ଉମେଶ, ହାର୍ଦ୍ଦିକଙ୍କ ପକ୍ଷରୁ କାହାକୁ ଖେଳାଯିବ ସେ ନେଇ ଦ୍ୱନ୍ଦ୍ୱରେ ଟିମ୍ ଇଣ୍ଡିଆ

ମୋଟେରା: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ବୁଧବାର ମୋଟେରାର ଭବ୍ୟ ଷ୍ଟାଡିୟମରେ ଖେଳାଯିବ । ଏହି ଦିବାରାତ୍ର ମୁକାବିଲାରେ ଉମେଶ ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରୁ ଚୂଡାନ୍ତ ଏକାଦଶରେ କାହାକୁ ସାମିଲ କରାଯିବ ସେ ନେଇ ଟିମ୍ ଇଣ୍ଡିଆ ମ୍ୟାନେଜମେଂଟ ଦ୍ୱନ୍ଦ୍ୱରେ…

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଥରଙ୍ଗା

କଲମ୍ବୋ: ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ ଉପୁଲ ଥରଙ୍ଗା ମଙ୍ଗଳବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୦୧୯ ପରଠାରୁ ସେ ଆଉ ଜାତୀୟ ଦଳର ନିୟମିତ ସଦସ୍ୟ ହୋଇପାରୁ ନ ଥିଲେ । କ୍ରିକେଟକୁ ଅଲବିଦା କହିବା ମୋ ପାଇଁ ସବୁଠାରୁ କଷ୍ଟକର କାର୍ଯ୍ୟ ଥିଲା ବୋଲି ସେ ଏହି ଅବସରରେ…

ଫିଟନେସ ଟେଷ୍ଟରେ ଉମେଶ ପାସ୍‌, ବାକି ୨ଟି ଟେଷ୍ଟ ପାଇଁ ଭାରତୀୟ ଦଳରେ ସାମିଲ

ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଉମେଶ ଯାଦବ ଫିଟନେସ ଟେଷ୍ଟରେ ପାସ୍ ହୋଇଛନ୍ତି । ଫଳରେ ତାଙ୍କୁ ଇଂଲଣ୍ଡ ବିପକ୍ଷ ବାକି ଥିବା ୨ଟି ଟେଷ୍ଟ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି । ବିସିସିଆଇ ପକ୍ଷରୁ ସୋମବାର ଟୁଇଟ କରି ଏ ସମ୍ପର୍କରେ ସୂଚନା ଦିଆଯାଇଛି । ୪ ମ୍ୟାଚ ବିଶିଷ୍ଟ…

ବିଜୟ ହଜାରେ ଟ୍ରଫି: ଓଡିଶାର କ୍ରମାଗତ ଦ୍ୱିତୀୟ ପରାଜୟ

ଭୁବନେଶ୍ୱର: ବେଙ୍ଗାଲୁରରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ଏଲିଟ ଗ୍ରୁପ ସି’ର ଏକ ମୁକାବିଲାରେ ଓଡିଶାକୁ ୮ ଉଇକେଟରେ ରେଲୱେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୪୯.୩ ଓଭରରେ ୨୩୦ରେ ଅଲଆଉଟ ହୋଇ ଯାଇଥିଲା । ଅଙ୍କିତ ଯାଦବ(୪୮), ରାଜେଶ ଧୂପର (୩୬) ଓ…

ଘରୋଇ ପରିବେଶରେ ଧୋନୀଙ୍କ ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କ ନିକଟରେ ସୁଯୋଗ

ମୋଟେରା: ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ଆଉ ଏକ ରେକର୍ଡ ଭାଙ୍ଗିବା ସୁଯୋଗ ଉପନୀତ ହୋଇଛି । ଘରୋଇ ପରିବେଶରେ ଅଧିନାୟକ ଭାବେ ସର୍ବାଧିକ ଟେଷ୍ଟ ଜିତିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ସହ ସେ ସମକକ୍ଷ ହୋଇଛନ୍ତି ।…

କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବେ ଈଶାନ୍ତ

ମୋଟେରା: ଫେବୃୟାରୀ ୨୪ରେ ମୋଟେରାରେ ଭାରତ-ଇଂଲଣ୍ଡ କ୍ରିକେଟ ଦଳ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଭାରତର ସିନିୟର ପେସ ବୋଲର ଈଶାନ୍ତ ଶର୍ମା କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବେ । କପିଳ ଦେବଙ୍କ ପରେ ଭାରତର ଦ୍ୱିତୀୟ ଏବଂ ଓଭରାଲ ୧୧ତମ ପେସ ବୋଲର ଭାବେ ଏହି…