Latest Odisha News

BREAKING NEWS

Browsing Category

କ୍ରିକେଟ

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ: ଚେପକରେ ସ୍ପିନରଙ୍କ ଦାଦାଗିରି

ଚେନ୍ନାଇ: ଭାରତ-ଇଂଲଣ୍ଡ କ୍ରିକେଟ ଦଳ ମଧ୍ୟରେ ଟେଷ୍ଟ ସିରିଜ ଫେବୃୟାରୀ ୫ରୁ ଆରମ୍ଭ ହେବ । ପ୍ରଥମ ଟେଷ୍ଟ ଏଠାରେ ଖେଳାଯିବ । ଚେପକ ପିଚ୍ ସ୍ପିନରଙ୍କ ପାଇଁ ସର୍ବଦା ଭୂସ୍ୱର୍ଗ ପାଲଟିଛି । ଏଠାରେ ଖେଳା ଯାଇଥିବା ଟେଷ୍ଟ ମ୍ୟାଚରେ ସର୍ବାଧିକ ଉଇକେଟ ନେଇଥିବା ୧୦ ବୋଲରଙ୍କ ମଧ୍ୟରେ ୯ଜଣ ସ୍ପିନର…

ମାନସିକ ପୂରଣ ହେଲା, ଚୁଟି କାଟିଲେ ନଟରଜନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ ଦଳର ଐତିହାସିକ ସଫଳତା ପରେ ଦଳର ପେସ ବୋଲର ତ୍ୟାଗୀ ନଟରାଜନ ତାଙ୍କ ମାନସିକ ପୂରଣ ହୋଇଥିବା କହିଛନ୍ତି । ଭଗବାନ ମୁରଗାନଙ୍କ ମନ୍ଦିରରେ ସେ ସମ୍ପୂର୍ଣ୍ଣ ଭାବେ ଲଣ୍ଡା ହେବା ସହ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ନିଜ ଫଟୋ ଶେୟାର…

ଜୟ ଶାହ ହେଲେ ଏସିଆନ୍ କ୍ରିକେଟ କାଉନସିଲ ଅଧ୍ୟକ୍ଷ

ନୂଆଦିଲ୍ଲୀ: ବିସିସିଆଇ ସମ୍ପାଦକ ଜୟ ଶାହଙ୍କୁ ଶନିବାର ଆଉ ଏକ ଗୁରୁଦାୟିତ୍ୱ ମିଳିଛି । ସର୍ବ ସମ୍ମତି କ୍ରମେ ତାଙ୍କୁ ଏସିଆନ୍ କ୍ରିକେଟ କାଉନସିଲର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ବାଂଲାଦେଶର ନାଜମୁଲ ହାସନଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ତୁଲାଇବେ । କରୋନା ମହାମାରୀ ଯୋଗୁ ୨୦୨୦ରେ…

ଟିଏମସିର ୪ ବିଧାୟକ ଆଜି ବିଜେପିରେ ମିଶିବେ !

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନକୁ ଜିତିବା ପାଇଁ ବିଜେପି ଆପ୍ରାଣ ଉଦ୍ୟମ ଜାରି ରଖିଛି । ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ମମତା ବାନାର୍ଜୀଙ୍କ ଶକ୍ତ ଧକ୍କା ଦେବା ସହ ଟିଏମସିରୁ ଜଣକ ପରେ ଜଣେ ନେତା ଦଳ ଛାଡିବାରେ ଲାଗିଛନ୍ତି । ରିପୋର୍ଟ ମୁତାବକ ୪ ଜଣ ବିଧାୟକ ଆଜି ଦିଲ୍ଲୀରେ…

କୋହଲିଙ୍କଠାରୁ ଉପହାର ପାଇଁ ୱାର୍ଣ୍ଣରଙ୍କ ଝିଅ ଇଣ୍ଡି ବେଶ୍ ଖୁସି

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆର ଉପ ଅଧିନାୟକ ଡେଭିଡ ୱାର୍ଣ୍ଣର ବିସ୍ଫୋରକ ବ୍ୟାଟିଂ ସହ ସୋସିଆଲ ସାଇଟରେ ମଜାଦାର କାର୍ଯ୍ୟ ନେଇ ମଧ୍ୟ ବେଶ୍ ଲୋକପ୍ରିୟ । ଏବେ ସେ ନିଜ ଝିଅ ଇଣ୍ଡିରେ ଏପରି ଏକ ଫଟୋ ଛାଡିଛନ୍ତି ଯାହା କି ଭାଇରାଲ ହେବାରେ ଲାଗିଛି । ଇଣ୍ଡି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ…

୮୭ ବର୍ଷରେ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି କ୍ରିକେଟ ଆୟୋଜକ ହେବନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସୟେଦ ମୁସ୍ତାକ ଅଲୀ ଟ୍ରଫି ସଫଳତାର ସହ ଆୟୋଜନ କରିବା ପରେ ଅନ୍ୟ ଘରୋଇ ଟୁର୍ଣ୍ଣାମେଂଟ ଆଶା ସଂଚାର ହୋଇଛି । ତେବେ ବିସିସିଆଇ ସମୟର ଅଭାବରୁ ରଣଜୀ ଟ୍ରଫି ବଦଳରେ ବିଜୟ ହଜାରେ ଟ୍ରଫି କରିବା ପାଇଁ ନିଷ୍ପତି ନେଇଛି । ଫଳରେ ୮୭ ବର୍ଷ ପରେ ପ୍ରଥମ…

୫ ବର୍ଷରେ ସର୍ବଶ୍ରେଷ୍ଠ ରହିଛି ଟିମ୍ ଇଣ୍ଡିଆର ପ୍ରଦର୍ଶନ

ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ଏବେ ନ୍ୟୁଜିଲାଣ୍ଡ ପଛକୁୂ ଭାରତୀୟ କ୍ରିକେଟ ଦଳ ଦ୍ୱିତୀୟ ସ୍ଥାନରେ ରହିଛି । ୫ ବର୍ଷର ପ୍ରଦର୍ଶନ ବିଚାରକୁ ନେଲେ ଟିମ୍ ଇଣ୍ଡିଆ ଶ୍ରେଷ୍ଠ ସ୍ଥାନରେ ରହିଛି । ଏହା ମଧ୍ୟରେ ଭାରତ ୫୧ ଟେଷ୍ଟ ଖେଳି ୩୨ ବିଜୟ ଓ ୮ ଡ୍ର ରଖିଛି । ୧୧ ମ୍ୟାଚରେ ପରାଜିତ…

ମୋଟେରା ବିଶ୍ୱର ଏକମାତ୍ର ଷ୍ଟାଡିୟମ ଯେଉଁଠାରେ ୧୧ ମଲ୍ଟିପଲ ପିଚ୍ ରହିଛି

ମୋଟେରା: ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ କ୍ରିକେଟ ଟେଷ୍ଟ ଅହମ୍ମଦାବାଦର ମୋଟେରାରେ ଖେଳାଯିବ । ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମ ହେବା ସହ ମୋଟେରାରେ ସର୍ବାଧିକ ମଲ୍ଟିପଲ ପିଚ୍ ରହିଛି । ଏଥିରେ ଥିବା ୧୧ ପିଚରୁ ୫ରେ ନାଲି ମାଟି ଓ ୬ରେ କଳା ମାଟି ବ୍ୟବହାର କରାଯାଇଛି । ମେଲବୋର୍ଣ୍ଣରେ ଏହା…

ନାଗାଲ୍ୟାଣ୍ଡର ୧୬ ବର୍ଷୀୟ ବୋଲରଙ୍କୁ ଟ୍ରାଏଲ ପାଇଁ ଡକାଇଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ରେକର୍ଡ ୫ଥର ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସଂସ୍କରଣ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଯୁବ ଖେଳାଳିଙ୍କୁ ସର୍ବଦା ପ୍ରାଧାନ୍ୟ ଦେଇଥାଏ । ଏଥିଯୋଗୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମରାହଙ୍କ ପରି ଖେଳାଳି ଟିମ୍ ଇଣ୍ଡିଆ…

ଇଂଲଣ୍ଡ ସିରିଜରେ ୨୩ ଉଇକେଟ ହାସଲ କରି ନୂତନ ରେକର୍ଡ ଲକ୍ଷ୍ୟରେ ଅଶ୍ୱୀନ

ନୂଆଦିଲ୍ଲୀ: ପାଖାପାଖି ବର୍ଷେ ପରେ ଘରୋଇ ମାଟିରେ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି । ୪ ବର୍ଷ ତଳେ ଇଂଲଣ୍ଡକୁ ହରାଇ ଭାରତୀୟ ଦଳ ସିରିଜ ଜିତିଥିଲେ । ଏଥର ମଧ୍ୟ ଏକ ରୋମାଂଚକ ସିରିଜ ପ୍ରଶଂସକଙ୍କୁ ଅପେକ୍ଷା କରିଛି କହିଲେ ଭୁଲ ହେବ ନାହିଁ । ଏହି…