Latest Odisha News

BREAKING NEWS

Browsing Category

କ୍ରିକେଟ

୮୭ ବର୍ଷରେ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି କ୍ରିକେଟ ଆୟୋଜକ ହେବନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସୟେଦ ମୁସ୍ତାକ ଅଲୀ ଟ୍ରଫି ସଫଳତାର ସହ ଆୟୋଜନ କରିବା ପରେ ଅନ୍ୟ ଘରୋଇ ଟୁର୍ଣ୍ଣାମେଂଟ ଆଶା ସଂଚାର ହୋଇଛି । ତେବେ ବିସିସିଆଇ ସମୟର ଅଭାବରୁ ରଣଜୀ ଟ୍ରଫି ବଦଳରେ ବିଜୟ ହଜାରେ ଟ୍ରଫି କରିବା ପାଇଁ ନିଷ୍ପତି ନେଇଛି । ଫଳରେ ୮୭ ବର୍ଷ ପରେ ପ୍ରଥମ…

୫ ବର୍ଷରେ ସର୍ବଶ୍ରେଷ୍ଠ ରହିଛି ଟିମ୍ ଇଣ୍ଡିଆର ପ୍ରଦର୍ଶନ

ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ଏବେ ନ୍ୟୁଜିଲାଣ୍ଡ ପଛକୁୂ ଭାରତୀୟ କ୍ରିକେଟ ଦଳ ଦ୍ୱିତୀୟ ସ୍ଥାନରେ ରହିଛି । ୫ ବର୍ଷର ପ୍ରଦର୍ଶନ ବିଚାରକୁ ନେଲେ ଟିମ୍ ଇଣ୍ଡିଆ ଶ୍ରେଷ୍ଠ ସ୍ଥାନରେ ରହିଛି । ଏହା ମଧ୍ୟରେ ଭାରତ ୫୧ ଟେଷ୍ଟ ଖେଳି ୩୨ ବିଜୟ ଓ ୮ ଡ୍ର ରଖିଛି । ୧୧ ମ୍ୟାଚରେ ପରାଜିତ…

ମୋଟେରା ବିଶ୍ୱର ଏକମାତ୍ର ଷ୍ଟାଡିୟମ ଯେଉଁଠାରେ ୧୧ ମଲ୍ଟିପଲ ପିଚ୍ ରହିଛି

ମୋଟେରା: ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ କ୍ରିକେଟ ଟେଷ୍ଟ ଅହମ୍ମଦାବାଦର ମୋଟେରାରେ ଖେଳାଯିବ । ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମ ହେବା ସହ ମୋଟେରାରେ ସର୍ବାଧିକ ମଲ୍ଟିପଲ ପିଚ୍ ରହିଛି । ଏଥିରେ ଥିବା ୧୧ ପିଚରୁ ୫ରେ ନାଲି ମାଟି ଓ ୬ରେ କଳା ମାଟି ବ୍ୟବହାର କରାଯାଇଛି । ମେଲବୋର୍ଣ୍ଣରେ ଏହା…

ନାଗାଲ୍ୟାଣ୍ଡର ୧୬ ବର୍ଷୀୟ ବୋଲରଙ୍କୁ ଟ୍ରାଏଲ ପାଇଁ ଡକାଇଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ରେକର୍ଡ ୫ଥର ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସଂସ୍କରଣ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଯୁବ ଖେଳାଳିଙ୍କୁ ସର୍ବଦା ପ୍ରାଧାନ୍ୟ ଦେଇଥାଏ । ଏଥିଯୋଗୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମରାହଙ୍କ ପରି ଖେଳାଳି ଟିମ୍ ଇଣ୍ଡିଆ…

ଇଂଲଣ୍ଡ ସିରିଜରେ ୨୩ ଉଇକେଟ ହାସଲ କରି ନୂତନ ରେକର୍ଡ ଲକ୍ଷ୍ୟରେ ଅଶ୍ୱୀନ

ନୂଆଦିଲ୍ଲୀ: ପାଖାପାଖି ବର୍ଷେ ପରେ ଘରୋଇ ମାଟିରେ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି । ୪ ବର୍ଷ ତଳେ ଇଂଲଣ୍ଡକୁ ହରାଇ ଭାରତୀୟ ଦଳ ସିରିଜ ଜିତିଥିଲେ । ଏଥର ମଧ୍ୟ ଏକ ରୋମାଂଚକ ସିରିଜ ପ୍ରଶଂସକଙ୍କୁ ଅପେକ୍ଷା କରିଛି କହିଲେ ଭୁଲ ହେବ ନାହିଁ । ଏହି…

ବିବାହ ବନ୍ଧନରେ ଆବଦ୍ଧ ହେଲେ ବିଜୟ-ବୈଶାଳୀ

ଚେନ୍ନାଇ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ବିଜୟ ଶଙ୍କର ଏବଂ ବୈଶାଳୀ ବିଶ୍ୱେଶରନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କରୋନା ମହାମାରୀକୁ ଆଖି ଆଗରେ ରଖି ବିଜୟ ଅଳ୍ପ ଅତିଥିଙ୍କୁ ନିମନ୍ତ୍ରଣ କରିଥିଲେ । ଗତ ବର୍ଷ ଅଗଷ୍ଟରେ ବୈଶାଳୀଙ୍କ ସହ ବିଜୟଙ୍କ ନିର୍ବନ୍ଧ ହୋଇଥିଲା । ଆଇପିଏଲ ଟିମ୍…

୧୦ ବର୍ଷ ମଧ୍ୟରେ ଭାରତ ମାଟିରେ ଇଂଲଣ୍ଡ ଏକମାତ୍ର ବିଦେଶୀ ଟିମ୍ ଭାବେ ଜିତିଛି ଟେଷ୍ଟ ସିରିଜ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ଟେଷ୍ଟ ସିରିଜ ଜିତିଥିବା ଭାରତୀୟ କ୍ରିକେଟ ଦଳର ମନୋବଳ ଉଚ୍ଚରେ ରହିଛି । ତେବେ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ସିରିଜ ଜିତିବା ଦଳ ପାଇଁ ଏତେଟା ସହଜ ହେବ ନାହିଁ । ଏହାର ମୂଖ୍ୟ କାରଣ ହେଲା ଭାରତ ମାଟିରେ ଇଂଲଣ୍ଡର ରେକର୍ଡ ଏତେଟା ଖରାପ…

୩ ବଲରେ ୬, ୪, ୬ ମାରି ବରୋଦାକୁ ସେମିଫାଇନାଲରେ ପ୍ରବେଶ କରାଇଲେ ବିଷ୍ଣୁ ସୋଲାଙ୍କି

ଅହମ୍ମଦାବାଦ: ସୟେଦ ମୁସ୍ତାକ ଅଲି ଟି୨୦ ଟୁର୍ଣ୍ଣାମେଂଟରେ ବିଷ୍ଣୁ ସୋଲାଙ୍କିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ବରୋଦା ୮ ଉଇକେଟରେ ହରିୟାଣାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ସୋଲାଙ୍କି ଶେଷ ୩ଟି ବଲରେ ୬, ୪ ଓ ୬ମାରି ଦଳକୁ ଜିତାଇଥିଲେ । ପ୍ରଥମେ ବ୍ୟାଟିଂ କରି ହରିୟାଣା ୭…

ଆଇପିଏଲରେ ପ୍ରଥମ ବିଦେଶୀ ଖେଳାଳି ଭାବେ ୧୦୦ କୋଟି ଆୟ କରିବାକୁ ଯାଉଛନ୍ତି ଡିଭିଲର୍ସ, ଓଭରାଲ ୪ର୍ଥ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ଖେଳିବା ପରେ ଦକ୍ଷିଣ ଆଫ୍ରିକାର ଏବି ଡିଭିଲର୍ସଙ୍କ ଆୟ ଓଭରାଲ ୧୦୦ କୋଟି ଛୁଇଁବ । ପ୍ରଥମ ବିଦେଶୀ ଖେଳାଳି ଭାବେ ସେ ଏହି ଗୌରବ ଅର୍ଜନ କରିଛନ୍ତି । ୧୪ତମ ସଂସ୍କରଣ ପାଇଁ ରୟାଲ ଚ୍ୟାଲେର୍ଞ୍ଜସ ବାଙ୍ଗାଲୋର ୧୧କୋଟିରୁ ତାଙ୍କୁ ରିଟେନ କରିଛି…

ଆଇପିଏଲ ୨୦୨୧ ଖେଳାଳିଙ୍କ ନିଲାମୀ, ଫେବୃଆରୀ ୧୮ ତାରିଖରେ ଚେନ୍ନାଇରେ ହେବ

ନୂଆଦିଲ୍ଲୀ : ଆଇପିଏଲ ୨୦୨୧ ପାଇଁ ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଖେଳାଳିଙ୍କ ନିଲାମୀ । ଆଇପିଏଲ ଗଭର୍ଣ୍ଣିଙ୍ଗ କାଉନ୍ସିଲ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏ ସମ୍ବନ୍ଧରେ ଘୋଷଣା କରାଯାଇଛି । ଭାରତ-ଇଂଲଣ୍ଡ ମଧ୍ୟରେ ହେବାରୁ ଥିବା ୪ଟି ଟେଷ୍ଟ ମ୍ୟାଚରେ ପ୍ରଥମ ଦୁଇଟି ମ୍ୟାଚ ଚେନ୍ନାଇ ଆୟୋଜନ…