Latest Odisha News

BREAKING NEWS

Browsing Category

କ୍ରିକେଟ

ବିବାହ ବନ୍ଧନରେ ଆବଦ୍ଧ ହେଲେ ବିଜୟ-ବୈଶାଳୀ

ଚେନ୍ନାଇ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ବିଜୟ ଶଙ୍କର ଏବଂ ବୈଶାଳୀ ବିଶ୍ୱେଶରନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କରୋନା ମହାମାରୀକୁ ଆଖି ଆଗରେ ରଖି ବିଜୟ ଅଳ୍ପ ଅତିଥିଙ୍କୁ ନିମନ୍ତ୍ରଣ କରିଥିଲେ । ଗତ ବର୍ଷ ଅଗଷ୍ଟରେ ବୈଶାଳୀଙ୍କ ସହ ବିଜୟଙ୍କ ନିର୍ବନ୍ଧ ହୋଇଥିଲା । ଆଇପିଏଲ ଟିମ୍…

୧୦ ବର୍ଷ ମଧ୍ୟରେ ଭାରତ ମାଟିରେ ଇଂଲଣ୍ଡ ଏକମାତ୍ର ବିଦେଶୀ ଟିମ୍ ଭାବେ ଜିତିଛି ଟେଷ୍ଟ ସିରିଜ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ଟେଷ୍ଟ ସିରିଜ ଜିତିଥିବା ଭାରତୀୟ କ୍ରିକେଟ ଦଳର ମନୋବଳ ଉଚ୍ଚରେ ରହିଛି । ତେବେ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ସିରିଜ ଜିତିବା ଦଳ ପାଇଁ ଏତେଟା ସହଜ ହେବ ନାହିଁ । ଏହାର ମୂଖ୍ୟ କାରଣ ହେଲା ଭାରତ ମାଟିରେ ଇଂଲଣ୍ଡର ରେକର୍ଡ ଏତେଟା ଖରାପ…

୩ ବଲରେ ୬, ୪, ୬ ମାରି ବରୋଦାକୁ ସେମିଫାଇନାଲରେ ପ୍ରବେଶ କରାଇଲେ ବିଷ୍ଣୁ ସୋଲାଙ୍କି

ଅହମ୍ମଦାବାଦ: ସୟେଦ ମୁସ୍ତାକ ଅଲି ଟି୨୦ ଟୁର୍ଣ୍ଣାମେଂଟରେ ବିଷ୍ଣୁ ସୋଲାଙ୍କିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ବରୋଦା ୮ ଉଇକେଟରେ ହରିୟାଣାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ସୋଲାଙ୍କି ଶେଷ ୩ଟି ବଲରେ ୬, ୪ ଓ ୬ମାରି ଦଳକୁ ଜିତାଇଥିଲେ । ପ୍ରଥମେ ବ୍ୟାଟିଂ କରି ହରିୟାଣା ୭…

ଆଇପିଏଲରେ ପ୍ରଥମ ବିଦେଶୀ ଖେଳାଳି ଭାବେ ୧୦୦ କୋଟି ଆୟ କରିବାକୁ ଯାଉଛନ୍ତି ଡିଭିଲର୍ସ, ଓଭରାଲ ୪ର୍ଥ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ଖେଳିବା ପରେ ଦକ୍ଷିଣ ଆଫ୍ରିକାର ଏବି ଡିଭିଲର୍ସଙ୍କ ଆୟ ଓଭରାଲ ୧୦୦ କୋଟି ଛୁଇଁବ । ପ୍ରଥମ ବିଦେଶୀ ଖେଳାଳି ଭାବେ ସେ ଏହି ଗୌରବ ଅର୍ଜନ କରିଛନ୍ତି । ୧୪ତମ ସଂସ୍କରଣ ପାଇଁ ରୟାଲ ଚ୍ୟାଲେର୍ଞ୍ଜସ ବାଙ୍ଗାଲୋର ୧୧କୋଟିରୁ ତାଙ୍କୁ ରିଟେନ କରିଛି…

ଆଇପିଏଲ ୨୦୨୧ ଖେଳାଳିଙ୍କ ନିଲାମୀ, ଫେବୃଆରୀ ୧୮ ତାରିଖରେ ଚେନ୍ନାଇରେ ହେବ

ନୂଆଦିଲ୍ଲୀ : ଆଇପିଏଲ ୨୦୨୧ ପାଇଁ ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଖେଳାଳିଙ୍କ ନିଲାମୀ । ଆଇପିଏଲ ଗଭର୍ଣ୍ଣିଙ୍ଗ କାଉନ୍ସିଲ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏ ସମ୍ବନ୍ଧରେ ଘୋଷଣା କରାଯାଇଛି । ଭାରତ-ଇଂଲଣ୍ଡ ମଧ୍ୟରେ ହେବାରୁ ଥିବା ୪ଟି ଟେଷ୍ଟ ମ୍ୟାଚରେ ପ୍ରଥମ ଦୁଇଟି ମ୍ୟାଚ ଚେନ୍ନାଇ ଆୟୋଜନ…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଘୁଂଚିଲା

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଘୁଂଚିଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ପରିବର୍ତନ କରାଯାଇ ଏବେ ଏହା ଜୁନ ୧୮ରୁ ୨୨ ମଧ୍ୟରେ ହେବ । ପୂର୍ବରୁ ଏହା ଲଡ୍ସ ଗ୍ରାଉଣ୍ଡରେ ଜୁନ ୧୦ରୁ ୧୪ ମଧ୍ୟରେ ହେବାର ଥିଲା । ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ଖେଳିବା ଏକପ୍ରକାର…

ଟେଷ୍ଟ ଇତିହାସରେ ନିଆରା ରେକର୍ଡ: ପ୍ରଥମ ଇନିଂସରେ ସମସ୍ତ ଉଇକେଟ ନେଲେ ପେସ ବୋଲର, ଦ୍ୱିତୀୟ ଇନିଂସରେ ସ୍ପିନରଙ୍କ କମାଲ

ଗେଲ: ଇଂଲଣ୍ଡ-ଶ୍ରୀଲଙ୍କା ଟେଷ୍ଟ କ୍ରିକେଟ ସିରିଜରେ ନିଆରା ରେକର୍ଡ କରିଛନ୍ତି ବୋଲରମାନେ । ଏହି ରେକର୍ଡ ଟେଷ୍ଟ କ୍ରିକେଟର ୧୪୩ ବର୍ଷରେ ଘଟି ନ ଥିଲା । ଆସନ୍ତୁ ଜାଣିବା ଏହି ନିଆରା ରେକର୍ଡ କଣ ଥିଲା । ଗାଲେ ଟେଷ୍ଟରେ ଶ୍ରୀଲଙ୍କା ଟିମ୍ ପ୍ରଥମ ଇନିଂସରେ ୩୮୧ ରନରେ ଅଲଆଉଟ ହୋଇ ଯାଇଥିଲେ ।…

ଭାରତୀୟ କ୍ରିକେଟ ଦଳର ୬ ଯୁବ ଖେଳାଳିଙ୍କୁ ଦାମୀ କାର ଦେବେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ କ୍ରିକେଟ ସିରିଜରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ସିରିଜ ବିଜୟୀ କରାଇଥିବା ୬ ଯୁବ କ୍ରିକେଟରଙ୍କ ପାଇଁ ଆନନ୍ଦ ମହିନ୍ଦ୍ରା ଦାମୀ କାର ଦେବେ ବୋଲି ଘୋଷଣା କରିଛନ୍ତି । ଏହି ୬ଜଣ ଖେଳାଳି ହେଲେ ମହମ୍ମଦ ସିରାଜ, ଟି.ନଟରାଜନ, ଶୁଭମନ ଗିଲ, ୱାଶିଂଟନ ସୁନ୍ଦର,…

ଏଥର ଭାରତୀୟ କ୍ରିକେଟ ଖେଳାଳି ଦେବେ ୟୋୟୋ ଟେଷ୍ଟ

ମୁମ୍ବାଇ:ଅନ୍ତର୍ଜାତୀୟ କ୍ରିକେଟରେ ଭଲ ପ୍ରଦର୍ଶନ ପାଇଁ ଫିଟନେସର ଆବଶ୍ୟକତା ଜରୁରୀ ହୋଇ ପଡିଛି । ଏହାକୁ ଦେଖି ବିସିସିଆଇ ଖେଳାଳିମାନଙ୍କ ପାଇଁ ୟୋ ୟୋ ଟେଷ୍ଟ ଆରମ୍ଭ କରିଛି । ଇଣ୍ଡିଆନ ଏକ୍ସପ୍ରେସ ଅନୁସାରେ ପେସ ବୋଲରମାନଙ୍କୁ ୮ ମିନିଟ ୧୫ ସେକେଣ୍ଡରେ ଏବଂ ବ୍ୟାଟ୍ସମ୍ୟାନଙ୍କୁ ୮ ମିନିଟ ୩୦…

ଫେବୃୟାରୀ ତୃତୀୟ ସପ୍ତାହରେ ହୋଇପାରେ ଆଇପିଏଲ ମିନି ଅକ୍ସନ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ପାଇଁ ଫେବୃୟାରୀ ତୃତୀୟ ସପ୍ତାହରେ ମିନି ଅକ୍ସନ ହୋଇପାରେ । ଇନସାଇଡ ସ୍ପୋର୍ଟ୍ସ ରିପୋର୍ଟ ଅନୁସାରେ ୧୧ଫେବୃୟାରୀରେ ଏହି ନିଲାମ ପ୍ରକ୍ରିୟା ହେବାକୁ ଥିଲା । ଏବେ ଏହା ୧୪ରୁ ୨୧ ମଧ୍ୟରେ ହୋଇପାରେ । ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ୨/୩ ଦିନ…