Latest Odisha News

BREAKING NEWS

Browsing Category

କ୍ରିକେଟ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଘୁଂଚିଲା

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଘୁଂଚିଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ପରିବର୍ତନ କରାଯାଇ ଏବେ ଏହା ଜୁନ ୧୮ରୁ ୨୨ ମଧ୍ୟରେ ହେବ । ପୂର୍ବରୁ ଏହା ଲଡ୍ସ ଗ୍ରାଉଣ୍ଡରେ ଜୁନ ୧୦ରୁ ୧୪ ମଧ୍ୟରେ ହେବାର ଥିଲା । ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ଖେଳିବା ଏକପ୍ରକାର…

ଟେଷ୍ଟ ଇତିହାସରେ ନିଆରା ରେକର୍ଡ: ପ୍ରଥମ ଇନିଂସରେ ସମସ୍ତ ଉଇକେଟ ନେଲେ ପେସ ବୋଲର, ଦ୍ୱିତୀୟ ଇନିଂସରେ ସ୍ପିନରଙ୍କ କମାଲ

ଗେଲ: ଇଂଲଣ୍ଡ-ଶ୍ରୀଲଙ୍କା ଟେଷ୍ଟ କ୍ରିକେଟ ସିରିଜରେ ନିଆରା ରେକର୍ଡ କରିଛନ୍ତି ବୋଲରମାନେ । ଏହି ରେକର୍ଡ ଟେଷ୍ଟ କ୍ରିକେଟର ୧୪୩ ବର୍ଷରେ ଘଟି ନ ଥିଲା । ଆସନ୍ତୁ ଜାଣିବା ଏହି ନିଆରା ରେକର୍ଡ କଣ ଥିଲା । ଗାଲେ ଟେଷ୍ଟରେ ଶ୍ରୀଲଙ୍କା ଟିମ୍ ପ୍ରଥମ ଇନିଂସରେ ୩୮୧ ରନରେ ଅଲଆଉଟ ହୋଇ ଯାଇଥିଲେ ।…

ଭାରତୀୟ କ୍ରିକେଟ ଦଳର ୬ ଯୁବ ଖେଳାଳିଙ୍କୁ ଦାମୀ କାର ଦେବେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ କ୍ରିକେଟ ସିରିଜରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ସିରିଜ ବିଜୟୀ କରାଇଥିବା ୬ ଯୁବ କ୍ରିକେଟରଙ୍କ ପାଇଁ ଆନନ୍ଦ ମହିନ୍ଦ୍ରା ଦାମୀ କାର ଦେବେ ବୋଲି ଘୋଷଣା କରିଛନ୍ତି । ଏହି ୬ଜଣ ଖେଳାଳି ହେଲେ ମହମ୍ମଦ ସିରାଜ, ଟି.ନଟରାଜନ, ଶୁଭମନ ଗିଲ, ୱାଶିଂଟନ ସୁନ୍ଦର,…

ଏଥର ଭାରତୀୟ କ୍ରିକେଟ ଖେଳାଳି ଦେବେ ୟୋୟୋ ଟେଷ୍ଟ

ମୁମ୍ବାଇ:ଅନ୍ତର୍ଜାତୀୟ କ୍ରିକେଟରେ ଭଲ ପ୍ରଦର୍ଶନ ପାଇଁ ଫିଟନେସର ଆବଶ୍ୟକତା ଜରୁରୀ ହୋଇ ପଡିଛି । ଏହାକୁ ଦେଖି ବିସିସିଆଇ ଖେଳାଳିମାନଙ୍କ ପାଇଁ ୟୋ ୟୋ ଟେଷ୍ଟ ଆରମ୍ଭ କରିଛି । ଇଣ୍ଡିଆନ ଏକ୍ସପ୍ରେସ ଅନୁସାରେ ପେସ ବୋଲରମାନଙ୍କୁ ୮ ମିନିଟ ୧୫ ସେକେଣ୍ଡରେ ଏବଂ ବ୍ୟାଟ୍ସମ୍ୟାନଙ୍କୁ ୮ ମିନିଟ ୩୦…

ଫେବୃୟାରୀ ତୃତୀୟ ସପ୍ତାହରେ ହୋଇପାରେ ଆଇପିଏଲ ମିନି ଅକ୍ସନ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ପାଇଁ ଫେବୃୟାରୀ ତୃତୀୟ ସପ୍ତାହରେ ମିନି ଅକ୍ସନ ହୋଇପାରେ । ଇନସାଇଡ ସ୍ପୋର୍ଟ୍ସ ରିପୋର୍ଟ ଅନୁସାରେ ୧୧ଫେବୃୟାରୀରେ ଏହି ନିଲାମ ପ୍ରକ୍ରିୟା ହେବାକୁ ଥିଲା । ଏବେ ଏହା ୧୪ରୁ ୨୧ ମଧ୍ୟରେ ହୋଇପାରେ । ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ୨/୩ ଦିନ…

ଭାରତ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ପାଇଁ ଇଂଲଣ୍ଡ କ୍ରିକେଟ ଦଳ ଘୋଷିତ

ନୂଆଦିଲ୍ଲୀ: ଭାରତ ବିପକ୍ଷ ପ୍ରଥମ ୨ଟି କ୍ରିକେଟ ଟେଷ୍ଟ ପାଇଁ ଗୁରୁବାର ୧୬ ଜଣିଆ ଇଂଲଣ୍ଡ ଦଳ ଘୋଷଣା କରାଯାଇଛି । ଜୋଫ୍ରା ଆର୍ଚ୍ଚର, ବେନ ଷ୍ଟୋକ୍ସ ଓ ରରୀ ୱର୍ନ୍ସ ଦଳକୁ ଫେରିଛନ୍ତି । ଜନୀ ବେୟାରଷ୍ଟୋ, ସ୍ୟାମ କରନ ଓ ମାର୍କ ଉଡଙ୍କୁ ବିଶ୍ରାମ ଦିଆଯାଇଛି । ଟେଷ୍ଟ ସିରିଜ ଫେବୃୟାରୀ ୫ରୁ…

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର : ଇଂଲଣ୍ଡ ବିପକ୍ଷ ସିରିଜରେ ୫୦ ପ୍ରତିଶତ ଦର୍ଶକ ଷ୍ଟାଡିୟମରେ ମ୍ୟାଚ ଉପଭୋଗ…

ନୂଆଦିଲ୍ଲୀ: କରୋନା କାଳ ପରେ ଏବେ କ୍ରିକେଟପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର ପଂହଚିଛି । ଭାରତ-ଇଂଲଣ୍ଡ ସିରିଜରେ ୫୦ ପ୍ରତିଶତ ଦର୍ଶକ ଷ୍ଟାଡିୟମରେ ମ୍ୟାଚ ଉପଭୋଗ କରିପାରିବେ । ଏହା ସଫଳ ହେବା ପରେ ଆଗାମୀ ଆଇପିଏଲରେ ମଧ୍ୟ ଦର୍ଶକ କ୍ରିକେଟର ମଜା ଉଠାଇପାରିବେ । ଭାରତୀୟ କ୍ରିକେଟ କଂଟ୍ରୋଲ…

ଆଇପିଏଲ ୨୦୨୧ ଅଙ୍କକଷା ଆରମ୍ଭ : ଆସନ୍ତୁ ଜାଣିବା କେଉଁ ଖେଳାଳି ରହିଲେ କିଏ ବିଦା ହେଲେ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୧ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଷ୍ଟିଭ ସ୍ମିଥ, ଲସିଥ ମାଲିଙ୍ଗା, ଗ୍ଲେନ ମ୍ୟାକ୍ସୱେଲ ପରି ଖେଳାଳି ସେମାନଙ୍କ ଦଳ ପାଇଁ ଅଲୋଡା ହୋଇ ପଡିଛନ୍ତି । ୮ଟି ଯାକ ଫ୍ରାଂଚାଇଜ ଦଳ କେଉଁ ଖେଳାଳିଙ୍କୁ ଦଳରେ ରଖିଛନ୍ତି ଓ କାହାକୁ ବିଦା…

ଇଂଲଣ୍ଡ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା : କୋହଲି, ଈଶାନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିଲେ

ମୁମ୍ବାଇ: ଅଷ୍ଟ୍ରେଲିଆ ଗସ୍ତରେ ଭାରତର ଐତିହାସିକ ଟେଷ୍ଟ କ୍ରିକେଟ ସିରିଜ ବିଜୟ ପରେ ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା କରିଛି । ପ୍ରଥମ ୨ଟି ଟେଷ୍ଟ ପାଇଁ ଇତି ମଧ୍ୟରେ ୧୮ ଜଣିଆ ଦଳ ଘୋଷଣା କରାଯାଇଛି । ଅଧିନାୟକ ବିରାଟ କୋହଲି, ଈଶାନ୍ତ ଶର୍ମା ଓ ହାର୍ଦ୍ଦିକ…

ଟେଷ୍ଟ ଚାମ୍ପିୟନଶିପ୍‌ର ଶୀର୍ଷକୁ ଉଠିଲା ଟିମ୍ ଇଣ୍ଡିଆ

ବ୍ରିସବେନ୍ : ବ୍ରିସବେନ୍ ଟେଷ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ୩ ଓ୍ବିକେଟରେ ଅଷ୍ଟ୍ରେଲିଆକୁ ହରାଇ ଟିମ୍ ଇଣ୍ଡିଆ ବର୍ଡର-ଗାଭାସ୍କର ଟ୍ରଫିକୁ ୨-୧ରେ ଜିତି ନେଇଛି । ଏହି ବିଜୟ ସହ ଭାରତ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଏକ ନମ୍ବର ସ୍ଥାନକୁ ଉନ୍ନିତ ହୋଇଛି । ଅନ୍ୟପକ୍ଷରେ…