Latest Odisha News

BREAKING NEWS

Browsing Category

କ୍ରିକେଟ

ଭାରତ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ପାଇଁ ଇଂଲଣ୍ଡ କ୍ରିକେଟ ଦଳ ଘୋଷିତ

ନୂଆଦିଲ୍ଲୀ: ଭାରତ ବିପକ୍ଷ ପ୍ରଥମ ୨ଟି କ୍ରିକେଟ ଟେଷ୍ଟ ପାଇଁ ଗୁରୁବାର ୧୬ ଜଣିଆ ଇଂଲଣ୍ଡ ଦଳ ଘୋଷଣା କରାଯାଇଛି । ଜୋଫ୍ରା ଆର୍ଚ୍ଚର, ବେନ ଷ୍ଟୋକ୍ସ ଓ ରରୀ ୱର୍ନ୍ସ ଦଳକୁ ଫେରିଛନ୍ତି । ଜନୀ ବେୟାରଷ୍ଟୋ, ସ୍ୟାମ କରନ ଓ ମାର୍କ ଉଡଙ୍କୁ ବିଶ୍ରାମ ଦିଆଯାଇଛି । ଟେଷ୍ଟ ସିରିଜ ଫେବୃୟାରୀ ୫ରୁ…

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର : ଇଂଲଣ୍ଡ ବିପକ୍ଷ ସିରିଜରେ ୫୦ ପ୍ରତିଶତ ଦର୍ଶକ ଷ୍ଟାଡିୟମରେ ମ୍ୟାଚ ଉପଭୋଗ…

ନୂଆଦିଲ୍ଲୀ: କରୋନା କାଳ ପରେ ଏବେ କ୍ରିକେଟପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର ପଂହଚିଛି । ଭାରତ-ଇଂଲଣ୍ଡ ସିରିଜରେ ୫୦ ପ୍ରତିଶତ ଦର୍ଶକ ଷ୍ଟାଡିୟମରେ ମ୍ୟାଚ ଉପଭୋଗ କରିପାରିବେ । ଏହା ସଫଳ ହେବା ପରେ ଆଗାମୀ ଆଇପିଏଲରେ ମଧ୍ୟ ଦର୍ଶକ କ୍ରିକେଟର ମଜା ଉଠାଇପାରିବେ । ଭାରତୀୟ କ୍ରିକେଟ କଂଟ୍ରୋଲ…

ଆଇପିଏଲ ୨୦୨୧ ଅଙ୍କକଷା ଆରମ୍ଭ : ଆସନ୍ତୁ ଜାଣିବା କେଉଁ ଖେଳାଳି ରହିଲେ କିଏ ବିଦା ହେଲେ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୧ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଷ୍ଟିଭ ସ୍ମିଥ, ଲସିଥ ମାଲିଙ୍ଗା, ଗ୍ଲେନ ମ୍ୟାକ୍ସୱେଲ ପରି ଖେଳାଳି ସେମାନଙ୍କ ଦଳ ପାଇଁ ଅଲୋଡା ହୋଇ ପଡିଛନ୍ତି । ୮ଟି ଯାକ ଫ୍ରାଂଚାଇଜ ଦଳ କେଉଁ ଖେଳାଳିଙ୍କୁ ଦଳରେ ରଖିଛନ୍ତି ଓ କାହାକୁ ବିଦା…

ଇଂଲଣ୍ଡ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା : କୋହଲି, ଈଶାନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିଲେ

ମୁମ୍ବାଇ: ଅଷ୍ଟ୍ରେଲିଆ ଗସ୍ତରେ ଭାରତର ଐତିହାସିକ ଟେଷ୍ଟ କ୍ରିକେଟ ସିରିଜ ବିଜୟ ପରେ ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା କରିଛି । ପ୍ରଥମ ୨ଟି ଟେଷ୍ଟ ପାଇଁ ଇତି ମଧ୍ୟରେ ୧୮ ଜଣିଆ ଦଳ ଘୋଷଣା କରାଯାଇଛି । ଅଧିନାୟକ ବିରାଟ କୋହଲି, ଈଶାନ୍ତ ଶର୍ମା ଓ ହାର୍ଦ୍ଦିକ…

ଟେଷ୍ଟ ଚାମ୍ପିୟନଶିପ୍‌ର ଶୀର୍ଷକୁ ଉଠିଲା ଟିମ୍ ଇଣ୍ଡିଆ

ବ୍ରିସବେନ୍ : ବ୍ରିସବେନ୍ ଟେଷ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ୩ ଓ୍ବିକେଟରେ ଅଷ୍ଟ୍ରେଲିଆକୁ ହରାଇ ଟିମ୍ ଇଣ୍ଡିଆ ବର୍ଡର-ଗାଭାସ୍କର ଟ୍ରଫିକୁ ୨-୧ରେ ଜିତି ନେଇଛି । ଏହି ବିଜୟ ସହ ଭାରତ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଏକ ନମ୍ବର ସ୍ଥାନକୁ ଉନ୍ନିତ ହୋଇଛି । ଅନ୍ୟପକ୍ଷରେ…

ସବୁ ଗଣିତ ଭୁଲ କରିଦେଲା ଟିମ୍ ଇଣ୍ଡିଆ: ଅଷ୍ଟ୍ରେଲିଆରେ କ୍ରମାଗତ ସିରିଜ ଜିତିବାରେ ଏସିଆରେ ପ୍ରଥମ, ଧୋନୀ ଏବଂ…

ମୁମ୍ବାଇ: ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଛି । କେହି କେବେ ଭାବି ନ ଥିଲେ ୩୬ରେ ଅଲଆଉଟ ହୋଇଥିବା ଟିମ୍ ବିଶ୍ୱର ଶକ୍ତିଶାଳୀ ଟିମକୁ ତାର ମାଟିରେ ଧୂଳି ଚଟାଇବ ବୋଲି । ଯୁବ ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ସବୁ ସମୀକ୍ଷକଙ୍କ ଗଣିତ ଭୁଲ କରି ନିଜକୁ…

ଏସିଆ କପରୁ ଓହରିବ ଭାରତ !

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ ଦେଖିବାକୁ ଆଗ୍ରହ ରଖିଥିବା କ୍ରିକେଟ ପ୍ରଶଂସକଙ୍କୁ ପୁନର୍ବାର ନିରାଶ ହେବାକୁ ପଡିବ । ରିପୋର୍ଟ ମୁତାବକ ଶ୍ରୀଲଙ୍କାରେ ଚଳିତ ବର୍ଷ ହେବାକୁ ଥିବା ଏସିଆ କପ୍‌ରୁ ଭାରତ ଓହରିଯିବା ନେଇ ଚିନ୍ତା କରୁଛି । ବିସିସିଆଇ ଦ୍ୱିପାକ୍ଷିକ ସିରିଜ ଉପରେ…

ନଟରାଜନଙ୍କ ନୋ ବଲ ନେଇ ସନ୍ଦେହ ବ୍ୟକ୍ତ କଲେ ୱାର୍ଣ୍ଣେ

ବ୍ରିସବେନ୍‌: ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ କ୍ରିକେଟ ସିରିଜରେ ଭାରତ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛି । ଫଳରେ କଙ୍ଗାରୁ ପ୍ରଶଂସକଙ୍କଠାରୁ ଆରମ୍ଭ କରି ପୂର୍ବତନ ଖେଳାଳିମାନେ ବିଭିନ୍ନ ପ୍ରକାର ମାନସିକ ଚାପ ଭାରତୀୟ ଖେଳାଳିଙ୍କ ଉପରେ ପକାଇବାରେ ଲାଗିଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ…

ମହାନ ସ୍ପିନର ଚନ୍ଦ୍ରଶେଖର ଡାକ୍ତରଖାନାରେ ଭର୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ସ୍ପିନର ଭାଗବତ ଚନ୍ଦ୍ରଶେଖର ସ୍ୱାସ୍ଥ୍ୟାବସ୍ଥା ଭଲ ନ ରହିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ୭୫ ବର୍ଷୀୟ ଚନ୍ଦ୍ରଶେଖର ହଠାତ୍ କଥା କହି ପାରି ନ ଥିଲେ ଏବଂ ପଡି ଯାଇଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ଚିକିତ୍ସା…

୪ର୍ଥ ଟେଷ୍ଟରେ ୧୧୦ ବର୍ଷର ରେକର୍ଡ ଭାଙ୍ଗିଲେ ୱାଶିଂଟନ ସୁନ୍ଦର

ବ୍ରିସବେନ୍‌: ଚଳିତ ଭାରତ-ଅଷ୍ଟ୍ରେଲିଆ ୪ର୍ଥ କ୍ରିକେଟ ଟେଷ୍ଟରେ ୱାଶିଂଟନ ସୁନ୍ଦର ଓ ଶାର୍ଦ୍ଦୁଳ ଠାକୁରଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଭାରତ ମ୍ୟାଚରେ ଚମତ୍କାର ପ୍ରତ୍ୟାବର୍ତନ କରିଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୫୪ ରନର ଅଗ୍ରଣୀ ହାସଲ କରିଛି । ଅଷ୍ଟ୍ରେଲିଆର ପ୍ରଥମ…