Latest Odisha News

BREAKING NEWS

Browsing Category

କ୍ରିକେଟ

ବକ୍ସିଂ ଡେ ଟେଷ୍ଟ ପାଇଁ ଭାରତର ଚୂଡାନ୍ତ ଏକାଦଶ ଘୋଷିତ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ କ୍ରିକେଟ ଟେଷ୍ଟ ପାଇଁ ଶୁକ୍ରବାର ଟିମ୍ ଇଣ୍ଡିଆ ଚୂଡାନ୍ତ ଏକାଦଶ ଘୋଷଣା କରିଛି । ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟବରଣ କରିଥିବା ଭାରତ ସିରିଜରେ ତିଷ୍ଠି ରହିବା ପାଇଁ ଏହି ମ୍ୟାଚରେ ବିଜୟ ଆବଶ୍ୟକ କରୁଛି । ନିୟମିତ ଅଧିନାୟକ ବିରାଟ କୋହଲିଙ୍କ…

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ କାର୍ଯ୍ୟସୂଚୀରେ ପରିବର୍ତନ ହୋଇପାରେ !

ସିଡନୀ: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପୂର୍ବ ନିଦ୍ଧାରିତ କାର୍ଯ୍ୟସୂଚୀରେ ପରିବର୍ତନ ହୋଇପାରେ । କୁଇନ୍ସଲାଣ୍ଡରେ କୋଭିଡ-୧୯ କାୟା ବିସ୍ତାର କରୁଥିବାରୁ ସିଡନୀରେ ହେବାକୁ ଥିବା ତୃତୀୟ ଟେଷ୍ଟ ନେଇ ସନ୍ଦେହ ସୃଷ୍ଟି ହୋଇଛି । ୩ୟ ଟେଷ୍ଟର ବିକଳ୍ପ ଭେନ୍ୟୁ ଭାବେ କ୍ରିକେଟ ଅଷ୍ଟ୍ରେଲିଆ…

ଏଥର ଅଫିସିଆଲ: ୨୦୨୨ରୁ ଆଇପିଏଲରେ ୧୦ ଟିମ୍‌

ଅହମ୍ମଦାବାଦ: ସ୍ଥାନୀୟ ମୋଟେରା ଷ୍ଟାଡିୟମରେ ଗୁରୁବାର ବିସିସିଆଇର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୨୨ରୁ ଆଇପିଏଲରେ ୧୦ ଟିମ୍ ଏବଂ ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲକୁ ସମର୍ଥନ କରାଯାଇଛି । ବୈଠକରେ ନିଆଯାଇଥିବା ନିଷ୍ପତିଗୁଡିକ ହେଲା- ୧.୨୦୨୧ ଆଇପିଏଲରେ ପୂର୍ବଭଳି ୮ଟିମ୍…

ଟିମ୍ ଇଣ୍ଡିଆ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଲେ ଗାଭାସ୍କର

ମୁମ୍ବାଇ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଟିମ୍ ଇଣ୍ଡିଆରେ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଛନ୍ତି । ସବୁ ଖେଳାଳିଙ୍କୁ ସମାନ ଭାବେ ବିଚାର କରାଯାଉ ନାହିଁ । ଅଧିନାୟକ ବିରାଟ କୋହଲିଙ୍କ ପ୍ୟାଟରନିଟି ଲିଭ୍ ନେଇ ସେ ଏହି ସାଂଘାତିକ କଥା କହିଛନ୍ତି । କୋହଲିଙ୍କୁ…

ବକ୍ସିଂ ଡେ ଟେଷ୍ଟ:ଆଘାତପ୍ରାପ୍ତ ୱାର୍ଣ୍ଣର ଓହରିଲେ

ସିଡନୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଭାରତ ବିପକ୍ଷ ବକ୍ସିଂ ଡେ ଟେଷ୍ଟରୁ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ସେ ବାୟୋବବଲ ଛାଡିସାରିଥିବାରୁ ଏହି ମ୍ୟାଚରେ ଖେଳିବାର କୌଣସି ସମ୍ଭାବନା ଆଉ ନାହିଁ । ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୮ ଉଇକେଟରେ ଭାରତକୁ ଶୋଚନୀୟ…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଚହଲ-ଧନଶ୍ରୀ

ନୂଆଦିଲ୍ଲୀ: ବ୍ୟାଟ୍ସମ୍ୟାନଙ୍କୁ ଯାଦୁଭରା ସ୍ପିନରେ ଆଉଟ କରୁଥିବା ଭାରତୀୟ କ୍ରିକେଟ ଦଳର ସ୍ପିନର ୟୁଜଭେନ୍ଦ୍ର ଚହଲ ଶେଷର ଧନଶ୍ରୀ ବର୍ମାଙ୍କ ସୌନ୍ଦର୍ଯ୍ୟରେ କ୍ଲିନ ବୋଲ୍ଡ ହୋଇଛନ୍ତି । ମଙ୍ଗଳବାର ଚହଲ ଓ ଧନଶ୍ରୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଅଗଷ୍ଟରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା ।…

କୋହଲିଙ୍କ ଅଷ୍ଟ୍ରେଲିଆ ଗସ୍ତ ଶେଷ, ନିରାଶ ସାଥୀ ଖେଳାଳିଙ୍କ ମନୋବଳ ବଢ଼ାଇ ସ୍ୱଦେଶ ଫେରିଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଚଳିତ ଅଷ୍ଟ୍ରେଲିଆ ଗସ୍ତ ଶେଷ ହୋଇଛି । ତାଙ୍କ ପତ୍ନୀ ଅନୁଷ୍ମା ଶର୍ମା ମାଆ ହେବାକୁ ଯାଉଥିବାରୁ ସେ ତାଙ୍କ ସହିତ ରହିବା ପାଇଁ ଗସ୍ତ ଅଧାରୁ ସ୍ୱଦେଶ ଫେରିଛନ୍ତି । ପୂର୍ବରୁ ସେ ପ୍ୟାଟରନିଟୀ ଲିଭ୍ ପାଇଁ ଅନୁରୋଧ କରିଥିଲେ ।…

୯୨ ବର୍ଷ ପରେ ନିଲାମ ହେଲା ବ୍ରାଡମ୍ୟାନଙ୍କ ପଦାର୍ପଣ ଟେଷ୍ଟ କ୍ୟାପ

ସିଡନୀ:ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟାନ ସାର ଡୋନାଲ୍ଡ ବ୍ରାଡମ୍ୟାନଙ୍କ ପଦାର୍ପଣ ଟେଷ୍ଟ ମ୍ୟାଚ କ୍ୟାପ ମଙ୍ଗଳବାର ୯୨ ବର୍ଷ ପରେ ନିଲାମ ହୋଇଛି । ବିଜନେସମ୍ୟାନ ଓ ରୋଡ ମାଇକ୍ରୋ ଫୋନ୍ସର ଫାଉଣ୍ଡର ପିଟର ଫ୍ରିଡମ୍ୟାନ ଏହି କ୍ୟାପକୁ ୨.୫୧ କୋଟି ଟଙ୍କା ନିଲାମରେ ଆଣିଥିଲେ । ୧୯୨୮ରେ…

ଆବୁଧାବି ଟି୧୦ କ୍ରିକେଟ: ଗେଲ୍‌, ବ୍ରାଭୋ ଓ ଆଫ୍ରିଦୀଙ୍କ ଦୁର୍ଦ୍ଦଶ ବ୍ୟାଟିଂ ଦେଖିବେ ପ୍ରଶଂସକ

ଆବୁଧାବି:ଆବୁଧାବି ଟି୧୦ ଲିଗର ୪ର୍ଥ ସଂସ୍କରଣ ଜାନୁୟାରୀ ୨୮ରୁ ଫେବୃୟାରୀ ୬ ପର୍ଯ୍ୟନ୍ତ ଆୟୋଜିତ ହେବ । ଏଥର ବିଶ୍ୱ କ୍ରିକେଟର ୩ ବିସ୍ଫୋରକ ବ୍ୟାଟ୍ସମ୍ୟାନ ୱେଷ୍ଟଇଣ୍ଡିଜର କ୍ରିସ ଗେଲ୍‌, ଡ୍ୱେନ ବ୍ରାଭୋ ଓ ପାକିସ୍ତାନର ଶାହୀଦ ଆଫ୍ରିଦୀ ଏଥିରେ ଅଂଶଗ୍ରହଣ କରିବେ ବୋଲି ସ୍ପଷ୍ଟ ହୋଇଛି ।…

୨୦୨୧ ଆଇପିଏଲରେ ନୂତନ ଟିମ ସାମିଲ ହେବେନି : ରିପୋର୍ଟ

ମୁମ୍ବାଇ: ୨୦୨୧ ଆଇପିଏଲରେ ଅଧିକ ଟିମ୍ ଖେଳିବା ସମ୍ଭାବନା କ୍ଷୀଣ ହୋଇଛି । ଏଥିନେଇ ରିପୋର୍ଟ ପ୍ରକାଶ ପାଇଥିଲେ ମଧ୍ୟ ବିସିସିଆଇ ପକ୍ଷରୁ ବିଧିବଦ୍ଧ କୌଣସି ଘୋଷଣା କରାଯାଇ ନାହିଁ । ପୂର୍ବରୁ ୨ଟି ନୂଆ ଟିମ୍ ସାମିଲ ହେବା ନେଇ ବିସିସିଆଇ ଘୋଷଣା କରିଥିଲା । ରିପୋର୍ଟ ମୁତାବକ ୨୦୨୧ ଆଇପିଏଲ…