Latest Odisha News

BREAKING NEWS

Browsing Category

କ୍ରିକେଟ

ମୋର୍ଗାନ, କାର୍ତିକଙ୍କ ବିସ୍ଫୋରକ ବ୍ୟାଟିଂ: କୋଲକତା ୧୬୩/୫

ଆବୁଧାବି: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ରବିବାର ମୁକାବିଲାରେ କୋଲକତା ନାଇଟ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ୧୬୪ ରନର ବିଜୟ ଟାର୍ଗେଟ ଦେଇଛି । ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ଫିଲ୍ଡିଂ କରିଥିଲା । କୋଲକାତାର ଦୁଇ ଓପନର ଶୁଭମ ଗିଲ ଓ ରାହୁଲ ତ୍ରିପାଠୀ ୧ମ ଉଇକେଟରେ ୪୮ ରନ ଯୋଗ କରି…

ଚେନ୍ନାଇର ଭଲ ବ୍ୟାଟିଂ : ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ୧୮୦ ରନର ଲକ୍ଷ୍ୟ

ଶାରଜା: ଚଳିତ ଆଇପିଏଲରେ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିବା ଚେନ୍ନାଇ ସୁପର କିଙ୍ଗ୍‌ସ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଶୃଙ୍ଖଳିତ ବ୍ୟାଟିଂ ପ୍ରଦର୍ଶନ କରିଛି । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୭୯ ରନ ସଂଗ୍ରହ କରିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ…

ରାଜସ୍ଥାନକୁ କ୍ରିକେଟର ଏବିସିଡି ଶିଖାଇଲେ ଡି’ଭିଲର୍ସ

ଦୁବାଇ: ପୁନର୍ବାର ଏବି ଡି’ଭିଲର୍ସ ପ୍ରମାଣିତ କରିଛନ୍ତି କାହିଁକି ତାଙ୍କୁ କ୍ରିକେଟର ଏବିସିଡି କୁହାଯାଏ । ରାଜସ୍ଥାନ ରୟାଲ୍ସ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ଡିଭିଲର୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୭ ଉଇକେଟରେ ବିଜୟୀ କରାଇଛନ୍ତି । ରାଜସ୍ଥାନ ପ୍ରଦତ ୧୭୮ ରନର ଲକ୍ଷ୍ୟକୁ…

ମହିଳା କ୍ରିକେଟର ମାନସୀ ଯୋଶୀଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ପେସ ବୋଲର ମାନସୀ ଯୋଶୀ କରୋନା ସଂକ୍ରମିତ ହୋଇଛନ୍ତି । ଫଳରେ ୟୁଏଇରେ ଖେଳାଯିବାକୁ ଥିବା ମହିଳା ଟି୨୦ ଚ୍ୟାଲେଞ୍ଜରେ ସେ ଅଂଶ ଗ୍ରହଣ କରିପାରିବେ ନାହିଁ । ୨୭ ବର୍ଷୀୟ ମାନସୀ କରୋନା ଆକ୍ରାନ୍ତ ଥିବା ଜଣାପଡିବା ପରେ ଡେରାଡୁନରେ କ୍ୱାରେଂଟାଇନରେ…

ସ୍ମିଥଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ବାଙ୍ଗାଲୋର ସମ୍ମୁଖରେ ୧୭୮ ରନର ଟାର୍ଗେଟ

ଦୁବାଇ: ଆଇପିଏଲର ଶନିବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୧୭୮ ରନର ବିଜୟ ଲକ୍ଷ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମ୍ମୁଖରେ ରଖିଛି । ଅଧିନାୟକ ଷ୍ଟିଭେନ ସ୍ମିଥ( ୫୭ ରନ)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ୨୦ ଓଭରରେ ୬…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଉମର ଗୁଲ

କରାଚୀ:ପାକିସ୍ତାନ ପେସ ବୋଲର ଉମର ଗୁଲ ଶନିବାର ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଗୁଲ୍ ପାକିସ୍ତାନ ପକ୍ଷରୁ ଶେଷ ଆନ୍ତର୍ଜାତୀୟ ମ୍ୟାଚ ୨୦୧୬ରେ ଖେଳିଥିଲେ । ଏଠାରେ ଚାଲିଥିବା ଟି୨୦ ଲିଗରେ ସେ ବେଲୁଚିସ୍ତାନର ପ୍ରତିନିଧିତ୍ୱ କରୁଥିଲେ । ତାଙ୍କ ଦଳ…

କେକେଆର ରଣନୀତି ଫେଲ୍, ମୁମ୍ବାଇ ଆଗରେ ୧୪୯ ରନର ଲକ୍ଷ୍ୟ ରଖିଲା

ଆବୁଧାବି: ଚଳିତ ଆଇପିଏଲରେ ଶୁକ୍ରବାର କୋଲକାତା ନାଇଟ ରାଇଡର୍ସ ୧୪୯ ରନର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ରଖିଛି । ଦୀନେଶ କାର୍ତିକଙ୍କ ସ୍ଥାନରେ ଇଅନ ମୋର୍ଗାନ ନୂତନ ରଣନୀତି ସହ ପଡିଆକୁ ଓହ୍ଲାଇଥିଲେ ମଧ୍ୟ ତାହା କୋଲକାତାକୁ ବିଶେଷ ଫାଇଦାରେ ରଖି ନ ଥିଲା । ମୁମ୍ବାଇ ବୋଲରଙ୍କ…

ଟସ ଜିଣି କୋଲକାତାର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ଆବୁଧାବି : ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୩୨ ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟରାଇଡର୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ କୋଲକାତା ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । କୋଲକାତା ଦଳ ଆଜି ନବନିଯୁକ୍ତ ଅଧିନାୟକ ଇଅନ ମୋର୍ଗାନଙ୍କ…

କୋହଲିଙ୍କ ଲଢ଼ୁଆ ବ୍ୟାଟିଂ : ପଞ୍ଜାବ ସମ୍ମୁଖରେ ୧୭୨ ରନର ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ସାରଜା:ଅଧିନାୟକ ବିରାଟ କୋହଲିଙ୍କ ଲଢ଼ୁଆ ବ୍ୟାଟିଂ ସହାୟତାରେ ଚଳିତ ଆଇପିଏଲର ଗୁରୁବାର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିଙ୍ଗସ ଇଲେଭେନ ପଂଜାବ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ ରଖିଛି । ବାଙ୍ଗାଲୋରର ଅଧିନାୟକ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୨୦…

ଆଇପିଏଲରେ ଇତିହାସ ରଚିଲେ କୋହଲି

ଦୁବାଇ: ଚଳିତ ଆଇପିଏଲରେ ଗୁରୁବାର ପଡିଆରେ ପାଦ ଦେଉ ଦେଉ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଟି୨୦ରେ ନିର୍ଦ୍ଦିଷ୍ଟ ଗୋଟିଏ ଟିମ୍ ପକ୍ଷରୁ ସେ ୨୦୦ ମ୍ୟାଚ ଖେଳିିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ସେ…