Latest Odisha News

BREAKING NEWS

Browsing Category

କ୍ରିକେଟ

ଆସନ୍ତୁ ଜାଣିବା ଆଇପିଏଲର କେତେକ ସର୍ବକାଳୀନ ରେକର୍ଡ ସମ୍ପର୍କରେ

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ସପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ୟୁଏଇରେ ଆୟୋଜିତ ହେବ । ଆସନ୍ତୁ ଜାଣିବା ଆଇପିଏଲର କେତେକ ସର୍ବକାଳୀନ ରେକର୍ଡ ସମ୍ପର୍କରେ । ୧. ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୪ଥର ଓ ଚେନ୍ନାଇ ସୁପର କିଙ୍ଗସ ୩ ଥର ଚାମ୍ପିୟନ ହୋଇଛି ।…

ଆଇପିଏଲରେ ଖେଳିବେ ଆମେରିକୀୟ କ୍ରିକେଟର । ଜାଣନ୍ତୁ କିଏ ଏହି ଖେଳାଳି

ଦୁବାଇ: ଚଳିତ ଥର ଆଇପିଏଲରେ ଖେଘଳିବେ ଜଣେ ଆମେରିକୀୟ କ୍ରିକେଟର । ଏହି କ୍ରିକେଟର ଜଣଙ୍କ ହେଉଛନ୍ତି ଅଲ୍ଲୀ ଖାନ । କୋଲକାତା ନାଇଟ ରାଇଡର୍ସ ଦଳର ଦ୍ରୁତ ବୋଲର ହ୍ୟାରି ଗର୍ନି ଆହତ ଥିବା କାରଣରୁ ତାଙ୍କ ସ୍ଥାନରେ ଅଲ୍ଲୀ ଖାନଙ୍କୁ ଖେଳାଇବାକୁ ନିଷ୍ପତ୍ତି ହୋଇଛି । ଏହି ୨୯ ବର୍ଷୀୟ…

ଆଇପିଏଲ ଖେଳାଳି କରୋନାକୁ ଭୟ କରିବେ ନାହିଁ: ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି ଆସନ୍ତା ଆଇପିଏଲରେ କରୋନା ଭାଇରସ୍ ମହାମାରୀ କ୍ରିକେଟ୍ ଖେଳାଳିଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପକାଇବ ନାହିଁ। ଦିଲ୍ଲୀର ପୂର୍ବତନ ରାଜଧାନୀ ଅଧିନାୟକ ଏହା ମଧ୍ୟ କହିଛନ୍ତି ଯେ ଖେଳାଳିମାନେ ନିର୍ଦ୍ଧେଶିତ ନିର୍ଦ୍ଦେଶାବଳୀ ପାଳନ…

ଇଓଏନ୍ ମୋର୍ଗାନ୍ ଓ ପ୍ୟାଟ୍ କମିନ୍ସ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଉପଲବ୍ଧ ହେବେ: ଦଳୀୟ ଅଧିକାରୀ

ୟୁଏଇ: ଆଇପିଏଲ୍ ୨୦୨୦ ରେ କୋଲକାତା ନାଇଟ୍ ରାଇଡର୍ସର ପ୍ରଥମ ଦଳୀୟ ମ୍ୟାଚ ରେ ଇଂଲଣ୍ଡର ଅଧିନାୟକ ଇଏନ୍ ମୋର୍ଗାନ୍ ଏବଂ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଉଭୟ ଉପଲବ୍ଧ ହେବେ ବୋଲି ଜଣାପଡିଛି । ଭେଙ୍କି ମାଇସୋର ESPNCricinfo.com କୁ କହିଛନ୍ତି ଯେ ନାଇଟ୍ ରାଇଡର୍ସ ଆବୁଧାବିରେ…

ପ୍ରାଚୀଙ୍କ ସହ ପୃଥ୍ୱୀ ଶ’ଙ୍କର କିଛି ଚକ୍କର ଚାଲିଛି କି!

ମୁମ୍ବାଇ: ଟିମ୍ ଇଣ୍ଡିଆର ଉଦୀୟମାନ ପୃଥ୍ୱୀ ଶ’ ଓ ଅଭିନେତ୍ରୀ ପ୍ରାଚୀ ସିଂଙ୍କ ମଧ୍ୟରେ କିଛି ଚକ୍କର ଚାଲିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଅବଶ୍ୟ ଏଥିନେଇ ଉଭୟଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଆସି ନାହିଁ । ଏବେ ଶ’ ଇଣ୍ଡିଆନ ପ୍ରିମିୟର ଲିଗ ଖେଳିବା ପାଇଁ ୟୁଏଇ ଗସ୍ତରେ ଅଛନ୍ତି । ସେ ଦିଲ୍ଲୀ…

ଟଙ୍କା ଧାର ଦେଇ ଫସିଗଲେ ହରଭଜନ ସିଂ !

ତାମିଲନାଡୁ: ଚର୍ଚ୍ଚାରେ ରହିଛନ୍ତି କ୍ରିକେଟର୍ ହରଭଜନ ସିଂ । ନିକଟରେ ବ୍ୟକ୍ତିଗତ କାରଣ ପାଇଁ ଆଇପିଏଲରୁ ଦୂରେଇଥିଲେ । ଆଉ ଏବେ ୪ କୋଟିର ଠକେଇ ପରେ ଚେନ୍ନାଇ ପୋଲିସ ନିକଟରେ ଅଭିଯୋଗ ଆଣିଛନ୍ତି । ରିପୋର୍ଟ ଅନୁଯାୟୀ ୨୦୧୫ରେ ଚେନ୍ନାଇର ଜଣେ ବ୍ୟବସାୟୀଙ୍କୁ ହରଭଜନ ୪ କୋଟି ଟଙ୍କା ଧାର…

ପୁଣି ପଡିଆକୁ ଫେରିବେ ଯୁବରାଜ !

ମୋହାଲୀ: ଭାରତୀୟ କ୍ରିକେଟର ଦଳର ଷ୍ଟାର ଖେଳାଳି ଯୁବରାଜ ସିଂ କିଛି ଦିନ ତଳେ କ୍ରିକେଟରୁ ସନ୍ୟାସ ନେଇଥିଲେ । ଏବେ ସେ ଏଥିରୁ ଓହରି ପୁନର୍ବାର ଖେଳ ଜାରି ରଖିବା ପାଇଁ ମନ ବଳାଇଛନ୍ତି । ଏଥିନେଇ ସେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ପତ୍ର ଲେଖି ଅନୁମତି…

ପ୍ରଫେଶନାଲ କ୍ରିକେଟରୁ ଅବସର ନେଲେ ଇଆନ ବେଲ୍‌

ଲଣ୍ଡନ: ଇଂଲଣ୍ଡର ସିନିୟର କ୍ରିକେଟ ଖେଳାଳି ଇଆନ ବେଲ୍ ରବିବାର ପ୍ରଫେଶନାଲ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଟେଷ୍ଟ ଉପରେ ଗୁରୁତ୍ୱ ଦେବା ପାଇଁ ସେ ୨୦୧୫ରେ ଦିନିକିଆ କ୍ରିକେଟକୁ ଅଲବିଦା କହିଥିଲେ । ନଭେମ୍ବର ୨୦୧୫ରେ ସେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ଏହା ପରେ କେବଳ ଘରୋଇ କ୍ରିକେଟ…

ଭାରତରେ ଆତଙ୍କବାଦୀ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ !

ଜାମ୍ମୁ ଓ କାଶ୍ମୀର: ଚାଲିଥିଲା ଆତଙ୍କବାଦୀ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଖବର ପାଇ ଚଢାଉ କରିଥିଲା ପୋଲିସ । ଆତଙ୍କବାଦୀ ନାଁରେ ବଣ୍ଟାଯାଇଥିଲା ଜର୍ସି । ଦେଶ ବିରୋଧୀ କାର୍ଯ୍ୟାକଳାପ ଆଇନ ଅନୁଯାୟୀ ଗିରଫ ହେଲେ ୧୦ ଯୁବ କ୍ରିକେଟ୍ ଖେଳାଳି । ୟୁଏପିଏ ବା (Unlawful Activities…

ଜନ୍ମଦିନରେ ଆଖି ଦାନ କରିବା ପାଇଁ ନିଷ୍ପତି ନେଲେ ଜାଡେଜାଙ୍କ ପତ୍ନୀ ରିଭାବା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ତାଙ୍କ ଜନ୍ମଦିନରେ ଆଖି ଦାନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଯାହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି । ଏହା ଦ୍ୱାରା ଜଣେ ଆଖି ନ ଥିବା ବ୍ୟକ୍ତି ଉପକୃତ ହୋଇପାରିବେ ବୋଲି ଜାଡେଜା କହିଛନ୍ତି ।…