Latest Odisha News

BREAKING NEWS

Browsing Category

କ୍ରିକେଟ

ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌କୁ ୩-୦ରେ ଜିତିଲା

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ତୃତୀୟ ଦିନକିଆରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି।  ଜେଜେ ସ୍ମଟ୍ସ ଓ ହେନରିଚ୍‌ କ୍ଲାସେନଙ୍କ ଦମଦାର ବ୍ୟାଟିଂ ବଳରେ  ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌କୁ ୩-୦ରେ ମୂଳପୋଛ କରିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୫୪ ରନ୍‌ କରିଥିବା ବେଳେ…

ଫାଇନାଲ ପୂର୍ବରୁ ୨ ଦେଶର ପ୍ରଧାନମନ୍ତ୍ରୀ କଥା କଟାକଟି

ମେଲବୋର୍ଣ୍ଣ: ମହିଳା ଟି୨୦ ବିଶ୍ୱକପ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆର ସ୍କଟ ମୋରିସନ ସୋସିଆଲ ସାଇଟରେ ନିଜ ଦେଶକୁ ସମର୍ଥନ କରିବା ସହ ପରସ୍ପର କଥା କଟାକଟି ହୋଇଛନ୍ତି । ଫାଇନାଲ ପୂର୍ବରୁ ସ୍କଟ ମୋରିସନ ଟ୍ୱିଟ କରି ମୋଦିଙ୍କୁ ଟ୍ୟାଗ କରିଛନ୍ତି ଏବଂ ତାଙ୍କ…

ପ୍ରଥମ ଟାଇଟଲ ଓ ଇତିହାସ ରଚିବା ଲକ୍ଷ୍ୟରେ ଭାରତ

ମେଲବୋର୍ଣ୍ଣ:ଆଇସିସି ଟି୨୦ ମହିଳା ବିଶ୍ୱକପ କ୍ରିକେଟର ଟାଇଟଲ ମୁକାବିଲା ରବିବାର ହେବ । ଭାରତ ୫ ମ୍ୟାଚରୁ ୪ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ ବାତିଲ ହୋଇଥିଲା । ଅପରପକ୍ଷରେ ଅଷ୍ଟ୍ରେଲିଆ ୫ ମ୍ୟାଚରୁ ୪ ଜିତିଥିବା ବେଳେ ଲିଗ୍ ପର୍ଯ୍ୟାୟରେ ଭାରତ ନିକଟରୁ ହାରିଥିଲା । ଅଷ୍ଟ୍ରେଲିଆ…

ଭାରତ-ଅଷ୍ଟ୍ରେଲିଆ ଫାଇନାଲ: ୭୫ ହଜାର ଟିକେଟ ବିକ୍ରି

ମେଲବୋର୍ଣ୍ଣ:ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ଆଇସିସି ଟି୨୦ ମହିଳା ବିଶ୍ୱକପ ଫାଇନାଲ ମ୍ୟାଚ ଖେଳାଯିବ । ଫାଇନାଲ ପ୍ରତି ଦର୍ଶକଙ୍କ ବେଶ୍ ଉତ୍କଣ୍ଠା ରହିଛି । ରିପୋର୍ଟ ମୁତାବକ ୧ ଲକ୍ଷ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମର ୭୫ ହଜାର ଟିକେଟ ବିକ୍ରି…

ହାର୍ଦ୍ଦିକଙ୍କ ବିସ୍ପୋରକ ବ୍ୟାଟିଂ : ୫୫ ବଲରେ ୧୫୮ ରନ

ମୁମ୍ବାଇ: ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଶୁକ୍ରବାର ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ସେ ମାତ୍ର ୫୫ ବଲରେ ୧୫୮ ରନ ସଂଗ୍ରହ କରି ଚୟନ କମିଟିଙ୍କୁ ଟିମରେ ନେବା ପାଇଁ ପରୋକ୍ଷରେ ଚାପ ପକାଇବା ଆରମ୍ଭ କରିଛନ୍ତି । ଡିୱାଇ ପାଟିଲ ଟି୨୦ ସେମିଫାଇନାଲ…

ମହିଳା ଟି୨୦ ବିଶ୍ୱକପ: ପତ୍ନୀ ଏଲିସାଙ୍କ ମନୋବଳ ବଢ଼ାଇବା ପାଇଁ ଷ୍ଟାର୍କ ଦକ୍ଷିଣ ଆଫ୍ରିକା ଗସ୍ତ ଅଧାରୁ ଫେରିଲେ

ମେଲବୋର୍ଣ୍ଣ: ମହିଳା ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲ ମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ରବିବାର ହେବାକୁ ଥିବା ଫାଇନାଲରେ ଅଷ୍ଟ୍ରେଲିଆ ପକ୍ଷରୁ ଏଲିସା ହିଲେ ଖେଳିବେ । ଦଳ ତଥା ପତ୍ନୀଙ୍କ ମନୋବଳ ବଢ଼ାଇବା ପାଇଁ ଅଷ୍ଟ୍ରେଲିଆ ପୁରୁଷ ଦଳର ପେସ ବୋଲର ମିଚେଲ ଷ୍ଟାର୍କ…

ବିଶ୍ୱକପ କ୍ରିକେଟ ଦ୍ୱିତୀୟ କ୍ୱାଲିଫାୟାର ଟୁର୍ନାମେଂଟ ଘୁଂଚିଲା

କୁଆଲଲୁମ୍ପୁର: କରୋନା ଭାଇରସ ଯୋଗୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ମାଲେସିଆରେ ହେବାକୁ ଥିବା ୨୦୨୩ ଚ୍ୟାଲେଞ୍ଜ ଲିଗ୍‌-ଏ କ୍ୱାଲିଫାୟର ଟୁର୍ଣ୍ଣାମେଂଟକୁ ଘୁଂଚାଇ ଦେଇଛି । ସ୍ଥିତି ନିୟନ୍ତ୍ରଣକୁ ଆସିଲେ ଖୁବ୍ ଶୀଘ୍ର ନୂତନ ତାରିଖ ଘୋଷଣା କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।…

ଦକ୍ଷିଣ ଆଫ୍ରିକାକୁ ପୁଣି ବର୍ଷା ହଇରାଣ କଲା : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟାଇଟଲ ମୁକାବିଲା

ସିଡନୀ:ବିଶ୍ୱକପ କ୍ରିକେଟରେ ପୁନର୍ବାର ବର୍ଷା ଦକ୍ଷିଣ ଆଫ୍ରିକା ପାଇଁ ବିପଦ ସୃଷ୍ଟି କରିଛି । ଆଇସିସି ଟି୨୦ ମହିଳା ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଡକ୍ୱୱର୍ଥ ଲୁଇସ ନିୟମରେ ଦକ୍ଷିଣ ଆଫ୍ରିକାକୁ ୫ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଭାରତ ଓ ଅଷ୍ଟ୍ରେଲିଆ…

୫୦୦ ଟି୨୦ ମ୍ୟାଚ ଖେଳିଲେ ପୋଲାର୍ଡ

ପାଲିକେଲ: ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରେନ ପୋଲାର୍ଡ଼ ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଟି୨୦ ଫର୍ମାଟରେ ୫୦୦ମ୍ୟାଚ୍ ଖେଳିଛନ୍ତି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ରେ ସେ ଏହି ମାଇଲଖୁଣ୍ଟ ଛୁଇଁଥିଲେ । ଏହି ମ୍ୟାଚ୍‌କୁ ସ୍ମରଣୀୟ କରିବା ପାଇଁ ଦଳୀୟ ଖେଳାଳିମାନେ ପୋଲାର୍ଡ଼ଙ୍କୁ ସ୍ୱତନ୍ତ୍ର…

ବର୍ଷା ଯୋଗୁ ପ୍ରଥମ ସେମିଫାଇନାଲ ବାତିଲ:ଭାରତ ଫାଇନାଲକୁ ଉନ୍ନୀତ

ସିଡନୀ:ଆଇସିସି ଟି୨୦ ମହିଳା ବିଶ୍ୱକପ କ୍ରିକେଟର ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ତେବେ ଟୁର୍ନାମେଂଟରେ ଅପରାଜେୟ ରହିଥିବା ଭାରତକୁ ଏହାର ଫାଇଦା ମିଳିଛି ଏବଂ ଦଳ ଫାଇନାଲରେ ପ୍ରବେଶ କରିଛି । ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ଟାଇଟଲ…