Latest Odisha News

BREAKING NEWS

Browsing Category

କ୍ରିକେଟ

ଦର୍ଶକଙ୍କ ବିନା ଓ ବନ୍ଦ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ !

ନୂଆଦିଲ୍ଲୀ : କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, କରୋନୋ ଭାଇରସ୍ ଏବେ ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଦେଶରେ ଯଦି କୌଣସି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଏ, ତେବେ ଏହାକୁ ବନ୍ଦ ଦ୍ୱାର ମଧ୍ୟରେ କରିବାକୁ ପଡିବ। ଏହାସହିତ ଦର୍ଶକଙ୍କ ବିନା ଏହି…

ରଣଜୀ ଟ୍ରଫି ଫାଇନାଲ୍: ଅନ୍ତିମ ଦିନର ଖେଳ ଖାଲି ଷ୍ଟାଡିୟମରେ ଖେଳାଯିବ

ରାଜକୋଟ: କରୋନା ଭାଇରସ୍ କାରଣରୁ ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ରଣଜୀ ଟ୍ରଫି ଫାଇନାଲ୍ ମ୍ୟାଚର ଅନ୍ତିମ ଦିନର ଖେଳ ଖାଲି ଷ୍ଟାଡିୟମରେ ଖେଳାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଆଡଭାଇଜରୀ ପରେ ବିସିସିଆଇ ଗୁରୁବାର ଏହି ଘୋଷଣା କରିଛି। ବିସିସିଆଇର ଜେନେରାଲ୍ ମ୍ୟାନେଜର୍ ସବା କରିମ୍…

ବର୍ଷା ଯୋଗୁ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ବାତିଲ

ଧର୍ମଶାଲା: ବର୍ଷା ଗୁରୁବାର କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । ଏଠାରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ ହୋଇଛି । ଗୋଟିଏ ବି ବଲ ଖେଳାଯିବା ସମ୍ଭବପର ନ ଥିଲା । ମ୍ୟାଚ ଆରମ୍ଭ ପୂର୍ବରୁ ବର୍ଷା ହେବା ଯୋଗୁ ସମସ୍ତ କ୍ରିକଟପ୍ରେମୀ ବ୍ୟଗ୍ରତା…

ବେଙ୍ଗଲର କଡା ସଂଘର୍ଷ : ସୌରାଷ୍ଟ୍ରର ପ୍ରଥମ ଇନିଂସ ସ୍କୋରଠାରୁ ୭୧ ରନ ପଛରେ

ରାଜକୋଟ:ଚଳିତ ରଣଜୀ ଟ୍ରଫି ଫାଇନାଲରେ ବେଙ୍ଗଲ ୪ର୍ଥ ଦିବସରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି । ସୌରାଷ୍ଟ୍ରର ପ୍ରଥମ ଇନିଂସ ସ୍କୋର ୪୨୫ ରନ ଜବାବରେ ଗୁରୁବାର ଷ୍ଟମ୍ପସ ଅପସାରଣ ବେଳକୁ ବେଙ୍ଗଲ ୬ ଉଇକେଟ ହରାଇ ୩୫୪ ରନ ସଂଗ୍ରହ କରି ନେଇଛି । ଦଳ ଏବେ ସୌରାଷ୍ଟ୍ରର ପ୍ରଥମ ଇନିଂସ ସ୍କୋରଠାରୁ ୭୧…

ସୌରାଷ୍ଟ୍ରର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ୨୯୧ ରନ୍‌ ପଛରେ ବେଙ୍ଗଲ

ରାଜକୋଟ: ରଣଜୀ ଟ୍ରଫି ଫାଇନାଲର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ବେଙ୍ଗଲ ହାତରେ ୭ଟି ୱିକେଟ ବାକି ଥିବା ବେଳେ ଦଳ ସୌରାଷ୍ଟ୍ରର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ୨୯୧ ରନ୍‌ ପଛରେ ରହିଛି । ସୌରାଷ୍ଟ୍ର ପ୍ରଥମ ଇନିଂସରେ ଅର୍ପିତଙ୍କ ଶତକ ବଳରେ ୪୨୫ କରି ଅଲଆଉଟ ହୋଇଯାଇଛି। ଏହାର ଜବାବରେ ବେଙ୍ଗଲ…

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଗୁରୁବାରଠାରୁ : ପ୍ରଥମ ମ୍ୟାଚରେ ବର୍ଷା ଆଶଙ୍କା

ଧର୍ମଶାଳା: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ଗୁରୁବାରଠାରୁ ଧର୍ମଶାଳାରେ ଆରମ୍ଭ ହେବ । ଟିମ୍ ଇଣ୍ଡିଆ ଘରୋଇ ପରିବେଶରେ ଭଲ ପ୍ରଦର୍ଶନ ଲକ୍ଷ୍ୟରେ ରହିଛି । ତେବେ ପ୍ରଥମ ମ୍ୟାଚରେ ବର୍ଷା ଆଶଙ୍କା ରହିଛି । ଏହା କିଛି ମାତ୍ରାରେ କ୍ରିକେଟପ୍ରେମୀଙ୍କୁ ନିରାଶ କରିଛନ୍ତି ।…

ନ୍ୟୁଜିଲ୍ୟାଣ୍ଡ ଦିନିକିଆ ବିଶ୍ୱକପ ଆୟୋଜନ କରିବ: ନକଆଉଟ ପାଇଁ ରିଜର୍ଭ ଦିବସ

ଅକଲ୍ୟାଣ୍ଡ: ଆସନ୍ତାବର୍ଷ ନ୍ୟୁଜିଲ୍ୟାଣ୍ଡ ଦିନିକିଆ ବିଶ୍ୱକପ ଆୟୋଜନ କରିବ । ଦିନିକିଆ ବିଶ୍ୱକପର ନକଆଉଟ ଅର୍ଥାତ ସେମି ଫାଇନାଲ ଏବଂ ଫାଇନାଲ ମ୍ୟାଚ୍ ପାଇଁ ସଂରକ୍ଷଣ ଦିବସ ରହିବ ।  ଟି୨୦ ବିଶ୍ୱକପ ବେଳେ ନକଆଉଟ ମ୍ୟାଚ୍‌ଗୁଡ଼ିକ ପାଇଁ କୌଣସି ସଂରକ୍ଷଣ ଦିବସ ରହି ନଥିଲା। ତେଣୁ ଭାରତ ଓ…

୭ ବର୍ଷ ପରେ ଅନ୍ତର୍ଜାତୀୟ ଟି୨୦ ଜିତିଲା ଆୟର୍ଲ୍ୟାଣ୍ଡ

ଗ୍ରେଟର ନୋଏଡା: ଆୟର୍ଲାଣ୍ଡ ଦୀର୍ଘ ୭ ବର୍ଷ ପରେ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଜିତି ରେକର୍ଡ କରିଛି । ଆଫଗାନିସ୍ତାନ ବିପକ୍ଷ ଶେଷ ଟି୨୦ରେ ଆୟର୍ଲ୍ୟାଣ୍ଡ ବିଜୟ ହାସଲ କରିଥିଲା । ଆୟର୍ଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୪୨ ରନ୍ କରିଥିବା ବେଳେ ଆଫଗାନିସ୍ତାନ ମଧ୍ୟ ସାମନ ୧୪୨ ରନ୍ କରିଥିଲା ।…

ରଣଜୀ ଟ୍ରଫି ଫାଇନାଲ: ସୌରାଷ୍ଟ୍ର ୩୮୪/୮

ରାଜକୋଟ: ଚଳିତ ରଣଜୀ ଟ୍ରଫି କ୍ରିକେଟ ଫାଇନାଲର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ବେଙ୍ଗଲ ବିପକ୍ଷରେ ସୌରାଷ୍ଟ୍ର ୮ ଉଇକେଟ ବିନିମୟରେ ୩୮୪ ରନ ସଂଗ୍ରହ କରିଛି । ଅର୍ପିତ ବାସୁଦେବ ଆକର୍ଷଣୀୟ ଶତକ (୧୦୬) ଓ ଚେତେଶ୍ୱର ପୂଜାରାଙ୍କ ଅର୍ଦ୍ଧଶତକ (୬୬) ରନ ବଳରେ ସୌରାଷ୍ଟ୍ର ଭଲ ସ୍କୋର କରିବାରେ…

ଆଇସିସି ମହିଳା ଟି୨୦ ବିଶ୍ୱକପର ଶ୍ରେଷ୍ଠ ଏକାଦଶରେ ପୁନମ

ମେଲବୋର୍ଣ୍ଣ:ଆଇସିସି ସୋମବାର ମହିଳାଟି୨୦ ବିଶ୍ୱକପର ପ୍ରଦର୍ଶନ ବିଚାରକୁ ନେଇ ଶ୍ରେଷ୍ଠ ଏକାଦଶ ବାଛିଛି । ଏଥିରେ ଭାରତର ପୁନମ ଯାଦବ ୧୧ତମ ଓ ଶେଫାଳୀ ବର୍ମା ଦ୍ୱାଦଶତମ ଖେଳାଳୀ ଭାବେ ଟିମ୍‌ରେ ରହିଛନ୍ତି । ଅଷ୍ଟ୍ରେଲିଆର ୫ ଓ ଇଂଲଣ୍ଡର ୪ ଖେଳାଳି ଏଥିରେ ସ୍ଥାନ ପାଇଛନ୍ତି । ଇଆନ ବିଶପ,…