Latest Odisha News

BREAKING NEWS

Browsing Category

କ୍ରିକେଟ

ଓଡିଶା ବିପକ୍ଷରେ ସୁରଜଙ୍କ ଶତକ, ଝାଡଖଣ୍ଡ ୩୫୫/୯

କଟକ: ଓଡିଶା ବିପକ୍ଷ ଗ୍ରୁପ ସି’ ରଣଜୀ ଟ୍ରଫି ଏଲିଟ ଗ୍ରୁପ ମ୍ୟାଚରେ ସୁରଜ କୁମାରଙ୍କ ଶତକ ଯୋଗୁ ଝାଡଖଣ୍ଡ ମ୍ୟାଚକୁ ପ୍ରତ୍ୟାବର୍ତନ କରିବାରେ ସଫଳ ହୋଇଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୪୩୬ ରନ ଜବାବରେ ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଝାଡଖଣ୍ଡ ୯ ଉଇକେଟ ବିନିମୟରେ ୩୫୫ ରନ କରିଛି ।…

ପ୍ରେମ ସପ୍ତାହରେ ଅଲଗା ହେଲେ : ମାଇକେଲ କ୍ଲାର୍କ-କାଇଲ

ବ୍ରିସବେନ୍‌:ଅଷ୍ଟ୍ରେଲିଆର କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ଓ ତାଙ୍କ ପତ୍ନୀ କାୟଲିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି । ଉଭୟ ୨୦୧୨ରେ ବିବାହ କରିଥିଲେ । ସେମାନଙ୍କ ୪ ବର୍ଷର ଶିଶୁ କନ୍ୟା ରହିଛି । ତେବେ ପ୍ରେମ ସପ୍ତାହରେ ଏହି ବିଚ୍ଛେଦ ପ୍ରଶଂସକଙ୍କୁ ନିରାଶ କରିଛି ।…

ଦେବାଶୀଷଙ୍କ ଆକର୍ଷଣୀୟ ଶତକ: ଓଡିଶା ୪୩୬ରେ ଅଲଆଉଟ

କଟକ: ଗ୍ରୁପ ସି’ ରଣଜୀ ମ୍ୟାଚରେ ଦେବାଶୀଷ ସାମନ୍ତରାୟଙ୍କ ଆକର୍ଷଣୀୟ ଶତକ (୧୫୬) ସହାୟତାରେ ଓଡିଶା ଝାଡଖଣ୍ଡ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୪୩୬ ରନ କରି ଅଲଆଉଟ ହୋଇଯାଇଛି । ବିଳ୍ପବ ସାମନ୍ତରାୟ ୭୪ ଓ ଅନୁରାଙ୍ଗ ଷଡଙ୍ଗୀ ୬୫ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ।…

ଆସନ୍ତୁ ଜାଣିବା କେଉଁଠାରେ ଖେଳାଗଲା କ୍ରିକେଟ ଇତିହାସର ସବୁଠାରୁ ଛୋଟ ମ୍ୟାଚ

କୀର୍ତିପୁର: ନେପାଳର କୀର୍ତିପୁରର ତ୍ରିଭୁବନ ବିଶ୍ୱବିଦ୍ୟାଳୟ ପଡିଆରେ ଅନ୍ତର୍ଜାତୀୟ କ୍ରିକେଟ ଇତିହାସର ସବୁଠାରୁ ଛୋଟ ମ୍ୟାଚ ଖେଳାଯାଇଛି । ମାତ୍ର ୧୭.୨ ଓଭରରେ ଖେଳ ଶେଷ ହେବା ସହ ବିଶ୍ୱରେକର୍ଡ ସ୍ଥାପନ ହୋଇଛି । ଆଇସିସି କ୍ରିକେଟ ବିଶ୍ୱକପ ଲିଗ୍‌-୨, ୨୦୧୯-୨୨ ପାଇଁ ନେପାଳ ଓ ଆମେରିକା…

ପାକିସ୍ତାନ କ୍ରିକେଟରଙ୍କ ଉପରେ ମହିଳାଙ୍କ ବ୍ଳାକମେଲିଂ ଅଭିଯୋଗ

ଲାହୋର: ପାକିସ୍ତାନ କ୍ରିକେଟ ଟିମର ସ୍ପିନ ବୋଲର ଶାଦାବ ଖାଁଙ୍କ ନାମରେ ଜଣେ ମହିଳା ବ୍ଲାକମେଲିଂ ଅଭିଯୋଗ ଆଣିଛନ୍ତି । ଦୁବାଇରେ ରହୁଥିବା ଅଶରୀନା ସୋଫିୟାଙ୍କ ମତରେ ମାର୍ଚ୍ଚ ୨୦୧୯ରୁ ଆମ ମଧ୍ୟରେ ବନ୍ଧୁତା ସୃଷ୍ଟି ହେଇଥିଲା । ଏହା ପରେ ଉଭୟ ପରସ୍ପରର ନିକଟତର ହୋଇଥିଲୁ । ଗୁୟନା, ବାଂଲାଦେଶ…

ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ ଟିମରେ ୩ ଭାରତୀୟ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଭାରତ ରନର୍ସଅପ ହୋଇଥିଲେ ମଧ୍ୟ ଶ୍ରେଷ୍ଠ ଏକାଦଶରେ ୩ଜଣ ଖେଳାଳୀ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଯଶସ୍ୱୀ ଜୈସୱାଲ, ରବି ବିଶ୍ନୋଇ ଓ କାର୍ତିକ ତ୍ୟାଗୀ । ଯଶସ୍ୱୀ ସର୍ବାଧିକ ୪୦୦ ରନ ସଂଗ୍ରହ କରି ମ୍ୟାନ ଅଫ ଦି ଟୁର୍ନାମେଂ ବିବେଚିତ…

ନ୍ୟୁଜିଲାଣ୍ଡକୁ ୨୯୭ ରନର ଟାର୍ଗେଟ ଦେଲା ବିରାଟ ବାହିନୀ

ୱେଲିଂଟନ୍: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ୟ ଦିନିକିଆ ମ୍ୟାଚ ମଙ୍ଗଳବାର ଦିନ ବେ ଓଭଲ୍ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ପ୍ରାୟ ୨୯୬ ରନ୍ କରିପାରିଛି । ୨-୦ରେ ଆଗୁଆ ଥିବା ନ୍ୟୁଜିଲାଣ୍ଡ ଦଳ ଦୃଢ ମନୋବଳରେ ମଇଦାନକୁ ଓହ୍ଲାଇଥିବା ବେଳେ ଟିମ୍…

ଭାରତ-ନ୍ୟୁଜିଲାଣ୍ଡ ୩ୟ ଦିନିକିଆ ଟକ୍କର

ୱେଲିଂଟନ୍‌: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ୟ ଦିନିକିଆ ମ୍ୟାଚ ମଙ୍ଗଳବାର ଦିନ ଖେଳାଯିବ । ଏହି ମ୍ୟାଚ୍ ବେ ଓଭଲ୍ ଷ୍ଟାଡିୟମରେ ଆଜି ସକାଳ ୭ଟା ୩୦ମି.ରେ ଅନୁଷ୍ଠିତ ହେବାକୁ ଯାଉଛି । ୨-୦ରେ ଆଗୁଆ ଥିବା ନ୍ୟୁଜିଲାଣ୍ଡ ଦଳ ଦୃଢ ମନୋବଳରେ ମଇଦାନକୁ ଓହ୍ଲାଇବାକୁ ଥିବା ବେଳେ ଟିମ୍…

ମ୍ୟାଚ ପରେ ବାଂଲାଦେଶ-ଭାରତ ଖେଳାଳିଙ୍କ ମଧ୍ୟରେ ମାରପିଟ

ପୋଚେଫ୍ରୁଷ୍ଟ୍ରୁମ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ବାଂଲାଦେଶ ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଛି । ମ୍ୟାଚ ପରେ ବାଂଲାଦେଶ ଖେଳାଳି ଅତ୍ୟଧିକ ଖୁସିରେ ଭାରତୀୟ ଖେଳାଳିଙ୍କୁ ଥଟ୍ଟା କରିଥିଲେ । ଜଣେ ଭାରତୀୟ ଖେଳାଳି ଏହା ସହ୍ୟ କରି ନ ପାରି ବିପକ୍ଷ ଦଳର ଖେଳାଳିଙ୍କୁ ଧକ୍କା…

ଯଶସ୍ୱୀ ମ୍ୟାନ ଅଫ ଦି ସିରିଜ

ପୋଚେଫ୍ରୁଷ୍ଟ୍ରୁମ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ବାଂଲାଦେଶ ୭ମ ଦେଶ ଭାବେ ଟାଇଟଲ ହାସଲ କରିଛି । ଏହାର ଅନ୍ତର୍ଜାତୀୟ ଫର୍ମାଟରେ ବାଂଲାଦେଶର ଐତିହାସିକ ସଫଳତା । ଭାରତ ଏହି ବିଶ୍ୱକପରେ ପୂର୍ବରୁ ୪ଥର ଚାମ୍ପିୟନ ହୋଇଛି । ଯଶସ୍ୱୀ ଜୈସୱାଲ ମ୍ୟାନ ଅଫ ଦି ସିରିଜ । ସେ…