Latest Odisha News

BREAKING NEWS

Browsing Category

କ୍ରିକେଟ

ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ ଟିମରେ ୩ ଭାରତୀୟ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଭାରତ ରନର୍ସଅପ ହୋଇଥିଲେ ମଧ୍ୟ ଶ୍ରେଷ୍ଠ ଏକାଦଶରେ ୩ଜଣ ଖେଳାଳୀ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଯଶସ୍ୱୀ ଜୈସୱାଲ, ରବି ବିଶ୍ନୋଇ ଓ କାର୍ତିକ ତ୍ୟାଗୀ । ଯଶସ୍ୱୀ ସର୍ବାଧିକ ୪୦୦ ରନ ସଂଗ୍ରହ କରି ମ୍ୟାନ ଅଫ ଦି ଟୁର୍ନାମେଂ ବିବେଚିତ…

ନ୍ୟୁଜିଲାଣ୍ଡକୁ ୨୯୭ ରନର ଟାର୍ଗେଟ ଦେଲା ବିରାଟ ବାହିନୀ

ୱେଲିଂଟନ୍: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ୟ ଦିନିକିଆ ମ୍ୟାଚ ମଙ୍ଗଳବାର ଦିନ ବେ ଓଭଲ୍ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ପ୍ରାୟ ୨୯୬ ରନ୍ କରିପାରିଛି । ୨-୦ରେ ଆଗୁଆ ଥିବା ନ୍ୟୁଜିଲାଣ୍ଡ ଦଳ ଦୃଢ ମନୋବଳରେ ମଇଦାନକୁ ଓହ୍ଲାଇଥିବା ବେଳେ ଟିମ୍…

ଭାରତ-ନ୍ୟୁଜିଲାଣ୍ଡ ୩ୟ ଦିନିକିଆ ଟକ୍କର

ୱେଲିଂଟନ୍‌: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ୟ ଦିନିକିଆ ମ୍ୟାଚ ମଙ୍ଗଳବାର ଦିନ ଖେଳାଯିବ । ଏହି ମ୍ୟାଚ୍ ବେ ଓଭଲ୍ ଷ୍ଟାଡିୟମରେ ଆଜି ସକାଳ ୭ଟା ୩୦ମି.ରେ ଅନୁଷ୍ଠିତ ହେବାକୁ ଯାଉଛି । ୨-୦ରେ ଆଗୁଆ ଥିବା ନ୍ୟୁଜିଲାଣ୍ଡ ଦଳ ଦୃଢ ମନୋବଳରେ ମଇଦାନକୁ ଓହ୍ଲାଇବାକୁ ଥିବା ବେଳେ ଟିମ୍…

ମ୍ୟାଚ ପରେ ବାଂଲାଦେଶ-ଭାରତ ଖେଳାଳିଙ୍କ ମଧ୍ୟରେ ମାରପିଟ

ପୋଚେଫ୍ରୁଷ୍ଟ୍ରୁମ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ବାଂଲାଦେଶ ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଛି । ମ୍ୟାଚ ପରେ ବାଂଲାଦେଶ ଖେଳାଳି ଅତ୍ୟଧିକ ଖୁସିରେ ଭାରତୀୟ ଖେଳାଳିଙ୍କୁ ଥଟ୍ଟା କରିଥିଲେ । ଜଣେ ଭାରତୀୟ ଖେଳାଳି ଏହା ସହ୍ୟ କରି ନ ପାରି ବିପକ୍ଷ ଦଳର ଖେଳାଳିଙ୍କୁ ଧକ୍କା…

ଯଶସ୍ୱୀ ମ୍ୟାନ ଅଫ ଦି ସିରିଜ

ପୋଚେଫ୍ରୁଷ୍ଟ୍ରୁମ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ବାଂଲାଦେଶ ୭ମ ଦେଶ ଭାବେ ଟାଇଟଲ ହାସଲ କରିଛି । ଏହାର ଅନ୍ତର୍ଜାତୀୟ ଫର୍ମାଟରେ ବାଂଲାଦେଶର ଐତିହାସିକ ସଫଳତା । ଭାରତ ଏହି ବିଶ୍ୱକପରେ ପୂର୍ବରୁ ୪ଥର ଚାମ୍ପିୟନ ହୋଇଛି । ଯଶସ୍ୱୀ ଜୈସୱାଲ ମ୍ୟାନ ଅଫ ଦି ସିରିଜ । ସେ…

ଭାରତକୁ ହରାଇ ବାଂଲାଦେଶ ଚାମ୍ପିୟନ : ବର୍ଷା କାଳ ହେଲା

ପୋଚେଫ୍ରୁଷ୍ଟ୍ରୁମ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ ଫାଇନାଲରେ ବାଂଲାଦେଶ ୩ ଉଇକେଟରେ ଭାରତକୁ ହରାଇ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଛି । ଭାରତ ପ୍ରଦତ ୧୭୮ ରନର ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୪୧ ଓଭରରେ ୭ ଉଇକେଟ ହରାଇ ୧୬୩ ରନ କରିଥିବା ବେଳେ ବର୍ଷା ହୋଇଥିଲା । ବର୍ଷା ଛାଡିବା…

୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ : ବାଂଲାଦେଶ ସମ୍ମୁଖରେ ୧୭୮ ରନର ବିଜୟ ଲକ୍ଷ୍ୟ

ପୋଚେଫ୍ରୁଷ୍ଟ୍ରୁମ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରି ବାଂଲାଦେଶ ସମ୍ମୁଖରେ ୧୭୮ ରନର ବିଜୟ ଲକ୍ଷ୍ୟ ରଖିଛି । ଟିମ୍ ଇଣ୍ଡିଆ ୪୭.୨ ଓଭରରେ ୧୭୭ ରନ କରି ଅଲଆଉଟ ହୋଇ ଯାଇଥିଲା । ଯଶସ୍ୱୀ ଜୈସୱାଲଙ୍କ ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନ…

ନ୍ୟୁଜିଲାଣ୍ଡକୁ ୨୭୩ ରନରେ ଅଟକାଇଲା ଭାରତ; ଜିତିବା ଲକ୍ଷ୍ୟରେ କପ୍ତାନ କୋହଲୀ

ଅକଲ୍ୟାଣ୍ଡ: ପ୍ରଥମ ଦିନିକିଆରେ ପରାସ୍ତ ହେବା ପରେ ଭାରତ ଲାଗି ଆଜିର ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି । କପ୍ତାନ ବିରାଟ କୋହଲୀ ଆଜି ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହାକି ଦଳ ଲାଗି ଠିକ୍ ସାବ୍ୟସ୍ତ ହୋଇଛି । ଆଜିର ମ୍ୟାଚରେ କିୱି ଦଳ ୩୫୦ରୁ…

ରଣଜୀ ମ୍ୟାଚ : ମହାରାଷ୍ଟ୍ର ନିକଟରୁ ଓଡିଶାର ଶୋଚନୀୟ ପରାଜୟ

ଭୁବନେଶ୍ୱର : ରଣଜୀ ଟ୍ରଫି କ୍ରିକେଟର ଗ୍ରୁପ ସି’ର ଏକ ମ୍ୟାଚରେ ଓଡିଶା ୧୦ ଉଇକେଟରେ ମହାରାଷ୍ଟ୍ର ନିକଟରୁ ପରାଜିତ ହୋଇଛି । ପୁଣେଠାରେ ଅନୁଷ୍ଠିତ ଏହି ମ୍ୟାଚରେ ମହାରାଷ୍ଟ୍ର ଦ୍ୱିତୀୟ ଇନିଂସରେ ଆବଶ୍ୟକ ବିଜୟ ଲକ୍ଷ୍ୟ କୌଣସି ଉଇକେଟ ନ ହରାଇ ହାସଲ କରି ନେଇଥିଲା । ରାହୁଲ ତ୍ରିପାଠୀ…

୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ : ଭାରତ-ବାଂଲାଦେଶ ଫାଇନାଲ

ପୋଚେଫ୍ରୁଷ୍ଟ୍ରୁମ: ଏଠାରେ ଅନୁଷ୍ଠିତ ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୬ ଉଇକେଟରେ ହରାଇ ବାଂଲାଦେଶ ଫାଇନାଲରେ ପ୍ରବେଶ କରିଛି । ପୂର୍ବରୁ ପାକିସ୍ତାନ ପରାଜିତ କରି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିବା ଭାରତକୁ ବାଂଲାଦେଶ ଭେଟିବ । ୯…